• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

pana-sankranti
ପର୍ବପର୍ବାଣୀକୁ ଫିକା କରିଦେଉଛି ମହାମାରୀ

ପର୍ବ ପାଇଁ ସରାଗ ନାହିଁ କି ଉତ୍ସବ ପାଇଁ ଆଗ୍ରହ ନାହିଁ। ଗତବର୍ଷ ଭଳି ଏ ବର୍ଷ ବି ପୁଣି ପବିତ୍ର ମହାବିଷୁବ ସଂକ୍ରାନ୍ତିର ମହାଖୁସିକୁ ଛଡାଇ ନେଇଛି ମହାମାରୀ କରୋନା

corona
ଭୟଙ୍କର ହେଲାଣି କରୋନା,ଦେଶରେ ୨ ଲକ୍ଷ ମୁହାଁ ଦୈନିକ ପଜିଟିଭ୍ ଟ୍ରେଣ୍ଡ

ଧାଇଁ ଧାଇଁ ବଢ଼ୁଛି କରୋନା ମିଟର। ହୋସ୍ ଉଡ଼ାଉଛି ଦ୍ୱିତୀୟ ଲହରୀର ଦୈନିକ ସଂକ୍ରମଣ ଟ୍ରେଣ୍ଡ୍, ଯାହାକି ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ପାର୍ ଓ ଦେଶରେ ୨ ଲକ୍ଷ ମୁହାଁ ରହିଛି

Hyder
ପୂରା ପ୍ରି ପ୍ଲାନିଂରେ SCB ରୁ ଚମ୍ପଟ୍‌ ମାରିଥିଲା ହାଇଦର

ହାଇଦର ଫେରାର୍ ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ମାସାଧିକ କାଳ ସୁଚିନ୍ତିତ ଯୋଜନା ପରେ ସୀମାପାର୍ ହୋଇଛି ହାଇଦର। ୪ ଦିନ ପରେ ବି ନିରାଶ ପୋଲିସ୍।

vaccine-tension
ଟିକାନାହିଁ, ଟିକାକରଣ ହେବ କ'ଣ!

ରାଜ୍ୟରେ ଟିକାର ଅଭାବକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଗତକାଲି ଟିକାର ଅଭାବ ସମ୍ପର୍କରେ କହିଥିଲେ।  କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ନୁହଁନ୍ତି, ଟିକା ଅଭାବର ଅଭିଯୋଗ ଆଣି କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖୁଛନ୍ତି।

cbse
ପରୀକ୍ଷା ଉପରେ ଗ୍ରହଣ ଲଗାଇଲା କରୋନା: ଚଳିତଥର ହେବନି ସିବିଏସଇ ଦଶମ ପରୀକ୍ଷା

କରୋନା ସାଜିଲା ବାଧକ। CBSE ଦଶମ ଶ୍ରେଣୀ ପରୀକ୍ଷା ବାତିଲ, ସ୍ଥଗିତ ରହିଲା ଦ୍ୱାଦଶ ଏକଜାମ୍‌। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ସରକାରଙ୍କ ନିଷ୍ପତ୍ତି ସଂପର୍କରେ ଘୋଷଣା କରିଛନ୍ତି।

sura cry
ଅଜିତ୍‌ଙ୍କ ମୃତ୍ୟୁ ପରେ ଭୋ ଭୋ ହୋଇ କାନ୍ଦିଲେ ସୁର...

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଲା ବେଳେ ଭୋ ଭୋ କାନ୍ଦିବାକୁ ଲାଗିଥିଲେ। କହିଥିଲେ, ସେ ମୋର ସାନ ଭାଇ ଥିଲା। ଭଲ ଲୋକ ସହ ଗୋଟିଏ ସରଳ ଲୋକ ଥିଲା ଅଜିତ୍‌। ଆମେ ଆଜି ଆମର ସାନ ଭାଇକୁ ହରାଇଛୁ। ଏ ଖବର ଶୁଣିବା ପରେ ଆମେ ମର୍ମାହତ ବୋଲି...

ajit-mangaraj
ଆରପାରିରେ ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜ

ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଆପୋଲୋ ଲୋକ ସଂପର୍କ ଅଧିକାରୀ ରାକେଶ ରାୟଙ୍କ ସୂଚନା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ଅଜିତ ଭୁବନେଶ୍ୱର: ଆର ପାରିରେ ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜ। କରୋନାରେ ଆକ୍ରାନ୍ତ ହୋଇ...

4pm-Hyder
କାର୍‌ରେ ନୁହେଁ ବରଂ ବାଇକ୍‌ରେ ଖସିଯାଇଥିଲା ହାଇଦର?

କେମିତି ଫେରାର୍ ହେଲା ଗ୍ୟାଙ୍ଗଷ୍ଟର ହାଇଦର ? ଓଟିଭି ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ପୋଲିସ ପକ୍ଷରୁ ମିଳିଥିବା ଏକ ବିଶ୍ୱସ୍ତ ସୂଚନାରୁ ଜଣାପଡ଼ିଛି ଯେ, କାରରେ ନୁହେଁ, ବରଂ ଏସ୍ସିବି ମେଡ଼ିକାଲ୍ ପରିସରରୁ ବାଇକରେ ଖସିଯାଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର।

Tiger
ନନ୍ଦନକାନନରେ ୩ ନୂଆ ଅତିଥୀ। ବାଘୁଣୀ ମେଘା ଜନ୍ମ ଦେଲା ୩ ପିଲା

ନନ୍ଦନକାନନର ବାଘୁଣୀ ମେଘା ୩ ଟି ଛୁଆ ଜନ୍ମ ଦେଇଛି। ମଙ୍ଗଳବାର ରାତିରେ ଏହି ଶାବକ ମନେ ଜନ୍ମ ନେଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

mamata-modi
"ମୋଦି କାନ ଧରି ଉଠ୍‌ବସ୍‌ ହେବା କଥା"

ବଙ୍ଗରେ ଥମିବାରେ ନା ନେଉନାହିଁ ମୋଦି-ଦିଦି ରାଜନୀତି। ପ୍ରତିଦିନ ଉଭୟ ଉଭୟଙ୍କୁ ସମାଲୋଚନା କରିବାରେ ବ୍ୟସ୍ତ ଅଛନ୍ତି। ତେବେ ଏହାରି ମଧ୍ୟରେ ମମତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ ନିର୍ବାଚନ କମିଶନ

pipili
ଉଠୁଛି ପଡ଼ୁଛି ପିପିଲି, ମୈଦାନରେ ଜମୁଛି ରାଜନେତାଙ୍କ ପ୍ରଚାର

ପ୍ରଚାରରେ ଉଠୁଛି ପଡୁଛି ପିପିଲି। କ୍ୟାମ୍ପେନିଂ ପାଇଁ ମଝିରେ ଆଉ ମାତ୍ର ୨ ଦିନ ଥିବା ବେଳେ ଆଜି ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶାନ୍ତି ଫେରିଲେ ହିଁ ପିପିଲିର ବିକାଶ ହୋଇପାରିବ, ଏହାକୁ ଦୃଷ୍ଟିରେ ରଖି ସେ ଶାନ୍ତି ପାଇଁ ଭୋଟ୍ ଦେବାକୁ ଜନତାଙ୍କୁ ଅପିଲ୍...

Twit
ପଦ୍ମ ପୋଖରୀ ଆଡ଼େ ଯିବାକୁ ମନବଳାଇଲେଣି କି ଭର୍ତ୍ତୃହରି ମହତାବ

ସେପେଟେ ଭର୍ତ୍ତୃହରି ମହତାବଙ୍କୁ ନେଇ ଜୋରଦାର ଚର୍ଚ୍ଚା ଲାଗିଛି। ଗୋଟିଏ ପଟେ ଦିଲ୍ଲୀରେ ଆୟୋଜିତ ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ଭର୍ତ୍ତୃହରିଙ୍କୁ ପ୍ରଶଂସା କରିଥିଲେ

tmpl
କରୋନା ପାଇଁ ପୁଣି ଥରେ ବନ୍ଦ ହୋଇ ଯିବ କି ଧର୍ମାନୁଷ୍ଠାନ?

ରାଜ୍ୟରେ ପୁଣି ବନ୍ଦ ହୋଇଯିବ କି ଧର୍ମାନୁଷ୍ଠାନ? ଭକ୍ତ ଓ ଭଗବାନଙ୍କ ଭିତରେ ପୁଣି ପାଚେରୀ ହୋଇ ଛିଡ଼ା ହେବ କି କରୋନାର ଦ୍ୱିତୀୟ ଲହରୀ? ସଂକ୍ରମଣ ବଢିବା ସହ ପ୍ରଶାସନର କଟକଣା ସେଇ ଆଡ଼କୁ ଇଙ୍ଗିତ କରୁନି ତ?

night curfew 1
କରୋନା ସ୍ଥିତି ଅଣାୟତ୍ତ, ମହାରାଷ୍ଟ୍ରରେ ୧୫ ଦିନିଆ କର୍ଫ୍ୟୁ ଲଗାଇଲେ ରାଜ୍ୟ ସରକାର

ଆସନ୍ତାକାଲିଠାରୁ ମହାରାଷ୍ଟ୍ରରେ ଲାଗିବ କର୍ଫ୍ୟୁ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏହି ସମୟରେ କେବଳ ଜରୁରୀ ସେବା ଓ ସାମଗ୍ରୀକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। କେବଳ ଜରୁରୀ ସେବାରେ ଥିବା ଲୋକମାନେ ସାଧାରଣ ପରିବହନ ବ୍ୟବହାର କରିପାରିବେ ବୋଲି ସୂଚନା ମିଳିଛି।

hyder
ଏସସିବିରୁ ଖସିଯିବାକୁ ସୁପରିକଳ୍ପିତ ଯୋଜନା କରିଥିଲା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର!

ଆକସ୍ମିକ ନୁହେଁ, ବରଂ ଏସସିବିରୁ ଖସିଯିବାକୁ ସୁପରିକଳ୍ପିତ ଯୋଜନା କରିଥିଲା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ସେକ୍ ହାଇଦର। କିଏ କହୁଛନ୍ତି ସେ ଏବେ ସୀମା ଡେଇଁ ଓଡ଼ିଶା ପାର୍, ତ ଆଉ କିଏ ସେ ବାଂଲାଦେଶ ପଳାଇଛି। ହେଲେ କାହା ସାହାରରେ ଖସିଗଲା ସେ ? ତାର ମାଷ୍ଟରପ୍ଲାନରେ କେଉଁ...

Bhadrak
ଆର୍ଯ୍ୟ ସମାଜ ଭଦ୍ରକର ନବବର୍ଷ ପାଳନ

ଭଦ୍ରକ(ପାର୍ଥସାରଥୀ ନାୟକ): ଚୈତ୍ର ଶୁକ୍ଳ ପ୍ରତିପଦା ଜାତୀୟ ନବବର୍ଷ । ଏହି ଦିନ ସୃଷ୍ଟି ରଚନା ଆରମ୍ଭ ହୋଇଥିଲା ବୋଲି ବେଦାନୁକପଳ ଶାସ୍ତ୍ରରେ ପ୍ରମାଣ ଅଛି । ଆମେ ମହାପୁରୁଷଙ୍କ ନାମରେ ବର୍ଷ ପ୍ରଚଳନ କରିଥିଲେ ବି ସୃଷ୍ଟିର ଆଦ୍ୟ ଦିବସର ମହତ୍ୱକୁ ଉପଲବ୍ଧି କରିବା ଉଚିତ ବୋଲି...

corona
ନିର୍ବାଚନ ହେଉଥିବା ରାଜ୍ୟରେ ୩୦୦ ପ୍ରତିଶତ ବଢିଲାଣି ସଂକ୍ରମଣ, ତଥାପି ଚେତୁନାହାନ୍ତି ନେତା କି ଜନତା

ଆଉ ବୋଲ ମାନୁନାହିଁ କରୋନା। ଦେଶରେ ଲାଗାତାର ଭାବରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ମହାମାରୀ। ତେବେ ସଂକ୍ରମଣକୁ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଯେପରି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର

Hyder
ହାଇଦରକୁ ଜଗୁଥିବା ପୋଲିସ କର୍ମଚାରୀ ମେଡ଼ିକାଲରେ ନୁହେଁ ହୋଟେଲ୍‌ରେ ରହୁଥିଲେ ...

କଟକ: କଟକ ବଡ଼ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଓଟିଭି ହାତରେ ଲାଗିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ହାଇଦରକୁ ଜଗିଥିବା ପୋଲିସ କର୍ମଚାରୀ ହୋଟେଲରେ ରହିଥିଲେ ବୋଲି ମିଳିଛି ସୂଚନା। ୬ ପୋଲିସ କର୍ମଚାରୀ ମଙ୍ଗଳାବାଗରେ ହୋଟେଲରେ ରହୁଥିଲେ ବୋଲି ଜଣାପଡିଛି। ହୋଟେଲ ରୁମ୍ ବୁକ୍ କରିଥିଲେ...

Johnson & Johnson vaccine
ଜନସନ ଆଣ୍ଡ ଜନସନ ଟିକା ଉପରେ ରୋକ୍ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ଆମେରିକାରେ କରୋନା ଟିକା ଜନସନ ଆଣ୍ଡ ଜନସନକୁ ସାମୟିକ ବନ୍ଦ କରାଯାଇଛି। ଟିକା ନେବା ପରେ ୬ ଜଣଙ୍କ ଠାରେ ରକ୍ତ ଜମାଟ ବାନ୍ଧିବାରୁ ଏମିତି ପଦକ୍ଷେପ ନେଇଛନ୍ତି ଆମେରିକା ସରକାର। ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ ପକ୍ଷରୁ ଟିକା ବନ୍ଦ ସମ୍ପର୍କରେ ସୂଚନା ଦିଆଯାଇଛି।...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି