• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

5p-fish
୨ ମାସ ପାଇଁ ମାଛଧରା ଉପରେ ଲାଗିଲା ପ୍ରତିବନ୍ଧକ

ଏବେ ମାଛ ମାନଙ୍କ ପ୍ରଜନନ ଋତୁ। ଏଥିପାଇଁ ଓମ୍ଫ୍ରା ଆକଟ ଅନୁସାରେ ସମୁଦ୍ରରୁ ମାଛ ମାରିବା ଉପରେ ଲାଗିଛି କଟକଣା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏପ୍ରିଲ୍ ୧୫ ତାରିଖରୁ ଜୁନ ମାସ ୧୪ ତାରିଖ ପର୍ଯ୍ୟନ୍ତ ମାଛମରା ନିଷେଧ ରହିଛି।

election
ନିର୍ବାଚନର ୭୨ ଘଂଟା ପୂର୍ବରୁ ପ୍ରାର୍ଥୀଙ୍କ ପ୍ରଚାର ଉପରେ ଲାଗିଲା ରୋକ୍‌

ନିର୍ବାଚନ କମିଶନଙ୍କ ବଡ଼  ନିଷ୍ପତ୍ତି। ଏଣିକି ନିର୍ବାଚନ ହେବାକୁ ଥିବା ଦିନର ୭୨ ଘଂଟା ପୂର୍ବରୁ ପ୍ରଚାର ଉପରେ ରୋକ ଲଗାଇଲେ କମିଶନ। କୋଭିଡ଼ ଦୃଷ୍ଟିରୁ କଟକଣା ଲାଗୁ କଲେ ନିର୍ବାଚନ କମିଶନ। ଏଣିକି ଭୋଟ ଗ୍ରହଣର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବ।

coronavirus
୨୪ ଘଂଟାରେ ଭୁବନେଶ୍ୱରରୁ ୩୧୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱରରେ ୨୪ ଘଂଟାରେ ୩୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି।  ଭୁବନେଶ୍ୱର ମହାନଗରରେ ୩୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଂଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା  ରହିଛି...

corona vaccine
ସପ୍ତାହାନ୍ତ ଲକଡାଉନ୍‌ରେ ବନ୍ଦ ରହିବ ଟିକାକରଣ

ସପ୍ତାହାନ୍ତ ସଟଡାଉନରେ ବନ୍ଦ ରହିବ ଟିକା କରଣ। ସମସ୍ତ ସହରାଞ୍ଚଳରେ ଶନି ଓ ରବିବାର ଟିକାକରଣ ବନ୍ଦ ରହିବ ବୋଲି ସୂଚନା ମିଳିଛି। ୧୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସପ୍ତାହରେ ୨ ଦିନ ଟିକାକରଣ ବନ୍ଦ ରହିବ

online
"ସିଲାବସ୍‌ ସାରିବାକୁ ହେଲେ ଅନଲାଇନ୍‌ରେ କ୍ଲାସ କର"

ଆସନ୍ତା ୧୯ ତାରିଖ ଠାରୁ ଉଚ୍ଚଶିକ୍ଷା ଅନୁଷ୍ଠାନ କ୍ଲାସ ବନ୍ଦ ହେବ । ଶ୍ରେଣୀ ଗୃହ କ୍ଲାସ ଏବଂ ସମସ୍ତ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତି ଦେଖି ପରେ ପରୀକ୍ଷା ସମୟ ଧାର୍ଯ୍ୟ କରାଯିବ। ଏହାସହ ହଷ୍ଟେଲ ବନ୍ଦ କରିବାକୁ ଘୋଷଣା ହୋଇଛି।

Puri
ଏଣିକି ସପ୍ତାହରେ ଏହି ୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର, ଜାଣନ୍ତୁ କାହିଁକି

ଏଣିକି ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ସାଧାରଣ ଦର୍ଶନାର୍ଥୀ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ। ଆସନ୍ତା ୨୪ ତାରିଖଠାରୁ ଲାଗୁ ହେବ ଏହି କଟକଣା। କରୋନା ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି

dead body
ମାଟି ଅତଡ଼ା ଖସି ୩ ମହିଳା ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ପୋଡ଼ାଗୁଡ଼ାରେ ଅଘଟଣ। ଚୂନ ମାଟି ଅତଡ଼ା ଖସି ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମୃତକମାନେ ହେଲେ ରାମୁଲାମା ମୁଷୁରୀ, ତାଙ୍କ ଝିଅ ଦେବୀ ମୁଷୁରୀ ଓ...

marrage
ବାହାଘର ଉପରେ ଲାଗିଲା କଟକଣା, ଏଣିକି ଏତିକି ସଂଖ୍ୟାରେ ଅତିଥିଙ୍କୁ ମିଳିବ ଅନୁମତି

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲା କରୋନା କଟକଣା । ବିବାହ ଓ ଅନ୍ତିମ ସଂସ୍କାର ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର । ଏଣିକି ବିବାହ ଉତ୍ସବ ପାଇଁ ୫୦ ଓ ଅନ୍ତିମ ସଂସ୍କାର ପାଇଁ ୨୦ ଜଣଙ୍କୁ ଅନୁମତି ଦିଆଯିବ। ଏହାସହ ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି...

bus
ସୋମବାରଠାରୁ ଅନ୍ତଃରାଜ୍ୟ ବସ୍‌ ସେବା ବନ୍ଦ

ଭୁବନେଶ୍ୱର: କରୋନା ପାଇଁ ଆସନ୍ତା ସୋମବାରଠାରୁ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଡ଼ିବ ନାହିଁ ବସ। ରାଜ୍ୟ ମଧ୍ୟରେ ଯେଉଁ ଯାତ୍ରୀବାହୀ ବସ୍ ଚଳାଚଳ କରୁଛି ସେଥିରେ କେବଳ ସିଟ୍‌ରେ ଲୋକମାନେ ବସି ଯାତ୍ରା କରିପାରିବେଷ କିନ୍ତୁ କେହି ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ। କିନ୍ତୁ ରାଜ୍ୟ ଭିତରେ...

corona
ଭୁବନେଶ୍ୱର ସ୍ଥିତି ସଙ୍ଗୀନ, ୨୪ ଘଂଟାରେ ୩୭୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୟଙ୍କର ହେବାରେ ଲାଗିଛି କରୋନା। ୨୪ ଘଂଟାରେ ରାଜଧାନୀରେ ୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସର୍ବାଧିକ ପଟିଆ ଅଂଚଳରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ,  କ୍ୱାରେଣ୍ଟିନ ସେଂଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୧୦୯ ଜଣ...

corona
ଶ୍ମଶାନରେ ଆଉ ଲିଭୁନାହିଁ ଜୁଇ, ଏକାସାଙ୍ଗରେ ଦାହ ହେଉଛି ଶତାଧିକ ଶବ

ବୋଲ ମାନୁନାହିଁ କରୋନା। ସ୍ଥିତି ଭୟଙ୍କର ହେଲାଣି। କରୋନା କବଳରେ ତ୍ରାହି ତ୍ରାହି ଡାକିଲେଣି ଲୋକେ। କିନ୍ତୁ ମହାମାରୀ କୋପରୁ କାହାକୁ ମିଳୁନାହିଁ ରକ୍ଷା

deadbody
 କଟକ ସ୍ୱେରେଜ୍‌ ଲାଇନ୍ କାମ ବେଳେ ଅଘଟଣ; ୨ ମୃତ

ସ୍ୱରେଜ୍‌ କାମ ବେଳେ ଫସିଲେ ୩ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। କଟକ ସିଡିଏ ସେକ୍ଟର ୧୦ରେ ସ୍ୱେରେଜ୍‌ ଲାଇନ୍ କାମ କରିବା ବେଳେ ଏହି ଅଘଟଣ ଘଟିଛି

cbse exam
କରୋନା ପାଇଁ ମାଟ୍ରିକ୍‌, +୨ ପରୀକ୍ଷା ସ୍ଥଗିତ

ରାଜ୍ୟର ସବୁ ବୋର୍ଡ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ମାଟ୍ରିକ, +୨ ପରୀକ୍ଷା ସ୍ଥଗିତ ପାଇଁ ନିର୍ଦ୍ଦେଶ ଦେଲେ ନବୀନ। କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି। ମହାମାରୀ ସ୍ଥିତିରେ ଉନ୍ନତି ଆସିଲେ ପରୀକ୍ଷା ନେଇ ନିଷ୍ପତ୍ତି ପରବର୍ତ୍ତୀ...

ranjan
ଖୋଲିବ କି ଠକ ଧୁରନ୍ଧର ତୃପ୍ତିରଂଞ୍ଜନ ଦାସଙ୍କ ଠକେଇ ସାମ୍ରାଜ୍ୟର ଗୁମର?

ଖୋଲିବ କି ଠକ ଧୁରନ୍ଧର ତୃପ୍ତିରଂଞ୍ଜନ ଦାସଙ୍କ ଠକେଇ ସାମ୍ରାଜ୍ୟର ଗୁମର? ଓଏଲଏକ୍ସ ବିଜ୍ଞାପନ ନାଁରେ କେତେ ଲୁଟି ଥିଲେ ତୃପ୍ତିଦାସ?

puri
ଆଜି ୪ ଘଂଟା ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର, ଜାଣନ୍ତୁ କାହିଁକି...

ଆଜି ୪ ଘଂଟା ଲାଗି ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ବନକଲାଗି ନୀତି ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ହେବ ଶ୍ରୀମୁଖ...

bobby-economics
ଲକଡାଉନ ହେଲେ ପ୍ରତି ସପ୍ତାହରେ ଦେଶରେ ଏତିକି କୋଟି ଟଙ୍କାର ହେବ କ୍ଷତି

ଦେଶରେ କରୋନା ହାଲ ସଙ୍ଗୀନ ହେଲାଣି। ସ୍ଥିତି ଏମିତି ହେଲାଣି ଯେ, ଅନେକ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ କଲେଣି ରାଜ୍ୟ ସରକାର। ଆଉ କେହି କେହି ରାଜ୍ୟରେ ପୁଣି ଥରେ ଲକଡାଉନ କରିବା ପରି ଚରମ ନିଷ୍ପତ୍ତି ନେବାକୁ ଚିନ୍ତା କରୁଛନ୍ତି।

SOni-Marriage
ଦିନେ ନଦୀରେ ଭାସିଆସିଥିଲେ, ଏବେ ଶାଶୂଘରକୁ ଯିବେ

ତିଶଗଡ଼ରୁ ବଢି ପାଣିରେ ଭାସିଆସିଥିବା ଝିଅ ସୋନି ଯାଦବଙ୍କ ବାହାଘର ହେବାକୁ ଯାଉଛି। ୨୦୧୬ ସେପ୍ଟେମ୍ବର ୧୪ରେ ଚନ୍ଦ୍ରହାସିନୀ ଦେବୀ ପୀଠକୁ ଦର୍ଶନ ପାଇଁ ଆସିଥିବାବେଳେ ଗୋଡ଼ ଖସି ଯିବାରୁ ବଢିପାଣିରେ ଭାସି ଆସି ଝାରସୁଗୁଡା ଲଖନପୁର ବ୍ଲକରେ ଉଦ୍ଧାର ହୋଇଥିଲେ ସୋନି

Taitenik
ସମୁଦ୍ର ମଧ୍ୟରେ କେମିତି ବୁଡ଼ିଥିଲା ଟାଇଟେନିକ୍ ଜାହାଜ, ଜାଣନ୍ତୁ ପୂରା କାହାଣୀ

ଟାଇଟେନିକ୍‌ ଜାହାଜ ବୁଡ଼ିବାକୁ ନେଇ ଏବେ ବି ଅନେକ କଳ୍ପନା ଓ ଜଳ୍ପନା ଲାଗି ରହିଛି। ଜାହାଜ କେମିତି ବୁଡ଼ିଲା ଓ କାହିଁକି ବୁଡ଼ିଲା ତାହାକୁ ନେଇ ଆଜି ବି ବିତର୍କ ଚାଲୁଛି। ବିଶ୍ୱର ବୁଠୁ ବଡ଼ ଜାହାଜକୁ ନେଇ ବର୍ତ୍ତମାନ ସମୟରେ ବି ଚାଲିଛି ଆଲୋଚନା। ତେବେ...

Bed
ହସ୍ପିଟାଲରେ ମିଳୁନି ବେଡ୍, ଆମ୍ବୁଲାନ୍ସରେ ଘଣ୍ଟା ଘଣ୍ଟା ରହୁଛନ୍ତି ରୋଗୀ

ଭୟଙ୍କର ହେବାରେ ଲାଗିଛି କରୋନା। ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ ଗୁଜୁରାଟ୍‌ରେ ସ୍ଥିତି ଅଣାୟତ୍ତ ରହିଛି

OTV
ଆଜିଠୁ ୧୭ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ରହିବ ଆଖଣ୍ଡଳମଣୀ ମନ୍ଦିର

ନୀତିକାନ୍ତି ବନ୍ଦ ରଖି ଧାରଣାରେ ବସିଲେ ଭଦ୍ରକ ଆଖଣ୍ଡଳମଣି ମନ୍ଦିର ସେବାୟତ। ମନ୍ଦିର ଆଗରେ ଧାରଣା ଦେଇଛନ୍ତି ସେବାୟତ। ମନ୍ଦିରରୁ ଜଣେ ସେବାୟତ କରୋନା ପଜିଟିଭ୍ ବାହାରିବା ପରେ ୨ ଦିନ ପାଇଁ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ କରିଛି ପ୍ରଶାସନ।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି