ଭୁବନେଶ୍ୱର: X, XII ବୋର୍ଡ ପରୀକ୍ଷା ସମାପ୍ତ ହେବା ପରେ ଛାତ୍ରମାନଙ୍କୁ ସ୍ଥାନାନ୍ତରଣ ପ୍ରମାଣପତ୍ର ପ୍ରଦାନ ସମ୍ପର୍କରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିଛି । ସର୍ବଶେଷ ନିଷ୍ପତ୍ତି ଅନୁଯାୟୀ, ବୋର୍ଡ ବର୍ତ୍ତମାନ ଛାତ୍ରମାନଙ୍କୁ ଡିଜି ଲକରରେ ସ୍ଥାନାନ୍ତରଣ ପ୍ରମାଣପତ୍ରର ସିଫ୍ଟ କପି ଯୋଗାଇବା ପାଇଁ ଏକ ଭିତ୍ତିଭୂମି ପ୍ରସ୍ତୁତ କରିଛି। “ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ସ୍ଥାନାନ୍ତରଣ ପ୍ରମାଣପତ୍ରର ହାର୍ଡ କପି କେବଳ ସେହି ଛାତ୍ରମାନଙ୍କୁ ଦିଆଯିବ […]
ଭୁବନେଶ୍ୱର: ୟୁନେସ୍କୋ ପୁରସ୍କାରର 2021 ସଂସ୍କରଣ ରେ ବାଳିକା ଏବଂ ମହିଳା ଶିକ୍ଷା ପାଇଁ ୟୁନେସ୍କୋ ନାମାଙ୍କନ ପତ୍ର ଆମନ୍ତ୍ରଣ କରିଛି ଯାହା ବାଳିକା ଏବଂ ମହିଳା ଶିକ୍ଷା କ୍ଷେତ୍ର ରେ ଉଲ୍ଲେଖନୀୟ ଉଦ୍ୟମ ପାଇଁ ଦୁଇ ବିଜେତାଙ୍କୁ ପ୍ରଦାନ କରାଯିବ। ଏହି ଦୁଇ ବିଜେତା ପ୍ରତ୍ୟେକେ 50,000 ଆମେରିକୀୟ ଡଲାର ପୁରସ୍କାର ପାଇବେ। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ନାମାଙ୍କନଗୁଡିକ ଆସନ୍ତା 15, 2021 ସୁଦ୍ଧା ୟୁନେସ୍କୋ (INCCU) ସହିତ ଇଣ୍ଡିଆନ ନ୍ୟାସନାଲ କମିଶନ ଫର କୋପରେସନ […]
ନୂଆଦିଲ୍ଲୀ: ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ (ଏନଟିପିସି) ରେ ୨୩୦ଟି ପଦବୀ ପାଇଁ ଆବେଦନ କରିବାର ସୁଯୋଗ ଆସନ୍ତା ଗୋଟିଏ ଦିନରେ ଶେଷ ହେବାକୁ ଥିବାବେଳେ ଆଗ୍ରହୀ ପ୍ରାର୍ଥୀମାନେ ଶେଷ ଦିନକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ । ଏହାର ବିଭିନ୍ନ ଷ୍ଟେସନ ଏବଂ ପ୍ରୋଜେକ୍ଟ ପାଇଁ ଆସିଷ୍ଟାଣ୍ଟ ଇଞ୍ଜିନିୟର୍ସ (ଇଓ ଗ୍ରେଡ୍) ଏବଂ ଆସିଷ୍ଟାଣ୍ଟ କେମିଷ୍ଟ (ଇଓ ଗ୍ରେଡ୍) ପଦବୀ ପାଇଁ NTPC ଆବେଦନପତ୍ର ଆମନ୍ତ୍ରଣ କରିଛି। ଆବେଦନ ପାଇଁ ଶେଷ ତାରିଖ […]
ଭୁବନେଶ୍ୱର: ଗୃହ ବିଭାଗ ଅଧୀନ ରାଜ୍ୟ ଫୋରେନସିକ୍ ସାଇନ୍ସ ସେବା ସଂଗଠନରେ ଖାଲିଥିବା Scientific Officer ଗ୍ରୁପ୍ ବି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛକ ପ୍ରାର୍ଥୀ ତୁରନ୍ତ ଆବେଦନ କରିବା ପାଇଁ ଓଡିଶା ଜନସେବା ଆୟୋଗ (OPSC) ପକ୍ଷରୁ କୁହାଯାଇଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ ୪ ତାରିଖ ୨୦୨୧ ରୁ ଏପ୍ରିଲ ୫ ତାରଖ ୨୦୨୧ଭିତରେ ଆବେଦନ କରିପାରିବେ। OPSC- opsc.gov.in ର ଅଫିସିଆଲ୍ ୱେବସାଇଟ୍ ରେ ଅନଲାଇନ୍ ମୋଡରେ […]
ପଦବୀର ନାଁ- ଗ୍ରୁପ୍-ବି କ୍ୟାଟେଗୋରୀ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ସଂଖ୍ୟା-୨୦୨ ଆବେଦନ ତାରିଖ-୨୦୨୧, ଫେବ୍ରୁଆରୀ ୧୮ ତାରିଖ ଆବେଦନର ଶେଷ ତାରିଖ-୨୦୨୧, ମାର୍ଚ୍ଚ ୨୦ ତାରିଖ କଟକ: ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ଗ୍ରୁପ୍-ବି କ୍ୟାଟେଗୋରୀ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଅନ୍ ଲାଇନ୍ରେ ଆବେଦନ କରିପାରିବେ ବୋଲି ଫେବ୍ରୁଆରୀ ୧୭ ତାରିଖ ଜାରି ଏକ ନୋଟସ୍ରେ ସୂଚନା ଦିଆଯାଇଛି। ନୋଟିସ୍ରେ ଦିଆଯାଇଥିବା ତଥ୍ୟ […]
ରାଉରକେଲା: କରୋନା ପାଇଁ ଅନ୍ଲାଇନ୍ରେ ହେବ ବିପିୟୁଟି ଫାଇନାଲ୍ ସେମିଷ୍ଟର ପରୀକ୍ଷା। ଏ ନେଇ ରାଉରକେଲା ସ୍ଥିତ ବିପିୟୁଟି ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ କରାଯାଇଛି। ବିପିୟୁଟିର ସବୁ ଫାଇନାଲ୍ ସେମିଷ୍ଟର ପରୀକ୍ଷା ହୋମ୍ ବେସ୍ଡ୍ ହେବ। ସମସ୍ତ ଛାତ୍ରଛାତ୍ରୀମାନେ ଘରେ ରହି ଅନ୍ଲାଇନ୍ ମାଧ୍ୟମରେ ପରୀକ୍ଷା ଦେବେ। ଏ ନେଇ ବିପିୟୁଟି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଦ୍ୱାରା ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଛାତ୍ରଛାତ୍ରୀମାନେ ଉପକୃତ ହେବେ। ଜୁଲାଇ ୯ରୁ ପରୀକ୍ଷା […]
ଭୁବନେଶ୍ୱର: ପିଜି ଓ ୟୁଜି ସିଲାବସ୍ରେ ୨୫ ପ୍ରତିଶତ ‘ସେଲ୍ଫ ଷ୍ଟଡି’ କୋର୍ସ ରହିବ। ଆସନ୍ତା ଶିକ୍ଷାବର୍ଷରୁ ପୋଷ୍ଟ୍ ଗ୍ରାଜୁଏଟ ଏବଂ ଅଣ୍ଡର୍ ଗ୍ରାଜୁଏଟରେ ସେଲ୍ଫ ଷ୍ଟଡି କୋର୍ସ ଲାଗୁ ହେବ। ଫଳରେ ଘରେ ରହି ଅନ୍ଲାଇନ୍ରେ ପଢ଼ିପାରିବେ ଛାତ୍ରଛାତ୍ରୀ। ଏ ନେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଆବଶ୍ୟକ ସହଯୋଗ କରିବେ। ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଟେଷ୍ଟ ବୁକ୍ ଯୋଗାଇ ଦେବେ। ଏପରିକି ଯେଉଁ ପିଲାମାନଙ୍କର ପାଠ୍ୟପୁସ୍ତକ ଅଧ୍ୟୟନ ବେଳେ କିଛି ଅସୁବିଧା […]
ଭୁବନେଶ୍ୱର: ବାକିଥିବା ଯୁକ୍ତ ୨ ପରୀକ୍ଷାକୁ ନେଇ ଏବେ ଚିନ୍ତା ଦେଖାଦେଇଛି। ବାକି ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ CHSE ପକ୍ଷରୁ ଡାଟା ମଗାଯାଇଛି। ପ୍ରତି ପରୀକ୍ଷା କେନ୍ଦ୍ରରେ ଏକାଥରକେ କେତେ ସଂଖ୍ୟକ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେଇ ପାରିବେ, ଏହାର ଡାଟା ପ୍ରସ୍ତୁତ କରି ଆସନ୍ତା ୧୮ ତାରିଖ ସୁଦ୍ଧା ଦେବାକୁ କୁହାଯାଇଛି। ଏଥିରେ ଶ୍ରେଣୀଗୃହ ବ୍ୟତୀତ ରିଡିଂରୁମ, କମନ୍ ରୁମ୍କୁ ମଧ୍ୟ ପରୀକ୍ଷା ହଲ୍ ଭାବେ ଗଣା ଯାଇପାରିବ ବୋଲି କୁହାଯାଇଛି। ଯଦି […]
ଭୁବନେଶ୍ୱର: ବାତିଲ୍ ହେବନି ବିପିୟୁଟି ଅଷ୍ଟମ ସେମିଷ୍ଟର ପରୀକ୍ଷା। ଜୁଲାଇ ପ୍ରଥମରୁ ଦ୍ଵିତୀୟ ସପ୍ତାହ ମଧ୍ୟରେ ଅନ୍ଲାଇନ୍ରେ BPUT ଅଷ୍ଟମ ସେମିଷ୍ଟର ପରୀକ୍ଷା ହେବ। ଯେଉଁ ଛାତ୍ରଛାତ୍ରୀ ଚାହିଁବେ ଅନ୍ଲାଇନ୍ରେ ପରୀକ୍ଷା ଦେଇପାରିବେ ନଚେତ୍ କଲେଜ ଖୋଲିଲେ ଅଫ୍ଲାଇନ୍ରେ ପରୀକ୍ଷା ଦେଇପାରିବେ। ଅନ୍ଲାଇନ୍ ପରୀକ୍ଷା ପାଇଁ ଜିଲ୍ଲା ଓ ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରାଯିବ। ତେବେ ଛାତ୍ରଛାତ୍ରୀମାନେ କେଉଁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ସେ ନେଇ ଅପ୍ସନ୍ ମଧ୍ୟ ବାଛି ପାରିବେ। ଏ ନେଇ […]
କୋରାପୁଟ: କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶେଷ ସେମିଷ୍ଟର ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୬ରୁ ଜୁଲାଇ ୨୭ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ପରୀକ୍ଷା ହେବ ଏବଂ ଛାତ୍ରଛାତ୍ରୀମାନେ ଘରେ ରହି ଏହି ପରୀକ୍ଷା ଦେବେ। ପରୀକ୍ଷା ଆରମ୍ଭ ହେବାର ୧ ଘଣ୍ଟା ପୂର୍ବରୁ ଗୁଗୁଲ୍ ଫର୍ମସ, ହ୍ୱାଟ୍ସଆପ୍, ଇ-ମେଲ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ନିକଟକୁ ପ୍ରଶ୍ନପତ୍ର ପଠାଯିବ। ଯଦି ଆବଶ୍ୟକ ହୁଏ, ତେବେ ଛାତ୍ରଛାତ୍ରୀମାନଙ୍କୁ ଫୋନ୍ରେ ପ୍ରଶ୍ନ ଡକାଯିବ। ପରୀକ୍ଷାର ଅବଧି ତିନି […]
ଭୁବନେଶ୍ୱର: ବନ୍ଦ ହେବ ରାଜ୍ୟର ୩ଟି ଡିଗ୍ରୀ କଲେଜ। ସେହିପରି ୧୦ଟି ଡିଗ୍ରୀ କଲେଜର ଅନୁମୋଦନ ପ୍ରତ୍ୟାହାର କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱର ଜୋନ୍ର ଏହି ୧୩ଟି ଡିଗ୍ରୀ କଲେଜରେ ଲଗାତର ୩ ବର୍ଷ ଧରି ୨୫ ପ୍ରତିଶତରୁ କମ୍ ଛାତ୍ରଛାତ୍ରୀ ଆଡମିଶନ ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ […]
ଭୁବନେଶ୍ୱର: ଘୁଞ୍ଚିଲା ମାଟ୍ରିକ୍ ଖାତାଦେଖା। ମହାବାତ୍ୟା ‘ଅମ୍ପନ୍’ ଯୋଗୁ ମାଟ୍ରିକ୍ ଖାତାଦେଖାକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ମାସ ୨୦ ତାରିଖରେ ମାଟ୍ରିକ୍ ଖାତାଦେଖା ଆରମ୍ଭ ହୋଇଥାନ୍ତେ। ହେଲେ ଏହା ପରିବର୍ତ୍ତେ ମେ’ ୨୧ରୁ ମାଟ୍ରିିକ୍ ଖାତାଦେଖା ହେବ। ଘରଠୁ ୧୦ କିଲୋମିଟର ଭିତରେ ମାଟ୍ରିକ୍ ଖାତା ଦେଖିବେ ଶିକ୍ଷକ। ୬୦ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଖାତାର ମୂଲ୍ୟାୟନ ହେବ। ସେହିପରି +୨ ବାକିଥିବା ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ ସରିବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର […]
ସେପ୍ଟେମ୍ବର ୧୨ ତାରିଖରେ NEET (UG)- ୨୦୨୧ । କୋଭିଡ୍ କଟକଣା ଭିତରେ ସାରା ଦେଶରେ ହେବ ପରୀକ୍ଷା । କାଲି ଅପରାହ୍ନ ୫ଟାରୁ ଅନଲାଇନ୍ରେ ଆବେଦନ ।
ଭୁବନେଶ୍ୱର: ସ୍ପେଶାଲ୍ ଓଜେଇଇ (ଓଡ଼ିଶା ଜଏଣ୍ଟ୍ ଏଣ୍ଟ୍ରାନ୍ସ ଏକଜାମିନେସନ୍ ) ଆଜି ଅନୁଷ୍ଠିତ ହୋଇଛି। ରାଜ୍ୟର ୨୦ଟି ସହରର ୩୧ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷା ପାଇଁ ମୋଟ ୧୭ ହଜାର ୬୭୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ବି.ଟେକ୍, ବି.ଫାର୍ମ, ଏମ୍ସିଏ ଓ ଏମ୍ବିଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିଥିଲେ। ଏହି ସବୁ ପାଠ୍ୟକ୍ରମ ଲାଗି ଆଜି ଦୁଇଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହୋଇଛି। ସକାଳ […]
ଭୁବନେଶ୍ୱର: ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଛି। ୯୦ପ୍ରତିଶତ କଟ୍ ଅଫ୍ ମାର୍କ ସହ ବିଜ୍ଞାନରେ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି। ସେହିପରି ୮୮. ୬୭% ସହ ଦ୍ୱିତୀୟରେ ଭୁବନେଶ୍ୱରର ବିଜେବି ହାୟର ସେକେଣ୍ଡାରୀ ସ୍କୁଲ ରହିଛି। ୮୭.୬୭% ସହ ତୃତୀୟରେ ବ୍ରହ୍ମପୁରର ସରସ୍ୱତୀ ବିଦ୍ୟାମନ୍ଦିର ରହିଛି। କଳାରେ ୭୧.୧୭% ସହ ବିଜେବି ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଥିବା ବେଳେ ୭୦.୧୭% କଟ୍ ଅଫ୍ ମାର୍କ […]
ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୧ ତାରିଖରେ ଦ୍ୱିତୀୟ ସ୍ପେଶାଲ ଓଜେଇଇ ଅନୁଷ୍ଠିତ ହେବ। ଏଥିପାଇଁ ଆଜିଠାରୁ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ବିଟେକ୍, ବିଟେକ୍ ଲାଟେରାଲ୍ ଏଣ୍ଟ୍ରି, ଏମ୍ବିଏ, ଏମ୍ସିଏ ଏବଂ ଲାଟେରାଲ୍ ଏଣ୍ଟ୍ରି ଏମ୍ସିଏ ପାଇଁ ଏହି ପରୀକ୍ଷା ହେବ। ଓଜେଇଇ ଭଳି ଏହି ପରୀକ୍ଷା ମଧ୍ୟ ସମାନ ଢାଞ୍ଚାରେ ହେବ। ଜୁଲାଇ ୨୧ ତାରିଖ ଦିନ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏକ ଘଣ୍ଟା ଏହି ପରୀକ୍ଷା ହେବ। ୧୫ ତାରିଖରୁ ଛାତ୍ରଛାତ୍ରୀ […]
ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ୩ରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆଜିଠୁ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଦିନ ୧୧ଟାରୁ ଛାତ୍ରଛାତ୍ରୀ ମାନେ www.samsodisha.gov.in ୱେବ୍ସାଇଟ୍ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜୁଲାଇ ୮ ରହିଛି। ସେହିଦିନ ରାତି ୧୧ଟା ଯାଏ ଆବେଦନ କରିହେବ। ଜୁଲାଇ ୧୮ରେ ପ୍ରଥମ କଟ୍ଅଫ ମାର୍କ ତାଲିକା ପ୍ରକାଶ ପାଇବ। ପ୍ରଥମ ମେରିଟ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ଜୁଲାଇ ୧୯ରୁ ୨୩ ମଧ୍ୟରେ ନାମ ଲେଖାଇ ପାରିବେ। ସେହିଭଳି ଦ୍ୱିତୀୟ କଟ୍ଅଫ ମାର୍କ […]
ଭୁବନେଶ୍ୱର: ଏମ୍ବିଏ,ଏମ୍ସିଏ, ଏମ୍.ଟେକ୍, ଏମ୍.ଆର୍କ, ଏମ୍.ପ୍ଲାନ୍, ଏମ୍.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି, ଏମ୍ସିଏ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଓଜେଇଇ ପକ୍ଷରୁ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଅନ୍ଲାଇନ୍ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମଥର ଲାଗି ପିଜି ସ୍ତରର କୋର୍ସ ପାଇଁ ଓଜେଇଇ ପକ୍ଷରୁ ଅନ୍ଲାଇନ୍ ପରୀକ୍ଷା କରାଯାଉଛି। ଏମ୍.ପ୍ଲାନ୍, ଏମ୍ସିଏ, ଏମ୍.ଆର୍କ, ଏମ୍.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍ସିଏ ପାଠ୍ୟକ୍ରମ ଲାଗି ଆଜି ୩ଟି ସିଫ୍ଟରେ ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ […]
ବଲାଙ୍ଗିର: ବଲାଙ୍ଗିର ଯୁବୋଦୟ କଲେଜର ଯୁକ୍ତ ୨ ଛାତ୍ର ଆଶୁତୋଷ ପଣ୍ଡା NEET ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଛନ୍ତି। ମୋଟ୍ ୭୨୦ ନମ୍ବରରୁ ୬୮୨ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଆଶୁତୋଷ ୭୩ ରାଙ୍କ୍ରେ ଅଛନ୍ତି। ସେହିପରି ଓଡ଼ିଶାର ସଙ୍ଗୀତା ଅଗ୍ରୱାଲ୍ ୬୮୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୯୧ ରାଙ୍କ୍ରେ ଅଛନ୍ତିା ଓଡ଼ିଶାର ୩୨ ହଜାର ୩୭୮ ଜଣ ପିଲା NEET ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯ ହଜାର ୨୪୪ ପିଲା ପରୀକ୍ଷାରେ କୃତକାର୍ଯ୍ୟ […]
ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ। ଆଜି ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନର ଗୀତଗୋବିନ୍ଦ ଅଡିଟୋରିୟମରେ ରେଜଲ୍ଟ ପ୍ରକାଶିତ ହୋଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରେଜଲ୍ଟ ଘୋଷଣା କରିଛନ୍ତି। ଚଳିତ ବର୍ଷ ୭୨.୩୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି। ଯାହା ଗତବର୍ଷ ତୁଳନାରେ ୪.୬୫% କମ୍। ଛାତ୍ରଛାତ୍ରୀମାନେ www.chseodisha.nic.in, www.orissaresults.nic.in ୱେବ୍ସାଇଟ୍ରେ ରେଜଲ୍ଟ ଦେଖିପାରିବେ। ବାଲେଶ୍ୱରରେ ପାସ୍ ହାର ସର୍ବାଧିକ ରହିଛି। ବାଲେଶ୍ୱରରେ ପାସ୍ ହାର ୮୬.୫୬ ପ୍ରତିଶତ […]
ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ଆଜି ମଧ୍ୟାହ୍ନ ୧୨ଟାରେ ପ୍ରକାଶ ପାଇବ। ଭୁବନେଶ୍ୱର ସ୍ଥିତ ଜୟଦେବ ଭବନର ଗୀତଗୋବିନ୍ଦ ଅଡିଟୋରିୟମରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଛାତ୍ରଛାତ୍ରୀ www.chseodisha.nic.in କିମ୍ବା www.orissaresults.nic.in ୱେବସାଇଟ୍ରେ ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯ହଜାର ୧୮ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେଇଛନ୍ତି। ଗତବର୍ଷ ତୁଳନାରେ ଏଥର ୧୫ ଦିନ ବିଳମ୍ବରେ ରେଜଲ୍ଟ ପ୍ରକାଶ […]
ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସାଢେ ତିନି ଲକ୍ଷ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ବିକଳ୍ପ ମୂଲ୍ୟାୟନ ଜରିଆରେ ମାର୍କ ପାଇବେ ଛାତ୍ରଛାତ୍ରୀ। ତେବେ ମାଟ୍ରିକରେ ଖରାପ ପ୍ରଦର୍ଶନ କରିଥିବା ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ କୁହୁଳୁଛି। ରେଜଲ୍ଟକୁ ନେଇ ଅସନ୍ତୋଷ ଥିଲେ ଅଫ୍ ଲାଇନ୍ ପରୀକ୍ଷା କରାଯାଇପାରେ
କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ଆଜି ସକାଳ ୯ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି। ତେବେ ରେଜଲ୍ଟ ଘୋଷଣା ହେବାର କିଛି ସମୟ ପରେ ୱେବ୍ସାଇଟ୍ରେ ରେଜଲ୍ଟ ଉପଲବ୍ଧ ହୋଇଥିଲା। ବର୍ତ୍ତମାନ ଛାତ୍ରଛାତ୍ରୀମାନେ ୱେବ୍ସାଇଟ୍ରେ ସେମାନଙ୍କର ରେଜଲ୍ଟ ଦେଖି ପାରିବେ। ରେଜଲ୍ଟ ଉପଲବ୍ଧ ହେବାକୁ ଥିବା ୱେବସାଇଟ୍ ହେଲା-www.bseodisha.ac.in, www.bseodisha.nic.in। ଏଥିସହ SMS ଜରିଆରେ ବି ରେଜଲ୍ଟ ଜାଣି ହେବ। ସେଥିପାଇଁ ମୋବାଇଲ୍ରେ OR10 ଲେଖି, ତା ପରେ ରୋଲ୍ ନମ୍ବର […]
କଟକ: ଆଜି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ। ସକାଳ ୯ଟାରେ ବୋର୍ଡ ଅଫିସରେ ରେଜଲ୍ଟ ପ୍ରକାଶ ପାଇବା ପରେ ଦିନ ୧୧ଟାରେ ୱେବ୍ସାଇଟ୍ରେ ଉପଲବ୍ଧ ହେବ। ରେଜଲ୍ଟ ଉପଲବ୍ଧ ହେବାକୁ ଥିବା ୱେବସାଇଟ୍ ହେଲା www.bseodisha.ac.in, www.bseodisha.nic.in। ଏଥିସହ SMS ଜରିଆରେ ବି ରେଜଲ୍ଟ ଜାଣି ହେବ। ସେଥିପାଇଁ ମୋବାଇଲ୍ରେ OR10 ଲେଖି, ତା ପରେ ରୋଲ୍ ନମ୍ବର ଲେଖି 5676750କୁ ପଠାଇଲେ ରେଜଲ୍ଟ ଦେଖି ହେବ। ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୮୦ […]