• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

petrol
୯୪ ଟଙ୍କା ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର: ୯୦ ଟପିଲା ପେଟ୍ରୋଲ ଓ ଡିଜେଲ ଦର। ମାଲକାନଗିରିରେ ପେଟ୍ରୋଲ ୯୪ ଟଙ୍କା ପାର୍‌ କରିଛି। ବର୍ତ୍ତମାନ ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୦୮ ପଇସା ଥିବା ବେଳେ ଡିଜେଲ ୯୦ ଟଙ୍କା ୬୬ ପଇସା ରହିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୯...

odisha
ହନୁମାନ ପଇସା, ରତ୍ନ ପଥର ଜବତ; ଧରାପଡ଼ିଲେ ୩ଜଣ

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଆନ୍ତଃରାଜ୍ୟ ଚୋରା କାରବାର ରାକେଟ୍ ଠାବ ହୋଇଛି। ଏହି ଘଟଣାରେ ଚିତ୍ରକୋଣ୍ଡା ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ରତ୍ନ ପଥର, ତମ୍ବା ପଇସା, ହନୁମାନ ପଇସା ଆଦି ଜବତ କରିଛି। ଏହି ରାକେଟ୍‌ର ଚେର ଆନ୍ଧ୍ରକୁ...

accident
ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୧୪ ମୃତ, ୪ ଗୁରୁତର

କୁର୍ନୁଲ: ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଯୋଗୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ସୂଚନା ମିଳିଛି। ଆଜି ଭୋର ୪ଟା ସମୟରେ କୁର୍ନୁଲ ଜିଲ୍ଲା...

POuspa-KO
ମୃତ ପୁଷ୍ପଲତାଙ୍କ ସ୍କୁଟି ଜବତ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ମହିଳାଙ୍କୁ ମୁଣ୍ଡକାଟି ହତ୍ୟା ମାମଲାର ଖୋଳତାଡ଼ ଜାରି ରହିଛି। ଏହି ଘଟଣାରେ ମୃତ ମହିଳା ପୁଷ୍ପଲତାଙ୍କ ସ୍କୁଟି ମିଳିଛି। ମୃତ ପୁଷ୍ପଲତାଙ୍କ ସ୍କୁଟି କମିଶନରେଟ୍ ପୋଲିସ କନ୍ଧମାଳ କଳିଙ୍ଗାରୁ ଜବତ କରିଛି। ଏହି ସ୍କୁଟି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ସହଯୋଗୀ ଦ୍ୱାରା କଳିଙ୍ଗାରେ...

maa saraswati
ଜାଣନ୍ତୁ ସରସ୍ୱତୀ ପୂଜା ଦିନ କ’ଣ କରିବା ଉଚିତ୍‌ ଓ ଅନୁଚିତ୍

ଆଜି ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା। ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ। ଏହି ଉପାସନା ପର୍ବକୁ ଅନେକ ସ୍ଥାନରେ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। କୁହାଯାଏ, ମା’ ବାଗ୍‌ଦେବୀଙ୍କୁ ପୂଜା କଲେ ବିଦ୍ୟା ଓ ବୁଦ୍ଧି ଲାଭ...

odisha
‘ସଞ୍ଜୟ ମୋ ଝିଅକୁ ଭଲ ପାଉନଥିଲା, ଖାଇବାକୁ ଦେଉନଥିଲା’

ଭୁବନେଶ୍ୱର: ଭୁବନେଶ୍ୱର ଦାସପୁର-ଅନ୍ଧାରୁଆ ରାସ୍ତାରୁ ସପ୍ତାହକ ତଳେ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଚିହ୍ନଟ ସହ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ବିବାହକୁ ନେଇ ବିବାଦରୁ ପୁଷ୍ପଲତା ରାଉଳ ନାମକ ୨୮ ବର୍ଷୀୟ ମହିଳାଙ୍କୁ ହତ୍ୟା କରାଯାଇଥିବା ଗତକାଲି ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସ୍ପଷ୍ଟ କରିଥିଲେ। ଦୋଷୀକୁ...

student died
ସ୍କୁଲ୍‌ ଫି’ ଚାପ ସହି ପାରିଲେନି ! ଚରମ ପଦକ୍ଷେପ ନେଲେ ୧୦ମ ଶ୍ରେଣୀ ଛାତ୍ରୀ

ହାଇଦ୍ରାବାଦ: ସ୍କୁଲ୍‌ରେ କ୍ଲାସ୍‌ କରିବାକୁ ଅନୁମତି ନମିଳିବାରୁ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍କୁଲ୍‌ ଫି’ ନଦେବାରୁ ଛାତ୍ରୀଙ୍କୁ କ୍ଲାସ୍‌ ପାଇଁ ଅନୁମତି ମିଳିନଥିଲା ଓ ସେ ମାନସିକ ଚିନ୍ତାରେ ଥିଲେ। ଫଳରେ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ହାଇଦ୍ରାବାଦରେ...

death
ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ(ବିରଜା ଦାସ): ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ କର୍ଣ୍ଣପୁର ପଞ୍ଚାୟତ ସାନଜୋରଡ଼ା ଗାଁରେ ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଦମ୍ପତି ହେଲେ ଦୁଃଖବନ୍ଧୁ ସାହୁ ଓ ତାଙ୍କ ପତ୍ନୀ ପାଞ୍ଚାଳୀ ସାହୁ। ଗତକାଲି ରାତିରେ ଖାଇ ସାରିବା ପରେ ଦୁଃଖବନ୍ଧୁ ଓ ପାଞ୍ଚାଳୀ...

Amit Shah
ପଶ୍ଚିମବଙ୍ଗରେ ସରକାର ଗଠନ ପରେ ଓଡ଼ିଶାରେ କ୍ଷମତାକୁ ଆସିବ ବିଜେପି: ଅମିତ ଶାହ

ଭୁବନେଶ୍ୱର: ପଶ୍ଚିମବଙ୍ଗ ପରେ ଓଡ଼ିଶାରେ କ୍ଷମତାକୁ ଆସିବ ବିଜେପି। ପଶ୍ଚିମବଙ୍ଗ ନିର୍ବାଚନରେ ଦୁଇ ଶହରୁ ଅଧିକ ସିଟ୍‌ରେ ବିଜେପି ସରକାର ଗଠନ କରିବ। ଆଉ ଏହା ପରେ ପରେ ଓଡ଼ିଶାରେ ବି ଶାସନକୁ ଆସିବ ବିଜେପି। ଗତକାଲି କୋଲକାତାରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ ବେଳେ ଏପରି କିଛି କହିଛନ୍ତି କେନ୍ଦ୍ର...

accident
ଗଛରେ ପିଟି ହେଲା ବୋଲେରୋ କ୍ୟାମ୍ପର, ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣାଗ୍ରସ୍ତ

ଲମତାପୁଟ(ଜଗତ୍‌ ଜୀବନ): ମାଛକୁଣ୍ଡ ଥାନା ଅନ୍ତର୍ଗତ କାଡ଼ାମ ଖେନ୍ଦା ଛକ ନିକଟରେ ଏକ ବୋଲେରୋ କ୍ୟାମ୍ପର ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ପ୍ରଥମେ ଲମତାପୁଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି...

7am-Vote
ଆନ୍ଧ୍ର ମୁହାଁ ପାରାଦୀପର ତେଲୁଗୁ ବସ୍ତିବାସିନ୍ଦା !

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପର ବିଭିନ୍ନ ବସ୍ତି ଅଞ୍ଚଳର ତେଲୁଗୁ ସମ୍ପ୍ରଦାୟର ଲୋକେ ଏବେ ଆନ୍ଧ୍ର ମୁହାଁ। ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ସେମାନେ ମତଦାନ କରିବାକୁ ଯାଉଥିବା ଅଭିଯୋଗ ହୋଇଛିା ଏପରିକି ଆନ୍ଧ୍ର ଯିବାପାଇଁ ପାରାଦୀପରେ ବସ୍‌ ଲାଗୁଥିବା ମଧ୍ୟ ଦେଖିବାକୁ ମିଳିଛି। ଷଣ୍ଢକୁଦ, ନୂଆବଜାର ଏବଂ ନେହରୁ ବଙ୍ଗଳା...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।