• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

sachin
କରୋନା ମୁକାବିଲା ପାଇଁ ପୂର୍ବରୁ ୫୦ ଲକ୍ଷ ସହାୟତା ଦେଇଥିଲେ, ଏବେ ପୁଣି ଏକ ବଡ଼ ଘୋଷଣା କଲେ ସଚିନ୍‌

ମୁମ୍ବାଇ: କରୋନାଭାଇରସ୍ ବିରୋଧରେ ଚାଲିଥିବା ଲଢ଼େଇରେ ପୁଣିଥରେ ସହାୟତାର ହାତ ବଢ଼ାଇଛନ୍ତି ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକର। ପୂର୍ବରୁ ୫୦ଲକ୍ଷ ଟଙ୍କାର ସହାୟତାର ପ୍ରଦାନ କରିଥିବା ସଚିନ ଆଉ ଏକ ବଡ଼ ଘୋଷଣା କରିଛନ୍ତି । ସଚିନ ଏବେ ଗୋଟିଏ ମାସରେ ୫ହଜାର ଗରିବଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏକ ଅଣ ସରକାରୀ ସଂଗଠନ (ଏନଜିଓ) ଅପନାଳୟ ଏ ସମ୍ବନ୍ଧରେ ଟ୍ୱିଟ୍ କରି ସୂଚନା ଦେଇଛି। ଏହି ସଂଗଠନ ସଚିନଙ୍କୁ ଧନ୍ୟବାଦ ଜଣାଇ ଲେଖିଛି, […]

  • Monday, 26 July 2021
sd
କରୋନା ପରୀକ୍ଷଣରେ ନୂଆ ମୋଡ଼ ଆଣିବ ରାପିଡ୍ ଟେଷ୍ଟ୍

ଭୁବନେଶ୍ୱର: ରାଜ୍ୟର କରୋନା ପରୀକ୍ଷଣରେ ନୂଆ ମୋଡ଼ ଆଣିବ ରାପିଡ୍ ଟେଷ୍ଟ୍। ରାଜ୍ୟରେ ପ୍ରାୟ ୨ ଲକ୍ଷ ଲୋକଙ୍କ ଆଣ୍ଟିବଡି ବେସ୍ଡ ରାପିଡ ଟେଷ୍ଟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ DMET ସିବିକେ ମହାନ୍ତି କହିଛନ୍ତି। ଡିଏମ୍ଇଟି କହିଛନ୍ତି ଯେ, ଲକ୍‌ଡାଉନ ପୂର୍ବରୁ ଓଡ଼ିଶାକୁ ବାହାର ରାଜ୍ୟରୁ ବହୁ ଲୋକ ଫେରିଛନ୍ତି ଏବଂ ଲକ୍‌ଡାଉନ ଉଠିବା ପରେ ଲକ୍ଷାଧିକ ଲୋକ ଫେରିବାର ସମ୍ଭାବନା ରହିଛି।  ତେଣୁ ଏତେ ଲୋକଙ୍କୁ ୧୪ ଦିନ […]

  • Monday, 26 July 2021
child
କେମିତି କୋଭିଡ୍‌-୧୯ ଆକ୍ରାନ୍ତ ହେଲେ ଦୁଇ ଶିଶୁ ଓ ସେମାନଙ୍କ ଟ୍ରାଭେଲ୍‌ ହିଷ୍ଟ୍ରୀ ବିଷୟରେ ମିଳିଲା ସୂଚନା

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ କରୋନାର ଆକ୍ରାନ୍ତ ହୋଇଛନ୍ତି ଶିଶୁ ଗତକାଲି ଚିହ୍ନଟ ହୋଇଥିବା ରାଜ୍ୟର ନୂଆ ୬ ଜଣ କୋରାନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଶିଶୁ କନ୍ୟାଙ୍କ ସହ ଜଣେ ମହିଳା ରହିଥିବା ତଥ୍ୟ ସାମ୍ନାକୁ ଆସିଛି। ଦୁଇ ଶିଶୁ କନ୍ୟାଙ୍କ ମଧ୍ୟରୁ ଜଣଙ୍କର ବୟସ ୫ ବର୍ଷ ଓ ଅନ୍ୟଜଣଙ୍କର ୯ ବର୍ଷ ହୋଇଥିବା ବେଳେ ଆକ୍ରାନ୍ତ ମହିଳାଙ୍କ ବୟସ ୩୭ ବର୍ଷ। ଏମାନେ ସମସ୍ତେ ଭୁବନେଶ୍ୱର ଝାରପଡ଼ା ବାସିନ୍ଦା। କୋଭିଡ୍-୧୯ରେ […]

  • Monday, 26 July 2021
minister
ଲକ୍‌ଡାଉନ ଅବଧି ବଢ଼ିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସଂକେତ

ନୂଆଦିଲ୍ଲୀ: ଦେଶରେ ବଢ଼ିପାରେ ଲକ୍‌ଡାଉନ ଅବଧି। ଏଭଳି ସଂକେତ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ପରେ ହର୍ଷବର୍ଦ୍ଧନ କହିଛନ୍ତି ଯେ, କରୋନା ମୁକାବିଲା କ୍ଷେତ୍ରରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ପ୍ରାୟତଃ ୫ରୁ ୬ ସପ୍ତାହ ଲକ୍‌ଡାଉନ କରିଛନ୍ତି। ଭାରତରେ ବର୍ତ୍ତମାନ ଲକ୍‌ଡାଉନ ତୃତୀୟ ସପ୍ତାହରେ ପହଞ୍ଚିଥିବାବେଳେ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବି ବଢ଼ିବାରେ ଲାଗିଛି। ତେଣୁ ଏହାର ମୁକାବିଲା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତ […]

  • Monday, 26 July 2021
what
ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି କୋବିନ୍ଦଙ୍କୁ ଟ୍ୱିଟର୍‌ରେ ଫଲୋ କଲା ହ୍ୱାଇଟ୍‌ ହାଉସ୍‌

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟ୍ୱିଟର୍‌ ଫଲୋ କଲା ଆମେରିକାର କ୍ଷମତା କେନ୍ଦ୍ର ହ୍ୱାଇଟ୍‌ ହାଉସ୍‌। ପ୍ରଥମ ଥର ପାଇଁ ଆମେରିକା ବ୍ୟତିରେକ ଅନ୍ୟ କୌଣସି ରାଷ୍ଟ୍ର ନେତାଙ୍କୁ ଫଲୋ କରିଛି ହ୍ୱାଇଟ୍ ହାଉସ୍‌। ସୂଚନାଯୋଗ୍ୟ ଯେ, ହ୍ୱାଇଟ୍‌ ହାଉସ୍‌ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରୀ ବାସଭବନ। ବର୍ତ୍ତମାନ ହ୍ୱାଇଟ୍‌ ହାଉସ୍‌ ୧୯ ଜଣଙ୍କୁ ଅନୁସରଣ କରୁଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ […]

  • Monday, 26 July 2021
aho
ଭୁଲ୍ ସ୍ୱୀକାର କଲା WHO: ଭାରତରେ ହୋଇନି ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ ଷ୍ଟେଜ-୩ ବା ଗୋଷ୍ଠୀ ସଂକ୍ରମଣରେ ପହଞ୍ଚି ସାରିଲାଣି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଏକ ରିପୋର୍ଟ  ଦେଇଥିଲା। ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜର ଭୁଲ ସ୍ୱୀକାର କରିଛି। ତା ସହ ଭାରତରେ କରୋନା ଏଯାଏ ଗୋଷ୍ଠୀ ସଂକ୍ରମଣର ରୂପ ନେଇ ନାହିଁ ବୋଲି  ଡବ୍ଲୁଏଚ୍‌ଓ କହିଛି। ବର୍ତ୍ତମାନ କରୋନା କିଛି ସ୍ଥାନରେ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି। ଅର୍ଥାତ କରୋନା କ୍ଲଷ୍ଟର ସଂକ୍ରମଣ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ […]

  • Monday, 26 July 2021
Untitled-1
ରାଜ୍ୟର ପ୍ରଥମକରି ଦୁଇ ଶିଶୁଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଏପର୍ଯ୍ୟନ୍ତ ରାଜ୍ୟରେ ବୟସ୍କ କିମ୍ବା ଯୁବକମାନଙ୍କୁ କୋଭିଡ-୧୯ ପଜିଟିଭ୍‌ ଚିହ୍ନଟ ହେଉଥିଲେ। ତେବେ  ଆଜି ପ୍ରଥମ ଥର ପାଇଁ ଦୁଇଟି ଶିଶୁଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ରାଜ୍ୟରେ ୪୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଏହି ୨ ଶିଶୁ ଅଛନ୍ତି। ଝାରପଡ଼ାର ୪୨ ନମ୍ବର ସଂକ୍ରମିତ ବ୍ୟକ୍ତିଙ୍କ ସଂପର୍କୀୟ ୯ ଓ ୫ ବର୍ଷର ଦୁଇ ଶିଶୁକନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ସ୍ପଷ୍ଟ କରିଛି। କରୋନାରେ ଶିଶୁ ଆକ୍ରାନ୍ତ ହେବା […]

  • Monday, 26 July 2021
guard-honer
ସଫେଇ କର୍ମଚାରୀଙ୍କୁ ଦିଆଗଲା ଗାର୍ଡ ଅଫ ଅନର; ଉପରୁ ବର୍ଷିଲା ଫୁଲ

ଥିରୁନେଲଭେଲି: କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ସଫେଇ କର୍ମଚାରୀମାନେ ତାଙ୍କର ସେବା ଜାରି ରଖିଛନ୍ତି। ସେମାନେ ଅଳିଆ ଆବର୍ଜନା ସଫା କରିବା ସହ ପରିବେଶକୁ ସଫାସୁତୁରା ରଖିଛନ୍ତି। କଠିନ ପରିସ୍ଥିତିରେ ସେମାନଙ୍କର ଅବଦାନ ପାଇଁ ସେମାନଙ୍କୁ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ତାମିଲନାଡୁର ଥିରୁନେଲଭେଲି ଅଂଚଳରେ ସଫେଇ କର୍ମଚାରୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି।  ବିପରୀତ ପରିସ୍ଥିତିରେ ପରିବେଶକୁ ସଫା କରୁଥିବାରୁ ତାମିଲନାଡୁ ପୋଲିସ ପକ୍ଷରୁ ସେମାନଙ୍କୁ ପ୍ରଶଂସା କରାଯାଇଥିଲା। […]

  • Monday, 26 July 2021
gajapati
କରୋନା ପାଇଁ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍ ନିଷ୍ପତ୍ତି ବିଷୟରେ ଏମିତି କହିଲେ ଗଜପତି ମହାରାଜା

ପୁରୀ: କରୋନା ଭୂତାଣୁ ସଂକ୍ରମଣର ସ୍ଥିତି ଏବଂ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍ ନିଷ୍ପତ୍ତି ଅବସରରେ ରାଜ୍ୟବାସୀଙ୍କୁ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। କରୋନା ଭୂତାଣୁର ଭୟାବହତା ଦୃଷ୍ଟିରୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନକୁ ବଳବତ୍ତର ରଖିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଆନ୍ତରିକତାର ସହ ପାଳନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଗଜପତି ମହାରାଜା। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ କୃପାରୁ ଏହି ବିପଦ ଅତିଶୀଘ୍ର ଟଳିଯାଉ ବୋଲି ନିଜର ବାର୍ତ୍ତାରେ […]

  • Monday, 26 July 2021
kejriwal
ଦିଲ୍ଲୀ ସରକାରଙ୍କ ଚିନ୍ତା ବଢ଼ାଇଲା କରୋନା ଭାଇରସ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କେଜ୍ରିୱାଲ ସରକାରଙ୍କର ଚିନ୍ତା ବଢ଼ିଯାଇଛି। ବର୍ତ୍ତମାନ ସୁଦ୍ଧା ୭୨୦ଜଣଙ୍କୁ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଥିବାବେଳେ ୨୫ଜଣ ଆରୋଗ୍ୟ ହୋଇଛନ୍ତି। ସେହିଭଳି ୧୨ଜଣଙ୍କ ମୃତ୍ୟୁ ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୨ଜଣ ଆଇସିୟୁରେ ରଖାଯାଇଥିବା ବେଳେ ୭ଜଣ ଭେଣ୍ଟିଲେଟରରେ ଅଛନ୍ତି।  କରୋନା ଦ୍ୱାରା ଅଧିକ ସଂକ୍ରମିତ ହୋଇଥିବା ଅଂଚଳ ବା ହଟ୍‌ସ୍ପଟ୍‌ ଉପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବିଶେଷ ନଜର ରଖାଯାଇଛି। ପରିସ୍ଥିତିକୁ ଦେଖି ଦିଲ୍ଲୀ ପୋଲିସ ପକ୍ଷରୁ ଜାମା ମସଜିଦ […]

  • Monday, 26 July 2021
mahareasrtra
କୋଭିଡ୍-୧୯: ଗୋଟିଏ ଦିନରେ ମହାରାଷ୍ଟ୍ରରେ ୨୫ ଜଣଙ୍କ ଜୀବନ ଗଲା: ମୃତ୍ୟୁ ସଂଖ୍ୟା ୯୭ ଛୁଇଁଲା

ମୁମ୍ବାଇ: କରୋନା ସଂକ୍ରମଣ ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ବେଶୀ ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା ଏଠାରେ ୧୩ଶହରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଗତକାଲି ଗୋଟିଏ ଦିନରେ ୨୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗତକାଲି ହିଁ ମହାରାଷ୍ଟ୍ରରେ ୨୫ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ପୁନେରେ ୧୪ଜଣ, ମୁମ୍ବାଇରେ ୯ଜଣ, ମାଲେଗା ଓ ରତ୍ନଗିରିରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ କରୋନା ମୃତ୍ୟୁସଂଖ୍ୟା ୯୭ରେ ପହଞ୍ଚିଛି। ପରିସ୍ଥିତିକୁ ନଜରରେ ରଖି […]

  • Monday, 26 July 2021
schin
କୋଭିଡ୍‌-୧୯ ମୁକାବିଲା ପାଇଁ ବିଏମ୍‌ସିକୁ ନିଜ ହୋଟେଲ୍‌ ଦେଲେ ବଲିଉଡ୍‌ ଷ୍ଟାର୍

ମୁମ୍ବାଇ: କୋଭିଡ୍‌-୧୯ ସହିତ ମୁକାବିଲା କରିବା ପାଇଁ ପ୍ରାୟ ସମସ୍ତେ ସରକାରଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ବ୍ୟାବସାୟୀଙ୍କଠାରୁ ଆରମ୍ଭ କରି ନେତା, କ୍ରିକେଟର୍ ଓ ବଲିଉଡ୍‌ ସେଲିବ୍ରିଟି ନିଜ ନିଜର ସାଧ୍ୟମତେ ସହାୟତା କରୁଛନ୍ତି। ଏବେ ପୁଣି ଜଣେ ବଲିଉଡ୍‌ ଅଭିନେତା ସଚିନ ଯୋଶୀ ନିଜର ବିଳାସମୟ ହୋଟେଲ୍‌କୁ କ୍ୱାରେଣ୍ଟାଇନ୍‌ ସେଣ୍ଟର୍‌ କରିବା ପାଇଁ ବିଏମ୍‌ସି(ବ୍ରିହାନ୍‌ମୁମ୍ବାଇ ମ୍ୟୁନିସପାଲିଟି କୋର୍ପୋରେସନ୍‌)କୁ ଦେଇଛନ୍ତି। ମୁମ୍ବାଇର ପାଓଇ ଅଞ୍ଚଳରେ ଥିବା ୩୬ ରୁମ୍‌ ବିଶିଷ୍ଟ ଏହି ହୋଟେଲ୍‌ର  ନାଁ ହେଉଛି ‘ବିଟଲ୍’। […]

  • Monday, 26 July 2021
america
ନ୍ୟୁୟର୍କରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏତେ ବଢ଼ିଲା କାହିଁକି?

ନ୍ୟୁୟର୍କ: ଆମେରିକାରେ କରୋନା ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଚାଇନାର ଉହାନ ସହରରୁ ଆସିଥିବା ଏହି ଭାଇରସ ଆମେରିକାରେ ୧୬ରୁ ଅଧିକ ଲୋକଙ୍କ ଜୀବନ ନେଲାଣି।  ଉହାନ ସହର ଅପେକ୍ଷା ଆମେରିକାର ନ୍ୟୁୟର୍କ ସହରରେ ଅଧିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦେଖିବାକୁ ମିଳିଛି। ତେବେ କାହିଁକି ନ୍ୟୁୟର୍କରେ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ରାଧିକ ଭାବରେ ବଢ଼ୁଛି ଏ ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ପୂର୍ବରୁ କିଛି ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରେ ପ୍ରଦୂଷଣକୁ ଦାୟୀ […]

  • Monday, 26 July 2021
akhya kumar
ଦିଲ୍‌ଦାର ଅକ୍ଷୟ; ମାସ୍କ ଓ ଟେଷ୍ଟିଂ କିଟ୍ କିଣିବା ପାଇଁ ବିଏମସିକୁ ଦେଲେ ଏତେ ଟଙ୍କା

ମୁମ୍ୱାଇ: କରୋନା ଭାଇରସ ମହାମାରୀରୁ ରକ୍ଷା କରିବା ପାଇଁ ସହଯୋଗର ହାତ ବଢ଼ାଉଛନ୍ତି ବଲିଉଡର କଳାକାରମାନେ। ଅକ୍ଷୟ କୁମାର ପିଏମ୍‌ କେୟାରସ୍‌ ପାଣ୍ଠିକୁ ପୂର୍ବରୁ ୨୫ କୋଟି ଟଙ୍କା ଦେଇସାରିଛନ୍ତି। ବର୍ତ୍ତମାନ ଅକ୍ଷୟ ମ୍ୟୁନିସିପାଲ କର୍ପୋରେସନ (ବିଏମସି) କୁ ୩ କୋଟି ଟଙ୍କା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଅକ୍ଷୟ ମାସ୍କ ଏବଂ ଟେଷ୍ଟିଂ କିଟ୍ ଇତ୍ୟାଦି କିଣିବା ପାଇଁ ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ ଏହି ଟଙ୍କା ଦେଇଛନ୍ତି। କରୋନା ଭାଇରସର ମୁକାବିଲା ପାଇଁ ସମଗ୍ର ବିଶ୍ୱ କଠିନ ପରିଶ୍ରମ […]

  • Monday, 26 July 2021
goat
କରୋନାକୁ ଡରି ଛେଳି ପିନ୍ଧିଲେ ମାସ୍କ

ହାଇଦ୍ରାବାଦ: ଆମେରିକାରେ ଗତ କିଛି ଦିନ ପୂର୍ବେ ‘ଜୁ’ରେ ଥିବା ଏକ ବାଘ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଏହି ଘଟଣା ପରେ ଲୋକମାନେ ପଶୁମାନଙ୍କର ଯନ୍ତ୍ରଣାଦାୟକ ଚିତ୍ର ସୋଶାଲ ମିଡିଆରେ ସେୟାର କରିବା ସହ କହିଥିଲେ- ‘ଆମେ ତ କିଛି ଦିନ ହେବ ଲକ୍‌ଡାଉନ୍‌ରେ ରହିଛୁ, କିନ୍ତୁ ଜଙ୍ଗଲୀ ପଶୁମାନେ ଚିଡିଆଖାନାରେ କେବେଠାରୁ ଲକ୍‌ଡାଉନ୍‌ ହୋଇ ରହିଛନ୍ତି ?’ ଏହି ଘଟଣାକୁ ନେଇ ଏକ ମଜାଦାର ଖବର ଆସିଛି ଆନ୍ଧ୍ର ପ୍ରଦେଶରୁ। କାଲୁର ମଣ୍ଡଳ ଅଞ୍ଚଳର […]

  • Monday, 26 July 2021
amitab bacgahn
କରୋନା ଲକ୍‌ଡାଉନ୍‌; ଗରିବଙ୍କୁ ଖାଇବାକୁ ଦେଲେ ବିଗ୍‌ ବି

ମୁମ୍ୱାଇ: କରୋନା ଭାଇରସକୁ ନେଇ ସାରା ଦେଶ ଏବେ ଲକ୍‌ଡାଉନ୍‌। ଲକ୍‌ଡାଉନ୍‌ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ଗରିବ, ଦିନ ମଜୁରିଆ, ଶ୍ରମିକ ଶ୍ରଣୀର ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କରୋନା ଯୁଦ୍ଧ ସମୟରେ ବଲିଉଡର ମେଗାଷ୍ଟାର Big B ତାଙ୍କର ବଡାପନ୍‌ ଦେଖାଇଛନ୍ତି।  ମୁମ୍ବାଇର ଗରିବ ଓ ଅସହାୟ ଲୋକମାନଙ୍କ ପାଇଁ  ଅମିତାଭ  ଦିନକୁ ୨୦୦୦ ଖାଦ୍ୟ ପ୍ୟାକେଟ ବଣ୍ଟନ କରିବା ଆରମ୍ଭ କରିଛନ୍ତି। ସେତିକି ନୁହେଁ, […]

  • Monday, 26 July 2021
ipl
କୋଭିଡ୍‌-୧୯ ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲା ଏହି ଆଇପିଏଲ୍‌ ଟିମ୍‌

ନୂଆଦିଲ୍ଲୀ: ପୂରା ବିଶ୍ୱକୁ ଚିନ୍ତିତ କରିଥିବା କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଏବେ ଆଇପିଏଲ୍ ଫ୍ରାଞ୍ଚାଇଜି ଟିମ୍ ସନରାଇଜର୍ସ ହାଇଦ୍ରାବାସ ଆଗକୁ ଆସିଛି। ସନରାଇଜର୍ସ ହାଇଦ୍ରବାଦର ମାଲିକାନାସତ୍ୱ ସନ୍ ଟିଭି ଗୁରୁବାର କୋଭିଡ୍‌-୧୯ ଦ୍ୱାରା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ୧୦ କୋଟି ଟଙ୍କାର ଦାନ କରିବାକୁ ଘୋଷଣା କରିଛି। ତେବେ ଏହି ଅର୍ଥରାଶି ହାଇଦ୍ରାବାଦ ରାଜ୍ୟ ସରକାର ନା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ, ତାହା ଜଣା ପଡ଼ିନାହିଁ। ସନରାଇଜର୍ସ ହାଇଦ୍ରାବାଦ ତା’ର ଅଫିସିଆଲ୍ ଟ୍ୱିଟର୍ […]

  • Monday, 26 July 2021
Cricket-bat-and-ball
କର୍ଫ୍ୟୁ ବେଳେ କାର୍ ଚଳାଇ ଫାଇନ୍‌ ଦେଲେ ଟିମ୍‌ ଇଣ୍ଡିଆର ଏହି କ୍ରିକେଟର୍‌

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ କେଉଁଠାରେ ଲକଡାଉନ୍ ତ କେଉଁଠାରେ କର୍ଫ୍ୟୁ ଲଗାଯାଇଛି। ଅତି ଆବଶ୍ୟକ କାମ ନଥିଲେ ବାହରକୁ ଯିବାକୁ ମନା କରାଯାଇଛି। ଏଭଳି ସମୟରେ  କାର୍ ଚଳାଇ ବଜାର ଯିବା ଜଣେ କ୍ରିକେଟର୍‌ଙ୍କୁ ମହଙ୍ଗା ପଡ଼ିଛି। ସେହି କ୍ରିକେଟର୍ ହେଲେ ହିମାଚଳ ପ୍ରଦେଶର କ୍ରିକେଟର ଋଷି ଧୱନ।  ଋଷି କାର୍ ଚଳାଇ ବଜାର୍‌ ଆସୁଥିବାରୁ ପୁଲିସ୍‌ ୫୦୦ ଟଙ୍କାର ଚାଲାନ ମଧ୍ୟ କାଟିଛି। ତେବେ ଖବର ଅନୁସାରେ, ଋଷି କର୍ଫ୍ୟୁ କୋହଳ ହେବା ପରେ ବାହାରକୁ […]

  • Monday, 26 July 2021
crorona
କୋଭିଡ୍‌-୧୯ର ମୁକାବିଲା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର: କରୋନା କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ଲାଗି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଆଜିଠାରୁ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି। ଜଣେ ଶିକ୍ଷକ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ ହେଲ୍‌ପରଙ୍କୁ ଗୋଟିଏ ୟୁନିଟ କରାଯାଇଛି। ଏହି ୟୁନିଟ ଲୋକଙ୍କୁ ଘରକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଛନ୍ତି। ଘର ଘର ବୁଲି କାହାକୁ ଥଣ୍ଡା ଜ୍ୱର କିମ୍ବା କାଶ ହେଉଛି କି ପଚାରି […]

  • Monday, 26 July 2021
nabakishare das
ରାଜ୍ୟରେ ଦିନକୁ ହଜାରେ ସାମ୍ପଲ୍ ଟେଷ୍ଟ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ହଜାରେ ସାମ୍ପଲ୍ ଟେଷ୍ଟ ପାଇଁ ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୨ରୁ ବ୍ରହ୍ମପୁର ମେଡିକାଲ କଲେଜ, ୧୫ରୁ ଭିମସାର ଓ ୧୭ରୁ ରାଉରକେଲା ଆଇଜିଏଚ୍‌ରେ ରକ୍ତ ନମୁନା ପରୀକ୍ଷା କରାଯିବ। ରାଜ୍ୟ ଉଚ୍ଚସ୍ତରୀୟ ମନ୍ତ୍ରିମଣ୍ଡଳ ବୈଠକରେ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି। କରୋନାର ମୁକାବିଲା ପାଇଁ ଭିଡିଓ କନଫରେନ୍ସିଂରେ ଏହି ବୈଠକ ହୋଇଥିଲା।  ଏଥିସହ ଦିଲ୍ଲୀ ଏମ୍ସ ଢାଞ୍ଚାରେ ଏସସିବି ମେଡିକାଲ କଲେଜ, ଆଚାର୍ଯ୍ୟ ହରିହର […]

  • Monday, 26 July 2021
docoter
କରୋନା ଭୟ; ଡାକ୍ତରଙ୍କୁ ପିଟିଲେ ପଡୋଶୀ

ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ୱରେ ଚାଲିଥିବା କରୋନା ଯୁଦ୍ଧରେ ପ୍ରକୃତ ଯୋଦ୍ଧା ହେଉଛନ୍ତି ଡାକ୍ତର। ନିଜ ଜୀବନକୁ ବିପଦ ମୁହଁକୁ ଠେଲି ସେମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି। ହେଲେ ସେମାନଙ୍କୁ ପୁରସ୍କୃତ ତ କରାଯାଉନି। ବରଂ ଅନେକ ଜାଗାରେ ସେମାନଙ୍କୁ ଅପମାନିତ କରାଯାଉଛି, ଆକ୍ରମଣ କରାଯାଉଛି। ଏମିତି ଏକ ଘଟଣା ଘଟିଛି ସଫଦରଜଙ୍ଗ ଅଞ୍ଚଳରେ। ସଫଦରଜଙ୍ଗ ହସ୍ପିଟାଲର କାର୍ଯ୍ୟରତ ଦୁଇଜଣ ମହିଳା ଡାକ୍ତର ଦିଲ୍ଲୀର ଗୌତମ ନଗର ଅଞ୍ଚଳରେ ରୁହନ୍ତି।ଏହି ଡାକ୍ତରଙ୍କୁ ସେମାନଙ୍କ ପଡ଼ୋଶୀମାନେ ଆକ୍ରମଣ କରିଥିବା […]

  • Monday, 26 July 2021
up
କରୋନା ଯୁଦ୍ଧରେ ଜିତିଲେ ୭୦ ବର୍ଷର ବୃଦ୍ଧା

ଲକ୍ଷ୍ନୌ: ମହାମାରୀ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ। କିନ୍ତୁ ଏହି ସମୟରେ ୟୁପିରୁ ଏକ ଖୁସି ଖବର ଆସିଛି। ପିଲିଭିତ୍‌ ଜିଲ୍ଲାରେ ୭୦ ବର୍ଷର ବୃଦ୍ଧା କିଲର କରୋନା କବଳରୁ ଜିତିଛନ୍ତି। ମହିଳା ଜଣକ କରୋନାରେ ପଜିଟିଭ୍‌ ବୋଲି ଜଣାପଡିଥିଲେ। କିନ୍ତୁ  ଚିକିତ୍ସା ପରେ ଏବେ ତାଙ୍କର ଦୁଇଟି ରିପୋର୍ଟ କ୍ରମାଗତ ଭାବେ ନେଗେଟିଭ୍‌ ଆସିଛି। ପିଲିଭିତ୍‌ ଜିଲ୍ଲାରେ ଦୁଇଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିଲେ। ଏହି ଦୁଇଜଣ ସାଉଦି ଆରବରୁ ଫେରିଥିଲେ। […]

  • Monday, 26 July 2021
doctor
କୋଭିଡ୍ ମୁକାବିଲା ପାଇଁ ସମସ୍ତ ଜିଲ୍ଲାରେ ନିୟୋଜିତ ହେବେ ଆୟୁଷ ଡାକ୍ତର

ଭୁବନେଶ୍ୱର: କୋଭିଡ୍ ମୁକାବିଲା ପାଇଁ ସମସ୍ତ ଜିଲ୍ଲାରେ ନିୟୋଜିତ ହେବେ ଆୟୁଷ ଡାକ୍ତର। ରାଜ୍ୟର ପ୍ରତି ଜିଲ୍ଲାରେ ଆୟୁଷ ଡାକ୍ତରଙ୍କ ମୁତୟନ ପାଇଁ ସମସ୍ତ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଓ ଜିଲ୍ଲା ହୋମିଓପାଥି ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ। ଆୟୁର୍ବେଦିକ ଓ ହୋମିଓପାଥି ଚିକିତ୍ସା ଅଧିକାରୀଙ୍କୁ ଡାକ୍ତରଖାନା, କ୍ୱାରେଣ୍ଟାଇନ ସେଣ୍ଟର କିମ୍ବା ଅନ୍ୟ କେଉଁ ଉପଯୁକ୍ତ ସ୍ଥାନରେ ନିୟୋଜିତ କରାଯିବ, ସେନେଇ ଜିଲ୍ଲାପାଳ ଏବଂ ଡିଏଏମ୍ଓ ବା ଡିଏଚ୍ଏମ୍ଓଙ୍କ ସହ ପରାମର୍ଶ […]

  • Monday, 26 July 2021
mask
କାଲିଠୁ ମାସ୍କ ବାଧ୍ୟତାମୂଳକ: ଏମାନଙ୍କୁ ମାସ୍କ ଲଗାଇବା ମନା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆଇନତଃ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ। ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ, କାଲିଠାରୁ ଘରୁ ବାହାରିବା ବେଳେ ସମସ୍ତେ ମାସ୍କରେ ନିଜ ପାଟି ଓ ନାକକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରାଯାଇଛି। ତେବେ କେବଳ ବଜାରରେ ମିଳୁଥିବା ମାସ୍କ ନୁହେଁ, ଜଣେ ଚାହିଁଲେ ସଫା ସୂତା କପଡ଼ା କିମ୍ବା ଗଞ୍ଜି କପଡ଼ାକୁ ୫ ମିନିଟ ପାଇଁ ଲୁଣ ପାଣିରେ ଫୁଟାଇ ଖରାରେ ସମ୍ପୂର୍ଣ୍ଣ ଶୁଖାଇ ମାସ୍କ ତିଆରି କରିପାରିବେ। ଗାମୁଛା ଓ […]

  • Monday, 26 July 2021