• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

MJ-akbaer-iup
#MeToo କ୍ୟାମ୍ପେନ ; ମାନହାନି ମୋକଦ୍ଦମା କଲେ ଏମ୍.ଜେ. ଅାକବର

ନୂଆଦିଲ୍ଲୀ : #MeToo ଅଭିଯାନରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍.ଜେ. ଅାକବରଙ୍କ କାଉଣ୍ଟର୍ ଅାଟାକ୍‌। ସାମ୍ବାଦିକ ପ୍ରିୟା ରମଣିଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିଛନ୍ତି ଏମ୍.ଜେ. ଅାକବର।  ମାନହାନି ମୋକଦ୍ଦମାରେ ସେ ଦର୍ଶାଇଛନ୍ତି ସଂପୂର୍ଣ୍ଣ ମିଥ୍ୟା, ଯୁକ୍ତିହୀନ ଓ ଅପମାନଜନକ ଭାବେ ତାଙ୍କ ବିରୋଧରେ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ...

sabarimal
 ଘନଉଛି ସାବରିମାଳା ବିବାଦ : ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ତୀବ୍ର ହେଲାଣି ପ୍ରତିବାଦର ସ୍ୱର

ଥିରୁଭନନ୍ତପୁରମ୍‌ : ସେଭ୍ ସାବରିମାଲା କ୍ୟାମ୍ପେନ । କେରଳର ରାଜଧାନୀ ଥିରୁଭନନ୍ତପୁରମ୍‌ରେ ହଜାର ହଜାର ଲୋକଙ୍କ ସମାବେଶ । ବିଜେପି ନେତୃତ୍ୱରେ ହୋଇଛି ଏହି ବିଶାଳ ବିକ୍ଷୋଭ ଶୋଭାଯାତ୍ରା । ମହିଳାମାନେ ବି ଏଥିରେ ସାମିଲ ହୋଇଛନ୍ତି। ପରମ୍ପରାର ଦ୍ୱାହି ଦେଇ ସୁପ୍ରିମକୋର୍ଟଙ୍କ ରାୟ ମାନିବାକୁ ଏମାନେ ନାରାଜ।...

killer
ଧର୍ମଗଡ଼ ସୂର୍ଯ୍ୟକାନ୍ତି ମେହେର ହତ୍ୟାର ପର୍ଦ୍ଦାଫାସ୍

କଳାହାଣ୍ଡି : ଯାଅାକୁ ହତ୍ୟା ପାଇଁ ସୁପାରୀ। କଳାହାଣ୍ଡି ଧର୍ମଗଡ଼ର ଚର୍ଚ୍ଚିତ ସୂର୍ଯ୍ୟକାନ୍ତି ମେହେର ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ୍‌। ସୂର୍ଯ୍ୟକାନ୍ତିଙ୍କ ହତ୍ୟା ପାଇଁ ଯାଅା ସୁପାରୀ ଦେଇଥିବା ଜଣାପଡିଛି। ଅଭିଯୁକ୍ତ ଯାଅା ଚନ୍ଦ୍ରକାନ୍ତି ଓ ସୁପାରୀ କିଲର ଟଙ୍କଧର ପାଣ୍ଡେକୁ ଗିରଫ କରିଛି ପୁଲିସ୍‌। ଗତ...

bus accident
ପୋଲ ଉପରୁ ଖସି ପଡିଲା ବସ୍ : ୩୦ ଯାତ୍ରୀ ଅାହତ, ୫ ଗୁରୁତର

ମାଲକାନଗିରି  : ପୋଲ ତଳକୁ ଖସିଲା ବସ୍‌। ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ନିକଟରେ ଥିବା ଏକ ବ୍ରିଜ୍‌ ଉପରୁ ବସ୍‌ଟି ତଳକୁ ଖସି ଯାଇଥିବା ଜଣାପଡିଛି। ବସ୍‌ ଦୁର୍ଘଟଣାରେ ୩୦ ଜଣ ଅାହତ ହୋଇଥିବାବେଳେ ୫ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଗୋବିନ୍ଦପାଲି, ମାଥିଲି, ଖଇରପୁଟ ମେଡିକାଲରେ ଭର୍ତ୍ତି...

sashti
ଅାଜି ମଣ୍ଡପରେ ଷଷ୍ଠୀ, ପୀଠରେ ସପ୍ତମୀ ପୂଜା

ଭୁବନେଶ୍ୱର : ଜଗତ ଜନନୀ ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ଅାଜି ମଣ୍ଡପ ଗୁଡିକରେ ମାଅାଙ୍କର ହେବ ଷଷ୍ଠୀ ପୂଜା। ଷଷ୍ଠୀ ପୂଜାରେ ବିଲ୍ୱବରଣ ସହ ଅନ୍ୟାନ୍ୟ ରୀତିନୀତି ରହିଛି। ବିଲ୍ୱବରଣ ପରେ ଦୁର୍ଗତିନାଶିନୀ ମାଆ ଦୁର୍ଗା ସୁସଜ୍ଜିତ ପୂଜା ମଣ୍ଡପରେ ବିଜେ କରିଥାନ୍ତି।...

wine
ମହାରାଷ୍ଟ୍ରରେ ଅନ୍‌ଲାଇନ୍‌ରେ ମିଳିବ ମଦ !

ମହାରାଷ୍ଟ୍ର : ମଦ୍ୟପାନ କରି ଗାଡ଼ି ଚାଳନାକୁ ରୋକିବା ପାଇଁ ନିଅାରା ଷ୍ଟ୍ରାଟେଜି। ଏଣିକି ମହାରାଷ୍ଟ୍ରରେ ହୋମ୍‌ ଡିଲିଭରି ହେବ ମଦ । ଲୋକେ ନିଜ ମନ ପସନ୍ଦର ମଦକୁ ଅନ୍ ଲାଇନ୍ ଅର୍ଡର କରିପାରିବେ । ମହାରାଷ୍ଟ୍ର ଅବକାରୀ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ହେଉଥିବା ସୂଚନା...

death in gajapti
ଗଜପତିରେ ବଢୁଛି ମୃତ୍ୟୁ ସଂଖ୍ୟା

ଗଜପତି : ବାତ୍ୟା ତିତ୍‌ଲି ପ୍ରଭାବରେ ଗଜପତି ଜିଲ୍ଲାରେ ବଢିଚାଲିଛି ମୃତ୍ୟୁ ସଂଖ୍ୟା। ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତରେ ପାହାଡ଼ ଧସି ୧୬ ଜଣଙ୍କ ମୃତ୍ୟୁ ପରେ ଅାଉ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ଅାଶଙ୍କା କରାଯାଉଛି। କଇଁପୁର ପଞ୍ଚାୟତରେ ପାହାଡ଼ ଧସି ୧୫ ଜଣ ନିଖୋଜ ଥିଲେ।...

subhash-up
ଫିଲ୍ମ ନିର୍ମାତା ସୁବାସ ଘାଇଙ୍କ ନାଁରେ ପୁଣି ଅସଦାଚରଣ ଅଭିଯୋଗ

ମୁମ୍ବାଇ : ‘ମି ଟୁ’ ଅଭିଯାନରେ ପ୍ରଖ୍ୟାତ ବଲିଉଡ୍ ଫିଲ୍ମ ନିର୍ମାତା ସୁବାଷ ଘାଇଙ୍କ ନାଁରେ ଅଭିଯୋଗ ଅାଣିଛନ୍ତି ଟିଭି ଅଭିନେତ୍ରୀ ତଥା ମଡେଲ କାଟେ ଶର୍ମା । ଏନେଇ ମୁମ୍ବାଇର ଭର୍ସୋବା ପୁଲିସ ଷ୍ଟେସନରେ ସେ ଅଭିଯୋଗ କରିଛନ୍ତି। ସୁବାସ ଘାଇ ତାଙ୍କୁ ଅସଦାଚରଣ କରିଥିବା ସେ...

puja
ଅାଜି ଦେବୀ ପୀଠରେ ଷଷ୍ଠୀ ପୂଜା, କାଲି ମଣ୍ଡପରେ ଷଷ୍ଠୀ

କଟକ : ଦଶହରା ପାଇଁ ଚଳଚଞ୍ଚଳ ଗାଁଠୁ ସହର । ଅାଜି ଦେବୀ ପୀଠ ଗୁଡ଼ିକରେ ଷଷ୍ଠୀ ପୂଜା କରାଯାଉଥିବା ବେଳେ ଅାସନ୍ତାକାଲି ମଣ୍ଡପରେ ମାଅାଙ୍କର ହେବ ଷଷ୍ଠୀ ପୂଜା। ବିଲ୍ୱବରଣ ସହ ଜଗତ ଜନନୀଙ୍କ ଅାବାହନ ପାଇଁ ସବୁଠି ଚାଲିଛି ପ୍ରସ୍ତୁତି। ପୂଜା ମଣ୍ଡପ ଓ ତୋରଣରେ...

ganita-up
ପ୍ରକୃତ ଗରିବ ପାଉନାହାନ୍ତି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡ

ଭୁବନେଶ୍ୱର : ନୂଅା ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଅଡୁଅାରେ ସରକାର। ଅାବେଦନକାରୀଙ୍କ ସଂଖ୍ୟା ୩୫ ଲକ୍ଷ ଟପିଯିବା ପରେ ବିଗିଡ଼ି ଯାଇଛି ସରକାରଙ୍କ ଗରିବ ଗଣିତ। ଏହାସତ୍ତ୍ୱେ ବି ଅନେକ ସ୍ଥାନରେ କାର୍ଡ ପାଇନାହାନ୍ତି ଯୋଗ୍ୟ ହିତାଧିକାରୀ । ନିଜସ୍ୱ ସ୍କିମ୍‌ରେ ସରକାର ନିୟମ...

rama-lila-up
ନିଆଁ ସହ ଖେଳ ହେଲା କାଳ

ମଧ୍ୟପ୍ରଦେଶ : କଥାରେ ଅଛି ନିଆଁ ଓ ପାଣି ସହ ଖେଳିବା ଅତ୍ୟନ୍ତ ବିପଜ୍ଜନକ। ଅାଉ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ। ରାଲଳୀଳା ଉତ୍ସବ ଚାଲିଥିବା ବେଳେ ଘଟିଛି ଏକ ଅଘଟଣ । ଷ୍ଟେଜ୍ ଉପରେ ଜଣେ କଳାକାର ନିଆଁରେ ଖେଳ...

jay-panda
ଟ୍ୱିଟ୍ କରି ସୁଷମା ସ୍ୱରାଜଙ୍କୁ ଧନ୍ୟବାଦ ଜଣାଇଲେ ବୈଜୟନ୍ତ

ଭୁବନେଶ୍ୱର : କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ଯୋଗୁଁ ଘରକୁ ଫେରିଲେ ଅାବୁଧାବିରେ ଫସିଥିବା ଓଡ଼ିଆ ଯୁବକ ସନ୍ତୋଷ କୁମାର ସ୍ୱାଇଁ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା କଳାଙ୍ଗ ପାଇକସାହିର ସନ୍ତୋଷ, ଜଣେ ସ୍ଥାନୀୟ ଏଜେଣ୍ଟଙ୍କ ଜରିଅାରେ ଅାବୁଧାବି ଯାଇ ଏକ ଘରୋଇ କମ୍ପାନୀରେ ୯ମାସ...

jharkhanda
ପାଣ୍ଡିଆନଙ୍କ ଦୁର୍ନୀତିର ଗୁମର ଖୋଲିଲେ ଲକ୍ଷ୍ମଣ ଟୁଡୁ

ବାରିପଦା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ବିରୋଧରେ ବିଷ ଓଗାଳିଛନ୍ତି ପୂର୍ବତନ ବିଜେଡି ସାଂସଦ ଲକ୍ଷ୍ମଣ ଟୁଡୁ। ଆଜି ସେ ସିଧାସଳଖ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରିଛନ୍ତି। ପାଣ୍ଡିଆନ୍‌ ଲୁହାପଥର ଚୋରା ଚାଲାଣରେ ସମ୍ପୃକ୍ତ ରହିଥିବା ସେ ଅଭିଯୋଗ କରିଛନ୍ତି। ଶ୍ରୀ ଟୁଡୁ କହିଛନ୍ତି-“ଭିକେ...

rain sonpur
ସୁବର୍ଣ୍ଣପୁର ଜିଲ୍ଲାରେ ସୁନା ସାଜିଲା ବରଷା

ସୁବର୍ଣ୍ଣପୁର  : ବାତ୍ୟା ତିତ୍‌ଲି ଜନିତ ଲଗାଣ ବର୍ଷାରେ ଅନେକ ସ୍ଥାନରେ କ୍ଷତି ହୋଇଛି, ହେଲେ ଅନେକ ସ୍ଥାନରେ ବର୍ଷାକୁ ଚାଷୀଙ୍କ ଲାଗି ସୁନା ବର୍ଷା ସହ ତୁଳନା କରାଯାଇଛି। ବିଶେଷ କରି ସୁବର୍ଣ୍ଣପୁର ଜିଲ୍ଲାରେ ତିତ୍‌ଲି ପ୍ରଭାବରେ ହୋଇଥିବା ବର୍ଷା ଚାଷୀଙ୍କ ଲାଗି ଅାଣିଛି ଅାଶ୍ୱସ୍ତି। ପୂର୍ବରୁ...

balasore flood
ବିପଦ ସଙ୍କେତ ତଳକୁ ଖସିଲା ବୁଢ଼ାବଳଙ୍ଗ ନଦୀ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ନଦୀଗୁଡ଼ିକର ଜଳସ୍ତର କମିଛି, ତଥାପି ବନ୍ୟା ସ୍ଥିତି ଉଦବେଗଜନକ ରହିଛି। ବୁଢ଼ାବଳଙ୍ଗ ନଦୀରେ ବିପଦ ସଙ୍କେତ ତଳକୁ ଖସିଛି। ବାରୁଣୀଘାଟରେ ବିପଦ ସଙ୍କେତ ୮.୧୩ ମିଟର ଥିବା ବେଳେ ଜଳସ୍ତର ୭.୮ ମିଟର ରହିଛି। ଜଳକାର ଜଳସ୍ତର ମଧ୍ୟ ଖସିଛି, ତଥାପି...

cooking
ରୋଷେୟା ବିଷ୍ଣୁ ମନୋହରଙ୍କ ନିଅାରା ରେକର୍ଡ ନିଶା

ନାଗପୁର : ବିଶ୍ୱରେକର୍ଡ ପାଇଁ ୩ ହଜାର କିଲୋଗ୍ରାମ ଖେଚୁଡ଼ି। ଅାଉ ତାହା ବି ପୁଣି ଗୋଟିଏ ବିରାଟକାୟ କଡେଇ ମଧ୍ୟରେ। ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇବା ପାଇଁ ନାଗପୁରର ସେଫ୍ ବିଷ୍ଣୁ ମନୋହର ଏଭଳି ପ୍ରୟାସ  କରିଛନ୍ତି। ପୂର୍ବରୁ ଲଗାତର ୫୩ ଘଣ୍ଟା...

gajapti
ଉଦ୍ଧାର ହେଲା ଅାଉ ଦୁଇ ଜଣଙ୍କ ମୃତ ଦେହ

ଗଜପତି  : ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତ ବାରଘରରେ ପାହାଡ଼ ଧସିବା ଘଟଣାରେ ଅାଜି ମିଳିଲା ଅାଉ ଦୁଇ ଜଣଙ୍କ ମୃତଦେହ । ଏବେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି । ଏ ସମସ୍ତଙ୍କ ମୃତ ଶରୀରର ପୋଷ୍ଟମଟର୍ମ ପରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଉଦ୍ଧାରସ୍ଥଳରେ ହିଁ...

bridge
ବଣାଇରେ ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍ ; ୨୦ ଅାହତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବଣାଇରେ ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍। କେବଳାଙ୍ଗ ଥାନା ଜାମୁଡେହି କାଞ୍ଜିପାଣି ନିକଟରେ ଘଟିଛି ଏ ଅଘଟଣ। ବ୍ରିଜ୍‌ ଭୁଶୁଡି ୨୦ ଜଣ ଅାହତ ହୋଇଥିବା ଜଣାପଡିଛି। ଅାହତଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି। ବ୍ରିଜ୍...

death
ବ୍ୟକ୍ତିଗତ ସୁରକ୍ଷାକର୍ମୀ ପାଲଟିଲେ ବେଇମାନ

ଗୁରୁଗ୍ରାମ : ଅଙ୍ଗ ରକ୍ଷକ ସାଜିଲେ ଶତ୍ରୁ। ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଚଲାଇଲା ଗୁଳି। ଏପରି କିଛି ଘଟଣା ଏବେ ଚାଞ୍ଚଳ୍ୟ ଖେଳାଇ ଦେଇଛି ଗୁରୁଗ୍ରାମରେ। ହରିୟାଣା ଗୁରୁଗ୍ରାମର ସେକ୍ଟର ୪୯ ଅଞ୍ଚଳରେ ଅତିରିକ୍ତ ସେସନ୍ ଜଜ୍‌ଙ୍କ ପରିବାରକୁ ଗୁଳିମାଡ଼ ହୋଇଛି। ଜଜ୍‌ଙ୍କ ସ୍ତ୍ରୀ ଏବଂ ପୁଅଙ୍କୁ...