• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

tt
କରୋନା କେଳେଙ୍କାରୀ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱର: କରୋନା କେଳେଙ୍କାରୀ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ। ମହାମାରୀ କରୋନା ସମୟରେ ରାଜ୍ୟରେ ହୋଇଥିବା ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ଜିଲ୍ଲାସ୍ତରରେ ମଧ୍ୟ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଥିବା ନିରଂଜନ ପଟ୍ଟନାୟକ କହିଛନ୍ତି। ଆଗାମୀ ଦିନରେ ବ୍ଲକ ଓ ପଞ୍ଚାୟତସ୍ତରକୁ ମଧ୍ୟ ଦଳ ଯିବ ବୋଲି ସେ କହିଛନ୍ତି। ପିପିଇ, ଟ୍ରିପଲ ଲେୟାର ମାସ୍କ କିଣାରେ ଦୁର୍ନୀତି ହେବା ଅଭିଯୋଗ କରିଛି […]

  • Monday, 26 July 2021
corona
ଆଜି ପୁଣି ସୁସ୍ଥ ହେଲେ ୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର; ରାଜ୍ୟରେ ଆଉ ୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଏହି ୭୨ ଜଣଙ୍କ ମଧ୍ୟରୁ ଗଂଜାମରୁ ସର୍ବାଧିକ ୧୭ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଏଥିସହିତ ସୋନପୁରରୁ ୯, ବଲାଙ୍ଗିରରୁ ୭, ଜଗତସିଂହପୁରରୁ ୬ ସୁସ୍ଥ କଟକ, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ୫ ଲେଖାଏଁ ସୁସ୍ଥ ହୋଇଛନ୍ତି।  ସେହିପରି ବାଲେଶ୍ୱର ଓ ମୟୂରଭଂଜରୁ ୪ ଲେଖାଏଁ […]

  • Monday, 26 July 2021
corne
କରୋନାକୁ ନେଇ ରଜ ପର୍ବ ପାଳନ ଉପରେ କଟକଣା

କେନ୍ଦୁଝର: କରୋନାକୁ ନେଇ କେନ୍ଦୁଝରରେ ରଜ ପର୍ବ ପାଳନ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ୧୩ ତାରିଖଠାରୁ ରଜ ପର୍ବ ପାଳନ ହେବାକୁ ଥିବା ବେଳେ କାଲିଠାରୁ କଟକଣା ଲାଗୁ ହେଉଛି।  କେନ୍ଦୁଝରରେ ଗଣ ପର୍ବ ରଜ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି। ରଜ ଦୋଳି, ମେଳା, ମହୋତ୍ସବ ଏବଂ ପାରମ୍ପରିକ ଖେଳ ଆଦି ବେଳେ ଲୋକେ ବହୁତ ମାତ୍ରାରେ ଏକାଠି ହେବାର ସମ୍ଭାବନା ଥିବାରୁ ଏହା ଉପରେ ରୋକ ଲଗାଇଛି […]

  • Monday, 26 July 2021
coronavirus
ଦେଶରେ ଥମୁନି କରୋନା; ଦିଲ୍ଲୀ ଓ ମହାରାଷ୍ଟ୍ରରେ ସ୍ଥିତି ଶୋଚନୀୟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ଗତ ୨୪ ଘଣ୍ଟାରେ ୯ ହଜାର ୯୮୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩ରେ ପହଞ୍ଚିଛି। ତେବେ ଆଶ୍ୱସ୍ତୀର କଥା ହେଉଛି, ପ୍ରଥମ ଥର ଲାଗି ଆରୋଗ୍ୟଙ୍କ ସଂଖ୍ୟା ଆକ୍ଟିଭ୍ କେସ୍‌ଠାରୁ ଅଧିକ ହୋଇଛି। ୧ ଲକ୍ଷ ୩୫ ହଜାର ୨୦୫ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ୧ ଲକ୍ଷ ୩୩ ହଜାର […]

  • Monday, 26 July 2021
ଇଆଈ
କୋଭିଡ୍ କିଟ୍ କେଳେଙ୍କାରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ପୁଣି ଟାର୍ଗେଟ୍‌

ଭୁବନେଶ୍ୱର: କୋଭିଡ୍ କିଟ୍ କେଳେଙ୍କାରୀ ପ୍ରସଙ୍ଗରେ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତ ବିରୋଧୀ। ଏଭଳି ମହାମାରୀ ସମୟରେ ରାଜ୍ୟ ସରକାର ଭ୍ରଷ୍ଟ୍ରାଚାରକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। କିଟ୍ କିଏ କିଣିଲା, କାହିଁକି କିଣିଲା, କେତେ ଦରରେ କିଣିଲା, ତାର ଜବାବ ରାଜ୍ୟବାସୀ ଜାଣିବାକୁ ଚାହୁଁଛନ୍ତି। କିନ୍ତୁ ସରକାର ଚୁପ୍ ଘଟଣାର ଏକ ନିରପେକ୍ଷ ତଦନ୍ତ କରାଯାଉ ବୋଲି ବିଜେପି ଦାବି କରିଛି। ସେପଟେ କଂଗ୍ରେସ ବି ଔଷଧ […]

  • Monday, 26 July 2021
er
ରଥଯାତ୍ରା ନେଇ ପାଖେଇ ଆସୁଛି ତିଥି, ହେଲେ ସ୍ପଷ୍ଟ ହୋଇନି ନିଷ୍ପତ୍ତି

ଭୁବନେଶ୍ୱର: ପାଖେଇ ଆସୁଛି ତିଥି, ହେଲେ ସ୍ପଷ୍ଟ ହୋଇନି ନିଷ୍ପତ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଭକ୍ତ ଓ ସେବାୟତଙ୍କ ସଂଶୟ ବଢୁଥିଲେ ବି ଚଳଚଞ୍ଚଳ ରଥଖଳା ଓ ଶୃଙ୍ଖଳିତ ଅଣସର ନୀତିକୁ ଦେଖିଲେ ବଢୁଛି ସମ୍ଭାବନା। ଏପଟେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପରିଚାଳନା କମିଟି ସଦସ୍ୟ ଓ ସେବାୟତଙ୍କ ସହ ଆଲୋଚନା କରି ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଥିବା କୁହାଯାଉଛି। ତେବେ ଦିନ କମ୍ ଥିବାରୁ ସରକାର ଶୀଘ୍ର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି କରିଛନ୍ତି […]

  • Monday, 26 July 2021
ytaind
ବେକାର ହେଲେଣି ଲକ୍ଷାଧିକ ଶ୍ରମିକ, କିଏ ଦେବ କାମ ?

ଭୁବନେଶ୍ୱର: ଭର୍ଚୁଆଲ୍‌ ରାଲିରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ତୀର ଏବେ ସୃଷ୍ଟି କରିଛି ରାଜନୈତିକ ବିତର୍କ। ଓଡ଼ିଶାର ବ୍ୟକ୍ତି କାମ ପାଇଁ ଅନ୍ୟ ସ୍ଥାନକୁ ନଯାଉ ଏହି ଚିନ୍ତା ବିଜେପିର ବୋଲି କହିଥିଲେ ଶାହ। ଯାହାକୁ ନେଇ ଏବେ ରାଜ୍ୟରେ ରାଜନୈତିକ ତର୍କ ବିତର୍କ ଆରମ୍ଭ ହୋଇଯାଇଛି। ଏପଟେ ପ୍ରବାସୀ ଫେରନ୍ତାକୁ ନେଇ ବଢ଼ିଛି ସରକାରଙ୍କ ଚିନ୍ତା। ପ୍ରଥମେ ସଂକ୍ରମଣ ଆଉ ଏବେ ଜୀବିକାକୁ ନେଇ ବଢ଼ିଲାଣି ଚିନ୍ତା। ଓଡ଼ିଶାକୁ ଫେରିଲେଣି ୫ ଲକ୍ଷ ୧୦ ହଜାରରୁ […]

  • Monday, 26 July 2021
coron
ଭୁବନେଶ୍ୱରରେ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:ଭୁବନେଶ୍ୱରରେ ପୁଣି ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ହସ୍ପିଟାଲ କର୍ମଚାରୀ ଥିବା ବେଳେ ଗୋଟିଏ ଲୋକାଲ୍ କେସ୍ ରହିଛି। ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍ କରି ଏହି ସୂଚନା ଦେଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ୫ ଜଣ ମେଡିକାଲ କର୍ମଚାରୀଙ୍କ ତଥ୍ୟ ଦେଇଛି ବିଏମ୍‌ସି। ଭୁବନେଶ୍ୱର ଏମ୍‌ସର ୪ ଜଣ କର୍ମଚାରୀ ଆକ୍ରାନ୍ତ ହୋଇଥିବା ବେଳେ ଆପୋଲୋ ହସ୍ପିଟାଲର ଜଣେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଆଉ ଜଣେ ପୋଖରୀପୁଟ […]

  • Monday, 26 July 2021
hospital
CGHS ଉପଭୋକ୍ତାଙ୍କ ପାଇଁ ଭଲ ଖବର

ଭୁବନେଶ୍ୱର: ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହେଲ୍‌ଥ ସ୍କିମ CGHS ଉପଭୋକ୍ତାଙ୍କ ପାଇଁ ଭଲ ଖବର। ଏହି ଯୋଜନାରେ ସାମିଲ ଥିବା ଉପଭୋକ୍ତା ଏଣିକି ରାଜ୍ୟରେ ଥିବା କୋଭିଡ୍ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇ ପାରିବେ। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିଛି। ରାଜ୍ୟରେ ଘୋଷିତ କୋଭିଡ ହସ୍ପିଟାଲ ସମସ୍ତ CGHS ଉପଭୋକ୍ତା ଚିକିତ୍ସା କରାଇପାରିବେ। CGHSରେ ଥିବା ସର୍ତ୍ତାବଳୀ ଅନୁସାରେ ଉପଭୋକ୍ତାଙ୍କୁ ଚିକିତ୍ସା ସୁବିଧା ମିଳିବ। କୋଭିଡ୍ ହସ୍ପିଟାଲ ହୋଇ ନଥିବା CGHS ହସ୍ପିଟାଲ ମଧ୍ୟ […]

  • Monday, 26 July 2021
corna
ରାଜ୍ୟରେ ଆଉ ୧୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ: ଏହି ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୧୪୯ ମଧ୍ୟରୁ ଗଂଜାମରୁ ସର୍ବାଧିକ ୫୭ ଜଣ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେହିଭଳି ଖୋର୍ଦ୍ଧାରୁ ୨୬, ବଲାଙ୍ଗିରରୁ ୧୧, ଜଗତସିଂହପୁରରୁ ୮, ବାଲେଶ୍ୱର, ଯାଜପୁର ଓ ନୟାଗଡ଼ରୁ ୭ ଲେଖାଏଁ ସୁସ୍ଥ ହୋଇଛନ୍ତି। ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀରୁ ୫ ଲେଖାଏଁ ସୁସ୍ଥ, ସୁନ୍ଦରଗଡ଼ରୁ ୪, କେନ୍ଦୁଝରରୁ ୩, କଟକରୁ ୨ […]

  • Monday, 26 July 2021
Untitled-1-Recovered
ସଟଡାଉନ ବଢ଼ିବା ଗୁଜବ ଉପରେ ପରଦା ଉଠାଇଲେ ଏସଆରସି

ଭୁବନେଶ୍ୱର: ସପ୍ତାହରେ କେବଳ ଶନିବାର ଓ ରବିବାର ସଟ୍‌ଡାଉନ ରହିବ। ଏହା ବ୍ୟତୀତ ଅନ୍ୟ କୌଣସି ଦିନରେ ସଟ୍‌ଡାଉନ ହେବନି। ଅନ୍ୟ ଦିନଗୁଡ଼ିକରେ ସଟ୍‌ଡାଉନ ବୃଦ୍ଧି ଗୁଜବକୁ ବିଶ୍ୱାସ ନକରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସଟଡାଉନ୍ ନେଇ ଚାରିଆଡ଼େ ଗୁଜବ ପ୍ରଚାର ପରେ ଟ୍ୱିଟ୍ କରି ଗୁଜବ ଉପରେ ପରଦା ଉଠାଇଛନ୍ତି ଏସଆରସି। There is no basis to speculation to the extension of weekend […]

  • Monday, 26 July 2021
coron
ଦେଶରେ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୩୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୯ ହଜାର ୯୮୭ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ସଂକ୍ରମଣ ଓ ମୃତ୍ୟୁ କ୍ଷେତ୍ରରେ ଏହା ସର୍ବାଧିକ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ୫୯୮ ଓ ମୃତ୍ୟୁସଂଖ୍ୟା ୭ ହଜାର ୪୬୬କୁ ବୃଦ୍ଧି ପାଇଛି। କେବଳ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ […]

  • Monday, 26 July 2021
cm
କାଲି କୋଭିଡ ଯୋଦ୍ଧାଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି କୋଭିଡ ଯୋଦ୍ଧାଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ସେମାନଙ୍କରର ଏକ କର୍ମଶାଳାରେ ଯୋଗ ଦେଇ ନବୀନ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ବୋଧନ କରିବେ। ଭିଡିଓ କନ୍‌ଫରେନସିଂ ଜରିଆରେ ସେ ଏହି କର୍ମଶାଳାରେ ଯୋଗ ଦେବେ। କାଲି ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମ ହେବ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ସେବା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ନେଇ ଏହି କର୍ମଶାଳା ଆୟୋଜନ କରାଯାଉଛି। ଡାକ୍ତର, ନର୍ସଙ୍କ ସୁରକ୍ଷା ପାଇଁ ଆଜି ପର୍ଯ୍ୟନ୍ତ ବାହାରିଥିବା ସୁରକ୍ଷାର ସବୁ ନିୟମ […]

  • Monday, 26 July 2021
aims
ଏମ୍‌ସର ୪ ଡାକ୍ତରଙ୍କୁ କରୋନା

ଭୁବନେଶ୍ୱର: ପୁଣି କୋଭିଡ୍‌ ଯୋଦ୍ଧାଙ୍କୁ କରୋନା। ଏମ୍‌ସର ୪ ଡାକ୍ତରଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଏମ୍‌ସର ନିର୍ଦ୍ଦେଶିକା ବି. ଗୀତାଞ୍ଜଳି। ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ସିନିୟର ରେସିଡେଣ୍ଟ ଡାକ୍ତର। ଏମାନେ ସମସ୍ତେ ଏକାଠି ରହୁଥିଲେ ବୋଲି ସୂଚନା ମିଳିଛି।   ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଜୁନିୟର ଡାକ୍ତର ମଧ୍ୟ ଅଛନ୍ତି। ଏହା ଆଗରୁ ମଧ୍ୟ ଜଣେ ଜୁନିୟର ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିଲେ। ଗତକାଲି ନୟାଗଡ଼ […]

  • Monday, 26 July 2021
f
ଖୋଲିଲା ରାଜ୍ୟ ସରକାରଙ୍କ ମାସ୍କ କେଳେଙ୍କାରୀ ପଛର ନୂଆ ଗୁମର

ଭୁବନେଶ୍ୱର: ନିଇତି ଖୋଲୁଛି ରାଜ୍ୟ ସରକାରଙ୍କ ମାସ୍କ କେଳେଙ୍କାରୀ ପଛର ନୂଆ ନୂଆ ଗୁମର। କରୋନା ସଂକ୍ରମଣ ଆରମ୍ଭବେଳେ ଯେଉଁ ଅତି ଜରୁରୀ ଏନ-୯୫ ମାସ୍କ କିଣିବାକୁ ବାହାର ରାଜ୍ୟର ସଂସ୍ଥାକୁ ଅର୍ଡର ଦେଇଥିଲେ, ସଂକ୍ରମଣ ଶୀର୍ଷରେ ପହଞ୍ଚିବାବେଳକୁ ରାତି ଅଧିଆ ଟେଣ୍ଡର ବାତିଲ୍ କରିଦେଲେ। ଯାହାକି ରାଜ୍ୟ ସରକାରଙ୍କୁ ଅକଳରେ ପକାଇଛି। ଯାହାକୁ ମହାଦୁର୍ନୀତି କହି ବିରୋଧୀ ସରକାରଙ୍କ ଉପରେ ଷଣ୍ଢୁଆସି ଆକ୍ରମଣ କରିଛି। ଖାଲି ଟ୍ରିପଲ୍ ଲେୟାର ମାସ୍କ କି ପିପିଇ କିଣାରେ ନୁହେଁ, […]

  • Monday, 26 July 2021
ODISHA
ଚାହୁଁଚାହୁଁ ରାଜ୍ୟରେ ୩ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଚାହୁଁଚାହୁଁ ରାଜ୍ୟରେ ୩ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଓଡ଼ିଶାରେ ପ୍ରଥମ ସଂକ୍ରମିତ ଚିହ୍ନଟ ହେବାର ପ୍ରାୟ ୨ ମାସରେ ସଂଖ୍ୟା ୧ ହଜାର, ଅଢ଼େଇ ମାସରେ ୨ ହଜାର ଓ ୩ ମାସ ନପୂରୁଣୁ ୩ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୧୭ଟି ଜିଲ୍ଲାର ୧୪୬ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ୩ ହଜାର ୧୪୦ରେ ପହଞ୍ଚିଛି ମୋଟ୍ ପଜିଟିଭ ସଂଖ୍ୟା। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟିନ ସେଣ୍ଟରରେ ଥିବା […]

  • Monday, 26 July 2021
ଓୱପଗୱୋପପୋୱୋକ
କରୋନା ସମୟରେ ନାମଲେଖାକୁ ବିରୋଧ କରି ଅଭିଭାବକ ମହାସଂଘର ଆନ୍ଦୋଳନ

ଭୁବନେଶ୍ୱର: ଜୁଲାଇ ୩୧ ପରେ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବାବେଳେ କରୋନା ମହାମାରୀ ସମୟରେ ନାମଲେଖାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଅଭାଭାବକ ମହାସଂଘ। ଏ ନେଇ ଭୁବନେଶ୍ୱର ଗାନ୍ଧି ପାର୍କରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ସଂଘ ଧାରଣା ଦେଇଛି। ସାରା ବିଶ୍ୱକୁ ଏବେ କରୋନା କବଳିତ କରିଥିବା ବେଳେ ଆଡମିଶନ କାହା ସ୍ୱାର୍ଥରେ ବୋଲି ଅଭିଭାବକ ମହାସଂଘ ପ୍ରଶ୍ନ କରିଛି। ଘରୋଇ ସ୍କୁଲଗୁଡ଼ିକର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣ […]

  • Monday, 26 July 2021
ଲଗୀଓଲରୋଲ
ମାସ୍କ କିଣାରେ ମହାଦୁର୍ନୀତି ହୋଇଛି, ସ୍ୱାସ୍ତ୍ୟମନ୍ତ୍ରୀ ଉତ୍ତରଦାୟୀ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ମାସ୍କ କିଣା ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍ କରିଛି। ମାସ୍କ କିଣାରେ ମହାଦୁର୍ନୀତି ହୋଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ତାମିଲନାଡୁର ଗୋଟିଏ ସଂସ୍ଥାରୁ ୧୬ ଟଙ୍କା ଦାମ୍‌ରେ ୩୦ ଲକ୍ଷ ମାସ୍କ ଆସିଛି। ହେଲେ ଅନ୍ୟ ରାଜ୍ୟମାନେ ଏହାକୁ ୧.୩୪ ଟଙ୍କାରୁ ୮.୪୭ ଟଙ୍କାରେ କିଣିଛନ୍ତି। ସରକାରୀ ସଂସ୍ଥାରୁ ସାମଗ୍ରୀ କିଣାର ନିୟମ ରହିଛି, ମାତ୍ର ତାହା ହୋଇ ନଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି। ତେବେ ଏହି […]

  • Monday, 26 July 2021
odisha-1
ରାଜ୍ୟରେ ୧୪୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହି ୧୪୦ ଜଣଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୪ ସୁସ୍ଥ ହୋଇଛନ୍ତି। ସେହିପରି ଗଂଜାମରୁ ୨୨, ନୂଆପଡ଼ାରୁ ୨୧, ଯାଜପୁରରୁ ୧୧, ଖୋର୍ଦ୍ଧାରୁ ୧୧, ଜଗତସିଂହପୁରରୁ ୧୧, ସୁନ୍ଦରଗଡ଼ରୁ ୮ ଜଣ ସୁସ୍ଥ ହୋଇଛନ୍ତି। Another 140 #COVID19 patients have recovered and are being discharged […]

  • Monday, 26 July 2021
corona
ପୁଣି କରୋନା ପଜିଟିଭ୍ ହେଲେ କୋଭିଡ୍ ଯୋଦ୍ଧା: ଡାକ୍ତର ଓ ନର୍ସଙ୍କୁ କରୋନା

ନୟାଗଡ଼: ରାଜ୍ୟରେ ପୁଣି କରୋନା ପଜିଟିଭ୍ ହେଲେ କୋଭିଡ୍ ଯୋଦ୍ଧା। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ଓ ନର୍ସ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ନୟାଗ଼ଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଉଭୟଙ୍କ ସ୍ୱାବ୍ ଟେଷ୍ଟ ପଜିଟିଭ୍ ଆସିବା ପରେ ଦୁଇଜଣଙ୍କୁ ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଲକ୍ଷଣ ନ ଥିବା କହିଛନ୍ତି ସିଡିଏମ୍ଓ। ଡାକ୍ତର ଓ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀ […]

  • Monday, 26 July 2021
corona
ଦେଶରେ ଦିନକୁ ଦିନ ସଂଗୀନ ହେଉଛି କରୋନା ସ୍ଥିତି: ୯ ହଜାର ୯୮୩ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଂଗୀନ ହେଉଛି। ପୂର୍ବରୁ ହାଜାରେ ଦୁଇ ହଜାର ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ଏବେ ଗୋଟିଏ ଦିନରେ ୮, ୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ବି ଏହି ସଂଖ୍ୟାରେ କମ୍‌ ହୋଇନି। ଆଜି ଦିନକରେ ୯ ହଜାର ୯୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୦୬ ଜଣ ଜୀବନ ନେଇଛି କରୋନା ମହାମାରୀ। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା […]

  • Monday, 26 July 2021
ndrf
ଅମ୍ପନ ଉଦ୍ଧାର କାର୍ଯ୍ୟ ସାରି ପଶ୍ଚିମବଙ୍ଗରୁ ଫେରିଥିବା ୫୦ NDRF ଯବାନଙ୍କୁ କରୋନା

ଭୁବନେଶ୍ୱର: କଟକ ମୁଣ୍ଡଳୀ NDRF କ୍ୟାମ୍ପର ୫୦ ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩ ଦିନ ତଳେ ଜଣଙ୍କଠାରୋ କରୋନା ଭୂତାଣୁ ଛିହ୍ନଟ ହୋଇଥିଲା। ଆଜି ଆଉ ୪୯ ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମୁଦାୟ ୫୦ ଯବାନ ପଜିଟିଭ୍ ଚିହ୍ନଟ ହୋଇଥିବା NDRF ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପଜିଟିଭ୍ ଚିହ୍ନଟ ହୋଇଥିବା ଏହି NDRF ଯବାନଙ୍କୁ କେଉଁଠାରେ ଚିକିତ୍ସା କରାଯାଉଛି ସେ ନେଇ ଏଯାଏ କୌଣସି ସୂଚନା  ମିଳିନାହିଁ। ଖବର […]

  • Monday, 26 July 2021
same
ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରରେ ୨ କର୍ମଚାରୀଙ୍କୁ କରୋନା

ବାଲେଶ୍ୱର: ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରରେ ପଶିଲା ମହାମାରୀ କରୋନା ଭାଇରସ୍। ଏହି କେନ୍ଦ୍ରର ଦୁଇ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ କୋଲକାତାରେ ସ୍ୱତନ୍ତ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତ ଚିହ୍ନଟ ପରେ ସଂସ୍ଥାରେ ଆଜି ଦିନକ ପାଇଁ ୱାର୍କ ଫ୍ରମ୍‌ ହୋମ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ମଧ୍ୟହ୍ନରେ ଆଉ ୧୩୮ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ରାଜ୍ୟରେ ଆଉ ୧୩୮ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫ ଜଣ […]

  • Monday, 26 July 2021
sonu
ରାଜ୍ୟରେ ୯୯ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସହ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଆଜି ପୁଣି ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଯାଜପୁରରୁ ସର୍ବାଧିକ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୩ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, ଗଂଜାମରୁ ୯, ଦେବଗଡ଼ ୮, କଟକ ୭, ଜଗତସିଂହପୁରରୁ ୭ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର, ବରଗଡ଼, ବଲାଙ୍ଗିରରୁ ୬ ଜଣ ଲେଖାଏ ଆକ୍ରାନ୍ତ ଆଜି ସୁସ୍ଥ […]

  • Monday, 26 July 2021