ଭୁବନେଶ୍ୱର: ପୁଲ୍ଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କୁ ଭୁବନେଶ୍ୱର ବସ୍ ମାଲିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ବରମୁଣ୍ଡା ବସ୍ଷ୍ଟାଣ୍ଡ ନିକଟରେ ସହିଦଙ୍କ ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରାରେ ବସ୍ ମାଲିକ ସଂଘର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ। ଆତଙ୍କବାଦୀ ଆକ୍ରମଣକୁ ସଂଘ ପକ୍ଷରୁ...
ଚିକେନ୍ ପ୍ରାୟତଃ ସମସ୍ତଙ୍କର ପସନ୍ଦର ଖାଦ୍ୟ। ଏଥିରେ ପ୍ରସ୍ତୁତ ବିଭିନ୍ନ ଡିସ୍ ଛୋଟ ପିଲାଙ୍କଠୁ ଆରମ୍ଭ କରି ଯୁବବର୍ଗ ସମସ୍ତଙ୍କ ଫେଭରାଇଟ୍ ହୋଇଥାଏ। ଚିକେନ୍ରେ ପ୍ରସ୍ତୁତ ସୁଆଦିଆ ଚିକେନ୍ ମସଲା ସମେତ ଭଳିକି ଭଳି ଚିକେନର ଫାଷ୍ଟ ଫୁଡ୍ ଦେଖିଲେ ଖାଇବାକୁ ସମସ୍ତଙ୍କର ଇଚ୍ଛା ହୋଇଥାଏ। କିନ୍ତୁ ଏହାକୁ...
ଘରେ କୌଣସି ପୂଜା ପର୍ବ ହେଲେ ଆମେ ଭାବିଥାଉ ଯେ ସାଧା, ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ଉପଯୋଗୀ ବ୍ୟଞ୍ଜନଟିଏ ତିଆରି କରିବା ପାଇଁ। ତେବେ ଆପଣ ଅନ୍ୟ କିଛି ବି ଚିନ୍ତା ନ କରି ବିଭିନ୍ନ ପ୍ରକାର ଫଳ ମିଶାଇ ‘ଫଳ ପଲାଉ’ ତିଆରି କରିପାରିବେ। ଏହା ସ୍ୱାସ୍ଥ୍ୟ...
ନୟାଗଡ଼ : ନୟାଗଡ଼ ଜିଲ୍ଲା କୁରାଳ ସମବାୟ ସମିତି ଜମାକାରୀଙ୍କ ଟଙ୍କା ହଡ଼ପ ଘଟଣାକୁ ନେଇ ଦିନକୁ ଦିନ ଉତ୍ତେଜନା ବଢ଼ିବାରେ ଲାଗିଛି। ଟଙ୍କା ଫେରାଇବା ଦାବିରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଓଡ଼ଗାଁ ଶାଖାରେ ଜମାକାରୀ ତାଲା ପକାଇବା ସହ ଧାରଣା ଦେଇଛନ୍ତି। ସମବାୟ ସମିତିର ସଂପାଦକ ଓ...
ରାଇରଙ୍ଗପୁର : ଚାଲିଛି ପାରମ୍ପରିକ ପୂଜାର୍ଚ୍ଚନା। ଭୋଗରାଗ ଧରି ନିଜ ପାଳିକୁ ଶହ ଶହ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି। ସାନ୍ତାଳୀ ଭାଷା ଅଲ୍ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଗୁରୁଦର୍ଶନ ଦିବସ ଅବସରରେ ସାନ୍ତାଳୀ ସମୂଦାୟର ଲୋକେ ଏକାଠି ହୋଇଛନ୍ତି। ଓଡ଼ିଶା ସହ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ,...
କଳାହାଣ୍ଡି: ସିଆରପିଏଫ୍ କ୍ୟାମ୍ପ ନୁହେଁ ଆମକୁ ମୌଳିକ ସୁବିଧା ଦିଆଯାଉ। ନିୟମଗିରିର ଡଙ୍ଗରିଆ କନ୍ଧଙ୍କ ମେଳିରେ ଶୁଣିବାକୁ ମିଳିଛି ଏଭଳି ନାରାବାଜି। ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ , ମୃତ୍ୟୁ ନୁହେଁ ମୁକ୍ତି ଚାହୁଁ। ମୁହଁରେ ଏହି ଭଳି ସ୍ଲୋଗାନ୍ ଆଉ ହାତରେ ଅସ୍ତ୍ରଶସ୍ତ୍ର ଧରି ଡଙ୍ଗରିଆ, କନ୍ଧ...