• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

dead
ଭଦ୍ରକରେ ମଦ ମୃତ୍ୟୁର ବିଭୀଷିକା: ମଦ ପିଇ ୪ ମୃତ, ୨୦ରୁ ଅଧିକ ଅସୁସ୍ଥ

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଞ୍ଚଳରେ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଜଣ ଗୁରୁତର ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ମୃତକମାନେ ହେଉଛନ୍ତି, ନିମାଇ ସାହିର ସାଧୁଚରଣ ନାୟକ, ଦୌଲତପୁରର ସର୍ବେଶ୍ୱର ଦାସ, ରାମଚନ୍ଦ୍ର ପଢ଼ିଆରୀ ଓ ପୀରହାଟ...

youth dead body recovered
କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍‌ ଅନ୍ତର୍ଗତ ଅସରଳା ପଞ୍ଚାୟତର ଆମ୍ୱଗାଡ଼ିଆ ଗାଁ ନିକଟରେ ଥିବା ଏକ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ପୁଆଣିଆ ଗାଁର ସନ୍ତୋଷ କୁମାର ପ୍ରଧାନ। ଦୁଇ ଦିନ ହେଲା ସନ୍ତୋଷ ନିଖୋଜ ଥିଲେ। ପରିବାର ଲୋକେ...

jee
OJEE ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ

ଭୁବନେଶ୍ୱର: ଓଜେଇଇ ପ୍ରବେଶିକା ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ମେ’ ୧୨ ଏବଂ ୧୩ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆସନ୍ତା ୧୨ ତାରିଖରେ ଛାତ୍ରଛାତ୍ରୀ ଲିଖିତ ପରୀକ୍ଷା ଦେବେ। ସେହିପରି ୧୩ ତାରିଖ ପରୀକ୍ଷା ଛାତ୍ରଛାତ୍ରୀ କମ୍ପ୍ୟୁଟରରେ ଦେବେ। ୧୨ରେ ପ୍ରଥମ...

ojee
ପ୍ରକାଶ ପାଇଲା JEE ମେନ୍‌ ରେଜଲ୍ଟ; ପ୍ରତୀକ ଚୌଧୁରୀ ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ/ଭୁବନେଶ୍ୱର: ଜେଇଇ ମେନ୍‌ର ୨୦୧୯ର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ୨୪ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଶହେ ଏନ୍‌ଟିଏ ସ୍କୋର ହାସଲ କରିଛନ୍ତି। ଚଳିତ ବର୍ଷ କମନ୍‌ ରାଙ୍କ ଲିଷ୍ଟରେ କଟ୍ ଅଫ୍ ମାର୍କ ୮୯.୭୫ ପ୍ରତିଶତ ଥିବା ବେଳେ ଆର୍ଥିକ ଦୁର୍ବଳ ଶ୍ରେଣୀ ବର୍ଗରେ ୭୮.୨୧...

vote
ଭୋଟ୍‌ ବର୍ଜନ କଲେ ୩ଟି ଗାଁର ୪୫୦ରୁ ଅଧିକ ମତଦାତା

ଉଦଳା(ମାନସ ପାଣି): ନଦୀ ଉପରେ ପୋଲ ନିର୍ମାଣ ହୋଇନଥିବାରୁ ଗ୍ରାମବାସୀମାନେ ଭୋଟ୍‌ ବର୍ଜନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନମଣ୍ଡଳୀ କୁଣ୍ଡାବାଇ ପଞ୍ଚାୟତ ଅନ୍ତର୍ଗତ ବାଲମା, ତଳବାଲମା ଏବଂ ମାଡକାମବିର ଗାଁର ୪୫୦ରୁ ଅଧିକ ଲୋକ ଭୋଟ୍‌ ବର୍ଜନ କରିଛନ୍ତି। ଏହି ଗାଁକୁ ଯିବାକୁ ହେଲେ ଦେଓ ନଦୀ...

rainfall
ଓଡ଼ିଶା ମୁହାଁ ‘ଫୋନି’; ୨ରୁ ପ୍ରବଳ ବର୍ଷା ସମ୍ଭାବନା, ୮୫ କି.ମି. ବେଗରେ ବହିବ ପବନ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଫୋନି’ ଓଡ଼ିଶା ମୁହାଁ। ଗତକାଲି ରାତି ସାଢ଼େ ୩ଟାର ରିପୋର୍ଟ ଅନୁସାରେ ଏହା ଚେନ୍ନାଇରୁ ୭୧୦ କିଲୋମିଟର ଦୂରରେ ଅଛି।  ଏହି ସାମୁଦ୍ରିକ ଝଡ଼ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ବେଳେ କିଛି ଘଣ୍ଟା ପରେ ଏହା ଭେରି ସିଭିୟର...

vote
ଭୋଟ୍‌ ଦେଇ ନପାରି ନିରାଶ ହେଲେ ଦିବ୍ୟାଙ୍ଗ ଭୋଟର

ଯାଜପୁର(ଅଭୟ ପତି): ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଭୋଟ୍‌ ଆଉ କେହି ଦେଇଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ଯାଜପୁର ଲୋକସଭା କ୍ଷେତ୍ରର ୫୯ ନମ୍ବର ବୁଥ୍‌ରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ବିରଞ୍ଚି ନାରାୟଣ ସାହୁ ନାମକ ଜଣେ ଦିବ୍ୟାଙ୍ଗ ଭୋଟର...

summer
ଜଳୁଛି ସାରା ଓଡ଼ିଶା; ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ପ୍ରବଳ ଗରମ ଅନୁଭୂତ ହେବା ସାଙ୍ଗଙ୍କୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତକାଲି ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଗତକାଲି ୪୪. ୬ ଡିଗ୍ରୀ ସହ ଝାରସୁଗୁଡ଼ାର ତାପମାତ୍ରା ସର୍ବାଧିକ ଥିବାବେଳେ ୪୪.୫ ଡିଗ୍ରୀ ସହ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।