• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Leopard..
କଲରାପତରିଆ ବାଘର ମୃତ୍ୟୁ ଘଟଣାରେ ୬ ଗିରଫ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲାରେ କଲରାପତରିଆ ବାଘର ମୃତ୍ୟୁ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ବୁଗୁଡ଼ା ଥାନା ଅନ୍ତର୍ଗତ ନଗୁଡୁ ଗାଁରୁ ୩ ଜଣ ଓ ପଙ୍କଳ ସାହିରୁ ଅନ୍ୟ ୩ ଜଣଙ୍କୁ ବନ ବିଭାଗ ଗିରଫ କରିଛି। ବାର୍‌ହା ଶିକାର ଓ ଫାଶ ପକାଇବା...

italian couple
୩ ବର୍ଷର ଅପେକ୍ଷା ପରେ ଗଞ୍ଜାମର ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଇଟାଲୀୟ ଦମ୍ପତି

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉତ୍କଳ ବାଳାଶ୍ରମର ଜଣେ ଅନାଥ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଇଟାଲୀୟ ଦମ୍ପତି ନିକୋଲା ଗାମ୍ବାରୋ ଓ ଏଲିସା ୟୁବେଜିଓ ଗ୍ରହଣ କରିଛନ୍ତି। ସ୍ପେଶାଲ୍‌ ଆଡପସନ୍‌ ଏଜେନ୍ସି ମାଧ୍ୟମରେ ଇଟାଲୀୟ ଦମ୍ପତିଙ୍କ ପୋଷ୍ୟତା ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ...

train
ଚଳନ୍ତା ଟ୍ରେନ୍‌ ଓ ପ୍ଲାଟ୍‌ଫର୍ମ ମଝିରେ ଫସିଗଲେ ଯାତ୍ରୀ, ଆଉ ତା’ପରେ...

ଠାଣେ: ଚଳନ୍ତା ଟ୍ରେନ୍‌ରେ ଚଢ଼ୁଥିଲେ ସାବଧାନ। ଆପଣଙ୍କର ଟିକିଏ ଅସାବଧାନତା ଆପଣଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇପାରେ। ସୌଭାଗ୍ୟବଶତଃ ଜଣେ ଯାତ୍ରୀ, ଏଭଳି ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯେଉଁଠି ନିଶ୍ଚିତ ମୃତ୍ୟୁ ବୋଲି ସମସ୍ତେ ଭାବି ନେଇଥିଲେ କିନ୍ତୁ ଦେବଦୂତ ସାଜି ଦୁଇ ଜଣ ଆରପିଏଫ୍...

odisha
ରାଜସ୍ଥାନ ଯାଏ ଲମ୍ବିଛି ମୂର୍ତ୍ତି ଚୋରି ରାକେଟ୍‌ର ଚେର

ବାଲୁଗାଁ(ଶକ୍ତି ମହାପାତ୍ର): ଖୋର୍ଦ୍ଧା ବାଣପୁର ଦକ୍ଷେଶ୍ୱର ମନ୍ଦିରରୁ ୨୨ଟି ମୂଲ୍ୟବାନ ମୂର୍ତ୍ତି ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍‌। ଏହି ମୂର୍ତ୍ତି ଚୋରି ରାକେଟ୍‌ର ଚେର ରାଜସ୍ଥାନକୁ ଲମ୍ବିଥିବା ଜଣାପଡ଼ିଛି। ମାମଲାରେ ବାଣପୁର ପୋଲିସ୍‌ ୪ ଆନ୍ତଃରାଜ୍ୟ ପେସାଦାର ମୂର୍ତ୍ତି ଚୋରଙ୍କୁ ଗିରଫ କରିବା ସହ ୯ଟି ମୂର୍ତ୍ତି...

mines
ସାରଦା ମାଇନ୍ସକୁ ୨ ହଜାର ୫୬ କୋଟିରୁ ଅଧିକ ଟଙ୍କାର ଜରିମାନା

କେନ୍ଦୁଝର(ପ୍ରଣୟ କୁମାର ପାଣି ): ପରିବେଶ ଅନୁମୋଦନଠାରୁ ଅଧିକ ଖଣି ଖନନ କରିବା ଅଭିଯୋଗରେ ସାରଦା ମାଇନ୍ସକୁ ୨ ହଜାର ୫୬ କୋଟି ୩୮ ଲକ୍ଷ ୪୩ ହଜାର ୫୬୭ ଟଙ୍କାର ଜରିମାନା କରଯାଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳର ସାରଦା ମାଇନ୍ସକୁ ଯୋଡ଼ା ଖଣି ନିର୍ଦ୍ଦେଶାଳୟ...

odisha
ଚାକିରିରୁ ବିଦା ହେଲେ ବରିଷ୍ଠ କିରାଣୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଜାଲ୍ ଜାତିଗତ ପ୍ରମାଣପତ୍ର ଦେଖାଇ ଚାକିରି କରିବା ଏବଂ ପଦୋନ୍ନତି ପାଇଥିବା ଜଣେ ବରିଷ୍ଠ କିରାଣୀଙ୍କୁ ମାଲକାନଗିରି ଜିଲ୍ଲାପାଳ ଓ୍ୱାଇ ବିଜୟ ଚାକିରିରୁ ବହିଷ୍କୃତ କରିଛନ୍ତି। ବହିଷ୍କୃତ ହୋଇଥିବା କର୍ମଚାରୀ ହେଉଛନ୍ତି ମାଲକାନଗିରି ଜିଲ୍ଲା କଲ୍ୟାଣ ବିଭାଗରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଲକ୍ଷ୍ମୀପ୍ରିୟା ବେହେରା। ଖୋଳତାଡ଼...

cinema-hall
ଫେବୃଆରୀ ୧ରୁ ୧୦୦% ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ୍

ନୂଆଦିଲ୍ଲୀ: ଶତପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ୍। ଫେବୃଆରୀ ୧ ଅର୍ଥାତ୍‌ ଆସନ୍ତାକାଲିଠୁ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ସିନେମା ହଲ୍। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିଛି। ଫଳରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବା ଆଶା କରାଯାଉଛି।...

odisha
ପ୍ରେମିକା ପାଇଁ ସାଜିଥିଲେ ବାବା ବେଶ, କିନ୍ତୁ ଫସିଗଲେ

ଯାଜପୁର(ଅଭୟ ପତି): ପ୍ରେମିକାଙ୍କୁ ଦେଖା କରିବା ପାଇଁ ବାବା ବେଶ ହୋଇ ଯାଇଥିଲେ ପ୍ରେମିକ। ହେଲେ ଜାଣିନଥିଲେ ତାଙ୍କର ଏହି ପ୍ଲାନ୍‌ ଫସର ଫାଟିଯିବ ଓ ତାଙ୍କୁ ସିଧା ପୋଲିସ୍‌ ଷ୍ଟେସନ ଯିବାକୁ ପଡ଼ିବ। ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀ ନିକଟରେ ଏଭଳି କିଛି ଘଟଣା...

rd student death
ରମାଦେବୀ ଛାତ୍ରୀ ମୃତ୍ୟୁ ରହସ୍ୟ; ସାମ୍ନାକୁ ଆସିଲା ଆଉ ଏକ CCTV ଫୁଟେଜ୍

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କୁ ପ୍ରି ପ୍ଲାନ୍‌ କରି ହତ୍ୟା କରାଯାଇଛି ନା ମୃତ୍ୟୁ ପଛରେ ରହିଛି ଅନ୍ୟ କିଛି କାରଣ ?  ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ। ଏବେବି ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଘେର ଭିତରେ। ଏସବୁ ଭିତରେ ଆଉ ଏକ...

Anganwadi..
ଫେବୃଆରୀ ୧ରୁ ଖୋଲିବ ଅଙ୍ଗନବାଡ଼ି

ଭୁବନେଶ୍ୱର: ଫେବୃଆରୀ ପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏସ୍ଓପି ପ୍ରସ୍ତୁତ କରିବାକୁ ଫେବୃଆରୀ ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର, ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେଇଛନ୍ତି। ତେବେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ବିଭାଗକୁ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ।...

money
ବଢ଼ିଲା ହାଉସ୍‌ ସର୍ଜନଙ୍କ ଷ୍ଟାଇପେଣ୍ଡ୍

ଭୁବନେଶ୍ୱର: ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ୍‌ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ମାସିକ ୨୦ ହଜାର ଟଙ୍କାରୁ ୨୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ DMETଙ୍କୁ ଉପ ସଚିବ ଚିଠି ଲେଖିଛନ୍ତି।...

tara-bahinipati
ବ୍ରହ୍ମପୁରରେ କଂଗ୍ରେସ ସମାବେଶ: କଣ୍ଟା ସାଜିଛି କରୋନା କଟକଣା, ଆପତ୍ତି ଉଠାଇଲେ ବିଧାୟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ କଂଗ୍ରେସର ସମାବେଶରେ କଣ୍ଟା ସାଜିଛି କରୋନା କଟକଣା। ବାଇକ୍ ରାଲି ଓ ପଦଯାତ୍ରାକୁ ବାରଣ କରାଯାଇଥିବା ବେଳେ ୧୫ ଶହ ଲୋକଙ୍କୁ ନେଇ ସଭା ଆୟୋଜନ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏହାସହ ସଭାରେ ଯୋଗ ଦେବାକୁ ଥିବା ଲୋକଙ୍କ ଆର୍‌ଟିପିସିଆର୍‌...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।