• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

cm
ଆଗାମୀ ୧୫ ଦିନରୁ ମାସେ ପର୍ଯ୍ୟନ୍ତ ଆମ ପାଇଁ ଚ୍ୟାଲେଂଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂରେ ଏହି ଆଲୋଚନା ହୋଇଛି। ଆଗାମୀ ୧୫ ଦିନରୁ ମାସେ ପର୍ଯ୍ୟନ୍ତ ଆମ ପାଇଁ ଚ୍ୟାଲେଂଜ ରହିବ ବୋଲି ସମୀକ୍ଷା ପରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ବିମାନ ଓ ରେଳ ଚଳାଚଳ ଯୋଗୁଁ ଅନେକ ପ୍ରବାସୀ ଓଡ଼ିଶା ଫେରିବେ। ଏହା ରାଜ୍ୟ ପାଇଁ ଏକ ଚ୍ୟାଲେଂଜ ହୋଇଥିଲେ ମଧ୍ୟ ଏହାକୁ ମୁକାବିଲା କରିବାରେ ଆମେ ସଫଳ ହେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ କରୋନା […]

  • Monday, 26 July 2021
covid
୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ପ୍ରଭାବିତ ଟପ୍ ଟେନ୍ ଦେଶ ତାଲିକାରେ ଥିବା ଭାରତରେ ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୬ ହଜାର ୫୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୪୬ ମୃତ୍ୟୁ ରେକର୍ଡ କରାଯାଇଛି। ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ହଜାର ୧୬୭ ଟପିଥିବା ବେଳେ ଆକ୍ଟିଭ୍‌ କେସ୍ ୮୦ ହଜାର ୭୨୨ ରହିଛି। ଏପର୍ଯ୍ୟନ୍ତ ସୁସ୍ଥ […]

rahul
ଲକ୍‌ଡାଉନ୍ ଫେଲ୍‌: ଏବେ ସରକାରଙ୍କ ପ୍ଲାନ 'ବି' କ'ଣ ?

ନୂଆଦିଲ୍ଲୀ: ମେ ୩୧ରେ ସରୁଛି ଦେଶବ୍ୟାପୀ ଜାରି ରହିଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଅବଧି। ଏହା ପୂର୍ବରୁ ଆଜି ଏସମ୍ପର୍କିତ ଅନେକ ପ୍ରସଙ୍ଗ ଉପର ପ୍ରଶ୍ନ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଦେଶରେ କରୋନା ସ୍ଥିତି ଉଦବେଗଜନକ ଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିବା କହିଛନ୍ତି ରାହୁଲ। ସ୍ଥିତି ଅଧିକରୁ ଅଧିକ ଖରାପ ଆଡ଼କୁ ଗତି କରୁଛି। ସରକାର କିନ୍ତୁ ଲକ୍‌ଡାଉନ କଟକଣା ପ୍ରତ୍ୟାହାର କରିବାକୁ ଯାଉଛନ୍ତି। […]

  • Monday, 26 July 2021
airport
ଲକ୍ଷଣ ନଥିବା ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟିନ୍‌ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ଘରୋଇ ବିମାନ ସେବା ପୁନଃ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଆଜି ଯାତ୍ରୀମାନଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ଦିଲ୍ଲୀ ସରକାର। ପୂର୍ବରୁ କରୋନା ଲକ୍ଷଣ ନଥିବା ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ ନୁହେଁ ବୋଲି ଦିଲ୍ଲୀ ସରକାରଙ୍କ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି। ତେବେ ଥର୍ମାଲ୍‌ ସ୍କ୍ରିନଂ ସମସ୍ତ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ରହିବ। ପୂର୍ବରୁ ହୋମ୍‌ ମିନିଷ୍ଟ୍ରି ମଧ୍ୟ ଏଭଳି ଗାଇଡ୍‌ଲାଇନ୍‌ ଜାରି କରିଥିଲା। ଦିଲ୍ଲୀ ସରକାର ଜାରି କରିଥିବା ଗାଇଡ୍‌ଲାଇନ୍ ଅନୁସାରେ, […]

  • Monday, 26 July 2021
auto
୨ ଜଣ ଯାତ୍ରୀଙ୍କୁ ଅନୁମତି ନେଇ ଅସନ୍ତୋଷ ପ୍ରକାଶ କଲା ଅଟୋ ଚାଳକ ମହାସଂଘ

ଭୁବନେଶ୍ୱର: କରୋନା ଭୟ ଭିତରେ ଜୀବନ ଯାତ୍ରାକୁ ସ୍ୱାଭାବିକ କରିବାକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କାଲିଠୁ ରାଜ୍ୟରେ ଫୁଲ ଫେଜ୍‌ରେ ଯାତ୍ରୀ ପରିବହନ ସେବା ଆରମ୍ଭ ହେବ। ଜାରି ହୋଇଥିବା ନୂଆ ଗାଇଡ୍‌ଲାଇନ୍ ଭିତ୍ତିରେ ଘରୋଇ ବସ୍ ସହ ଅଟୋ ଓ ଟ୍ୟାକ୍ସି ସେବାକୁ ଅନୁମତି ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଏସ୍ଆର୍‌ସି। ତେବେ ଘରୋଇ ବସ୍ ମାଲିକ ସଂଘ କହିଛି, ଏଯାଏଁ ରାଜ୍ୟ ସରକାର ତାଙ୍କ ସହ ଆଲୋଚନା କରିନାହାଁନ୍ତି କି ଆସନ୍ତାକାଲି […]

  • Monday, 26 July 2021
udhhab
ଯାତ୍ରୀବାହୀ ବିମାନ ଉଡ଼ାଣକୁ ଉଦ୍ଧବଙ୍କ ନା; ବଢ଼ିପାରେ ଲକ୍‌ଡାଉନ୍

ମୁମ୍ବାଇ: କରୋନା ଭାଇରସ୍‌ ବ୍ୟାପିବାର ଆଶଙ୍କା ଥିବାରୁ ବିମାନ ଚଳାଚଳ ପାଇଁ ପ୍ରସ୍ତୁତ ହେବାକୁ ସମୟ ଲାଗିବ ବୋଲି କହିଛନ୍ତି ମହାରାଷ୍ଟ୍ର ସରକାର। ଏମିତିକି ମେ ୩୧ରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରୁଥିଲେ ବି ଲକ୍‌ଡାଉନ୍‌ ଉଠାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ବାଲାସାହେବ ଠାକ୍‌ରେ କହିଛନ୍ତି। ବର୍ତ୍ତମାନ ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭,୧୯୦ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫୭୭ ରହିଛି। ରାଜ୍ୟରେ ବିମାନ ଚଳାଚଳ ନେଇ ଉଦ୍ଧବ କହିଛନ୍ତି, “ମୁଁ ବିମାନ ଚଳାଚଳ […]

  • Monday, 26 July 2021
coronavirus
କରୋନାରୁ ସୁସ୍ଥ ହେଲେ ୧୦୭ ବର୍ଷିୟା ମହିଳା

ତେହ୍ରାନ: କରୋନା ରୋଗରେ ବିଶେଷ କରି ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହେଉଥିବାର ଦେଖାଯାଉଥିବା ବେଳେ ଇରାନ୍‌ରୁ ଆସିଛ ଆଶ୍ଚର୍ଯ୍ୟକର ଖବର। କରୋନାରୁ ସୁସ୍ଥ ହୋଇଛନ୍ତି ଜଣେ ୧୦୭ ବର୍ଷୀୟା ବୃଦ୍ଧା। ରବିବାର ଇରାନ୍‌ର ଏକ ବଡ଼ ଗଣମାଧ୍ୟମ ପାର୍ସରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ବୃଦ୍ଧା ମହିଳା ଜଣକ ନାଁ ହେଲା ସଲତନତ ଅକବରୀ। ସେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଅର୍କ ସହର ଖାନ୍‌ସାରୀ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ସେଠାରେ ଆଇସୋଲେସନ୍‌ର କିଛିଦିନ ରହିବା […]

  • Monday, 26 July 2021
coronq-vacsu-b
ମାଙ୍କଡ଼ ଉପରେ କରୋନା ଭ୍ୟାକ୍ସିନ୍‌ ପରୀକ୍ଷଣ ଆରମ୍ଭ କଲା ଥାଇଲାଣ୍ଡ

ବ୍ୟାଙ୍କକ୍‌: ମୂଷା ପରେ ଏବେ ମାଙ୍କଡ଼ ଉପରେ କରୋନା ଭ୍ୟାକ୍ସିନ୍‌ ଟ୍ରାଏଲ୍ କଲା ଥାଇଲାଣ୍ଡ। ଏ ନେଇ ଥାଇଲାଣ୍ଡ ସରକାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଥାଇଲାଣ୍ଡ ଉଚ୍ଚଶିକ୍ଷା ବିଜ୍ଞାନ ଓ ଗବେଷଣା ମନ୍ତ୍ରୀ ସୁଭିତ ମେସିନ୍‌ସି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗବେଷକମାନେ ଏବେ ମାଙ୍କଡ଼ ଉପରେ କରୋନା ଭୂତାଣୁ ପରୀକ୍ଷଣ କରୁଛନ୍ତି। ସେପ୍ଟେମ୍ବର ମାସ ସୁଦ୍ଧା ଏହା ସଫଳ ହେବ ଓ ସ୍ପଷ୍ଟ ନିଷ୍କର୍ଶ ବାହାରିବ ବୋଲି ଆଶା କରାଯାଉଛି। ସେ ଆହୁରି ମଧ୍ୟ […]

  • Monday, 26 July 2021
d
ଖୋଲିଲାଣି ସୂତାକଳ: ପୁଣିଥରେ ଯିବାକୁ ଅମଙ୍ଗ ସୁରତ ଫେରନ୍ତା

ସୁରତ: ମହାମାରୀର ମହାସଙ୍କଟ ଭିତରେ ଚଳଚଞ୍ଚଳ ହୋଇଛି ସୁରତ ସହର। ଜୀବନ୍ୟାସ ପାଇଲା ସୂତାକଳର ନଗରୀ। ଫଳରେ ୨ ମାସ ଧରି ଦାନାପାଣିକୁ ନେଇ ଚିନ୍ତାରେ ଥିବା ପ୍ରବାସୀ ଓଡ଼ିଆଙ୍କ ରୋଜଗାରର ବାଟ ଫିଟିଛି। ହେଲେ ଓଡ଼ିଶା ଫେରିଥିବା ସୂତାକଳର ଶ୍ରମିକ କିନ୍ତୁ ଆଉ ସୁରତ ଯିବାକୁ ମଙ୍ଗୁନାହାଁନ୍ତି। କାରଣ କରୋନା ସମୟରେ ସାଂଘାତିକ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଥିଲା ତାଙ୍କୁ। ଏଭଳି ସ୍ଥିତିରେ ସଂପୃକ୍ତ ଶ୍ରମିକଙ୍କ ଭବିଷ୍ୟତ କଣ ହେବ ? କିଏ ଯୋଗାଇବ କର୍ମ ସଂସ୍ଥାନ […]

  • Monday, 26 July 2021
corona
ସୁସ୍ଥ ହେଲେ ୬୨ ଜଣ କରୋନା ଆକ୍ରାନ୍ତ

ଓଡ଼ିଶା: ରାଜ୍ୟରେ ଆଉ ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଗଞ୍ଜାମର ସର୍ବାଧିକ ୪୧ ଜଣ ଅଛନ୍ତି। ସେହିପରି ବାଲେଶ୍ୱରର ୧୫, ରାଉରକେଲାର ୨ ଜଣ ଏବଂ ଭଦ୍ରକ, ମୟୂରଭଞ୍ଜ ଓ ଯାଜପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏଠାରେ ଚିକିତ୍ସିତ ମହାରାଷ୍ଟ୍ରର ଜଣେ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ସକାଳେ ୮୦ ଜଣ ନୂଆ କରୋନା ଆକ୍ରାନ୍ତ […]

  • Monday, 26 July 2021
corona-q
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୫୮୩

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୫୮୩ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ୧୪୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ହଜାର ୮୮ ଆକ୍ରାନ୍ତ ହୋଇଛନ୍ତି। ଏଥିସହ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ୪୪୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୬୬ହଜାର ୩୩୦ଜଣ ଚିକିତ୍ସିତ ହେଉଥିବା ବେଳେ ୪୮ହଜାର ୫୩୪ ଜଣ ଆରୋଗ୍ୟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୪୧ହଜାର ୬୪୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ହଜାର ୪୫୪ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ […]

  • Monday, 26 July 2021
covid
କରୋନା ଅପ୍‌ଡେଟ୍‌: ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୧୨ ହଜାର ୩୫୯ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪୫ହଜାର ୩୦୦ ସୁସ୍ଥ ହୋଇଥିବା ବେଳେ ୬୩ହଜାର ୬୨୪ଜଣ ଚିକିତ୍ସିତ ହେଉଛନ୍ତି। ଗତକାଲି ଗୋଟିଏ ଦିନରେ ୫ ହଜାର ୬୦୯ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୩୨ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ଦେଶରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୩ ହଜାର ୪୩୫ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୩୯ ହଜାର ୨୯୭ ଆକ୍ରାନ୍ତ ହୋଇଥିବା ବେଳେ ୧୩୯୦ଜଣଙ୍କ ମୃତ୍ୟୁ ହୋଇଛି।  […]

  • Monday, 26 July 2021
sbjd
କ୍ୱାରେଣ୍ଟିନ୍‌ର ଅନ୍ତେବାସୀଙ୍କୁ ସାବିତ୍ରୀ ଭାର ଯୋଗାଇଲେ ସରପଞ୍ଚ

ଗଞ୍ଜାମ: କ୍ୱାରେଣ୍ଟିନ୍‌ରେ ଥିବା ଅନ୍ତେବାସୀଙ୍କ ପାଇଁ ସାବିତ୍ରୀ ବତ୍ର ପାଳନ କରିବାକୁ ବ୍ୟବସ୍ଥା ହେଲା। କ୍ୱାରେଣ୍ଟିନ୍‌ରେ ଅନ୍ତେବାସୀଙ୍କୁ ସାବିତ୍ରୀ ଭାର ଯୋଗାଇଲେ ସରପଞ୍ଚ। ବତ୍ର ପାଇଁ ଆବଶ୍ୟକ ପଡ଼ୁଥିବା ଶାଢ଼ୀ, ଚୁଡ଼ି, ଫଳ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ଯୋଗାଇଛନ୍ତି ମହିଳା ସରପଞ୍ଚ। ଏପରି କିଛି ଘଟଣା ଘଟିଛି ଗଞ୍ଜାମ ବେଲଗୁଣ୍ଠା ବ୍ଲକର ଗୋବରା କ୍ୱାରେଣ୍ଟିନ୍ ସେଣ୍ଟରରେ। ଯେଉଁଠି ସ୍ଥାନୀୟ ସରପଞ୍ଚ ଇନ୍ଦ୍ରାବାଇ ରାଜୁ କ୍ୱାରେଣ୍ଟିନ୍ ସେଣ୍ଟରର ମହିଳା ଅନ୍ତେବାସୀଙ୍କୁ ସାବିତ୍ରୀ ଭାର ଯୋଗାଇଛନ୍ତି। ଓଡ଼ିଆଙ୍କ ଏହି […]

  • Monday, 26 July 2021
rata-ytra
ରଥଯାତ୍ରା ବାତିଲ ପାଇଁ ହାଇକୋର୍ଟରେ ମାମଲା

ପୁରୀ: ପୁରୀ ରଥଯାତ୍ରା ବାତିଲ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। କରୋନା ମହାମାରୀ ପାଇଁ ରଥଯାତ୍ରାକୁ ବାତିଲ କରିବା ପାଇଁ କୋର୍ଟଙ୍କ ନିକଟରେ ଆବେଦନ କରାଯାଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରାଯାଇଛି।  ଏଥିରେ କେନ୍ଦ୍ର ସହ ରାଜ୍ୟ ସରକାର ଓ ଗଜପତି ମହାରାଜା ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି। ବର୍ତ୍ତମାନ କରୋନା ମହାମାରୀ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଚାଲିଥିବା ବେଳେ ରଥଯାତ୍ରା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନିଷ୍ପତ୍ତି […]

  • Monday, 26 July 2021
coronavius
ବିଶ୍ୱରେ ଅସମ୍ଭାଳ କରୋନା ସ୍ଥିତି: ବେହାଲ୍ ଆମେରିକା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୫,୦୩୬,୦୧୮ରେ ପହଞ୍ଚିଛି। ଏଥିରେ ଏପର୍ଯ୍ୟନ୍ତ ୩ ଲକ୍ଷ ୨୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ଚିନ୍ତାର ବିଷୟ ହେଉଛି, ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ପରେ ଏବେ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ବ୍ରାଜିଲ୍‌ରେ ଅଣାୟତ୍ତ ହେଉଛି। କରୋନା ସ୍ଥିତି  ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ବ୍ରାଜିଲ୍ ଏବେ ଆମେରିକା, ଋଷ ଓ ସ୍ପେନ୍ ପରେ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଗତକାଲି ଆମେରିକାରେ ସର୍ବାଧିକ ୨୦ […]

  • Monday, 26 July 2021
cd
ପୁଣି ୧୧ କରୋନା ଆକ୍ରାନ୍ତ ଚିହ୍ନଟ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ବାହାର ରାଜ୍ୟ ଫେରନ୍ତା। ଏହି ୧୦ ଜଣ ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼ରୁ ଫେରିଥିବା ସୂଚନା  ଦେଇଛନ୍ତି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ। ସମସ୍ତ ୧୦ ଜଣ କ୍ୱାରେଣ୍ଟିନରେ ଥିଲେ ବୋଲି ଜିଲ୍ଲାପାଳ କହିଛନ୍ତି।  ଅନ୍ୟ ଆକ୍ରାନ୍ତ ଜଣଙ୍କ କ୍ୱାରେଣ୍ଟିନ କେନ୍ଦ୍ରର ଜଣେ ସୁପରଭାଇଜର ବୋଲି ସୂଚନା ମିଳିଛି। ଆଜି ସକାଳେ ୭୪ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ। […]

  • Monday, 26 July 2021
corona
ଖୁସି ଖବର: ୩୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଗଞ୍ଜାମରୁ ୨୩ ଜଣ, ଯାଜପୁରରୁ ୫, ମୟୂରଭଞ୍ଜରୁ ୩, ପୁରୀ ଓ ଭଦ୍ରକରୁ ୨ ଜଣ ଲେଖାଏ ଏବଂ ରାଉରକେଲାରୁ ଜଣେ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳଯ ପକ୍ଷରୁ ଏହି ସୁଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ସେହିଭଳି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ ଥିବା ବେଳେ ୭୦୩ […]

  • Monday, 26 July 2021
POLICEW
ପୁଲିସ୍‌ କର୍ମୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରି ପୁଲିସ୍‌ କର୍ମୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଏବେ ଏବେ ଭୁବନେଶ୍ୱରରେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ଭୁବନେଶ୍ୱରରେ ଜଣେ ପୁଲିସ୍‌ କର୍ମଚାରୀଙ୍କ ଠାରେ କରୋନା ପିଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏ ନେଇ କମିସନରଟେ ପୁଲିସ୍ ଟ୍ୱିଟ୍ କରି ସୂଚନା ଦେଇଛି। ସଂପୃକ୍ତ କର୍ମଚାରୀ ଛୁଟିରେ ଯାଇଥିଲେ। ଛୁଟିରୁ ଫେରିବା ପରେ ତାଙ୍କର କରୋନା ଟେଷ୍ଟ କରାଯିବାରୁ ତାଙ୍କ ଠାରେ କରୋନା ଭୂତାଣୁ ଥିବା […]

  • Monday, 26 July 2021
kil
ଟ୍ରକ ଧକ୍କାରେ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଧର୍ମଗଡ଼: ଛତିଶଗଡ଼ ମହାସମୁନ୍ଦରେ ଟ୍ରକ ଚାପାରେ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକର ବୈଷ୍ଣବ ପୁଟେଲ ଏବଂ ଭୁପିନ୍ଦର ପୁଟେଲ। ଏହି ଦୁଇ ଶ୍ରମିକ ମୁମ୍ବାଇରୁ ଟ୍ରକରେ ଆସି ଛତିଶଗଡ଼ର ମହାସମୁନ୍ଦରେ ପହଞ୍ଚିଥିଲେ। ରାସ୍ତା ପାର ହେବା ବେଳେ ଗତ ରାତିରେ ସେମାନଙ୍କ ଉପରେ ଏକ ଟ୍ରକ ମାଡ଼ି ଯାଇଥିଲା। ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇବା ପରେ ଫେରାର ହୋଇ ଯାଇଛି ଟ୍ରକ […]

  • Monday, 26 July 2021
kalopoi
ବାହାର ରାଜ୍ୟରୁ ଲୁଚି ଆସି ଗାଁରେ ଥିଲେ: ୪୮ ଘଣ୍ଟା ଶଟଡାଉନ କଲେ ସରପଞ୍ଚ

କଟକ: ବାହାର ରାଜ୍ୟରୁ ଲୁଚା ଛପାରେ ଆସି କ୍ୱାରେଣ୍ଟିନକୁ ନ ଯାଇ ସିଧା ଗାଁକୁ ଯିବାରୁ ପୋଲିସ ସହାୟତାରେ ସେମାନଙ୍କୁ କ୍ୱାରେଣ୍ଟିନ ପଠାଇଲେ ବାଙ୍କୀ ବ୍ଲକ କାଳିପୋଇ ସରପଞ୍ଚ। ଏହାସହ ନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତର ଉଆସପଲ୍ଲୀ ଗାଁକୁ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ସେ। ଉଆସପଲ୍ଲୀ ଗାଁର କିଛି ଯୁବକ ପଶ୍ଚିମବଙ୍ଗରୁ ଫେରି ଲୁଚା ଛପାରେ ଗାଁକୁ ଯାଇ ପରିବାର ଲୋକଙ୍କ ସହ ରହିଥିଲେ। ଏନେଇ ଗାଁ ଲୋକଙ୍କ ଠାରୁ ଖବର […]

  • Monday, 26 July 2021
corona-nation
ଦେଶରେ ୯୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୯୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ମାହାମାରୀରେ ବର୍ତ୍ତମାନ ସୁଦ୍ଧା ୨ ହଜାର ୮୭୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ସେପଟେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ହଜାର ୯୪୬ ଜଣ ସକ୍ରିୟ ରହିଥିବା ବେଳେ ୩୪ ହଜାର ୧୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୦ […]

  • Monday, 26 July 2021
covid
ରାଜ୍ୟର କରୋନା ମ୍ୟାପରେ ସ୍ଥାନ ପାଇଲା ଆଉ ଏକ ଜିଲ୍ଲା

ସମ୍ବଲପୁର: ରାଜ୍ୟର କରୋନା ମ୍ୟାପରେ ସ୍ଥାନ ପାଇଲା ଆଉ ଏକ ଜିଲ୍ଲା। ସମ୍ବଲପୁରରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛନ୍ତି କରୋନା ଭୂତାଣୁ ସଂକ୍ରମିତ। ଆଜି ଚିହ୍ନଟ ହୋଇଥିବା ୯୧ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରରେ ଏହି ଆକ୍ରାନ୍ତ ଜଣଙ୍କ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଦେଇଛି। ଆକ୍ରାନ୍ତ ଜଣକ ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳର ଓ ସେ ଏକ ସରକାରୀ କ୍ୱାରେଣ୍ଟିନ ସେଣ୍ଟରରେ ରହିଥିଲେ ସେ ଅହମ୍ମଦାବାଦରୁ ଫେରିଥିଲେ। ଏବେ […]

  • Monday, 26 July 2021
rabi
ପ୍ରବାସୀ ଶ୍ରମିକଙ୍କୁ ଟ୍ରାକ୍‌ କରିବାକୁ ସରକାରଙ୍କ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ: ଲକଡାଉନ ଯୋଗୁ ରୋଜଗାର ହରାଇ ଘର ବାହୁଡ଼ା କରୁଥିବା ଶ୍ରମିକଙ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନୂଆ ପଦକ୍ଷେପ ନେଇଛନ୍ତି। ବିଭିନ୍ନ ରାଜ୍ୟରୁ ହଜାର ହଜାର କିଲୋମିଟର ଚାଲି ଚାଲି ଫେରିବା, ରାସ୍ତାରେ ଦୁର୍ଘଟଣାରେ ପ୍ରାଣ ହରାଇବା, କ୍ୱାରେଣ୍ଟିନ ସେଣ୍ଟରରେ ପହଞ୍ଚିବା ପୂର୍ବରୁ ଫେରାର ହେଉଥିବା ଘଟଣାକୁ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି। ଏହାସହ ବାହାରୁ ଆସୁଥିବା ସମସ୍ତ ପ୍ରବାସୀଙ୍କ ସଂପର୍କରେ ସୂଚନା ରଖିବାକୁ ଗୃହ ମନ୍ତ୍ରାଳୟ ବ୍ୟବସ୍ଥା କରିଛି। ଏଥିଲାଗି ଅନଲାଇନ ପଞ୍ଜୀକରଣ ପାଇଁ […]

  • Monday, 26 July 2021
corona
ରାଜ୍ୟରେ ନୂଆ ୯୧ କରୋନା ଆକ୍ରାନ୍ତ ଚିହ୍ନଟ: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର: ରବିବାର ରାଜ୍ୟରେ ପୁଣି ୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ବିଢ଼ିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ କରୋନାରେ  ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏଥିସହିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ହୋଇଛି। ଆଜିର ଦୁଇ ମୃତ୍ୟୁ ସଂଖ୍ୟାକୁ ମିଶାଇ କେବଳ ଗଞ୍ଜାମରେ କରୋନା ଜନିତ ମୃତ୍ୟୁ […]

  • Monday, 26 July 2021
coronavirus
କୋଭିଡ-୧୯ ମାମଲା ବୃଦ୍ଧି ପାଉଥିବାରୁ ଚିନ୍ତାରେ ସାରା ବିଶ୍ୱ; ୪୭ ଲକ୍ଷ ୧୫ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱରେ କୋଭିଡ-୧୯ ମାମଲା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି। ବିଶ୍ୱରେ ବର୍ତ୍ତମାନ ୪୭ଲକ୍ଷ ୧୫ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୩ ଲକ୍ଷ ୧୨ ହଜାର ପାର ହେଲାଣି। ୧୮ ଲକ୍ଷରୁ  ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆମେରିକାରେ ଦିନକୁ ଦିନ ସ୍ଥିତି ଜଟିଳ ଆଡ଼କୁ ଯାଉଛି। ଆମେରିକାରେ ୧୫୬ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ସହ ୮୯ ହଜାରରୁ […]

  • Monday, 26 July 2021