• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

cm-naveen
ବାଲେଶ୍ୱର ପାଇଁ ୧୫୫ କୋଟିର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେବଳ ଏତିକି ନୁହେଁ ବରଂ, ବୁଢ଼ାବଳଙ୍ଗ ନଦୀବନ୍ଧର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ପାଇଁ ଖର୍ଚ୍ଚ ହେବ ୫୩ କୋଟି ଟଙ୍କା। ପୌରାଞ୍ଚଳରେ ଥିବା ସମସ୍ତ ପ୍ରମୁଖ ପୋଖରୀର ବିକାଶ କରାଯିବ।

money
କେନ୍ଦ୍ରର ଏହି ଯୋଜନାରେ ସାମିଲ ହେଲେ ପ୍ରତି ମାସ ଆପଣ ବି ପାଇବେ ୫ ହଜାର ଟଙ୍କାର ପେନସନ୍

ଲୋକଙ୍କ ଲାଗି ସରକାର ଅନେକ ସମୟରେ ଯୋଜନା କରନ୍ତି। ଯାହାଦ୍ୱାରା ଦେଶର ନାଗରିକମାନେ ଅନେକ ଲାଭ ମଧ୍ୟା ପାଆନ୍ତି। ଏହାରି ମଧ୍ୟରେ ସରକାର ପୁଣି ଥରେ ଏକ ନୂଆ ଯୋଜନା କରିଛନ୍ତି ଯାହାଦ୍ୱାରା ଆପଣ ବି ମାସକୁ ପାଇପାରିବେ ୫ ହଜାର ଟଙ୍କା।

mango
ଏହି ଆମ୍ବ ଗଛରେ ଏକା ସାଙ୍ଗରେ ଫଳୁଛି ୩୦୦ ପ୍ରକାର ଆମ୍ବ, ଜାଣନ୍ତୁ କେମିତି ଏହା ହେଲା ସମ୍ଭବ

ଆସିଲାଣି ଖରାଦିନ। ଏବେ ବଜାରରେ ଭଳିକି ଭଳି ଦେଖିବାକୁ ମିଳିବ ଆମ୍ବ। ଅବଶ୍ୟ ଏବେ ପ୍ରତିମାସରେ ବଜାରରେ ଆମ୍ବ ମିଳୁଛି। କିନ୍ତୁ ସୁଆଦିଆ ଦେଶୀ ଆମ୍ବ କେବଳ ଖରାଦିନରେ ସୁଲଭ ମୂଲ୍ୟରେ ବଜାରରେ ବିକ୍ରି ହୋଇଥାଏ। କହିବାକୁ ଗଲେ, ଆମ ସମସ୍ତଙ୍କ ବାଡ଼ିରେ ପ୍ରାୟ ଆମ୍ବ ଗଛ ରହିଛି

corona vaccine
ଏହି ସବୁ ଟିକାକୁ ଦେଶରେ ଅନୁମତି ଦେବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର

ଦେଶରେ ବଢିବାରେ ଲାଗିଛି କରୋନା। ସ୍ଥିତି ଏମିତି ହେଲାଣି, ଶତାଧିକ ଲୋକଙ୍କୁ ଜୀବନ ନେବାରେ ଲାଗିଛି କରୋନା। ତେବେ ଏହି ସମୟରେ ଦେଶରେ ଟିକାର ଅଭାବ ଥିବା ବି ଜଣାପଡ଼ିଛି

india-corona
କରୋନା ସ୍ଥିତି ସଙ୍ଗୀନ, ଶବ ପୋଡ଼ିବାକୁ ବି ଶ୍ମଶାନରେ ମିଳୁନାହିଁ ସ୍ଥାନ

ହୃଦୟ ବିଦାରକ ଛାତି ଫାଟିଲା ଭଳି, ମନକୁ ବିଚଳିତ କରିବା ଭଳି ଚିତ୍ର ଦେଖିବାକୁ ମିଳିଛି ଛତିଶଗଡ଼ ଦୁର୍ଗର ଏକ ଶ୍ମଶାନର। ଏକା ସାଙ୍ଗରେ ଦାହ ହେଉଛି ବହୁ ସଂଖ୍ୟାରେ ମୃତଦେହ

pipili
ହିଂସା ପରେ ତେଜୁଛି ରାଜନୀତି

ପିପିଲିରେ ନିର୍ବାଚନୀ ହିଂସା ବଢିବାରେ ଲାଗିଛି। ବିଜେପି କର୍ମୀଙ୍କୁ ବିଜେଡିର ଆକ୍ରମଣ ଅଭିଯୋଗ ବି ହୋଇଛି। ଜେନାପୁର ବ୍ରାହ୍ମଣବାଡ଼ ଗାଁରେ ନିର୍ବାଚନ ପ୍ରଚାର ବେଳେ ହିଂସାକାଣ୍ଡ ହେଉ କି, ରାୟଗୁରୁପୁରଠାରେ ବିଜେପି ମହିଳା ନେତ୍ରୀଙ୍କୁ ମାଡ଼

hyder
ଷଡଯନ୍ତ୍ର କଲେ, ପୋଲିସ ଆଖିରେ ଧୂଳି ଦେଇ ଗ୍ୟାଙ୍ଗଷ୍ଟର ହାଇଦରକୁ ଖସାଇ ନେଲେ

ହାଇଦରର ଫେରାର ପଛରେ ଅଛନ୍ତି ତା ପରିବାର। ଘଟଣାଦିନ ଏସସିବିରେ ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ନିଲମ୍ବିତ କନଷ୍ଟେବଳ ମହମ୍ମଦ ମୌସିମଙ୍କ ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରୁ ଏହା ସ୍ପଷ୍ଟ ହେଉଛି। ହାଇଦରକୁ ଫେରାର କରିବାରେ ତା ପୁଅ, ଶଳା ଓ ପୁତୁରା ସୁଚିନ୍ତିତ ଷଡ଼ଯନ୍ତ୍ର ଥିବା ସେ...

mamata-banerji
୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେ ନାହିଁ ଦିଦି

ମମତା ବାନାର୍ଜୀଙ୍କୁ ପ୍ରଚାର କରିବାକୁ ବ୍ୟାନ ଲଗାଇଲେ ଭାରତୀୟ ନିର୍ବାଚନ କମିଶନ। ଆଜି ରାତି ୮ଟାରୁ କାଲି ରାତି ୮ଟା ପର୍ଯ୍ୟନ୍ତ ବ୍ୟାନ କରିଛନ୍ତି କମିଶନ। ୨୪ ଘଂଟା ଲାଗି ବ୍ୟାନ କରିଛନ୍ତି ନିର୍ବାଚନ କମିଶନ। ତେବେ ଏହି ସମୟରେ ଦିଦି ପ୍ରଚାର ମୈଦାନକୁ ଓହ୍ଲାଇପାରିବେ ନାହିଁ ସୂଚନା...

chatu
ଏହା ଏମିତି ଏକ ଗାଁ ଯେଉଁଠାରେ ପ୍ରତି ପରିବାର କରୁଛନ୍ତି ଛତୁ ଚାଷ

ରୋଜଗାରର ମାଧ୍ୟମ ପାଲଟିଛି ଛତୁ ଚାଷ। ଲୋକଙ୍କୁ ସ୍ୱାବଲମ୍ବୀ କରିବା ସହ ପରିବାରର ଗୁଜୁରାଣ ମେଣ୍ଟାଇ ପାରୁଛି ଏହି ଚାଷ। ଗାଁର ଘରେ ଘରେ ଲୋକେ ପାଲଟିଛନ୍ତି ଜଣେ ଜଣେ ସଫଳ ଛତୁ ଚାଷୀ। ଯୁଆଡେ ଆଖି ବୁଲାଇବେ କେବଳ ଛତୁ ଚାଷ ହିଁ ନଜରରେ ପଡିବ

20th-death
କରୋନାର ଭୟଙ୍କର ଚିତ୍ର। ଶ୍ମଶାନରେ ଦାହ ହୋଇପାରୁନାହିଁ ଶବ, ବାଧ୍ୟ ହୋଇ ଘରେ ଫ୍ରୀଜରେ ମୃତ ଦେହ ରଖୁଛନ୍ତି ସମ୍ପର୍କୀୟ ଲୋକ

‌ଭୟଙ୍କର ହେଲାଣି କରୋନା। କହିବାକୁ ଗଲେ କରୋନା ମହାମାରୀକୁ ଆୟତ୍ତ କରିବା ଲାଗି ଆଉ କୌଣସି ପନ୍ଥା ବି କାମ କରୁନାହିଁ। ସ୍ଥିତି ଏମିତି ହେଲାଣି ଯେ, କେତେବେଳେ କାହାକୁ ଗ୍ରାସ କରୁଛି କରୋନା ତାହାର କୌଣସି ସୂଚନା କାହା ପାଖରେ ନାହିଁ

exam
ମହାରାଷ୍ଟ୍ରରେ କରୋନା ପାଇଁ ବାତିଲ ହେଲା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

ମହାରାଷ୍ଟ୍ରରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ପରବର୍ତ୍ତୀ ନିର୍ଦେଶ ଯାଏ ପରୀକ୍ଷା ସ୍ଥଗିତ ରଖିଛନ୍ତି ସରକାର। କୋଭିଡ ସଂକ୍ରମଣ ବଢୁଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର। ତେବେ ପରୀକ୍ଷା ସମ୍ପର୍କରେ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡା...

corona vaccine
ସ୍ପୁଟନିକ-ଭି ଟିକାକୁ ମିଳିଲା ମଂଜୁରୀ, ଭାରତରେ ଜରୁରୀ ବ୍ୟବହାର ପାଇଁ ମଂଜୁରୀ ସୂଚନା

ଭାରତରେ ଋଷ ଟିକା ସ୍ପୁଟନିକ-ଭିକୁ ମିଳିଲା ମଞ୍ଜୁରି । ତୃତୀୟ କରୋନା ଟିକା ଭାବେ ଭାରତରେ ବ୍ୟବହାର ପାଇଁ ମିଳିଲା ଅନୁମତି। ପୂର୍ବରୁ  କୋଭିସିଲ୍ଡ ଓ କୋଭାକ୍ସିନକୁ ଅନୁମତି ମିଳିସାରିଛି। ଦେଶରେ କରୋନାର ଦ୍ୱିତୀୟ ଲହର ତା’ର କାୟା ବିସ୍ତାର କରିବାରେ ଲାଗିଛି

cyeclone
ସାମ୍ନାସାମ୍ନି ହେବେ ୨ଟି ସାମୁଦ୍ରିକ ବାତ୍ୟା, ଭୂ-ଭାଗରେ ରଚିବେ ପ୍ରଳୟ

ନୂଆଦିଲ୍ଲୀ: ଘୂର୍ଣ୍ଣିବାତ୍ୟା ନାଁ ଶୁଣିଲେ ସମସ୍ତଙ୍କ ମନରେ ଆତଙ୍କ ଖେଳିଯାଏ। କାରଣ ଏହା ଏମିତି ଏର ପ୍ରାକୃତିକ ବିପର୍ଯ୍ୟୟ ଯାହା ମାତ୍ର କେହି ମୁହୂର୍ତ୍ତରେ ସାରା ଦୁନିଆକୁ ଛାରଖାର କରିଦେଇଥାଏ। ତେବେ ଏହାରି ମଧ୍ୟରେ ପଶ୍ଚିମ ଅଷ୍ଟ୍ରେଲିଆରେ ଘୃର୍ଣ୍ଣିବାତ୍ୟା ନେଇ ସତର୍କ ଜାରି କରିଛନ୍ତି ପାଣିପାଗ ବିଭାଗ। ଗୁରୁତ୍ୱପୂର୍ଣ୍ଣ...

pipili-2
"ଫନି ସହାୟତା ଦେଇନାହଁ, ଆମେ ଭୋଟ୍‌ କାହିଁକି ଦେବୁ"

ତେବେ ପିପିଲିରେ କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଟୋର ଭାବ ଆଉ ଭାଷାକୁ ସମସ୍ତେ ଅତି ସହଜରେ ବୁଝିପାରିବେ। ଭୋଟ୍ ଭିକ୍ଷା କରୁଥିବା ନେତାଙ୍କୁ ସିଧାସଳଖ ଚେତାଇ ଦେଇଛନ୍ତି ଜନତା।

Hyder
କୁଆଡ଼େ ଛୁ ମାରିଲା ହାଇଦର୍? ଖୋଜି ଖୋଜି ଓଡ଼ିଶା ପୋଲିସ ହେଲାଣି ହାଲିଆ

ଭୁବନେଶ୍ୱର ରେଳ ଷ୍ଟେସନରେ ଟ୍ରେନ୍ ଭିତରେ ପଶି ଯାତ୍ରୀଙ୍କୁ ହାଇଦରର ଫଟୋ ଦେଖାଇଛି RPF। ସଫେଇ କର୍ମଚାରୀଙ୍କୁ ବି ଅବଗତ କରାଯାଉଛି। ସୂଚନା ପାଇବା ମାତ୍ରେ ତତକ୍ଷଣାତ୍‌ ରେଲୱେ କିମ୍ବା ନିକଟସ୍ଥ ପୋଲିସରେ ସୂଚନା ଦେବାକୁ କୁହାଯାଉଛି।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି