• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

h1
ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରି

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ନାକେଦମ୍ କଲାଣି। ଆହୁରି ପାଞ୍ଚ ଦିନ ଧରି ହିଟ୍‌ୱେଭ୍ ଜାରି ରହିବ। ପାଣିପାଗ ବିଭାଗ ପକ୍ଷରୁ ହିଟ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର ଆଦି...

c11
କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ଆଇନଜୀବୀ

ନୟାଗଡ଼: କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ଆଇନଜୀବୀ। ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁ ଜମି ବିବାଦକୁ ନେଇ ଅଦାଲତ ଯିବାରୁ ଆଇନଜୀବୀଙ୍କୁ ନିଆଁ, ପାଣି ବାସନ୍ଦ କରାଯାଇଛି। ନୟାଗଡ଼ ଖଣ୍ଡପଡ଼ା ଥାନା ସିଙ୍ଗିବାର ଗାଁରେ କଙ୍ଗାରୁ କୋର୍ଟରେ ଆଇନଜୀବୀଙ୍କୁ ଦଣ୍ଡିତ କରାଯାଇଥିବା...

vote
ସକାଳ ୯ଟା ସୁଦ୍ଧା ଦିଲ୍ଲୀରେ ୩.୭୪ ପ୍ରତିଶତ ଭୋଟିଂ

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ହେଉଛି। ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍‌ ଚାଲିଛି। ସକାଳ ୯ଟା ସୁଦ୍ଧା ବିହାରରେ ୯.୦୩ ପ୍ରତିଶତ ମତଦାନ ହୋଇଥିବା ବେଳେ ହରିୟାଣାରେ ୩.୭୪ ପ୍ରତିଶତ, ମଧ୍ୟ ପ୍ରଦେଶରେ ୪.୦୧, ଉତ୍ତର ପ୍ରଦେଶ ୬.୮୬, ପଶ୍ଚିମବଙ୍ଗରେ...

b11
ବିଜେପି ପ୍ରାର୍ଥୀଙ୍କୁ ଟିଏମସି ସମର୍ଥକ ମାଡ଼ ମାରିଥିବା ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କୁ ଟିଏମସି ସମର୍ଥକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘାଟାଲ ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ରାଜ୍ୟର ପୂର୍ବତନ ଆଇପିଏସ ଅଫିସର ଭାରତୀ ଘୋଷ ଏହି ଆକ୍ରମଣର ଶିକାର ହୋଇଛନ୍ତି। ସମସ୍ତ ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳୟ ନିୟୋଜିତ ହୋଇଥିବା ବେଳେ ଟିଏମସି...

i1
ଆଇପିଏଲ୍‌ରେ ଆଜି ହେବ ଫାଇନାଲ୍‌ ଫାଇଟ୍‌

ନୂଆଦିଲ୍ଲୀ: ଆଇପିଏଲ୍‌ରେ ଆଜି ହେବ ଫାଇନାଲ୍‌ ଫାଇଟ୍‌। ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱି ଚେନ୍ନାଇ ସୁପର୍‌ କିଙ୍ଗସ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ଟାଇଟଲ ଟକ୍କର। ହାଇଦ୍ରାବାଦରେ ଏହି ଫାଇନାଲ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ୍‌ ଚେନ୍ନାଇ ସୁପର କିଙ୍ଗସ୍‌ ପୁଣିଥରେ ଟାଇଟଲ ବଜାୟ ରଖିବାକୁ ଚେଷ୍ଟା କରିବ।...

11
ଭୋଟରଙ୍କୁ ଧମକାଉଥିବା ଅଭିଯୋଗ ଆଣିଲେ ବିଜେପି ପ୍ରାର୍ଥୀ ମାନେକା ଗାନ୍ଧି

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ମତାଦାନ ଚାଲିଛି। ମତଦାନ ବେଳେ ବିଭିନ୍ନ ଆଡୁ ଅପ୍ରିତିକର ଘଟଣାର ଖବର ବି ଆସୁଛି। ସାମାନ୍ୟ କଥାକୁ ନେଇ କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତର ପ୍ରଦେଶର ସୁଲତାନପୁରରୁ ନିର୍ବାଚନ ଲଢୁଥିବା  ବିଜେପି ପ୍ରାର୍ଥୀ ମାନେକା ଗାନ୍ଧି ଏବଂ ସମାଜବାଦୀ ପାର୍ଟି- ବହୁଜନ...

evm
ଇଭିଏମ୍‌ରେ ସିଲ୍ ହେବାକୁ ଯାଉଛି ଅନେକ ପ୍ରମୁଖ ନେତାଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଆଜି ଅନେକ ପ୍ରମୁଖ ନେତାଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହେବାକୁ ଯାଉଛି। ମଧ୍ୟପ୍ରଦେଶ ମୋରେନାରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ବିରୋଧରେ କଂଗ୍ରେସ୍‌ର ରାମ ନିବାସ ରାୱତ ଲଢୁଛନ୍ତି। ସେହିପରି ମଧ୍ୟପ୍ରଦେଶର ଗୁନା ଆସନରୁ କଂଗ୍ରେସ୍‌ର ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଲଢୁଛନ୍ତି।...

9
ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ସାଧାରଣ ଓ ଭିଆଇପି ଭୋଟର

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭ଟି ଯାକ ଆସନରେ ଆଜି ମତଦାନ ଚାଲିଛି। ଗଣତନ୍ତ୍ରର ଏହି ମହାପର୍ବରେ ସାଧାରଣ ଓ ଭିଆଇପି ଭୋଟର ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି। ଆଜି ଭୋରରୁ ଭୋଟ୍ ଦେଇଛନ୍ତି ପୂର୍ବ ଦିଲ୍ଲୀରୁ ପ୍ରତିଦ୍ୱନ୍ଦିତା କରୁଥିବା ଗୌତମ ଗମ୍ଭୀର। ପୁରୁଣା ରାଜେନ୍ଦ୍ର...

summer 1
ପଶ୍ଚିମରୁ ଉପକୂଳ, ସବୁଠି ଅସମ୍ଭାଳ ଗରମ

ଭୁବନେଶ୍ୱର: ପଶ୍ଚିମରୁ ଉପକୂଳ, ସବୁଠି ଅସମ୍ଭାଳ ଗରମ। ସାରା ରାଜ୍ୟରେ ବହୁଛି ତତଲା ହାୱା। ଗତକାଲି ରାଜ୍ୟର ୧୨ଟି ସହରରେ ପାରଦ ୪୧ ଡିଗ୍ରୀ ଉପରେ ରହିଥିବାବେଳେ ୪୪ ଦଶମିକ ୬ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିଲା। ପାରଦ ସାମାନ୍ୟ ଖସିଥିଲେ ବି...

terrorist
ଜମ୍ମୁ କଶ୍ମୀରରେ ଗୁଳିବିନିମୟ: ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ଶୋପିଆନ ଜିଲ୍ଲାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। #UPDATE Jammu & Kashmir: Two terrorists neutralized in encounter between security forces and terrorists in Hind Sita...