କଟକ: କଟକ ବାରବାଟୀ ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା ନିର୍ବାଚନ ଅଧତ୍କାରୀ ନୋଟିସ୍ ପଠାଇଛନ୍ତି। ଏପ୍ରିଲ୨୨ରେ ଦେବାଶିଷ ନିଜ ଫେସ୍ବୁକ୍ ଆକାଉଣ୍ଟ୍ରେ ପୋଷ୍ଟ୍ କରିଥିବା ଏକ ବାର୍ତ୍ତାକୁ ଆଧାର କରି ତାଙ୍କୁ ଏହି ନୋଟିସ୍ ପଠାଯାଇଛି। ଦେବାଶିଷ ଯାହା ପୋଷ୍ଟ କରିଥିଲେ ତାହା ଭୋଟରଙ୍କୁ ପ୍ରଭାବିତ କରିବା...
ପୁରୀ: ପୁରୀ ଜିଲ୍ଲା କଣାସ ବ୍ଲକ୍ ଦୋଛିଆଁ ବୁଥ୍ ନିକଟରେ ବିଜେପି ନେତା କୃଷ୍ଣ ଜଗଦେବଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ବିଜେଡି ସମର୍ଥକମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ସ୍ଥାନୀୟ ଦୋଛିଆଁ ବୁଥ୍ରେ ବିଜେଡି ବିଧାୟକ ଉମା ସାମନ୍ତରାୟ ବିଜେପିର ଏଜେଣ୍ଟଙ୍କୁ ପ୍ରବେଶ...
ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱରରେ ଆଜି ବିଜେପିର ବିଜୟ ସଂକଳ୍ପ ସଭାରେ ବିଜେଡ଼ି ଉପରେ ଘନ ଘନ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚିଟ୍ଫଣ୍ଡ ଦୁର୍ନୀତିରେ ଲିପ୍ତ ବିଜେଡି ନେତାମାନେ ବାଲେଶ୍ୱରବାସୀଙ୍କୁ ଠକିଛନ୍ତି ବୋଲି କହି ମୋଦି ସିଧା ଟାର୍ଗେଟ୍ କରିଛନ୍ତି। ଖାଲି ସେତିକି ନୁହେଁ ଏଠାକାର ବିଜେଡ଼ି ନେତାମାନେ...
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ମତଦାନରେ ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରେ ମାତ୍ର ୨୦ ପ୍ରତିଶତ ମତଦାନ ହୋଇଛି। ପୁରୀରେ ୩୩ ପ୍ରତିଶତ, କଟକରେ ୩୩ ପ୍ରତିଶତ, ଢେଙ୍କାନାଳରେ ୩୩ ପ୍ରତିଶତ,...
ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ତେନ୍ତୋଳ ପଞ୍ଚାୟତର ୫ ନମ୍ବର ୱାର୍ଡରେ ପ୍ରାୟ ଦେଢ଼ ଶହରୁ ଅଧିକ ଲୋକେ ବାସ କରୁଛନ୍ତି। ହେଲେ ଦୁର୍ଭାଗ୍ୟର କଥା ଏବେ ବି ସେହି ୱାର୍ଡରେ ମୌଳିକ ସୁବିଧା ସବୁ ଅପହଞ୍ଚ ହୋଇ ରହିଛି। ୱାର୍ଡକୁ ଯିବାକୁ ଭଲ...
ଲକ୍ଷ୍ନୌ: ଦୀର୍ଘ ଦିନର ତିକ୍ତତା ପରେ ଆଜି ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ମୁଲାୟମ ସିଂ ଯାଦବ ଓ ବିଏସ୍ପି ସୁପ୍ରିମୋ ମାୟାବତୀ। ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଓ ବହୁଜନ ସମାଜପାର୍ଟି ମୁଖ୍ୟ ମାୟାବତୀ ଆଜି ଉତ୍ତରପ୍ରଦେଶର ମୈନପୁରୀରେ ଗୋଟିଏ ମଞ୍ଚରେ ଉପସ୍ଥିତ ରହି...