• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

petrol
ଏପ୍ରିଲ ଶେଷ ସୁଦ୍ଧା ୩ ଟଙ୍କା ବଢିବ ତୈଳ ଦର?

ପୁଣି ଥରେ ବଢିବାକୁ ଯାଉଛି ପେଟ୍ରୋଲ ଓ ଡ଼ିଜେଲ୍‌ର ଦାମ। ଏହି ମାସ ଶେଷ ବେଳକୁ ୨ ରୁ ୩ ଟଙ୍କା ବଢିପାରେ ତୈଳ ଦର। ଜାତୀୟ ଗଣମାଧ୍ୟମରୁ ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ଦେଶରେ ଚାଲିଥିବା ବିଧାନସଭା ନିର୍ବାଚନ ପରେ ଏହି ନୂଆ ଦର ଲାଗୁ ହେବ।

jhrarphula
ଖୋଲିଲା ଝରାଫୁଲ ମର୍ଡର ମିଷ୍ଟ୍ରି: ଚାଞ୍ଚଲ୍ୟକର ଖୁଲାସା କଲେ ଯାଜପୁର ଏସ୍‌ପି

ଭୁବନେଶ୍ୱର: କାହିଁକି ଅଦିନରେ ଝରିଗଲା ଝରାଫୁଲ ? କିଏ ମାରିଲା ମେଧାବୀ ଛାତ୍ରୀ ଝରାଫୁଲଙ୍କୁ ? କ’ଣ ପାଇଁ ମାରିଲା ? ଏମିତି ଅନେକ ପ୍ରଶ୍ନର ଉତ୍ତର  ମିଳିଛି। ପ୍ରାୟ ତିନିମାସ ପରେ  ଝରାଫୁଲ ହତ୍ୟା ରହସ୍ୟରୁ ପରଦା ଉଠିଛି।  ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ହତ୍ୟା କରାଯାଇଛି। ଟଙ୍କା...

flight 2
ଭାରତୀୟ ବିମାନ ଉପରେ ଏହି ସବୁ ଦେଶ ଲଗାଇଲେ ପ୍ରତିବନ୍ଧକ: ଜାଣନ୍ତୁ କାହିଁକି?

କରୋନା ଦାଉରୁ ରକ୍ଷା ପାଇବା ଲାଗି ତ୍ରାହି ତ୍ରାହି ଡ଼ାକିଲାଣି ବିଶ୍ୱ। ଦୀର୍ଘ ୧ ବର୍ଷରୁ ଅଧିକ ସମୟ ହେବ ବିଶ୍ୱର ଅର୍ଥନୈତିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି କରୋନା। ଅଦୃଶ୍ୟ ମହାମାରୀ ସହ କେମିତି ଲଢେଇ କରିବ ମଣିଷ ସେନେଇ ଅନେକ ଗବେଷଣା ବି ଚାଲିଛି।

Mask
କରୋନାଠୁ ସୁରକ୍ଷା ଦେବ କିଏ? ଏନ ୯୫ ନା କପଡ଼ା ମାସ୍କ...

ଅଦୃଶ୍ୟ ମହାମାରୀ କରୋନା କବଳରେ ପୂରା ଦେଶ। କେମିତି ଏହି ମହାମାରୀଠୁ ନିଜକୁ ବଂଚାଇ ହେବ ତାହାକୁ ନେଇ ସମସ୍ତେ ଏବେ ଚିନ୍ତାରେ। ଆଉ ଏହାରି ମଧ୍ୟରେ, ସରକାର ବାରମ୍ବାର କହୁଛନ୍ତି ଯେ, ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କଲେ କରୋନା କବଳରୁ ବଂଚିହେବ।

westbengol
ଶାନ୍ତିଶୃଙ୍ଖଳାରେ ଚାଲିଛି ବଙ୍ଗରେ ନିର୍ବାଚନ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗ ବିଧାନସଭାର ୪୩ଟି ଆସନରେ ଭୋଟ ହେଉଛି।

corona-india
କରୋନା ସ୍ଥିତି ଗମ୍ଭୀର: ଦେଶରେ ଦୈନିକ ସଂକ୍ରମଣ ହାର ୩ ଲକ୍ଷ ପାର୍‌

ଦେଶରେ କରୋନା ସ୍ଥିତି ସଙ୍ଗୀନ ହେଲାଣି। ମାତ୍ର ୨୪ ଘଂଟାରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍‌ ହୋଇଛି। ସେହିପରି ଭାବରେ ୨୧୦୪ ଜଣ ପ୍ରାଣ ନେଇଛି କରୋନା।

corona-increse
୨୪ ଘଂଟାରେ ରାଜ୍ୟରୁ ୬୧୬୪ ଜଣ ଆକ୍ରାନ୍ତ ଚିହ୍ନଟ: ଖୋର୍ଧାରୁ ସର୍ବାଧିକ ୧୧୩୨ ଜଣ ପଜିଟିଭ୍‌

ରାଜ୍ୟରେ ଭୟଙ୍କର ସ୍ଥିତି। ମାତ୍ର ୨୪ ଘଂଟାରେ ରାଜ୍ୟରୁ ୬୧୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରୁ ଖୋର୍ଧା ଜିଲ୍ଲାରୁ ୧୧୩୨ ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ

mukesh ambani
କରୋନା ପ୍ରଭାବିତ ରାଜ୍ୟଙ୍କୁ ମାଗଣାରେ ଅକ୍ସିଜେନ୍‌ ଯୋଗାଇବେ ମୁକେଶ ଅମ୍ବାନୀ

ସାହାଯ୍ୟ ପାଇଁ ଆଗେଇ ଆସିଲେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ। ରିଲାଏନ୍ସ କମ୍ପାନୀ ନିଜର ଗୁଜରାଟର ଜାମନଗର୍‌ରେ ଥିବା‌ ରିଫାଇନାରୀରେ ପ୍ରତିଦିନ ପାଖାପାଖି ୭୦୦ ଟନରୁ ଅଧିକ ଅକ୍ସିଜେନ୍‌ ତିଆରି କରୁଛି।

covaxxin
ଆଶ୍ୱସ୍ତି ଦେଲା କୋଭାକ୍ସିନ୍: ୟୁକେ ଓ ବ୍ରାଜିଲ୍ ଷ୍ଟ୍ରେନକୁ ଚେକ୍‌ ଦେଉଛି ସ୍ୱଦେଶୀ ଟିକା‌

ଦେଶର କରୋନା ଲଢ଼େଇରେ ବଡ଼ ଆଶ୍ୱସ୍ତି  ମିଳିଛି। ଦେଶରେ ତ୍ୱରିତ ବେଗରେ ଟିକାକରଣ ଆଗେଇ ଚାଲିଥିବା ବେଳେ ସୂଚନା ମିଳିଛି, ଘାତକ ଭୂତାଣୁର ୟୁକେ ଓ ବ୍ରାଜିଲ୍ ସହ ଡବଲ୍ ମ୍ୟୁଟାଣ୍ଟ୍‌ ଷ୍ଟ୍ରେନକୁ ମଧ୍ୟ ରୋକିବାରେ ସଫଳ ହେଉଛି ସ୍ୱଦେଶୀ ଟିକା କୋଭାକ୍ସିନ୍

Labour-return
ଚିନ୍ତା ବଢାଉଛନ୍ତି ପ୍ରବାସୀ: ଗଳାବାଟ ଦେଇ ରାଜ୍ୟକୁ କରୁଛନ୍ତି ପ୍ରବେଶ

ଦେଶବ୍ୟାପି କରୋନା ସଂକ୍ରମଣର ସଙ୍କଟ ଭିତରେ ପ୍ରବାସୀ ଶ୍ରମିକଙ୍କୁ ନେଇ ବଢୁଛି ଚିନ୍ତା। କେଉଁଠି କର୍ଫ୍ୟୁ ତ କେଉଁଠି ଲକ୍ଡାଉନ୍ ଭିତରେ ଘରମୁହାଁ ହେଉଛନ୍ତି ପ୍ରବାସୀ। ଫଳରେ ବସଷ୍ଟାଣ୍ଡରୁ ରେଳଷ୍ଟେସନ ଯାଏଁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି।

corona-odisha
ଭୟଙ୍କର ହେଲାଣି କରୋନା: ସ୍ଥିତି ବିଗିଡ଼ିଲେ ସମ୍ଭାଳିପାରିବେ ତ ରାଜ୍ୟ ସରକାର?

ତେବେ କରୋନାର ଉଗ୍ରରୂପର ମୁକାବିଲା ଲାଗି କେତେ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର? ଓଡ଼ିଶାରେ ଯଦି ମହାରାଷ୍ଟ୍ର ଓ ଦିଲ୍ଲୀ ଭଳି ସ୍ଥିତି ସୃଷ୍ଟି ହୁଏ ତାର କିଭଳି ସାମନା କରାଯିବ?

matric
ବିନା ପରୀକ୍ଷାରେ ପ୍ରମୋସନ୍‌

ସରକାରଙ୍କୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ବାଧ୍ୟ କଲା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ନବୀନ ନିବାସ ଯିବାର ୨୪ ଘଣ୍ଟା ଭିତରେ ପୂରଣ ହେଲା ମାଟ୍ରିକ ପରୀକ୍ଷାର୍ଥୀଙ୍କ ଦାବି

Balangir
କରୋନା ବଦଳାଇ ଦେଲା ରୋଜଗାରର ପନ୍ଥା

ଗୋଟିଏ ବାଟ ବନ୍ଦ ହେଲେ କଳାକାରକୁ ଅନ୍ୟ ବାଟ ଦେଖାଇଦେବ କଳା। ବଲାଙ୍ଗିର ଜିଲ୍ଲା ମୁରିବାହାଲ୍ ବ୍ଲକ ମାଲିଶିରା ଗାଁର ରାମନାଥ ଷାଣ୍ଢଙ୍କୁ ନେଇ କୁହାଯାଇଛି ଏମିତି କଥା। କରୋନା ପୂର୍ବରୁ ପାଲା ଗାଇ ପରିବାର ଚଳାଉଥିଲେ ହେଲେ କରୋନା ମାହାମାରୀ ଯୋଗୁଁ ହୋଇଗଲେ ରୋଜଗାର ଶୂନ୍ୟ

Bridge
ଅଧାପନ୍ତରିଆ ସେତୁ: ହନ୍ତସନ୍ତ ହେଉଛନ୍ତି ଲୋକେ

ଅଧପନ୍ତରିଆ ଅବସ୍ଥାରେ ପଡିରହିଛି ଯାଜପୁର ଜିଲ୍ଲା ବ୍ରହ୍ମବରଦା-କାକୁଡିକୁଦକୁ ସଂଯୋଗ କରୁଥିବା ବିଜୁ ସେତୁ। ନିର୍ମାଣ ଅବଧି ଶେଷ ହେବାର ୨ ବର୍ଷ ପୂରିବାକୁ ବସିଥିଲେ ବି ଏବେଯାଏ ସରିପାରୁନି କାମ। ୭ଟି ସ୍ପାନରୁ ମାତ୍ର ୨ ଟି ସ୍ପାନ୍ ରେ ଅଟକିଛି ସେତୁ ନିର୍ମାଣ କାମ।

Doctor
ମୃତ୍ୟୁ ପୂର୍ବରୁ ଆଭାସ ପାଇଥିଲେ ଡାକ୍ତର !

ସାରା ବିଶ୍ୱରେ ହାହାକାର ଖେଳାଇଛି କରୋନା। କେବଳ ଆମ ଦେଶରେ ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି। ବିଶେଷ କରି ଅକାଳରେ ଯେଉଁମାନଙ୍କ ଜୀବନ ଯାଉଛି, ତାହା ଅଧିକ ଦୁଃଖ ଦେଉଛି। ଏପରିକି କେତେକ ନିଜ ମୃତ୍ୟୁର ଆଭାସ ମଧ୍ୟ ପାଇ ଯାଉଛନ୍ତି ମୁମ୍ବାଇର ଜଣେ ମହିଳା...

Varanasi
ହୃଦୟ ବିଦାରକ ଦୃଶ୍ୟ: ରିକ୍ସାରେ ଗୋଡ଼ତଳେ ପୁଅର ଶବକୁ ନେଇ ଘରକୁ ଗଲା ମାଆ

ଅଦୃଶ୍ୟ ମହାମାରୀର ମାୟାଜାଲରେ ଛନ୍ଦି ହୋଇ ପଡ଼ିଛି ମଣିଷ। କେମିତି ଏହି ଜାଲରୁ ନିଜ ବଂଚାଇନେବା ସେହି କଥା ଦିନରାତି ଚିନ୍ତା କରୁଛି ସତ କିଛି ଉପାୟ ମିଳୁନାହିଁ। ମହାମାରୀ ଏତେ ଉଗ୍ରରୂପ ଧାରଣ କଲାଣି ଯେ, ତାହାର ସମ୍ନା କରିବାକୁ କେହି ସାହାସ କରୁନାହାନ୍ତି।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି