ଭୁବନେଶ୍ୱର: ରାଜ୍ୟ ବାହାରୁ ଭୁବନେଶ୍ୱର ଫେରୁଥିବା ବ୍ୟକ୍ତିଙ୍କ ପାଇଁ ଵିଏମ୍ସି ପକ୍ଷରୁ ହୋଇଛି ୩ଟି ସ୍କ୍ରିନିଂ ସେଣ୍ଟର। ସହରର ତିନିଟି ପ୍ରବେଶ ପଥରେ ଏହି ସ୍କ୍ରିନିଂ ସେଣ୍ଟର କରାଯାଇଛି। ବାହାର ରାଜ୍ୟରୁ ସହର ଭିତରକୁ ଆସୁଥିବା ବ୍ୟକ୍ତି ଏଠାରେ ପହଞ୍ଚିବା ପରେ ସେମାନେ ପ୍ରଥମେ ଥର୍ମାଲ ସ୍କ୍ରିନିଂ କରାଯିବ। ଏହାପରେ ସେମାନେ ପଞ୍ଜୀକରଣ କରିବେ। ଏହାପରେ ସେମାନଙ୍କୁ ଥର୍ମାଲ ସ୍କ୍ରିନିଂ କରାଯିବ। ଏହାପରେ ହୋମ କ୍ୱାରେଣ୍ଟିନ୍ କିମ୍ବା ସରକାରୀ କ୍ୱାରେଣ୍ଟିନ କିମ୍ବା ପେଡ୍ କ୍ୱାରେଣ୍ଟିନରେ ରହିବେ ସେ […]
ଗଞ୍ଜାମ ଗଂଜାମ ଜିଲ୍ଲା କ୍ୱାରେଣ୍ଟିନ ସେଣ୍ଟରରୁ ରାତି ଅଧରେ ଘରକୁ ପଳାଉଛନ୍ତି ପ୍ରବାସୀ ସ୍ଥିତି ସମୀକ୍ଷା ପରେ ଏଭଳି ବିସ୍ଫୋରକ ତଥ୍ୟ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ସେ କହିଛନ୍ତି ପରିବାର ଲୋକେ ସେମାନଙ୍କୁ ବୁଝାଇବା ସହ କ୍ୱାରେଣ୍ଟିନ ସେଣ୍ଟରରେ ରହିବାକୁ ପରାମର୍ଶ ଦିଅନ୍ତୁ। ସରକାରୀ ଗାଉଡ୍ ଲାଇନ ମାନିବାକୁ ମଧ୍ୟ ପରିବାର ଲୋକେ କୁହନ୍ତୁ ବୋଲି ବାଚସ୍ପତି କହିଛନ୍ତି। ଆଜି ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଭିଡିଓ କନ୍ଫରେନ୍ସିଂରେ ଜିଲ୍ଲାପାଳ […]
ଭୁବନେଶ୍ୱର: କରୋନା ସଂକ୍ରମିତ ରାଜ୍ୟରୁ ଆସୁଛନ୍ତି ପ୍ରବାସୀ ଓଡ଼ିଆ। ଆଉ ଏଥିପାଇଁ ରାଜ୍ୟରେ ସ୍ଥିତି ଭୟାନକ ହେଉଛି। ବର୍ତ୍ତମାନ ସୁଦ୍ଧା ଅଧିକ ସଂଖ୍ୟାରେ ଟେଷ୍ଟ କରିବା ପାଇଁ ବ୍ୟବସ୍ଥା କରାଗଲା ନାହିଁ, ବାରମ୍ବାର ଦାବି କରିବା ସତ୍ୱେ କିଛି ପଦକ୍ଷେପ ସରକାର ନେଇ ନାହାନ୍ତି ବୋଲି କ୍ଷୁବ୍ଧ ହୋଇ କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେମାନେ ଆସିବା ପରେ ସ୍ଥିତି ସଙ୍ଗୀନ ହେଉଥିବାରୁ ସେମାନଙ୍କୁ କଳିଙ୍ଗ ଷ୍ଟାଡିଅମରେ ସରକାର ରଖନ୍ତୁ ବୋଲି କହିଛନ୍ତି ସୁରେଶ […]
ଭୁବନେଶ୍ୱର: ଓଟିଭି ଲୋଗୋ ବ୍ୟବହାର କରି ପୁଣି ସୋସିଆଲ ମିଡିଆରେ ପ୍ରସାର କରାଯାଉଛି ଫେକ୍ ନ୍ୟୁଜ। କଟକ ଜିଲ୍ଲାରେ ଚତୁର୍ଥ ପଜିଟିଭ ବାହାରିବା ନେଇ ମିଛ ଖବରକୁ ଓଟିଭିର ଗ୍ରାଫିକ୍ସ ଓ ଲୋଗୋ ବ୍ୟବହାର କରି ସୋସିଆଲ ମିଡିଆରେ ପ୍ରସାରଣ କରାଯାଉଛି। କଟକ ଜିଲ୍ଲାରେ ହାଇଆଲର୍ଟ ଖବର ମଧ୍ୟ ସଂପୂର୍ଣ୍ଣ ମିଥ୍ୟା। ଏଭଳି କୌଣସି ଖବର ଓଟିଭିରେ ପ୍ରସାରଣ ହୋଇନାହିଁ। ତେଣୁ ଏହି ଖବରକୁ ବିଶ୍ୱାସ କରନ୍ତୁ ନାହିଁ। ପୂର୍ବରୁ ମଧ୍ୟ ଓଟିଭି ଲୋଗୋ ବ୍ୟବହାର କରି […]
ଭୁବନେଶ୍ୱର: ଆଉ ୧୦ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ୬ ଜଣ ଓ ଯାଜପୁରରୁ ୪ ଜଣ ଅଛନ୍ତି। ତେବେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯କୁ ବୃଦ୍ଧି ପାଇଥିବାବେଳେ ଭଦ୍ରକରେ ୩୧କୁ ବଢିଲା। ଏହି ଆକ୍ରାନ୍ତମାନେ ସମସ୍ତେ ରେଡ୍ ଜୋନ୍ର। ଆଜି ଦିନକରେ ୬୮ଟି ପଜିଟିଭ ଚିହ୍ନଟ ହେଲେଣି, ଯାହା ରାଜ୍ୟ ପାଇଁ ଚିନ୍ତାଜନକ। ଯାଜପୁରରେ ମାତ୍ର ସୁସ୍ଥ ହୋଇଥିବାବେଳେ ୫୭ଟି ଆକ୍ଟିଭ କେଶ ରହିଛି। ସେହିପରି ଭଦ୍ରକରେ ୧୨ ଜଣ ସୁସ୍ଥ […]
ଭୁବନେଶ୍ୱର: ମାର୍ଚ୍ଚ ୨୫ରୁ ଲକଡାଉନ୍ ପରଠୁ ଦେଶବ୍ୟାପୀ ବନ୍ଦ ହୋଇଯାଇଛି କାମଧନ୍ଦା। ଫଳରେ ରାଜ୍ୟ ବାହାରକୁ ଦାଦନ ଯାଇଥିବା ଶ୍ରମିକଙ୍କୁ ଘରଭଡ଼ା ତ ଦୂରର କଥା, ଖାଇବାକୁ ବି ଠିକ୍ରେ ମିଳୁନି। ଭୟଙ୍କର ଦୁର୍ଦ୍ଦଶା ଭିତରେ ଦିନ କାଟୁଛନ୍ତି ସେମାନେ। ତେଣୁ ଏବେ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି। ହେଲେ ଯାନବାହନ ଚଳାଚଳ ବନ୍ଦ ଥିବାରୁ ଶହ ଶହ ମାଇଲ୍ ବାଟ ଚାଲୁଛନ୍ତି ଖଟିଖିଆ ମଣିଷମାନେ। ସେପଟେ ଔରଙ୍ଗାବାଦ ଟ୍ରେନ୍ ଟ୍ରାଜେଡି ଭଳି ବେଦନାଦାୟକ ଘଟଣାର ଯେପରି ପୁନରାବୃତ୍ତି […]
ଭୁବନେଶ୍ୱର: ପ୍ରେସମିଟ୍ରେ ଶ୍ରମିକ ଏବଂ ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ। ସେ କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ପ୍ରାୟ ୨୦ କୋଟି ପ୍ରବାସୀ କାମ କରୁଛନ୍ତି। ୨୦୧୧ରେ ଏହି ପ୍ରବାସୀଙ୍କ ସଂଖ୍ୟା ୧୪ କୋଟି ଥିଲା। ବର୍ତ୍ତମାନ ଏହି ପ୍ରବାସୀଙ୍କ ସଂଖ୍ୟା ପ୍ରାୟ ୨୦ କୋଟି। ଆମର ୧୨ ଲକ୍ଷ ୭୦ ହଜାର ଲୋକ ବାହାର ରାଜ୍ୟରେ କାମ କରୁଥିବାବେଳେ ଓଡ଼ିଶାକୁ ବାହାର ରାଜ୍ୟରୁ ବର୍ତ୍ତମାନ […]
ପୁରୀ: ଘୋଷଯାତ୍ରାର ରଥ ନିିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କର କୋଭିଡ ଟେଷ୍ଟ ହେବ। ଏପରିକି ସେମାନଙ୍କର ପରିବାର ସଦସ୍ୟଙ୍କ ମଧ୍ୟ କୋଭିଡ୍ ଟେଷ୍ଟ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା। ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ପୁରୀ ସିଡିଏମ୍ଓଙ୍କୁ କୁହାଯାଇଛି। ତା ସହିତ ସେବାୟତଙ୍କୁ ନିୟମିତ ସଚେତନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ସ୍ୱାସ୍ଥ୍ୟ ଅଧିକାରୀମାନେ ବିଶ୍ୱକର୍ମା ଓ ଭୋଇ ସେବାୟତଙ୍କୁ ସଚେତନ କରିବେ। ଏଥିପାଇଁ ପୁରୀ ADMOଙ୍କ ନେତୃତ୍ୱରେ ୪ଟି ଟିମ୍ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଗଂଜାମ ଜିଲ୍ଲାର। ସମସ୍ତ ଆକ୍ରାନ୍ତ ପୁରୁଷ ଓ ବୟସ ୧୬ ବର୍ଷରୁ ୪୫ ବର୍ଷ ବୟସର। ଏମାନେ ସମସ୍ତେ ସୁରତରୁ ଫେରିଥିଲେ। ସମସ୍ତେ କ୍ୱାରେଣ୍ଟିନ୍ରେ ଥିଲେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରିଛି। ଦିନକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଜଣ ଚିହ୍ନଟ ହେଲେଣି। ତେବେ ସବୁଠାରୁ ଗଞ୍ଜାମ ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିଛି। ଏହି ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟା […]
ନୂଆଦିଲ୍ଲୀ: ଦେଶରେ କୋଭିଡ ରୋଗୀଙ୍କ ପାଇଁ ହସ୍ପିଟାଲ ଡିସଚାର୍ଜ ଗାଇଡଲାଇନରେ ପରିବର୍ତ୍ତନ। ଏଣିକି ଜଣେ କରୋନା ରୋଗୀ ୧୦ ଦିନରେ ବି ଡିସଚାର୍ଜ ହୋଇପାରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପରିବର୍ତ୍ତିତ ଡିସଚାର୍ଜ ଗାଇଡଲାଇନରେ ଏହି ସୂଚନା ଦିଆଯାଇଛି। ନୂଆ ଗାଇଡଲାଇନ ଅନୁଯାୟୀ ସାମାନ୍ୟ, ଅତି ସାମାନ୍ୟ କିମ୍ବା ଲକ୍ଷଣ ନଥିବା କରୋନା ପଜିଟିଭ ଏବେ ୧୦ଦିନରେ ଡିସଚାର୍ଜ ହୋଇପାରିବେ। ଲଗାତାର ୩ ଦିନ ତାଙ୍କ ଦେହରେ ଜ୍ୱର ନହେଲେ, ସେମାନେ ଡିସଚାର୍ଜ ହୋଇପାରିବେ। ଏହା ଆଗରୁ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନେ ସମସ୍ତେ ରେଡ୍ ଜୋନ୍ରୁ ଚିହ୍ନଟ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏମାନଙ୍କ ମଧ୍ୟରେ ଅଛନ୍ତି ବାଲେଶ୍ୱରର ୪ଜଣ ଓ ଯାଜପୁରର ଜଣେ ବୋଲି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୬୮ରେ ପହଞ୍ଚିଛି। ରାଜ୍ୟରେ ଏବେବି ୨୧୯ ଆକ୍ଟିଭ କେଶ ରହିଛନ୍ତି । ଏମାନେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। […]
ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ନୟାଗଡ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କରୋନା ସଂକ୍ରମିତ ଜିଲ୍ଲାରେ ସାମିଲ ହୋଇଛି କରୋନା। ଆକ୍ରାନ୍ତ ଜଣକ ୪୦ ବର୍ଷ ବୟସର ଯୁବକ। ସେ ସୁରତରୁ ଫେରିଥିଲେ ଓ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଆଉ ଜମେ ଗଞ୍ଜାମରୁ ଚିହ୍ନଟ ହେଇଛନ୍ତି। ସେ ଗଂଜାମ ଜିଲ୍ଲାର ୨୬ ବର୍ଷିୟ ଯୁବକ ହୋଇଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ […]
କେନ୍ଦ୍ରାପଡା: କରୋନା ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ବିଭିନ୍ନ କ୍ୱାରେଣ୍ଟିନ୍ ସେଣ୍ଟରରେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇବାକୁ ସରକାର ଦାୟିତ୍ୱ ଦେଇଛନ୍ତି। ସଙ୍ଗରୋଧ କେନ୍ଦ୍ରରେ ବେଡ୍, ସାନିଟାଇଜ, ପାନୀୟଜଳ ଓ ଆଲୋକର ସୁବବ୍ୟବସ୍ଥା କରିବାକୁ ଦାୟିତ୍ୱ ଦିଆଯାଇଛି। ହେଲେ ଏସବୁ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବା ସହ ଆଉ ପାଦେ ଆଗକୁ ଯାଇଛନ୍ତି ଜଣେ ସରପଞ୍ଚ। ସେ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ବାରୁଣା ପଂଚାୟତର ସରପଞ୍ଚ ଉତ୍ତମ କୁମାର ସେନାପତି। କାନ୍ଧରେ ହ୍ୟାଣ୍ଡ […]
କର୍ଣ୍ଣାଟକ: କର୍ଣ୍ଣାଟକର ମେଙ୍ଗାଲୁରୁରେ ଓଡ଼ିଶାର ୩ ଶହରୁ ଅଧିକ ମତ୍ସ୍ୟଜୀବୀ। ଗଞ୍ଜାମ, ବାଲେଶ୍ୱର ଓ ଭଦ୍ରକର ମତ୍ସ୍ୟଜୀବୀମାନେ ଫସି ରହିଛନ୍ତି। ମାର୍ଚ୍ଚରେ ଲକଡାଉନ ଆରମ୍ଭ ପରଠାରୁ ମାଛ ମରା ବନ୍ଦ ରହିଛି। ପାଖରେ ଯାହା ଟଙ୍କା ପଇସା ଥିଲା, ଖାଇବା ପିଇବାରେ ସବୁ ସରିଗଲାଣି। ଏଣୁ ଏବେ ସମସ୍ୟାରେ ପଡ଼ିଛନ୍ତି ଫସି ରହିଥିବା ମତ୍ସ୍ୟଜୀବୀ। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପାତିସୁନାପୁର, ରାମେୟପାଟଣା ସମେତ ଆଖାପାଖ ୧୦ଟି ଗାଁର ୧୫୦ରୁ ଅଧିକ ମତ୍ସ୍ୟଜୀବୀ ସେଠାରେ ଅଛନ୍ତି। ଅନ୍ୟ […]
ନୂଆଦିଲ୍ଲୀ: ପୁଣି ପଶ୍ଚିମବଙ୍ଗ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି। ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ଶ୍ରମିକମାନଙ୍କୁ ଅନୁମତି ଦେଉନାହାନ୍ତି ପଶ୍ଚିମବଂଗ ସରକାର। ଏନେଇ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ର। ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଦୁଇ ଲକ୍ଷରୁ ଅଧିକ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରିବା ପାଇଁ ବ୍ୟବସ୍ଥା କରାଯାଉଛି କିନ୍ତୁ ଏନେଇ ପଶ୍ଚିମବଂଗ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ମିଳୁ ନଥିବା କେନ୍ଦ୍ରମନ୍ତ୍ରୀ […]
ନ୍ୟୁୟର୍କ: ସାରା ବିଶ୍ୱରେ ୪୦ ଲକ୍ଷ ପାର କଲା କରୋନା ଆକ୍ରାନ୍ତ ସଂଖ୍ୟା। ବର୍ତ୍ତମାନ ବିଶ୍ୱରେ କରୋନା ପଜିଟିଭ ସଂଖ୍ୟା ୪୦ ଲକ୍ଷ ୬ହଜାରରୁ ଅଧିକ ରହିଛି। ବିଶ୍ୱର ୨୧୨ଟି ଦେଶରେ କାୟା ବିସ୍ତାର କରିଛି ମାରାତ୍ମକ କରୋନା। ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୨ ଲକ୍ଷ ୭୫ ହଜାରରୁ ଅଧିକ ଲୋକ। ସେହିପରି ସୁସ୍ଥ ହୋଇଛନ୍ତି ୧୩ ଲକ୍ଷ ୩୭ ହଜାରରୁ ଅଧିକ ଆକ୍ରାନ୍ତ। ତେବେ ଏବେ ସୁଦ୍ଧା ସବୁଠୁ ଅଧିକ ପ୍ରଭାବିତ ହେବାରେ ଲାଗିଛି […]
ନୂଆଦିଲ୍ଲୀ: କରୋନା ଯୋଗୁ ବିଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଆରମ୍ଭ ହୋଇଥିବା ବନ୍ଦେ ଭାରତ ମିଶନରେ ଏୟାର ଇଣ୍ଡିଆର ଏକ ବିମାନ ଆବୁଧାବିରୁ ଭାରତୀୟଙ୍କୁ ଆଣୁଛି। ଏୟାର ଇଣ୍ଡିଆର IX-452 ବିମାନ ୪ ଜଣ ଶିଶୁଙ୍କ ସମେତ ୧୭୭ ଜଣ ଭାରତୀୟଙ୍କୁ ଧରି ଆବୁଧାବି ଛାଡିଥିଲା। Great to see the #VandeBharatMission Abu Dhabi Kochi special flight IX452 taking off from the @AUH Thanks all […]
ଭୁବନେଶ୍ୱର: ଆଗାମୀ ଦିନରେ ଦେଶରେ କରୋନା ହଟ୍ସ୍ପଟ ହେବାକୁ ଯାଉଛି ଓଡ଼ିଶା। ଆଜି ଏହି ଆଶଙ୍କା ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଓଡ଼ିଶା, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶକୁ ବାହାର ରାଜ୍ୟରୁ ପ୍ରଚୁର ସଂଖ୍ୟାରେ ପ୍ରବାସୀ ଫେରୁଥିବାରୁ ଆଗାମୀ ଦିନରେ ଏହି ତିନି ରାଜ୍ୟ ଭାରତର ପ୍ରମୁଖ କରୋନା ହଟସ୍ପଟ୍ ବନିପାରନ୍ତି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ତିନି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସ ବେଳେ ସ୍ଥିତି ସମୀକ୍ଷା କରିବା ସହ କେନ୍ଦ୍ର […]
ସୁରତ: ସୁରତରୁ ଏବେ ଆସିବନି ଟ୍ରେନ୍। ସୁରତରୁ ଆସନ୍ତାକାଲି ଆସିବାକୁ ଥିବା ୩ଟି ଟ୍ରେନ୍କୁ ବାତିଲ କରାଯାଇଛି। ସୁରତରୁ ଆସନ୍ତାକାଲି ବାହାରିବାକୁ ଥିବା ୩ଟି ଯାକ ଟ୍ରେନ୍କୁ ବାତିଲ କରିଛନ୍ତି ଓଡ଼ିଶା ସରକାର। ଆଜି ଏନେଇ ସୂଚନା ଦେଇଛନ୍ତି ସୁରତ ଜିଲ୍ଲାପାଳ ଧବଳ କୁମାର ପଟେଲ। ଟ୍ରେନ୍ର ଆସିବାକୁ ଥିବା ଯାତ୍ରୀଙ୍କୁ ଏନେଇ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ଆଜି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଟ୍ରେନ୍ ବାତିଲ କରିଛନ୍ତି। ତେବେ ପ୍ରବାସ ଫେରନ୍ତାଙ୍କ […]
ଭୁବନେଶ୍ୱର: ଏବେ ରାଜ୍ୟରେ ଦିନକୁ ହେଉଛି ୩ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ୍। ୮ଟି ଲ୍ୟାବ୍ରେ ଦିନକୁ ୩ ହଜାରରୁ ଅଧିକ ଟେଷ୍ଟ କରାଯାଉଥିବା ସୂଚନା ଦେଇଛନ୍ତି NHM ଓଡ଼ିଶା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ସେ କହିଛନ୍ତି, ୨ ମାସ ତଳେ କେବଳ ଭୁବନେଶ୍ୱର ସ୍ଥିତ RMRCରେ ଦିନକୁ ୧୦ଟି ଟେଷ୍ଟ ହେଉଥିଲା। ମାସେ ତଳେ ୨୫୦ ଓ ୧୫ ଦିନ ତଳେ ଏହି ସଂଖ୍ୟା ୧ ହଜାରକୁ ବୃଦ୍ଧି ପାଇଥିଲା। ତେବେ ବର୍ତ୍ତମାନ ଦିନକୁ ୩ […]
ଜରୁରୀକାଳୀନ ଉପଯୋଗ ପାଇଁ DCGI ନିକଟରେ ଆବେଦନ କରିଛନ୍ତି ତିନି ତିନିଟି ସମ୍ଭାବ୍ୟ କରୋନା ଟିକା- ଫାଇଜର, କୋଭିସିଲ୍ଡ ଓ କୋଭାକ୍ସିନ । ତେବେ ପ୍ରଥମେ କାହାକୁ କରୋନା ଟିକା ମିଳିବ ଭାରତରେ?
ବ୍ରିଟେନରେ ଆରମ୍ଭ ହେଲା ସମୂହ ଟିକାକରଣ । ଲୋକମାନଙ୍କୁ ଦିଆଯାଉଛି ଫାଇଜର ପ୍ରସ୍ତୁତ ଟିକା । ପ୍ରଥମେ ଟିକା ନେଲେ ଜଣେ ୯୦ ବର୍ଷର ବୃଦ୍ଧା । କୋଭେଣ୍ଟ୍ରି ମେଡିକାଲରେ ଟିକା ନେଲେ ୯୦ ବର୍ଷୀୟା ମାର୍ଗାରେଟ କିନାନ । ଗତ ସପ୍ତାହରେ ଫାଇଜର ଟିକାକୁ ଲାଇସେନ୍ସ ଦେଇଥିଲା ବ୍ରିଟେନ
ଭୁବନେଶ୍ୱର : ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେଉଛି ମହାମାରୀ କରେ।ନା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୬ ଜଣଙ୍କ ପ୍ରାଣ ନେଇଛି କରେ।ନା । ତେବେ ଏ ପର୍ଯ୍ୟନ୍ତ ମେ।ଟରେ ୧୭୭୧ ଜଣଙ୍କ ମୁଣ୍ଡ ନେଇଛି କରେ।ନା । Covid-19 Report For 5th December New Positive Cases: 393 In quarantine: 229 Local contacts: 164 (Details of local contacts will be shared by […]
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୯୩ କରେ।ନା ଆକ୍ରାନ୍ତ ଚିହ୍ନଟ ହେ।ଇଛନ୍ତି । ସଂଗରେ।ଧ କେନ୍ଦ୍ରରୁ ୨୨୯ ଜଣ ଚିହ୍ନଟ ହେ।ଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ହେ।ଇଛନ୍ତି । ତେବେ ଏନେଇ ରାଜ୍ୟ ସୂଚନା ଓ ଲେ।କ ସମ୍ପର୍କ ବିଭାଗ ସୂଚନା ଦେଇଛି । ଅନୁଗୁଳ ୧୫, ବାଲେଶ୍ୱର ୧୧, ବରଗଡ ୯ ,ଭଦ୍ରକ ୯, ବଲାଙ୍ଗୀର ୨୩, କଟକ ୨୫, ଦେଓଗଡ ୧୭, ଢେଙ୍କାନାଳ ୬, ଗଜପତି ୧, […]
ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ ପଜିଟିଭ ଚିହ୍ନଟ। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରର ୩ ଜଣ ଓ ଗଞ୍ଜାମର ୭ ଜଣ। ଭୁବନେଶ୍ୱର ବାହାରିଥିବା ୩ ପଜିଟିଭଙ୍କ ଘର ଭିଏସ୍ଏସ୍ ନଗର, ମଞ୍ଚେଶ୍ୱର ଓ ସୂର୍ଯ୍ୟନଗର ଅଞ୍ଚଳର। ଏମାନେ ସମସ୍ତେ ପୁରୁଷ। ସେହିପରି ଗଞ୍ଜାମରେ ଆଜି ସକାଳେ ଏକାଥରକେ ୧୭ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। 5th Health Update, 7th May 7 new cases in […]