• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

coroni
ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ନାଁରେ ଥାନାରେ ମାମଲା

ନୂଆଦିଲ୍ଲୀ: କିଛିଦିନ ତଳେ ପତଞ୍ଜଳି କୋରୋନୀଲ ଆୟୁର୍ବେଦିକ ଔଷଧ ଆବିଷ୍କାର କରି ଏଥିରେ ୭ ଦିନ ଭିତରେ କରୋନା ଭାଇରସ୍‌ ଭଲ ହେବ ବୋଲି ଦାବି କରିଥିଲା। ଏହାର କିଛି ଦିନ ପରେ ଜୟପୁରରେ ଯୋଗ ଗୁରୁ ରାମଦେବ, ପତଞ୍ଜଳିର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଓ ଅନ୍ୟ ୪ ଜଣଙ୍କ ନାଁରେ ଥାନାରେ ଏତଲା ହୋଇଛି। କୋରୋନୀଲ ଔଷଧ କରୋନା ଭଲ କରିଦେବ କହି ପ୍ରଚାର କରି ରାମ ଦେବ ବାବା ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି […]

  • Monday, 26 July 2021
petroll
ଆଜି ବି ବଢ଼ିଲା ତେଲ ଦର, ଭୁବନେଶ୍ୱରରେ ଦର ୮୦ ଟପିଲା

ନୂଆଦିଲ୍ଲୀ: ଆଜି ବି ବଢ଼ିଲା ତୈଳ ଦର। ଲଗାତର ୨୦ ଦିନ ହେଲାଣି ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିବାରେ ଲାଗିଛି। ବାରମ୍ବାର ତୈଳଦର ବୃଦ୍ଧି ଯୋଗୁ ଖାଉଟି ଉପରେ ଏହାର ପ୍ରଭାବ ପଡ଼ିଛି। ଆଜି ପେଟ୍ରୋଲ୍‌ ଦର ଲିଟର ପ୍ରତି ୨୧ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍‌ ମୂଲ୍ୟ ୧୭ ପିଇସା ବୃଦ୍ଧି ହୋଇଛି। ବର୍ଦ୍ଧିତ ମୂଲ୍ୟ ଅନୁସାରେ ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର ପ୍ରତି ୮୦.୧୩ ପଇସା ହୋଇଥିବା ବେଳେ ଡିଜେଲ୍‌ ଦର ୮୦.୧୯ […]

  • Monday, 26 July 2021
marga
'ଅଚାନକ ଯାଅ, ହସ୍ପିଟାଲ ଯାଞ୍ଚ କର'

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ୨୭ ଜଣ କରୋନାରେ ଆକ୍ରାନ୍ତ ହେବା ପରେ DMETର ପଦକ୍ଷେପ। ରାଜ୍ୟରେ ଘରୋଇ ହସ୍ପିଟାଲ କର୍ମଚାରୀ କରୋନା ସଂକ୍ରମିତ ଘଟଣା ସାମ୍ନାକୁ ଆସିବା ପରେ DMET ପକ୍ଷରୁ ସମସ୍ତ ହସ୍ପିଟାଲ ପାଇଁ ଏକ ଗାଇଡ୍‌ଲାଇନ ଜାରି ହୋଇଥିଲା। ଏହାର କଡ଼ାକଡ଼ି ଯାଞ୍ଚ ପାଇଁ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍, ଜଣେ ପୋଲିସ ଅଧିକାରୀ ଓ ଜଣେ ଡାକ୍ତରଙ୍କୁ ନେଇ ତିନିଜଣିଆ ଟିମ୍ ଗଠନ କରାଯାଇଛି। ଏହି ଗାଇଡ୍‌ଲାଇନ ଅନୁସାରେ, ସମସ୍ତ ଘରୋଇ ହସ୍ପିଟାଲଙ୍କ […]

  • Monday, 26 July 2021
Coronavirus Medicine covifor
ଆସିଲା କରୋନା ଭାଇରସ୍ ଔଷଧ "କୋଭିଫର": ୧୦୦ ମିଲିଗ୍ରାମକୁ ଦାମ୍‌...

ହାଇଦ୍ରାବାଦ: ଆସିଲା କରୋନା ଭାଇରସ୍ ଔଷଧ। ଏହି ଔଷଧର ନାଁ ରହିଛି କୋଭିଫର(Covifor)। ୧୦୦ ମିଲିଗ୍ରାମ କୋଭିଫର ଔଷଧର‌ ଦାମ ୫,୪୦୦ ରଖାଯାଇଛି। ହାଇଦ୍ରାବାଦସ୍ଥିତ ଔଷଧ ନିର୍ମାଣକାରୀ କମ୍ପାନୀ ହେଟେରୋକୁ କୋଭିଡ୍-୧୯ ପାଇଁ ପ୍ରସ୍ତୁତ କରାଯାଇଥିବା ଔଷଧ ରେମଡେସିଭିର ଉତ୍ପାଦନ ଓ ବିକ୍ରି ପାଇଁ ଅନୁମିତ ମିଳିଥିଲା। ଔଷଧ ତିଆରି ପରେ କମ୍ପାନୀ ଏହାର ନାମ କୋଭିଫର୍ ରଖିଛି। ଆଜି କମ୍ପାନୀ ୨୦,୦୦୦ କୋଭିଫର ବୋତଲ ସର୍ବାଧିକ କରୋନା ପ୍ରଭାବିତ ୫ଟି ରାଜ୍ୟକୁ ପଠାଇଛି। ଏଥିରେ ଦିଲ୍ଲୀ […]

coorna
ପୁଣି ଜଣେ ବିଧାୟକଙ୍କୁ କରୋନା; ଏଥର ଏହି ଦଳରୁ ଚିହ୍ନଟ

ଗାନ୍ଧିନଗର: ଗୁଜରାଟର ଜଣେ କଂଗ୍ରେସ ବିଧାୟକ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଭୂତାଣୁ ଚିହ୍ନଟ ପରେ ତାଙ୍କୁ ରାଜକୋଟର ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଜାମଯୋଧପୁର ବିଧାୟକ ଚିରାଗ କଲାରିୟା ଗାନ୍ଧିନଗରରୁ ଫେରିବା ପରେ ତାଙ୍କୁ ଜ୍ୱର ହୋଇଥିଲା। ଏହାପରେ ସନ୍ଦେହରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଗୁରବାର ତାଙ୍କ ରିପୋର୍ଟ ପଜିଟିଭ ବାହାରିଛି। ସୂଚନା ଥାଉକି, ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍‌ ଦେବାକୁ ସେ ଗାନ୍ଧିନଗର ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ଠାରେ କରୋନା […]

  • Monday, 26 July 2021
puruna
୧୨ ଯବାନ କୋଭିଡ୍-୧୯ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ୧୨ ସେନା ଯବାନଙ୍କୁ କରୋନା। ନାଗାଲାଣ୍ଡର କୋହିମା ଜିଲ୍ଲାରେ କାର୍ଯ୍ୟରତ ୧୨ ଜଣ ସେନା ଯବାନଙ୍କ ଠାରେ କୋଭିଡ୍ ୧୯ ଭୂତାଣୁ ଚିହ୍ନଟ ହୋଇଛି। ଜଖମା ଆର୍ମୀ କ୍ୟାମ୍ପରେ କ୍ୱାରେଣ୍ଟିନ୍‌ ସେଣ୍ଟର୍‌ରେ ଥିବା ଏହି ୧୨ ଯବାନ ବୁଧବାର କୋରନା ପଜିଟିଭ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଗତ ସପ୍ତାହରେ ଦେଶର ବିଭିନ୍ନ ସ୍ଥାନରୁ ଆର୍ମି ଯାବାନମାନେ ଜଖମାକୁ ଆର୍ମି କ୍ୟାମ୍ପକୁ  ଆସିଥିଲେ। ମିଲିଟାରୀ ଏସ୍‌ଓପି […]

  • Monday, 26 July 2021
bengal
କରୋନା ସହିତ ଲଢ଼ିବା ପାଇଁ ବେଙ୍ଗଲ ପୁଲିସର ଘରୋଇ ଉପଚାର; ଲେମ୍ବୁପାଣି ଓ ସୋରିଷ ତେଲରେ ସୁସ୍ଥ ହେବେ ରୋଗୀ !

କୋଲକାତା: କରୋନା ସହିତ ଲଢ଼ିବାରେ ପଶ୍ଚିମବଙ୍ଗ ପୁଲିସ ଏକ ନୂଆ ଉପାୟ ପାଇଛି। ସୋରିଷ ତେଲ, ଉଷୁମ ଲେମ୍ବୁ ପାଣି ଓ କେତେକ ଘରୋଇ ପ୍ରତିକାର ଆପଣାଇ ନିଜକୁ ସୁସ୍ଥ ରଖିବା ସହିତ କରୋନାକୁ ଉପଚାର ମଧ୍ୟ କରି ହେବ ବୋଲି ବେଙ୍ଗଲ ପୁଲିସ୍‌ ଦାବି କରିଛି। ସିଲିଗୁଡ଼ି ପୁଲିସ୍‌ କିମିଶନରେଟ୍‌ର ଜଣେ ବରିଷ୍ଠ ପୁଲିସ୍‌ ଅଫିସର୍‌ ଏ ଦିଗରେ ସଫଳ ପରୀକ୍ଷଣ କରି ଅନେକ ଲୋକ ଏଥିରେ ସୁସ୍ଥ ହେବା ପରେ ପୁଲିସ ପକ୍ଷରୁ ଏପରି […]

  • Monday, 26 July 2021
corona update india
ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ; ମୁମ୍ବାଇକୁ ପଛରେ ପକାଇଲା ଦିଲ୍ଲୀ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶରେ ସର୍ବାଧିକ ୧୭ ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୯୨୨ରେ ପହଞ୍ଚିଛି। ଗୁରବାର ସକାଳ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪. ୭୩ ଲକ୍ଷରେ ରହିଞ୍ଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ୪୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ଗୁରୁବାର ସକାଳ ସୁଦ୍ଧା ୧୪,୮୯୪ରେ […]

congress
୨୬ରେ ଆନ୍ଦୋଳନ କରିବେ ସମସ୍ତ ବିରୋଧୀ ଦଳ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ସମସ୍ତ ବିରୋଧୀ ଦଳ ଆନ୍ଦୋଳନ କରିବେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ। କଂଗ୍ରେସ ଏହି ଆନ୍ଦୋଳନର ନେତୃତ୍ୱ ନେଉଛି। କରୋନା ମୁକାବିଲା ଓ ଲୋକଙ୍କ ଜୀବନ ଜୀବିକା ସୁରକ୍ଷିତ ରଖିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ୧୩ଟି ବିରୋଧୀ ଦଳ । ୨୬ ତାରିଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାଜ୍ୟପଳଙ୍କୁ ପ୍ରଦାନ କରାଯିବ। […]

  • Monday, 26 July 2021
ମଦଲୂଓଗଲସାଲୂ
କଣ୍ଟେନମେଣ୍ଟ ଜୋନ୍‌ରେ ଚଢ଼ା ଦରରେ ସାମଗ୍ରୀ ବିକ୍ରି ନେଇ ହୋହଲ୍ଲା

ଭୁବନେଶ୍ୱରୟ/ ନୟାଗଡ଼: କଣ୍ଟେନମେଣ୍ଟ ଜୋନ୍‌କୁ ନେଇ ଭୁବନେଶ୍ୱର ଡୁମୁଡୁମା ସୁବାସ ନଗର ବସ୍ତିରେ ଅସନ୍ତୋଷ ଦେଖାଦେଇଛି। କଣ୍ଟେନମେଣ୍ଟ ଜୋନ୍ ଭିତରେ ମିଳୁଥିବା ସାମଗ୍ରୀ ଦର ଅତ୍ୟଧିକ ରହୁଥିବା ଲୋକେ ଅଭିଯୋଗ କରିଛନ୍ତି। ଶ୍ରମିକ ଶ୍ରେଣୀ ଲୋକ ଏତେ ଦର ଦେଇ ସାମଗ୍ରୀ କିଣିବାକୁ ଅସମର୍ଥ ବୋଲି ସେମାନେ କହିଛନ୍ତି। ସାମଗ୍ରୀ ଦର ଅଧିକ ଥିବାକୁ ଏହାର ପ୍ରତିବାଦରେ ଲୋକେ ହନୁମାନ ମନ୍ଦିର ନିକଟରେ ଏକାଠି ହୋଇ ହୋହଲ୍ଲା କରିଥିଲେ ଲୋକେ। ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ସ୍ଥିତି […]

  • Monday, 26 July 2021
bagchi
ବୟସ୍କଙ୍କ ସୁରକ୍ଷା ଚିନ୍ତା : ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲିଦିଅନ୍ତୁ ନାହିଁ ବୋଲି କହିଲେ ବାଗଚୀ

ଭୁବନେଶ୍ୱର: ବୟସ୍କଙ୍କୁ ମୃତ୍ୟୁ ମୁଖକୁ ଠେଲିଦିଅନ୍ତୁ ନାହିଁ। ବୟସ୍କଙ୍କ ପାଖକୁ ଗଲାବେଳେ ମାସ୍କ ପିନ୍ଧି ଯାଆନ୍ତୁ ବୋଲି ପରାମର୍ଶ ଦେଇଛନ୍ତି କୋଭିଡ୍ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। କରୋନା ନେଇ ରାଜ୍ୟ ସରକାରଙ୍କ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧନ କରି ଏପରି କହିଛନ୍ତି ବାଗ୍‌ଚୀ। ବୟସ୍କ ଲୋକଙ୍କ ପ୍ରତି ରହିଥିବା ବିପଦ କଥା ବୁଝାଇ ବାଗଚୀ କହିଛନ୍ତି, ବୟସ ବଢ଼ିଲେ ରୋଗ ପ୍ରତିରୋଧକ ଶକ୍ତି କମେ। ବିଭିନ୍ନ ରୋଗ ହୁଏ। ବିଶେଷତଃ ମଧୁମେହ, ରକ୍ତଚାପ, ଶ୍ୱାସ […]

  • Monday, 26 July 2021
coronavirus
ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ଏଥର ଏହି ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଏ ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୯, ଖୋର୍ଦ୍ଧାରୁ ୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୧୬, ଜଗତସିଂହପୁରରୁ ୧୪, ବାଲେଶ୍ୱରରୁ ୭, କଟକରୁ ୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଅନୁଗୁଳ, ଯାଜପୁର ଓ ପୁରୀରୁ ୪ ଜଣ ଲେଖାଏ […]

save
ପତଞ୍ଜଳିକୁ ଉତ୍ତରାଖଣ୍ଡ ଆୟୁର୍ବେଦିକ ବିଭାଗର ନୋଟିସ୍

ନୂଆଦିଲ୍ଲୀ: ପତଞ୍ଜଳି ସଂସ୍ଥା ପକ୍ଷରୁ କରୋନାର ଚିକିତ୍ସା ପାଇଁ ଓଷଧ ବାହାର କରାଯାଇଥିବା ଦାବି ପରେ ନୋଟିସ ଜାରି କରିଛି ଉତ୍ତରାଖଣ୍ଡ ଆୟୁର୍ବେଦିକ ବିଭାଗ। ଇମ୍ୟୁନିଟି ବୁଷ୍ଟର, କାଶ ଓ ଜ୍ୱର ପାଇଁ ମେଡିସିନ୍ ପ୍ରସ୍ତୁତ ଲାଗି ପତଞ୍ଜଳିକୁ ଅନୁମତି ଦିଆଯାଇଥିଲା। କିନ୍ତୁ ସେମାନେ କରୋନା କିଟ୍ କେମିତି ପ୍ରସ୍ତୁତ କଲେ ବୋଲି ପ୍ରଶ୍ନ କରିଛନ୍ତି ଲାଇସେନ୍ସ ଅଧିକାରୀ। ପତଞ୍ଜଳି ପକ୍ଷରୁ ଦେଶ ପାଇଁ ନୂଆ ମେଡିସିନ୍ ପ୍ରସ୍ତୁତ କରାଯାଇଛି। ତେବେ ଏହା ପ୍ରଥମେ ଆୟୂଷ ମନ୍ତ୍ରାଳୟକୁ […]

  • Monday, 26 July 2021
coronavirus
କରୋନା ନେଇ ଓଡ଼ିଶାରେ ଆଲାର୍ମିଂ ପରିସ୍ଥିତି ନାହିଁ: ILS ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲା ଆଣ୍ଟିବଡି ଟେଷ୍ଟ। ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚିବ ଆଣ୍ଟିବଡି ଟେଷ୍ଟ କିଟ୍।  ICMR ଦ୍ୱାରା ଅନୁମୋଦିତ କିଟ୍ ଓଡ଼ିଶା ଆସି RMRCରେ ପହଞ୍ଚିବ। ବର୍ତ୍ତମାନ ଚାଲିଥିବା ଘରକୁ ଘର ହେଉଥିବା ସର୍ଭେରେ ଏହାକୁ ବ୍ୟବହାର କରାଯିବ। ତେବେ ଆସନ୍ତାକାଲି ଓଡ଼ିଶାରେ ଟେଷ୍ଟିଂ କେମିତି ହେବ ସେ ନେଇ ଏକ ଯୋଜନା ପ୍ରସ୍ତୁତ କରାଯିବ। ତେବେ ଓଡ଼ିଶାରେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ILS ନିର୍ଦ୍ଦେଶକ କହିଛନ୍ତି। ଏବେ ଯେଉଁ ସଂକ୍ରମିତ […]

wahab-riaza
ଆଉ ୭ ପାକିସ୍ତାନ କ୍ରିକେଟରଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନ କ୍ରିକେଟ୍ ଜଗତ ପାଇଁ ପୁଣି ଖରାପ ଖବର ଆସିଛି। ଇଂଲଣ୍ଡ ଗସ୍ତ ପୂର୍ବରୁ ପାକ୍‌ର ଆଉ ୭ କ୍ରିକେଟର୍ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୋମବାର ପାକିସ୍ତାନର ୩ କ୍ରିକେଟର୍‌ ଯଥା ଅଲ୍‌ରାଉଣ୍ଡର ଶାଦାବ ଖାନ, ବ୍ୟାଟ୍ସମ୍ୟାନ୍‌  ହାଇଦର ଅଲି ଏବଂ ଫାଷ୍ଟ ବୋଲର ହରିଶ ରୌଫ୍‌ଙ୍କୁ କରୋନା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲା ପାକିସ୍ତାନ କ୍ରିକେଟ ବୋର୍ଡ। ଆଜି ଆଉ ୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନେ ହେଲେ- […]

  • Monday, 26 July 2021
save
ପତଞ୍ଜଳିର କରୋନା ଔଷଧ ଉପରେ ଲାଗିଲା ରୋକ୍‌: ତଥ୍ୟ ଯାଞ୍ଚ ନହେବା ପର୍ଯ୍ୟନ୍ତ ବିଜ୍ଞାପନ ଉପରେ କଟକଣା

ନୂଆଦିଲ୍ଲୀ: ଗବେଷଣା ତଥ୍ୟ ଯାଞ୍ଚ ନହେଲା ପର୍ଯ୍ୟନ୍ତ ପତଞ୍ଜଳି ଆବିଷ୍କାର କରିଥିବା ଔଷଧର ପ୍ରସାର ପ୍ରଚାର କରିବା ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର। ଏନେଇ ଆୟୁଷ ମନ୍ତ୍ରାଳୟ ଏକ ଅଧିସୂଚନା ଜାରି କରି କମ୍ପାନୀକୁ ଗବେଷଣାର ସମସ୍ତ ତଥ୍ୟ ମାଗିବା ସହିତ ଔଷଧର କମ୍ପୋଜିସନ୍‌, ଆନୁଷ୍ଠାନିକ ଏଥିକ କମିଟି କ୍ଲିୟରାନ୍ସ, ସିଟିଆର୍‌ଆଇ ପଞ୍ଜିକରଣ, ପରୀକ୍ଷଣ କରାଯାଇଥିବା ଡାକ୍ତରଖାନା ବିଷୟରେ ତଥ୍ୟ ଓ ପରୀକ୍ଷଣର ସମ୍ପୂର୍ଣ୍ଣ  ତଥ୍ୟ ମାଗିଛି। ତେବେ ଏହା ପୂର୍ବରୁ ଔଷଧର ପ୍ରଚାର ପ୍ରସାର […]

  • Monday, 26 July 2021
coronavirus
ରାଜ୍ୟରେ ଆଉ ୧୨୫ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୨୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଆଜି ସମସ୍ତ ଆରୋଗ୍ୟଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯିବ। ସର୍ବାଧିକ ୩୩ ଜଣ ଖୋର୍ଦ୍ଧାରୁ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୩, ପୁରୀରୁ ୧୪, କଟକରୁ ୧୪, ମୟୂରଭଞ୍ଜରୁ ୧୩, ଗଞ୍ଜାମ ୧୦, […]

  • Monday, 26 July 2021
coorna-nil
କରୋନା ପାଇଁ ଔଷଧ ଲଞ୍ଚ୍‌ କଲା ପତଞ୍ଜଳି; ୭ ଦିନ ଭିତରେ ରୋଗ ଭଲ ହେବା ନେଇ ଦାବି

ହରିଦ୍ୱାର: କରୋନା ଭାଇରସ ପାଇଁ ଦୁଇଟି ଔଷଧ ଲଞ୍ଚ୍‌ କଲା ଦେଶର ଆୟୁରବେଦିକ କମ୍ପାନୀ ପତଞ୍ଜଳି। ଏହି ଔଷଧର ନାଁ କୋରୋନିଲ ଓ ଶ୍ୱାସରି ରଖାଯାଇଛି। ଔଷଧର ସଫଳ ପରୀକ୍ଷଣ ହୋଇଥିବା କମ୍ପାନୀ କହିବା ସହିତ ୭ ଦିନ ଭିତରେ କରୋନା ରୋଗ ଭଲ ହେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି। ମଙ୍ଗଳବାର ଉତ୍ତରାଣ୍ଡରର ହରିଦ୍ୱାରରେ ଥିବା କମ୍ପାନୀର ମୁଖ୍ୟାଳୟରେ ଏହି ଔଷଧକୁ ଲଞ୍ଚ କରିଛନ୍ତି ଯୋଗ ଗୁରୁ ରାମ ଦେବ। ପୂର୍ବରୁ କରୋନା ଔଷଧ […]

  • Monday, 26 July 2021
pakistan-cricketer
ପାକିସ୍ତାନର ୩ କ୍ରିକେଟର୍‌ଙ୍କୁ କରୋନା; ଆଜି ଆସିବ ଶୋଏବ୍‌ଙ୍କ ରିପୋର୍ଟ

ଇସ୍‌ଲାମାବାଦ: ପାକିସ୍ତାନର ୩ କ୍ରିକେଟର କୋଭିଡ୍-୧୯ ପଜିଟିଭ ଚିହ୍ନଟ ନେଇ ସୂଚନା ଦେଇଛି ପିସିବି (ପାକିସ୍ତାନ କ୍ରିକେଟ୍‌ ବୋର୍ଡ)। ଅଲ୍‌ରାଉଣ୍ଡର ଶାଦବ ଖାନ, ବ୍ୟାଟ୍ସମ୍ୟାନ୍‌  ହାଇଦର ଅଲି ଏବଂ ଫାଷ୍ଟ ବୋଲର ହରିଶ ରୌଫ୍‌ଙ୍କୁ କରୋନା ହୋଇଥିବା ନେଇ ସୂଚନା ଦେଇଛି ପିସିବି। ରାୱଲ୍‌ପିଣ୍ଡିରେ କୋଭିଡ୍‌ ଟେଷ୍ଟ କରିବା ପୂର୍ବରୁ ଏହି ତିନି ଖେଳାଳିଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖା ଦେଇନଥିଲା ବୋଲି ପିସିବି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି। ଏହାପରେ […]

coornavirus
ଭାରତରେ ୪ ଲକ୍ଷ ଟପିଲା କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା; ୨୪ ଘଣ୍ଟାରେ ୧୫,୪୧୩

ନୂଆଦିଲ୍ଲୀ: ୪ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଭାରତରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୦ ହଜାର ୪୬୧କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ନୂଆ ୧୫ ହଜାର ୪୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ଭିତରେ ୩୦୬ ଜଣଙ୍କର ଜୀବନ ଯାଇଛି। ଆଜି ସୁଦ୍ଧା ଭାରତରେ ସକ୍ରିୟ ଆକ୍ରାନ୍ତ ୧ ଲକ୍ଷ ୬୯ ହଜାର ୪୫୧ ଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୨୭ ହଜାର […]

  • Monday, 26 July 2021
modi
ଗରିବ କଲ୍ୟାଣ ଅଭିଯାନର ଶୁଭାରମ୍ଭ; ଓଡ଼ିଶାର ୪ ଜିଲ୍ଲା ସାମିଲ୍

ନୂଆଦିଲ୍ଲୀ: ପ୍ରବାସୀମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭ ଆରମ୍ଭ  କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂରେ ଏହି ଅଭିଯାନର ଶୁଭାରମ୍ଭ କରୁଛନ୍ତି ମୋଦି। ବିହାର ଖଗଡ଼ିଆ ଜିଲ୍ଲା ତେଲିହାର ଗାଁରୁ ଯୋଜନାର ଶୁଭାରମ୍ଭ କରାଯାଉଛି। ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି। ଏଥିପାଇଁ ୫୦ ହଜାର କୋଟିର ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର। ଏହି ଅଭିଯାନରେ ଦେଶର ୬ଟି ରାଜ୍ୟର ଯଥା ବିହାର, ଉତ୍ତର […]

odisha congress
କୋଭିଡ୍‌ କିଟ୍‌ କିଣାରେ ୩ ଶହ କୋଟିର ବାଟମାରଣା ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର: ଶ୍ରମିକଙ୍କ ପାଇଁ କୋଭିଡ୍ କିଟ୍ କିଣାରେ ପୁଣି ବଡ଼ ଧରଣର ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ। ୩ ଶହ କୋଟି ଟଙ୍କାର ବାଟମାରଣା କରାଯାଇଥିବା କହି ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ। ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି- ଚଷମା, ଜୋତା, ଗ୍ଲୋଭ୍‌ସ, ହେଲ୍‌ମେଟ୍ ଓ ଜ୍ୟାକେଟ୍‌ କିଣାରେ ଏହି ଦୁର୍ନୀତି ହୋଇଛି। ଭୁବନେଶ୍ୱର ବମିଖାଲରେ ଥିବା ଭାରତ ଇଣ୍ଡଷ୍ଟ୍ରିଆଲ କର୍ପୋରେସନରୁ ୧୨ ଟଙ୍କାର ଚଷମାକୁ ୬୦ […]

  • Monday, 26 July 2021
coronavirus
ଦିନକରେ ୧୩, ୫୮୬ ଆକ୍ରାନ୍ତ ହେଲେ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ପ୍ରଭାବ କମିବାରେ ନାଁ ନେଉନାହିଁ। ଆଜି କରୋନା ଦିନକରେ ୧୩, ୫୮୬ ଆକ୍ରାନ୍ତ ହୋଇଥିବା ବେଳେ ୩୩୬ ଜଣଙ୍କ ଜୀବନ ଯାଇଛି। ଏଥିସହିତ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨, ୫୭୩କୁ ବୃଦ୍ଧି ହୋଇଛି। ୨୪ ଘଣ୍ଟା ମଧ୍ୟରେ ଏତେସଂଖ୍ୟାକ ମୃତ୍ୟୁ ଓ ଆକ୍ରାନ୍ତ ହେବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୦ ହଜାର ୫୩୨ରେ […]

  • Monday, 26 July 2021
coronavirus
ଆଜି ୯୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନେ ମଧ୍ୟରୁ କଟକରୁ ସର୍ବାଧିକ ୧୭ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ଓ ଗଂଜାମରୁ ୧୬ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି କନ୍ଧମାଳରୁ ୧୪, ମୟୂରଭଂଜରୁ ୯, ଯାଜପୁରରୁ ୭, ପୁରୀ ୫, ନୟାଗଡ଼ ୪, କେନ୍ଦ୍ରାପଡ଼ାରୁ ୩ ଜଣ ସୁସ୍ଥ ହୋଇଛନ୍ତି। ବରଗଡ଼ରୁ ୨, କେନ୍ଦୁଝରରୁ ୨, ଢେଙ୍କାନାଳରୁ ୧, ସୁନ୍ଦରଗଡ଼ରୁ ୧ ସୁସ୍ଥ ସହିତ ମୋଟ ୯୭ ସୁସ୍ଥ […]