• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

police
ସନ୍ତାନ ଜନ୍ମର ୫ଦିନ ପରେ କରୋନାରେ ଜୀବନ ହାରିଲେ ‘ମା’

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୋଲିସରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଲ ପାଞ୍ଚଦିନ ପୂର୍ବରୁ ଏକ ଶିଶୁକୁ ଜନ୍ମ ଦେଇଥିଲେ। ନବଜାତ ଶିଶୁକୁ ନେଇ ଘରେ ଖୁସିର ଉତ୍ସବ ପାଳନ କରୁଥିବାବେଳେ ମହିଳାଙ୍କ ଶଶୁରଙ୍କର ହଠାତ୍‌ ଦେହ ଖରାପ ହୋଇଥିଲା। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତା‘ପର ଦିନ ସକାଳୁ ମଧ୍ୟ‌ ମହିଳାଙ୍କର ଦେହ ଖରାପ ହୋଇଥିଲା। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିଛି ସମୟପରେ ମହିଳାଙ୍କର  ମୃତ୍ୟୁ ଘଟିଥିଲା। ଖବର ଅନୁଯାୟୀ, […]

  • Monday, 26 July 2021
docter33
କରୋନା ଯୋଦ୍ଧାଙ୍କୁ ଘରକୁ ନ ଫେରିବାକୁ କହିଲେ ସିଏମ୍‌ଓ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ପାଖରେ ଏକ ଅଜବ ଧରଣର ଅପିଲ କରିଛନ୍ତି। ଏଭଳି ଅପିଲକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗାଜିଆବାଦର ସିଏମ୍‌ଓ (CMO) ନିଜେ ଜଣେ ଡାକ୍ତର ହୋଇ କିପରି ଏପରି କରିପାରୁଛନ୍ତି ବୋଲି କହିଛନ୍ତି ପାରାମେଡିକାଲ କର୍ମଚାରୀ। ସିଏମ୍‌ଓ କହିଛନ୍ତି, ଗାଜିଆବାଦରୁ ଦିଲ୍ଲୀ ଯାଉଥିବା ଡାକ୍ତର ଓ ପାରାମେଡିକାଲ କର୍ମଚାରୀମାନେ ସେଠାରେ କିଛି ଦିନ ରୁହନ୍ତୁ। ପରିସ୍ଥିତିର ସୁଧାର ଆସିବା ପରେ […]

  • Monday, 26 July 2021
mamata
ଘନେଇଲା କରୋନା ବିପଦ: ପଶ୍ଚିମବଙ୍ଗରେ ୯୨ ହଜାର ଲୋକ ଫ୍ଲୁ ଜନିତ ରୋଗରେ ପୀଡ଼ିତ

କୋଲକାତା: ପଶ୍ଚିମବଙ୍ଗରେ ୯୨, ହଜାର ଲୋକ ଫ୍ଲୁ ଜନିତ ରୋଗରେ ପୀଡ଼ିତ ଥିବା ଜାଣିବାକୁ ପାଇଛନ୍ତି ମମତା ସରକାର। ସେଥିମଧ୍ୟରୁ ୮୭୦ ଜଣ ନିସ୍ୱାସ ପ୍ରଶ୍ୱାସ ନେବାର ଅସୁବିଧାର ସମ୍ମୁଖୀନ ହୋଇ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି। କରୋନା ରୋଗୀଙ୍କଠାରେ ଯେଉଁ ଲକ୍ଷଣ ଦେଖା ଦେଉଛି ଏହି ରୋଗୀମାନଙ୍କଠାରେ ବି ସମାନ ଲକ୍ଷଣ ଦେଖା ଦେଇଥିବାରୁ ଏମାନେ କରୋନାରେ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ଫେସ୍‌ବୁକ୍‌ ମଧ୍ୟମରେ ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ […]

  • Monday, 26 July 2021
poilvce
ଲାଠି ବଦଳରେ ହାତରେ ବହି ଧରିଲେ, ଗରିବ ପିଲାଙ୍କୁ ପାଠ ପଢାଇଲେ

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ପରୀପ୍ରେକ୍ଷୀରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ମଧ୍ୟବିତ ତଥା ଗରିବ ପରିବାରର ପିଲାମାନେ ପାଠପଢା ନେଇ ନାନା ପ୍ରକାର ସମସ୍ୟା ଭୋଗୁଛନ୍ତି। ତେବେ ଉତ୍ତରାଖଣ୍ଡର ଜଣେ ପୋଲିସ କର୍ମଚାରୀ ୨ ଛୋଟ ପିଲାଙ୍କୁ ପାଠ ପଢାଉଥିବାର ଦୃଶ୍ୟ ସମସ୍ତଙ୍କ ହୃଦୟକୁ ଜିତିପାରିଛି। ଏହି ଭିଡିଓ ସୋସାଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। कोरोना महामारी के इस वैश्विक संकट में हमारी […]

  • Monday, 26 July 2021
cnn
କରୋନା ଭାଇରସ୍‌ ଉପରେ ଗବେଷଣା କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିସାରିଥିବା ପ୍ରଫେସରଙ୍କୁ ଗୁଳି କରି ହତ୍ୟା

ୱାଶିଂଟନ: କରୋନା ଭାଇରସ୍‌ ଉପରେ ଗବେଷଣା କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିସାରିଥିବା ପିଟସବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ଏବଂ ଆଣବିକ ଜୀବବିଜ୍ଞାନୀ ଡ. ବିଙ୍ଗ ଲିଉଙ୍କୁ ପେନସାଲଭାନିଆରେ ଗୁଳି କରି ହତ୍ୟା କରାଯାଇଛି। ମହାମାରୀ କରୋନା ଉପରେ ଗବେଷଣା କରି ଭ୍ୟାକସିନ ବାହାର କରିବା ପାଇଁ ସେ ଉଦ୍ୟମ ଜାରି ରଖିଥିଲେ। ଶନିବାର ଲିଉଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିଲା। ତାଙ୍କ ମୁଣ୍ଡ, ବେକ ଓ ଶରୀରର ବିଭିନ୍ନ ସ୍ଥାନରେ ଗୁଳିମାଡ଼ […]

  • Monday, 26 July 2021
natins
ବାହାରିଲା କରୋନା ଟିକା: ଇଟାଲୀ ଦାବି କଲା ମୁଁ ପ୍ରଥମେ ଆବିଷ୍କାର କରିଛି

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ କରୋନା ଟୀକା ପ୍ରସ୍ତୁତ କରିଥିବା ଦାବି କଲା ଇଟାଲୀ। ଏହି ଭ୍ୟାକ୍ସିନ ମଣିଷ ଉପରେ କାର୍ଯ୍ୟ କରୁଥିବା ମଧ୍ୟ ଇଟାଲି ଦାବି କରିଛି। ରୋମ୍‌ରେ ସ୍ପାଲାଞ୍ଜାନି ହସ୍ପିଟାଲରେ ମୂଷା ଉପରେ ଏହି ଭ୍ୟାକ୍ସିନର ପ୍ରୟୋଗ କରାଯାଇଥିଲା। ଏବଂ ପ୍ରଥମ ଟୀକା ଦିଆଯିବା ପରେ ହି ମୂଷା ଶରୀରରେ କରୋନା ଭୂତାଣୁକୁ ନଷ୍ଟ କଲା ଭଳି ଆଣ୍ଟିବଡି ତିଆରି ହୋଇଥିଲା। ମଣିଷ ଜୀବକୋଷରେ ମଧ୍ୟ ଏହା କାର୍ଯ୍ୟ କରୁଛି ବୋଲି ଦାବି କରାଯାଇଛି। ଆଗକୁ […]

  • Monday, 26 July 2021
karanataka
ପ୍ରବାସୀ ଶ୍ରମିକଙ୍କୁ ଛାଡ଼ିବାକୁ ମନାକଲା କର୍ଣ୍ଣାଟକା: ଟ୍ରେନ୍‌ ବାତିଲ୍

ବେଙ୍ଗାଲୁରୁ: ଲକ୍‌ଡାଉନ ଯୋଗୁ କର୍ଣ୍ଣାଟକରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ଛାଡ଼ିବାକୁ ମନାକଲା କର୍ଣ୍ଣାଟକା। ଏନେଇ ଉଦିଷ୍ଟ ସ୍ୱତନ୍ତ୍ର ଟ୍ରେନ୍‌କୁ ବାତିଲ୍ କରିଛି କର୍ଣ୍ଣାଟକର ୟେଦୁରପ୍ପା ସରକାର। ରାଜ୍ୟରେ ନିର୍ମାଣ କାମ ପୁଣିଥରେ ଆରମ୍ଭ ହୋଇଥିବା ଦର୍ଶାଇ ଶ୍ରମିକଙ୍କୁ ଛାଡ଼ିବାକୁ ମନା କରିଛି କର୍ଣ୍ଣାଟକା। ଫଳରେ ଘରକୁ ଫେରିବାକୁ ଆଶା ରଖିଥିବା ପ୍ରବାସୀଙ୍କ ଆଶା ଆଶାରେ ରହିଯାଇଛି। ଅନେକ ପ୍ରବାସୀ ଶ୍ରମିକ ଘରକୁ ଫେରିଗଲେଣି। ତେବେ ବର୍ତ୍ତମାନ ରାଜ୍ୟ ନିର୍ମାଣ କାମ ଆରମ୍ଭ ହୋଇଯାଇଥିବାରୁ ସେମାନଙ୍କର ଆବଶ୍ୟକତା ଅଛି […]

  • Monday, 26 July 2021
chidambaram
ଲକ୍‌ଡାଉନ୍‌ ବେଳେ କେନ୍ଦ୍ର ସରକାରଙ୍କର ଆର୍ଥିକ ବ୍ୟବସ୍ଥା ନୀତିକୁ ସମାଲୋଚନା କଲେ ଚିଦାମ୍ବରମ

ନୂଆଦିଲ୍ଲୀ: କରୋନା ଲକଡାଉନ ଭିତରେ ଦେଶର ଆର୍ଥିକ ବ୍ୟବସ୍ଥା ନେଇ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ। ଆର୍ଥିକ ସ୍ଥିତି ସୁଧୁରିବା ଲାଗି କେନ୍ଦ୍ର ସରକାର ବିଭିନ୍ନ ଶୁଳ୍କ ଲଗାଇ ଲୋକଙ୍କ ଉପରେ ବୋଝ ନ ଲଦିବାକୁ ସେ କହିଛନ୍ତି। ଶୁଳ୍କ ଲଗାଇବା ଅପେକ୍ଷା କେନ୍ଦ୍ର ସରକାର ଉଧାର ଆଣି ନିଜର ଆର୍ଥିକ ଅଭାବକୁ ଭରଣା କରିବା ଉଚ୍ଚିତ ବୋଲି କହିଛନ୍ତି ଚିଦାମ୍ବରମ। ପେଟ୍ରୋଲଜାତ ସାମଗ୍ରୀ ଉପରେ ଦିଲ୍ଲୀ ଓ […]

  • Monday, 26 July 2021
policeee
୨୪ କ୍ୟାନସର ରୋଗୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସର ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଭାଇରସ ସିଆରପିଏଫ(CRPF), ବିଏସ୍‌ଏ‍ଫ(BSF)ର ମୁଖ୍ୟାଳୟକୁ ସଂକ୍ରମିତ କରିବା ପରେ ଏବେ ଭାରତୀୟ ସେନା ଡାକ୍ତରଖାନାରେ ସକ୍ରଂମଣ କରିଥିବା ଜଣାପଡିଛି। ଦିଲ୍ଲୀ ସେନାର ଅନୁସନ୍ଧାନ ଓ ରେଫରାଲ(Research $ Referral Hospital) ହସ୍ପିଟାଲରେ କାର୍ଯ୍ୟ କରୁଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ ୨୪ ଜଣ କ୍ୟାନସର ରୋଗୀ ଏହି ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୨୦ଜଣ ହେଉଛନ୍ତି କାର୍ଯ୍ୟରତ କର୍ମଚାରୀ ଓ ଜଣେ […]

  • Monday, 26 July 2021
telengana
ଏହି ରାଜ୍ୟରେ ମେ’୨୯ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ସବୁଠି ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ତେଲେଙ୍ଗାନା ସରକାର ମଧ୍ୟ ଲକ୍‌ଡାଉନ୍‌ର ଅବଧିକୁ ମେ’୨୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(KCR) ଏହା ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌କୁ ବଢ଼ାଇବା ସହ କିଛି ନୂଆ ନିୟମ ମଧ୍ୟ ଲାଗୁ କରିଛନ୍ତି କେସିଆର। ୭ଘଣ୍ଟାର କ୍ୟାବିନେଟ୍‌ ବୈଠକ ପରେ କେସିଆର କହିଛନ୍ତି, ଲୋକମାନେ ଚାହୁଁଛନ୍ତି ଯେ ଲକ୍‌ଡାଉନ୍‌ ଅବଧିକୁ ବଢ଼ାଇବା ପାଇଁ। ମୋର ନିଷ୍ପତ୍ତି ବିଷୟରେ ମୁଁ […]

  • Monday, 26 July 2021
d
ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ତାଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି। ସେ ଜଣେ ୫୮ ବର୍ଷୀୟ ପୁରୁଷ ଓ ତାଙ୍କର କୋଲକାତା ଲିଙ୍କ୍‌ ରହିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ଭିବାଗ ପକ୍ଷରୁ ସୁଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି। ଏବେ ସୁଦ୍ଧା, ଆଜି ଗୋଟିଏ ଦିନରେ ୭ ଜଣ କରୋନା ରୋଗୀ ଚିହ୍ନଟ ହୋଇସାରିଲେଣି। ବାଲେଶ୍ୱରରେ ୩ ଜଣଙ୍କ ସହ […]

  • Monday, 26 July 2021
fined
ଲକ୍‌ଡାଉନ କଟକଣାକୁ ଉଲ୍ଲଂଘନ କରି ୩୦ ହଜାର ଫାଇନ୍‌ ଦେଲେ ଗହଣା ଦୋକାନୀ

ଭୁବନେଶ୍ୱର: ଲକ୍‌ଡାଉନ କଟକଣାକୁ ଉଲ୍ଲଂଘନ କରି ଫାଇନ ଭରିଲା ରାଜଧାନୀର ଏକ  ଗହଣା ଦୋକାନ। ବିଏମ୍ସି ପକ୍ଷରୁ ଆଜି ଚଢ଼ାଉ କରି ସଂପୃକ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ବିଏମ୍ସିର ଗାଇଡଲାଇନ୍ କହୁଛି,  ରେସିଡେନ୍ସିଆଲ ଏରିଆରେ ଯଦି ଗୋଟିଏ ବିଲ୍‌ଡିଂରେ ୫ଟି ଦୋକାନ ଥିବ ତେବେ ତାକୁ ମାର୍କେଟ କମ୍ପ୍ଳେକ୍ସ ବର୍ଗରେ ଧରାଯିବ। ସେହି ସବୁ ଦୋକାନକୁ ଖୋଲିବାକୁ ଅନୁମତି ଦିଆଯାଇନାହିଁ। ତଥାପି ଏହି ନିୟମକୁ କିଛି ଦୋକାନୀ ଉଲ୍ଲଂଘନ କରୁଥିବାରୁ […]

  • Monday, 26 July 2021
baijayanta
ପ୍ରବାସୀ ଓଡ଼ିଆଙ୍କୁ ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କୁ ଚିଠି ଲେଖିଲେ ବୈଜୟନ୍ତ

ଭୁବନେଶ୍ୱର: କେରଳରେ ଫସିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ଲାଗି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଚିଠି। କେରଳ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର କଣ୍ଡିରା, କୁରୁଣ୍ଟି, ସାତଭାୟା ପଞ୍ଚାୟତ ସହ ପଟ୍ଟାମୁଣ୍ଡାଇ ବ୍ଲକ ଅଂଚଳରୁ ଶତାଧିକ ଓଡ଼ିଆ ମହିଳା ଶ୍ରମିକ କେରଳରେ ଫସି ରହିଛନ୍ତି। ଶ୍ରମିକମାନେ ସେଠାରେ ବିଭିନ୍ନ ପୋଷାକ ଫ୍ୟାକ୍ଟ୍ରିରିରେ କାମ କରୁଛନ୍ତି। କରୋନା କଟକଣା […]

  • Monday, 26 July 2021
save od
କଣ୍ଟେନମେଣ୍ଟ ଜୋନ୍ ବ୍ୟତିତ ସବୁଠି ଅର୍ଥନୈତିକ କାର୍ଯ୍ୟ ଚାଲିପାରିବ

ଭୁବନେଶ୍ୱର: ଲକ୍‌ଡାଉନ କଟକଣା ବେଳେ ଶ୍ରମିକ, ଦିନ ମଜୁରିଆଙ୍କ ଜୀବନ ଜୀବିକା ଯେମିତି ପ୍ରଭାବିତ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବର୍ତ୍ତମାନର କଠିନ ସମୟରେ ସେମାନଙ୍କ ଜୀବନ ଓ ଜୀବିକା ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ସନ୍ତୁଳନ ବି ଜରୁରୀ। ଜୀବନ ଯୁଦ୍ଧରେ ଜୀବିକା ଯେମିତି ବିପନ୍ନ ନହୁଏ ସେଥିପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କଣ୍ଟେନମେଣ୍ଟ ଜୋନ୍ ବ୍ୟତିତ ସବୁଠି ଅର୍ଥନୈତିକ କାର୍ଯ୍ୟ ଚାଲିପାରିବ ବୋଲି […]

  • Monday, 26 July 2021
tas
ଲକ୍‌ଡାଉନ୍ ବେଳେ ଗାଁରେ ଚାଲିଛି ତାସ୍ ଖେଳ

ଭଦ୍ରକ: ଲକ୍‌ଡାଉନ୍ ବେଳେ ଗାଁରେ ଚାଲିଛି ତାସ୍ ଖେଳ। ଲୋକେ ଗାଁ ଦାଣ୍ଡରେ ବସି ତାସ୍ ଖେଳୁଛନ୍ତି। ଭଦ୍ରକ ଚାନ୍ଦବାଲିର ନରସିଂହପୁର ଅଞ୍ଚଳରେ ଏଭଳି ଦ୍ରୁଶ୍ୟ ଦେଖିବାକୁ ମିଳିଛି।  ଯେଉଁଠି ବେଖାତିର ଭାବେ ତାସ୍ ଖେଳୁଛନ୍ତି ଲୋକେ। ମେଳ ମେଳ ହୋଇ ଗାଁ ଦାଣ୍ଡରେ ତାସ୍ ଖେଳୁଥିବା ଦେଖିବାକୁ ମିଳିଛି। ଗୋଟିଏ କି ଦୁଇଟି ନୁହେଁ ପୂରା ଗାଁସାରା ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ୪ରୁ ୫ ଜଣ ଲୋକେ ଏକଜୁଟ୍ ହୋଇ ତାସ୍ ଖେଳୁଛନ୍ତି। ନାଁ […]

  • Monday, 26 July 2021
save
ସମ୍ବଳ ସରିଲା, ଏମାନେ ବାହୁଡ଼ିଲେ ଘରକୁ

ଭଦ୍ରକ: ଅଦୃଶ୍ୟ କରୋନା ମହାମାରି ପାଇଁ ସବୁଠି ଲକ୍ ଡାଉନ୍ ସ୍ଥିତି ଜାରି ରହିଛି। କରୋନାକୁ ଜିଣିବା ଆଉ ଜୀବନ ଜିଇଁବାକୁ ଚାଲିଛି ସଚେତନତାର ଲଢ଼େଇ। ଏହି ଲଢେଇ ଭିତରେ ବଳିପଡୁଛନ୍ତି ବହୁ ଗରିବ, ଅସହାୟ ଓ ଦିନମଜୁରିଆ। ଏପରିକି କମ୍ପାନୀରେ କାମ କରୁଥିବା କର୍ମଚାରୀ ବି ଘରେ ବସିଛନ୍ତି। ଦୀର୍ଘଦିନ ବସିବା ପରେ ଏମାନଙ୍କ ପାଖରେ ଖାଇବା ଅଛି ନା ଚଳିବା ପାଇଁ ଅର୍ଥ ଅଛି ଶେଷରେ ଭୋକ ଉପାସ ସହି ନପାରି ଚାଲି ଚାଲି […]

  • Monday, 26 July 2021
odisha-govt
ସୁରତରୁ କେବଳ ଟ୍ରେନ୍‌ରେ ଫେରିବାକୁ ଅନୁମତି ଦେଲେ ସରକାର

ଭୁବନେଶ୍ୱର: ସୁରତରୁ କେବଳ ଟ୍ରେନ୍‌ରେ ଫେରିବାକୁ ଅନୁମତି ଦେଲେ ରାଜ୍ୟ ସରକାର। କରୋନା ମୁକାବିଲା ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁରତରୁ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହେଉଛି ଓ ଦୀର୍ଘ ପଥରେ ଖାଇବା ପିଇବା ଅସୁବିଧା, ଦୁର୍ଘଟଣା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି କରୋନା ମୁକାବିଲା ଲାଗି ଆଗକୁ ଦୈନିକ ୧୫ ହଜାର ସାମ୍ପଲ ଟେଷ୍ଟ ପାଇଁ ପଦକ୍ଷେପ ନିଆଯାଉଛି। ଗ୍ରୀନ ଜୋନରେ କୃଷି, ଶିଳ୍ପ, ଜୀବିକା, ପରିବହନ ସ୍ୱାଭାବିକ […]

  • Monday, 26 July 2021
fsd
ଗ୍ରୀନ୍‌ ଜୋନରେ ବସ୍‌ ଚଳାଇବାକୁ ମନା କଲା ମାଲିକ ସଂଘ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀନ୍‌ ଜୋନରେ ବି ଗଡ଼ିବ ନାହିଁ ବସ୍। ଗ୍ରୀନ ଜୋନ୍‌ରେ ବସ୍ ଚଳାଚଳ ଅନୁମତି ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଛି ଘରୋଇ ବସ୍‌ ମାଲିକ ସଂଘ।  ସଂଘର କହିବା ଅନୁଯାୟୀ, ସରକାର ଗତକାଲି ପ୍ରକାଶ କରିଥିବା ବିଜ୍ଞପ୍ତିରେ ଆମ ଦାବି କଥା କିଛି କହିନାହାନ୍ତି। ତେଣୁ ଆମେ  ଗାଡ଼ି ଚଳାଇବୁ ନାହିଁ ବୋଲି କହିଛନ୍ତି ଘରୋଇ ବସ୍ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ। ସରକାର ଆମକୁ ଆଲୋଚନା ପାଇଁ ଡାକି ନାହାନ୍ତି। ଆଜି […]

  • Monday, 26 July 2021
mathura
ଗାଁକୁ ଖୁସିରେ ଫେରୁଥିଲେ, ବାଟରେ ଘଟିଲା ବଡ ଅଘଟଣ

ମଥୁରା: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ଲକ୍‌ଡାଉନ୍‌ରେ ଜାରି କରାଯାଇଥିବା ନିୟମଗୁଡିକୁ ଟିକେ କୋହଳ କରାଯାଇଛି। ବାହାରେ ଫସିରହିଥିବା ପ୍ରବାସୀମାନଙ୍କୁ ନିଜ ଘରକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ୍‌ ଜାରି କରିଛି। ଏନେଇ ମଙ୍ଗଳବାର ମଧ୍ୟପ୍ରଦେଶକୁ ଫେରୁଥିବା କିଛି ଲୋକ ମଥୁରା ଠାରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣଙ୍କର ଅବସ୍ଥା […]

  • Monday, 26 July 2021
mada888
ଗୋଟିଏ ଦିନରେ ପିଇଦେଲେ ୩୦୦ କୋଟିର ମଦ

ଲକ୍ଷ୍ନୌ: କରୋନାର ସ୍ଥିତିକୁ ନେଇ ସରକାର ତୃତୀୟ ପର୍ଯ୍ୟାୟ ଲକଡାଉନର ଜାରି କରିଛନ୍ତି। ଏହି ଲକ୍‌ଡାଉନ୍‌ର ଗାଇଡଲାଇନ୍‌କୁ ଟିକେ କୋହଳ କରାଯାଇଛି। ଗତକାଲି ସରକାର ମଦ ଦୋକାନଗୁଡିକ ଖୋଲିବାକୁ ଅନୁମତି ଦେଇଥିଲେ। ଏନେଇ ଲକ୍ଷ୍ନୌ ସହର ଲୋକମାନେ ସକାଳ ୭ଟାରୁ ହାତରେ ବ୍ୟାଗକୁ ଧରି ମଦ ଦୋକାନ ସାମ୍ନାରେ ଲମ୍ୱା ଲାଇନ୍‌ କରି ଛିଡା ହୋଇଥିଲେ। ଦୋକାନୀମାନେ ମଧ୍ୟ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇଥିଲେ। ଦୋକାନର ସଟର ଖୋଲିବା ମାତ୍ରେ ଲୋକମାନେ ମଦ କିଣିବାକୁ ଗହଳି କରିଥିଲେ। ଆଲିଗଡ, […]

  • Monday, 26 July 2021
police
ଗୋଟିଏ ଥାନାରେ ୧୨ ପୋଲିସ କରୋନା ଆକ୍ରାନ୍ତ

ମୁମ୍ୱାଇ: ମୁମ୍ବାଇରେ ଗତକାଲି ଜେଜେ ମାର୍ଗ ପୋଲିସ ଷ୍ଟେସନରେ ୧୨ ଜଣ ପୋଲିସ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ ୬ଜଣ ସବ୍-ଇନ୍ସପେକ୍ଟର ଥିବା ଜଣାପଡିଛି। ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ୧୨ଜଣଙ୍କ ମଧ୍ୟରୁ ୮ଜଣଙ୍କ ମଧ୍ୟରେ କରୋନା ଭାଇରସର କୌଣସି ଲକ୍ଷଣ ଦେଖାଯାଇନଥିଲା। ବରିଷ୍ଠ ଅଧିକାରୀ କହିଛନ୍ତି, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୪୦ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ସମସ୍ତ ପୋଲିସ କର୍ମଚାରୀଙ୍କୁ ଜେଜେ ମାର୍ଗ ପୋଲିସ ଷ୍ଟେସନ ନିକଟରେ ଥିବା […]

  • Monday, 26 July 2021
school
ଶୌଚାଳୟ କ୍ୱାରେଣ୍ଟିନ୍‌ରେ ରହିଲେ ଆଦିବାସୀ ପରିବାର

ଭୋପାଲ: ଦେଶରେ କରୋନା ଭାଇରସର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଅବଧିକୁ ବଢ଼ାଇ ଦେଇଛନ୍ତି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ବାହାର ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବାକୁ ଯେନତେନ ପ୍ରକାରର ଚେଷ୍ଟା କରୁଛନ୍ତି। ସେମାନେ ଫେରିବା ପରେ ଗ୍ରାମବାସୀମାନେ କରୋନା ଭୟରେ  ତାଙ୍କୁ ଗାଁ ଭିତରକୁ ପଶିବାକୁ ଦେଉନାହାନ୍ତି। ଏନେଇ ପ୍ରଶାସନ ବାହାର ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟିନ୍‌ର ବ୍ୟବସ୍ଥା କରିଛନ୍ତି।  […]

  • Monday, 26 July 2021
mask
ମାସ୍କ ପିନ୍ଧିବାକୁ କହିବାରୁ ମରଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି ହେଲେ ୨ ଭାଇ

ମୁମ୍ୱାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିକାର ପାଇଁ ସରକାର ୩ୟ ପର୍ଯ୍ୟାୟ ଲକ‌ଡାଉନ୍‌ ଜାରି କରିଛନ୍ତି।  ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଇଁ ସରକାର ଲୋକମାନଙ୍କ ନିକଟରେ ଅପିଲ କରିଛନ୍ତି। କିଛି ବ୍ୟକ୍ତି ଏହି ନିୟମକୁ ମାନୁଥିବାବେଳେ କେତେକ ଲୋକ ଏହାକୁ ମାନୁନଥିବା ଜଣାପଡିଛି। ଏମିତି କିଛି ନିୟମ ଉଲ୍ଲଘଂନକାରୀଙ୍କୁ ଦେଖିବାକୁ ମିଳିଛି ମୁମ୍ୱାଇର ତିଲକ ନଗର ଅଞ୍ଚଳରେ । ଏହି ନିୟମ ଉଲ୍ଲଘଂନକାରୀମାନେ ମାସ୍କ  ପିନ୍ଧୁ ନାହାନ୍ତି, […]

  • Monday, 26 July 2021
asit
ଏଣିକି ନିୟମ ଭାଙ୍ଗିଲେ ଗିରଫ ହେବେ

ଭୁବନେଶ୍ୱର: ଏଣିକି ନିୟମ ଭାଙ୍ଗିଲେ ଗିରଫ ହେବେ। ଓଡ଼ିଶା ଫେରୁଥିବା ପ୍ରବାସୀ  ଅମାନିଆଙ୍କ ପାଇଁ ଏଭଳି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ରାଜ୍ୟ ସରକାର। କ୍ୱାରେଣ୍ଟିନ ନିୟମ ନମାନିଲେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ। ବାହାରୁ ଆସୁଥିବା ପ୍ରବାସୀ ବିଶୃଙ୍ଖଳିତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। କ୍ୱାରେଣ୍ଟିନ ନିୟମ ନ ମାନିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ଦୂର ଜିଲ୍ଲାରେ […]

  • Monday, 26 July 2021