ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଭରତପୁର-ଚନ୍ଦକା ରାସ୍ତାର ଦାସପୁରରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମହିଳାଙ୍କୁ ପ୍ରଥମେ ଶ୍ୱାସରୁଦ୍ଧ କରାଯାଇ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଏହି ସୂଚନା ମିଳିଛି। ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ, ପ୍ରଥମେ ମହିଳାଙ୍କର ଶ୍ୱାସରୁଦ୍ଧ କରାଯାଇଥିଲା।...
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡକୁ ନେଇ ପୋଲିସ୍ ଅଭିନେତା ଦୀପ୍ ସିଦ୍ଧୁଙ୍କୁ ଖୋଜୁଛି। ଦୀପ୍ଙ୍କ ଫେସ୍ବୁକ୍ ଆକାଉଣ୍ଟରେ ଲଗାତାର ଭାବେ ଭିଡିଓ ପୋଷ୍ଟ ହେଉଥିବା ଦେଖିବାକୁ ମିଳିଛି। ସେ କୃଷକ ନେତା ଓ ଆନ୍ଦୋଳନ ବିଷୟରେ କହୁଥିବା ଭିଡିଓରେ ଦେଖିବାକୁ...
ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଦୀର୍ଘ ୧୦ ମାସ ସ୍କୁଲ୍ ବନ୍ଦ ରହିବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଶୀଘ୍ର ଖୋଲିପାରେ। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସଙ୍କେତ ଦେଇଛନ୍ତି। ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଅଙ୍ଗନବାଡ଼ି ଯେହେତୁ ଖୋଲିଲାଣି, ପ୍ରଥମରୁ ଅଷ୍ଟମ...
ଚୌଦ୍ୱାର: ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଥିବା ବିଜେପି କହିଛି। ବିଜେପି କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ଅଭିଯୋଗ ଅନୁସାରେ, ବିଧାୟକଙ୍କ ଟ୍ରାନ୍ସପୋର୍ଟ ଅଫିସ ସାମ୍ନାରୁ ପ୍ରଫୁଲ୍ଲଙ୍କ ମୃତଦେହ ମିଳିଛି। ପାରିପାର୍ଶ୍ୱିକରୁ ଯେମିତି ଦେଖାଯାଉଛି, ତାଙ୍କୁ...
କଟକ: ଶାଶୂଘରେ ବୋହୂ କ୍ରୀତଦାସ ନୁହେଁ। ଶାଶୂ ଘରେ ବୋହୂକୁ କୌଣସି ପରିସ୍ଥିତିରେ ବି କ୍ରୀତଦାସ ଭଳି ବ୍ୟବହାର କରାଯାଇ ପାରିବ ନାହିଁ। ଶାଶୂଘରେ ବୋହୂକୁ ମାନବିକ ସମବେଦନା ମିଳିବା ଆବଶ୍ୟକ ଏକ ବଧୂ ନିର୍ଯାତନା ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେବା...
କାମାକ୍ଷାନଗର(ବିଦ୍ୟାଧର ବରାଳ): ଫୋନ୍ରେ ଦୀର୍ଘ ସମୟ କଥା ହେବାରୁ ସ୍ତ୍ରୀଙ୍କୁ ଜୀଅନ୍ତା ଜାଳିଦେଲେ ସ୍ୱାମୀ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଚୂନରଗଡି ଗାଁରୁ ଏଭଳି ଅଭିଯୋଗ ଆସିଛି। ଶୁକ୍ରବାର ଦିନ ଏହି ଘଟଣା ଘଟିଛି। ଅଭିଯୁକ୍ତ ସ୍ୱାମୀ ନବକିଶୋର କବାଟଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା...
ଭୁବନେଶ୍ୱର: କେବଳ କୋରାପୁଟ ଜିଲ୍ଲା କୋଟିଆ ନୁହେଁ, ଗଞ୍ଜାମ ଜିଲ୍ଲା ଚିିକିଟିର ପାତ୍ରପୁରରେ ମଧ୍ୟ ନିର୍ବାଚନ କରାଉଛନ୍ତି ଆନ୍ଧ୍ରପ୍ରଦେଶ ସରକାର। ଓଟିଭି ବିତର୍କରେ ସାମିଲ ହୋଇ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ଏହା କହିଛନ୍ତି। ଏହି ପ୍ରସଙ୍ଗରେ ଆପତ୍ତି ଉଠାଇ ଭୃଗୁ କହିଛନ୍ତି ଯେ, କେବଳ କୋଟିଆ...
ନୂଆଦିଲ୍ଲୀ: ସୁନା, ରୂପା ଦର ଗତକାଲି ହ୍ରାସ ପାଇଥିବା ବେଳେ ଆଜି ବି ସୁନା ଦରରେ ହ୍ରାସ ଘଟିଛି। ଯଦିଓ Multi Commodity Exchange(MCX)ରେ ଆଜି ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି ହେଲେ ଦେଶର ସର୍ରାଫା ବଜାରରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି।...
ଚୌଦ୍ୱାର(ପ୍ରକାଶ ନାୟକ): ଦିନକୁ ଦିନ ସାଇବର ଠକମାନେ ବିଭିନ୍ନ ପ୍ରକାରର ଲୋଭନୀୟ ଅଫର ଦେଇ ଅନ୍ଲାଇନ୍ରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରୁଥିବା ବେଳେ ଏବେ ମୋବାଇଲ ଓ ଟିଭି ରିଚାର୍ଜ ନାଁରେ ଠକେଇ ଘଟଣା ସାମ୍ନାକୁ ଆସିଛି। ସାଙ୍ଗଭି ନାମକ ଏକ ଘରୋଇ ସଂସ୍ଥା ବିରୋଧରେ ଏଭଳି...