• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

ind
ଭାରତର ରୋମାଞ୍ଚକର ବିଜୟ

କଟକ : ରୋହିତ୍‌, ରାହୁଲ୍ ଓ କୋହଲିଙ୍କ ଦମଦାର ପ୍ରଦର୍ଶନ ପରେ ଟେଲ୍ ଏଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କୁ ସାଥୀ କରି ବାମହାତୀ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୯ଟି ବଲ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବାରବାଟୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ଦିନିକିଆ ସହ ସିରିଜ୍ ବିଜୟ ଦେଇଛନ୍ତି। ବିଶେଷକରି ଶାର୍ଦ୍ଦୁଲ...

refugee
ଉତ୍ସାହିତ ଶରଣାର୍ଥି ପରିବାର ; ନବଜାତ ଶିଶୁର ନାଁ ରଖିଲେ ‘ନାଗରିକତା ’

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ସାହିତ ଶରଣାର୍ଥି ପରିବାର। ତାଙ୍କ ନବଜାତ ଶିଶୁକନ୍ୟାର ନାଁ ରଖିଥିଲେ ‘ନାଗରିକତା’। ଦିଲ୍ଲୀର ମଜନୁ-କା-ଟିଲା ଅଞ୍ଚଳରେ ବସବାସ କରୁଥିବା ଏଇ ଶରଣାର୍ଥୀ ପରିବାରକୁ ଭେଟିଥିଲା ଓଟିଭି । ଆଜି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ସେହି ଶିଶୁର ନାମ ଉଲ୍ଲେଖ୍ୟ କରିଥିଲେ...

pp
କମୁଛି CAA ବିରୋଧୀ ହିଂସା ; ବିକ୍ଷୋଭ ଓ ପ୍ରତିବାଦ ସତ୍ତେ ସ୍ଥିତି ଶାନ୍ତିପୂର୍ଣ୍ଣ

ନୂଆଦିଲ୍ଲୀ/ଭୁବନେଶ୍ୱର : ଥମିଛି CAA ଓ NRC  ବିରୋଧୀ ହିଂସା । ଆଜି ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଇଥିଲେ ମଧ୍ୟ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ନାଗରିକତା ଆଇନ ସମର୍ଥନରେ ବି ରାଲି ବାହାରିଛି। NDA ସହଯୋଗୀ ଜେଡିୟୁ ମେଣ୍ଟ ବୈଠକ ଡାକିବାକୁ...

police
ଘର ଭିତରୁ ମିଳିଲା ସାହିତ୍ୟ ଅକାଦେମୀ ପୁରସ୍କାର ବିଜେତାଙ୍କ ମୃଦଦେହ !

ବେଙ୍ଗାଲୁରୁ : ସାହିତ୍ୟ ଅକାଦେମୀ ପୁରସ୍କାର ବିଜେତା ଜି.ନନଜୁନ୍ଦନଙ୍କ ମୃତଦେହ ମିଳିଛି । ସେ ରହୁଥିବା ନିଜର ବେଙ୍ଗାଲୁରୁ ସ୍ଥିତ ବାସ ଭବନରୁ ଗତ ଶନିବାର ଦିନ ତାଙ୍କର ଶବ ଉଦ୍ଧାର ହୋଇଛି । ପୁଲିସ୍‌ର ସୂଚନା ମୁତାବକ , ଜି.ନନଜୁନ୍ଦନଙ୍କ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିଲା ।...

cesu
ଶାଗମାଛ ଦରରେ ବିକା ହେବ ସେସୁ !

ଭୁବନେଶ୍ୱର : ବିକ୍ରି ହେବ ବିଦ୍ୟୁତ୍‌ ବିତରଣ କମ୍ପାନୀ ସେସୁର ୫୧ ପ୍ରତିଶତ ସେୟାର। ବିକ୍ରି ସଂପର୍କିତ ଟେଣ୍ଡର ପେପରରେ ସେସୁର ବିକ୍ରିପାଇଁ ବେସ୍ ପ୍ରାଇସ ରହିଛି ୩ ଶହ କୋଟି ଟଙ୍କା । ଟାଟା ପାଓ୍ୱାର ବିଡିଂରେ ଜିତି ସେସୁକୁ କିଣିବାକୁ ମନୋନୀତ ହୋଇଛି। ଓଇଆର୍‌ସି ପାଖରେ...

sweeps
ବେଳାଭୂମି ସଫେଇ କଲେ ଛାତ୍ରଛାତ୍ରୀ

ବାଲେଶ୍ୱର  : ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଲେ ଛାତ୍ରଛାତ୍ରୀ। ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଏହି ପ୍ରୟାସରେ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏନସିସି କ୍ୟାଡେଟଙ୍କ ସମେତ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏକ ସମୟରେ...

rohit
ଜୟସୂରିୟାଙ୍କ ରେକର୍ଡ ଭାଙ୍ଗିଲେ ରୋହିତ୍‌

କଟକ : ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ୨୨ ବର୍ଷ ତଳର ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି। ରୋହିତ୍ ରବିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ୯ ରନ୍ କରିବା ମାତ୍ରକେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଓପନିଂ ବ୍ୟାଟ୍ସମ୍ୟାନ୍...

marriage
ଗଣ ବିବାହ ଉତ୍ସବ : ହାତକୁ ଦି’ହାତ ହେଲେ ୧୭ ଯୋଡ଼ି ବର କନ୍ୟା

ସମ୍ବଲପୁର  : ସମ୍ବଲପୁର ସୋନାପାଲି ସ୍ଥିତ ଶାହାଜାହାନ ପଡିଆରେ ଅନୁଷ୍ଠିତ ହୋଇଛି ଗଣ ବିବାହ ଉତ୍ସବ। ଆଲ୍ଲା ହଜରତ ୱେଲଫେୟାର କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୧୭ ଯୋଡ଼ି ବର କନ୍ୟା ସମୂହ ବିବାହ କରିଛନ୍ତି। ସେମାନଙ୍କ ମଧ୍ୟରୁ  ୧୩ ଯୋଡ଼ି ମୁସଲମାନ ଓ ୪ ...

elephant
ସ୍କୁଲ ପିଲାଙ୍କୁ ହାତୀ ଭୟ

ଆଠଗଡ଼ : ଆଠଗଡ଼ ବନଖଣ୍ଡ ବଉଳ, ସାରକୋଳି ଅଞ୍ଚଳରେ ହାତୀ ଉପଦ୍ରବ। ଜନବସତି ଅଞ୍ଚଳରେ ହାତୀ ଉତ୍ପାତ କରୁଥିବାରୁ ଭୟଭୀତ ହୋଇପଡ଼ିଛନ୍ତି ଲୋକେ। ହାତୀପଲ ରାସ୍ତାରେ ବୁଲୁଥିବାରୁ ଯିବାଆସିବା କରିବାକୁ ଲୋକ ଭୟ କରୁଛନ୍ତି। ଏମିତି କି ଛାତ୍ରଛାତ୍ରୀ ହାତୀ ଭୟରେ ସ୍କୁଲ, କଲେଜ ଯାଉନଥିବା ଅଭିଯୋଗ ହୋଇଛି।...

cricket
ଭାରତ ଆଗରେ ୩୧୬ ରନର ଟାର୍ଗେଟ୍

କଟକ  : ଐତିହାସିକ ବାରବାଟୀ ଷ୍ଟାଡିୟମରେ ବହୁପ୍ରତୀକ୍ଷିତ ଭାରତ ଓ ୱେଷ୍ଟଇଣ୍ଡିଜ୍ ମ୍ୟାଚର ପ୍ରଥମାର୍ଦ୍ଧ ଖେଳ ଶେଷ ହୋଇଛି। ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିବା ୱେଷ୍ଟଇଣ୍ଡିଜ୍ ଟିମ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଓ ନିକୋଲାସ୍ ପୁରନଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫...

minor rape
୫୫ ବର୍ଷିୟ ବୟସ୍କ ବ୍ୟକ୍ତିର ରାକ୍ଷସ ରୂପ

ସାଲେପୁର : ସାଲେପୁରରେ ଲଜ୍ଜା । ୫୫ ବର୍ଷିୟ ବୟସ୍କ ବ୍ୟକ୍ତିର ରାକ୍ଷସ ପ୍ରବୃତ୍ତି । ଜଣେ ୬ ବର୍ଷର ନାବାଳିକାଙ୍କୁ ଅସଦାଚରଣ।  ଏଭଳ ଏକ ସାଂଘାତିକ ଅଭିଯୋଗ ଆସିଛି । ସୂଚନା ମୁତାବକ ,ଘରେ କେହି ନଥିବାର ସୁଯୋଗ ନେଇ ଜଣେ ଏହି ୫୫ ବର୍ଷିୟ ବୟସ୍କ...

eco village
ବିଦେଶର ମୋଟା ଅଙ୍କର ଟଙ୍କା ନୁହେଁ, ଗାଁ ମାଟିରେ ଥିଲା ତାଙ୍କର ଏହି ସ୍ୱପ୍ନ

ବିନିକା : ବାକ୍ ଶକ୍ତି ସିନା ନାହିଁ, କିନ୍ତୁ ମନରେ ସ୍ୱପ୍ନ ଢେର । ଆଉ ତାକୁ ସାକାର କରିବାକୁ ସେ ତିଆରି କରିଛନ୍ତି ଏହି ଇକୋ ଭିଲେଜ୍। ସେ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ଗାଁର ଶିବାଜୀ ପଣ୍ଡା । ମହାନଦୀ କୂଳରେ ଏହି...

school punishment
ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇବାର ଭିଡିଓ ଭାଇରାଲ୍

ଭଦ୍ରକ : ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ । ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇଲେ ପ୍ରଧାନ ଶିକ୍ଷୟିତ୍ରୀ । ଭଦ୍ରକ ଧାମନଗର ବ୍ଲକ ପଦ୍ମପୋଖରୀ ପ୍ରାଥମିକ ବିଦ୍ୟାଳୟର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଛାତ୍ରୀ ଓ ଦୁଇ ଜଣ ଛାତ୍ର କାନ ଧରି...

std
ଇ-ସାଇକେଲ୍‌ ତିଆରି କଲେ ଦୁଇ ସ୍କୁଲ୍‌ ଛାତ୍ର

ବ୍ରହ୍ମପୁର (ଜଗନ୍ନାଥ ସାହୁ) : କମ ଖର୍ଚ୍ଚରେ ଇ-ସାଇକେଲ। କିଛି ନୂଆ କରିବାକୁ ଯାଇ ଏଭଳି ଏକ ସାଇକେଲର ଉଦ୍ଭାବନ କରିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨ ଜଣ ଛାତ୍ର। ଘର ଠାରୁ ସ୍କୁଲ ପ୍ରାୟ ୧୫ରୁ ୨୦ କିଲୋମିଟର ଦୂରରେ ଥିବାବେଳେ ଏହାର ସମାଧାନ କରିବାକୁ ଯାଇ...