• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

child-rescued
ଦେଢ଼ ମାସ ପରେ ଉଦ୍ଧାର ହେଲା ଚିଣ୍ଟୁ, କେବେ ମିଳିବ ପିହୁ ?

ଯାଜପୁର(ଗୁଲାମ ଗସ୍‌): ନିଖୋଜ ହେବାର ଦେଢ଼ ମାସ ପରେ ୪ ବର୍ଷର ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଗତ ଡିସେମ୍ବର ୨୪ରୁ ଯାଜପୁର ଜିଲ୍ଲାର ଏହି ଶିଶୁ ପୁତ୍ର  ନିଖୋଜ ଥିଲେ। ତେବେ ଗତକାଲି ତାଳଚେରରୁ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଗତ ଡିସେମ୍ବର ୨୪ରେ ଯାଜପୁର ଜିଲ୍ଲା...

gold
କିଛିଦିନର ବ୍ୟବଧାନ ପରେ ମହଙ୍ଗା ହେଲା ସୁନା, ରୂପା ଦର

ନୂଆଦିଲ୍ଲୀ: କିଛିଦିନ ତଳେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଥିବା ବେଳେ ଆଜି ଏହି ଦରରେ ବୃଦ୍ଧି ଘଟିଛି। ଆଜି ସକାଳ ୧୦ଟାରେ Multi Commodity Exchange(MCX)ରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୧୯ ଟଙ୍କା ବୃଦ୍ଧି ସହ ୪୮,୦୬୭ ଟଙ୍କାରେ କାରବାର ଚାଲିଥିଲା। ରୂପା...

business-man
ଘରକୁ ଫେରୁଥିବା ବେଳେ ହୋଟେଲ୍‌ ମାଲିକଙ୍କ ଉପରକୁ ଆକ୍ରମଣ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ହୋଟେଲ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ଗତ ରାତିରେ ରାଉରକେଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ହୋଟେଲ ମାଲିକ ସଜନ ମିତ୍ତଲ। ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ହୋଟେଲ୍‌  କାମ ସାରି ସଜନ ଘରକୁ ଫେରୁଥିଲେ। ଏହି ସମୟରେ ଯୋଜନା ମୁତାବକ...

jhrarphula
ଖୁବ୍‌ ଶୀଘ୍ର ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ହଟିବ ପରଦା !

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ ଉପରୁ ଖୁବ୍ ଶୀଘ୍ର ପରଦା ହଟିପାରେ। ଝରାଫୁଲଙ୍କ ଭିସେରା ରିପୋର୍ଟ ଯାଜପୁର ପୋଲିସ୍‌କୁ ମିଳିଥିବା ବେଳେ ଏହାକୁ ନେଇ ପୋଲିସ୍‌ ତର୍ଜମା କରୁଛି। ତେଣୁ ଖୁବ୍‌ ଶୀଘ୍ର ଝରାଫୁଲଙ୍କ ମୃତ୍ୟୁ ରହସ୍ୟର ଖୁଲାସା ହେବାର ସମ୍ଭାବନା ରହିଛି।...

sun hospital
ସାମୟିକ ଭାବେ ବନ୍ଦ ହେଲା ସନ୍ ହସ୍ପିଟାଲ୍

କଟକ: କଟକ ବିଜୁ ପଟ୍ଟନାୟକ ସ୍ଥିତ ସନ୍ ହସ୍ପିଟାଲ୍‌କୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି। ଏନେଇ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନି ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡ ପରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଶୋ’ କଜ୍ ନୋଟିସ୍ ହୋଇଥିଲା। ତେବେ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସାମୟିକ ଭାବେ ପ୍ରଶାସନ...

students..
ଗୋଟିଏ ଟ୍ୟୁସନ୍‌ ସେଣ୍ଟରରୁ ୯୧ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌

ଥିରୁଅନନ୍ତପୁରମ୍‌: କିଛିଦିନ ତଳେ କେରଳର ମାଲାପ୍ପୁରମ୍‌ର ୨ଟି ସ୍କୁଲ୍‌ରୁ ୧୯୨ ଜଣ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯୧ ଜଣ ଛାତ୍ରଛାତ୍ରୀ ଗୋଟିଏ ଟ୍ୟୁସନ୍‌ ସେଣ୍ଟରରେ କ୍ଳାସ୍‌ କରିଥିଲେ ବୋଲି ଜଣାପଡ଼ିଛି। ଶିକ୍ଷା ଅଧିକାରୀ ରମେଶ କୁମାର ଜାତୀୟ ଗଣମାଧ୍ୟମ NDTVକୁ...

stunt in train
ଜୀବନକୁ ବାଜି ଲଗାଇ ଚଳନ୍ତା ଟ୍ରେନ୍‌ରେ ବିପଜ୍ଜନକ ଷ୍ଟଣ୍ଟ୍

ମୁମ୍ବାଇ: ଜୀବନକୁ ବାଜି ଲଗାଇ ଚଳନ୍ତା ଟ୍ରେନ୍‌ରେ ଷ୍ଟଣ୍ଟ୍‌। ମୁମ୍ବାଇରେ ଏକ ଦ୍ରୁତଗାମୀ ଟ୍ରେନ୍‌ରେ ଜଣେ ଯୁବକ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଟ୍ରେନ୍‌ରେ ଉପସ୍ଥିତ ଥିବା ଯାତ୍ରୀମାନେ ଯୁବକଙ୍କୁ ବାରଣ ସତ୍ତ୍ୱେ, ଏହାକୁ ସେ ଖାତିର ନକରି...

bus catches fire
ବିଳମ୍ବିତ ରାତିରେ ଜଳିଗଲା ୪ ବସ୍‌, ଗୋଟିଏ କାର୍‌

ଭଦ୍ରକ(ପାର୍ଥ ସାରଥୀ ନାୟକ): ରାସ୍ତାକଡ଼ରେ ଥିବା ଏକ ଗ୍ୟାରେଜରେ ଜଳିଗଲା ୪ଟି ବସ୍ ଓ ଗୋଟିଏ ସ୍କର୍ପିଓ ଗାଡ଼ି। ସୌଭାଗ୍ୟବଶତଃ, ବସ୍‌ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥର ଡାହାଣୀଗଡ଼ିଆ ଛକ ନିକଟରେ ଥିବା ହରିଶଙ୍କର ଗ୍ୟାରେଜରେ ଏହି...

gold
ପୁଣି ଶସ୍ତା ହେଲା ସୁନା, ରୂପା ଦର

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ଆଜି ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୦୪ ଟଙ୍କା ହ୍ରାସ ସହ ୪୭,୧୫୨ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା। ରୂପା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି।...

tiger-skin
ବିକ୍ରି ପାଇଁ ଡିଲ୍ ବେଳେ ବାଘ ଚମଡ଼ା, ହାତୀ ଦାନ୍ତ ଜବତ

ଭୁବନେଶ୍ୱର: କ୍ରାଇମ୍‌ବ୍ରାଞ୍ଚ କବ୍‌ଜାରେ ବନ୍ୟପ୍ରାଣୀ ସ୍ମଗଲିଂ ଗ୍ୟାଙ୍ଗ। ବିକ୍ରି ପାଇଁ ଡିଲ୍ ବେଳେ ଗୋଟିଏ କଲରାପତରିଆ ବାଘ ଚମଡ଼ା ଓ ୨ଟି ହାତୀ ଦାନ୍ତ ଜବତ ହୋଇଛି। ମୟୂରଭଞ୍ଜ ଓ କେନ୍ଦୁଝରରୁ କଲରାପତରିଆ ବାଘ ଚମଡ଼ା ସହ ହାତୀ ଦାନ୍ତ ଜବତ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ STF ଏବଂ ଓ୍ୱାଇଲ୍ଡ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।