• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

gold
ପୁଣି କମିଲା ସୁନା ଦର, ୭ ମାସରେ ୮, ୦୦୦ ଟଙ୍କା ଶସ୍ତା

ନୂଆଦିଲ୍ଲୀ: କିଛିଦିନ ତଳେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଥିବା ବେଳେ ଗତକାଲି ଏହି ଦରରେ ବୃଦ୍ଧି ଘଟିଥିଲା। ଗତକାଲି ସକାଳେ Multi Commodity Exchange(MCX)ରେ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ହେଲେ ଆଜି ପୁଣିଥରେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ...

odisha
ଟ୍ୟୁବ୍‌ୱେଲ୍ ଗାତରେ ପଡ଼ି ବର୍ଷକର ଶିଶୁକନ୍ୟାର ମୃତ

ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ଟ୍ୟୁବ୍‌ୱେଲ୍ ଗାତରେ ପଡ଼ି ବର୍ଷକର ଶିଶୁକନ୍ୟାର ମୃତ୍ୟୁ ଘଟିଛି।ମାଉସୀ ଘରକୁ ବୁଲିବାକୁ ଆସିଥିବାବେଳେ ଟ୍ୟୁବ୍‌ୱେଲ୍‌ ଗାତରେ ପଡ଼ି ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା‌ ଅନ୍ତର୍ଗତ ଶାଳଗଢିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାଁର ସନିଆ ନାୟକଙ୍କ ପତ୍ନୀ...

Sapna Choudhary
ଅଡ଼ୁଆରେ ଲୋକପ୍ରିୟ ଡ୍ୟାନ୍ସର ସପନା ଚୌଧୁରୀ

ନୂଆଦିଲ୍ଲୀ: ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ତଥା ଗାୟିକା ସପନା ଚୌଧୁରୀଙ୍କ ବିରୋଧରେ ଠକେଇ ଅଭିଯୋଗ ନେଇ ଦିଲ୍ଲୀ ପୋଲିସ୍‌ର ଆର୍ଥିକ ଅପରାଧ ଶାଖା(EOW) ଏକ ମାମଲା ରୁଜୁ କରିଛି। ଜାତୀୟ ଗଣମାଧ୍ୟମ Aaj Takର ଏକ ରିପୋର୍ଟ ଅନୁସାରେ, ଦିଲ୍ଲୀ ପୋଲିସ୍‌ର ସୂଚନା ଅନୁଯାୟୀ, ପାଖାପାଖି ୪ କୋଟି...

twitter
ଟ୍ୱିଟରକୁ କେନ୍ଦ୍ର ସରକାରଙ୍କ ତାଗିଦ୍‌-ଭାରତୀୟ ଆଇନ୍‌କାନୁନ୍‌କୁ ପାଳନ କରିବାକୁ ପଡ଼ିବ

ନୂଆଦିଲ୍ଲୀ: ଭାରତୀୟ ଆଇନ୍‌କାନୁନ୍‌କୁ ପାଳନ କରିବାକୁ ଭାରତ ସରକାର ଟ୍ୱିଟରକୁ ତାଗିଦ୍‌ କରିଛନ୍ତି। ଚାଷୀ ଆନ୍ଦୋଳନ ବେଳେ ହିଂସା ପାଇଁ ଉସୁକାଇଥିବା ହଜାରରୁ ଅଧିକ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଟ୍ୱିଟରକୁ ନୋଟିସ୍‌ କରିଥିଲେ। କିନ୍ତୁ ଏହାକୁ ଟ୍ୱିଟର ପକ୍ଷରୁ ପାଳନ କରାଯାଇ ନଥିବା...

Age-Fraud
ଦୁଇ ବର୍ଷରେ ବୟସ ବଢ଼ିଲା ୨୪ ବର୍ଷ; ଥିଲା ୪୨ ହେଲା ୬୪

ଜଳେଶ୍ୱର(ଅଜିତ କୁମାର ଦାସ): ବର୍ଷକ ମଧ୍ୟରେ ବୟସ ବଢ଼ି ଯାଇଛି ୨୦ ବର୍ଷ। ଖାଲି ଜଣକର ନୁହେଁ କାହାର ବୟସ ୫ ବର୍ଷ ବଢ଼ି ଯାଇଛି ତ ଆଉ କାହାର ୧୦ ବର୍ଷ ଏବଂ ଆଉ କାହାର ୧୫ ବର୍ଷ ବଢ଼ି ଯାଇଛି। ଏପରିକି କାହାର ବୟସ ଏକାଥରକେ...

Lioness Spotted In Hotel
ହୋଟେଲ୍‌ରେ ଭିତରେ ସିଂହ, ଭିଡିଓ ଭାଇରାଲ୍‌

ଗାନ୍ଧିନଗର: ହୋଟେଲ୍‌ରେ ବୁଲୁଛି ସିଂହ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଗୁଜରାଟ ଜୁନାଗଡ଼ ନିକଟରେ ଥିବା ଏକ ହୋଟେଲ୍‌ ଭିତରେ ସିଂହ ବୁଲୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ବେଫିକର୍‌ ଭାବେ ସିଂହଟି ହୋଟେଲ୍‌ ଭିତରେ ବୁଲି, ସେଠାରୁ...

metro rail in odisha
ଓଡ଼ିଶାରେ ମେଟ୍ରୋ ଟ୍ରେନ୍‌ ସେବା ନେଇ କୌଣସି ପ୍ରସ୍ତାବ ଆସିନଥିବା କହିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମେଟ୍ରୋ ଟ୍ରେନ୍‌ ସେବା ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ରାଜଧାନୀ ଭୁବନେଶ୍ୱରରୁ ରୌପ୍ୟ ନଗରୀ କଟକକୁ ମେଟ୍ରୋ ଟ୍ରେନ୍‌ ସେବା ଲାଗି ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ବିଜେଡି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ମିଛ ପ୍ରମାଣିତ ହୋଇଛି। ଦ୍ୱୈତନଗରୀ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।