ରାୟଗଡ଼ା/ବଲାଙ୍ଗିର(ମନୋଜପାତ୍ର/ଘଟେଶ୍ୱର ମିଶ୍ର): ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ବୋଥିଆପଡ଼ା ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି କଲଭର୍ଟରେ ପିଟି ହୋଇ ରାସ୍ତାକଡ଼କୁ ଓଲଟି ପଡ଼ିବା ଯୋଗୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୯ଜଣ ଗୁରୁତର ଆହତ ହୋଇଛନ୍ତି। ୯ ଗୁରୁତରଙ୍କ ମଧ୍ୟରୁ ଜଣଙ୍କୁ...
ଯାଜପୁର(ଗୁଲାମ ଗସ୍): ପ୍ରେମିକ ଖୋଲିବ କି ପ୍ରେମିକାର ମୃତ୍ୟୁ ରହସ୍ୟ ? ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କୁ ପ୍ରି ପ୍ଲାନ୍ କରି ହତ୍ୟା କରାଯାଇଛି ନା ମୃତ୍ୟୁ ପଛରେ ରହିଛି ଅନ୍ୟ କିଛି କାରଣ? ପୋଲିସ୍ କବ୍ଜାରେ ଥିବା ଝରାଫୁଲଙ୍କ ବୟଫ୍ରେଣ୍ଡ୍ ରାକେଶ ସ୍ୱାଇଁ ଯଦି ଝରାଫୁଲଙ୍କୁ ଭଲ...
ଭୁବନେଶ୍ୱର: ଦେଶରେ କରୋନା ଟିକାକରଣ ଅଭିଯାନରେ ପ୍ରଥମ ସ୍ଥାନରେ ଓଡ଼ିଶା। ଦେଶର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ କରୋନା ଟିକାକରଣ ହାରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଓଡ଼ିଶାରେ ଗତକାଲି ସୁଦ୍ଧା ୧ ଲକ୍ଷ ୯୪ ହଜାର ୫୮ ଜଣ ଟିକା ନେଇଛନ୍ତି। ୧ ଲକ୍ଷ ୪୪ ହଜାର ୬୪୨...
ପୁରୀ: ପୁରୀ ଜିଲ୍ଲାର ପୂର୍ବତନ ରାଜସ୍ୱ ନିରୀକ୍ଷକ(ଆର୍ଆଇ) ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଏହି ଚଢ଼ାଉ କରିଛି। ବସନ୍ତ ମହାନ୍ତିଙ୍କ ବାସଭବନ, ସରକାରୀ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି। ପୁରୀ ଫ୍ରେଣ୍ଡସ କ୍ଲବ୍ରେ...
କଲର୍ସ ଚ୍ୟାନେଲ୍ରେ ପ୍ରସାରିତ ହେଉଥିବା କପିଲ୍ ଶର୍ମାଙ୍କ କମେଡି ଶୋ’ ବନ୍ଦ ହେବା ନେଇ କିଛିଦିନ ତଳେ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଚ୍ୟାନେଲ୍ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ କରାଯାଇ ନଥିଲା। ଶୁଣିବାକୁ ମିଳୁଛି ଯେ, କପିଲ୍ ଶର୍ମାଙ୍କ କମେଡି ଶୋ’ ଖୁବ୍ ଶୀଘ୍ର ବନ୍ଦ ହୋଇଯିବ...
ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଧାନଖଳାରେ ନିଆଁ ଲାଗି ୩ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଓକିଳପାଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଧାନଖଳାରେ ସପରିବାର ଶୋଇଥିବା ବେଳେ ହଠାତ୍ ନିଆଁ ଲାଗି ଯିବାରୁ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ...
ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୋଗରେ ଝରାଫୁଲଙ୍କ ବୟଫ୍ରେଣ୍ଡ୍ ରାକେଶ୍ୱ ସ୍ୱାଇଁକୁ ଭୁବନେଶ୍ୱର ଏୟାରଫିଲ୍ଡ ପୋଲିସ୍ ଗିରଫ କରିଛି। ମୃତଦେହ ଯାଜପୁର କୁଆଖିଆ ଅଞ୍ଚଳରୁ ମିଳିଥିବାରୁ, ଏୟାରଫିଲ୍ଡ ପୋଲିସ୍ ରାକେଶକୁ ଯାଜପୁର ପୋଲିସକୁ ହସ୍ତାନ୍ତର କରିଛି। ଝରାଫୁଲଙ୍କୁ କାହିଁକି ଓ କେମିତି ହତ୍ୟାକଲା ରାକେଶ...
ଆସିକା(ମନୋଜ ମୁନୀ): ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ହରିପୁର ନୂଆସାହିରେ ମୋବାଇଲ୍ ଫାଟି ୨ ଶିଶୁ ଆହତ ହୋଇଛନ୍ତି। ଆହତ ଶିଶୁ ହେଲେ ରାଜା ଓ ଶୁଭମ୍। ଉଭୟଙ୍କ ବୟସ ୧୧ ବର୍ଷ ହେବ ବୋଲି ଜଣାପଡ଼ିଛି। ଉଭୟ ଶିଶୁଙ୍କୁ ପ୍ରଥମେ ଧରାକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।...
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ନେଇ ସିଧାସଳଖ ନକହିଲେ ବି ପରୋକ୍ଷରେ ଟିକେଟ୍ ପାଇଁ ଆଶାୟୀ ଥିବା ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ଜଣାଇଛନ୍ତି। ସେ କହିଛନ୍ତି, ଦଳ ଯାହାକୁ ନିଷ୍ପତ୍ତି ନେବ, ଆମେ ପୂରା ପରିବାର ତାଙ୍କୁ ସମର୍ଥନ ଜଣାଇବୁ। ଦଳ ଯାହାବି ନିଷ୍ପତ୍ତି ନେବ...
ଭୁବନେଶ୍ୱର: କଥାକାର ରାମଚନ୍ଦ୍ର ବେହେରା ପାଇବେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର। ୨୦୨୦ ମସିହା ପାଇଁ ସେ ଅତିବଡ଼ୀ ପୁରସ୍କାର ପାଇବେ ବୋଲି ଏକାଡେମୀର କାର୍ଯ୍ୟକାରୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିସହ ୧୫ ଜଣ ବରିଷ୍ଠ ସାହିତ୍ୟିକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ...