• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

2
ବିପର୍ଯ୍ୟୟ ପରେ ଦୁର୍ଦ୍ଦଶାର କରୁଣ ଚିତ୍ର

ଗଞ୍ଜାମ  : ବିପର୍ଯ୍ୟୟ ପରେ ଦୁର୍ଦ୍ଦଶାର ଚିତ୍ର ଅତି କରୁଣ। ବାତ୍ୟା ତିତ୍‌ଲି ଯେତିକି ଅାତଙ୍କ ଖେଳାଇଥିଲା ,ତା ପରର ବର୍ଷା ଓ ବନ୍ୟା ତା’ଠୁ ଅଧିକ ଉଗ୍ର ରୂପ ଦେଖାଇଲା । ଗଞ୍ଜାମ ଜିଲ୍ଲାରେ ଲୋକଙ୍କ ଜୀବନ ଓ ଜୀବିକାକୁ ଯେମିତି ଭସାଇ ନେଇଛି ରୂଷିକୂଲ୍ୟାର ଜଳ...

1
ଜଣାପଡିଲା ଗଜପତି ଜିଲ୍ଲାରେ ୧୬ ଜଣଙ୍କ ମୃତ୍ୟୁର ରହସ୍ୟ

ଗଜପତି : ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତରେ ପାହାଡ ଧସି ୧୨ ନୁହେଁ, ୧୬ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ଭିତରେ ଅଛନ୍ତି ୫ ଶିଶୁ । ତିତ୍‌ଲି ପ୍ରଭାବରେ ପ୍ରଳୟଙ୍କରୀ ବର୍ଷା ପବନରୁ ରକ୍ଷା ପାଇବାକୁ ପାହାଡ଼ ଖୋଲରେ ଅାଶ୍ରୟ ନେଇଥିବା ବେଳେ ଏମାନେ ପ୍ରାଣ ହରାଇଥିବା...

dasuherra
ପାଖେଇ ଅାସୁଛି ଶାରଦୀୟ ଦୁର୍ଗା ପୂଜା

ଭୁବନେଶ୍ୱର : ପାଖେଇ ଅାସୁଛି ଶାରଦୀୟ ଦୁର୍ଗା ପୂଜା। ଷଷ୍ଠୀରୁ ପୂଜା ଅାରମ୍ଭ ହେବାକୁ ଥିବାବେଳେ, ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। କଟକରେ ମାଅା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ସାଜସଜା କାମ ଜୋରସୋରରେ ଚାଲିଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ପ୍ରାୟ ୧୭୦ରୁ...

std
ଛାତ୍ରଙ୍କୁ ପ୍ରିନ୍ସପାଲ୍‌ଙ୍କ ନିର୍ଯାତନା

ଢେଙ୍କାନାଳ : ଛାତ୍ରଙ୍କୁ ପ୍ରିନ୍ସପାଲ୍‌ଙ୍କ ନିର୍ଯାତନା। ମାଡ ପରେ ଚିକିତ୍ସା କରାଯାଇନଥିବା ଅଭିଯୋଗ। ଏଭଳି ଅଭିଯୋଗ ଅାସିଛି ଢେଙ୍କାନାଳରେ ଥିବା ଏକ ଘରୋଇ କଲେଜ ବିରୋଧରେ। ଅଭିଯୋଗ ଅନୁସାରେ ଦୁଇଦିନ ତଳେ କିଛି ଛାତ୍ର ପରୀକ୍ଷା ସାରି କ୍ଲାସ୍‌ ରୁମରେ ବସିଥିଲେ। ଏହି ସମୟରେ କଲେଜର ପ୍ରିନ୍ସପାଲ୍ ହଠାତ...

bank-fireup
ବ୍ୟାଙ୍କର ବିଲ୍‌ଡିଂରେ ନିଅାଁ

ପାରାଦୀପ : ବ୍ୟାଙ୍କ୍‌ରେ ଲାଗିଲା ନିଆଁ। ପାରାଦୀପଗଡ଼ ସ୍ଥିତ ପଞ୍ଜାବ ଅାଣ୍ଡ ସିନ୍ଧ ବ୍ୟାଙ୍କ୍‌ରେ ନିଆଁ ଲାଗିଥିବା ଜଣାପଡିଛି। ତେବେ ଏହି ଅଗ୍ନିକାଣ୍ଡରେ କୌଣସି କର୍ମଚାରୀଙ୍କୁ କୌଣସି କ୍ଷତି ପହଞ୍ଚିନାହିଁ। ଅଗ୍ନିକାଣ୍ଡର ଖବର ପାଇ କୁଜଙ୍ଗ ଏବଂ ପାରାଦୀପରୁ ଦୁଇଟି ଦମକଳ ଗାଡି ଅାସି ନିଆଁକୁ ଅାୟତ୍ତ କରିବାକୁ...

guwahati
ଗୌହାଟି ସହରରେ ବିସ୍ଫୋରଣ,୪ ଅାହତ

ଅାସାମ : ଅାସାମର ଗୌହାଟି ସହରରେ ବିସ୍ଫୋରଣ। ଶୁକ୍ଲେଶ୍ୱର ଘାଟ ନିକଟରେ ହୋଇଛି ଏହି ବିସ୍ଫୋରଣ । ଫଳରେ ୪ ଜଣ ଅାହତ ହୋଇଛନ୍ତି । ସେଥିମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ସମସ୍ତଙ୍କୁ ନିକଟସ୍ଥ ମେଡିକାଲ୍‌ରେ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ବମ୍ ସ୍କ୍ୱାଡ ପହଞ୍ଚି...

rahul-up
ହାଲ୍‌ର ପୂର୍ବତନ କର୍ମଚାରୀଙ୍କ ସହ ରାହୁଲଙ୍କ ଅାଲୋଚନା

ବେଙ୍ଗାଲୁରୁ  : ବେଙ୍ଗାଲୁରୁ ଗସ୍ତରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ଅାଜି ବେଙ୍ଗାଲୁରୁରେ ପହଞ୍ଚି ରାହୁଲ ହିନ୍ଦୁସ୍ତାନ ଏରୋନଟିକ୍ ଲିମିଟେ୍ଡ-HALର ପୂର୍ବତନ କର୍ମଚାରୀଙ୍କୁ ଭେଟିଛନ୍ତି । ହାଲ୍ କର୍ମଚାରୀଙ୍କ ସହ ଅାଲୋଚନା କରିଛନ୍ତି କଂଗ୍ରେସ ସଭାପତି ।   ଏହି ଅବସରେ ଭାରତୀୟ ବାୟୁ ସେନାରେ ହାଲ୍‌ର...

villager cross river
ଟ୍ୟୁବ୍‌ର ସାହାରାରେ ନଈ ପାର ହେଉଛନ୍ତି ଲୋକେ

କୋରାପୁଟ୍ : ବିପଦ ସଂକୁଳ ଅବସ୍ଥାରେ ଟ୍ୟୁବ୍‌ର ସାହାରା ନେଇ ନଈ ପାର ହେଉଛନ୍ତି କୋରାପୁଟ୍ ପୌରପରିଷଦ ଅଞ୍ଚଳ ତେନ୍ତୁଳିଗୁଡ଼ା ଗାଁ ଲୋକେ। ଗୋଟିଏ ଗାଁରୁ ଅନ୍ୟ ଏକ ଗାଁକୁ ନୁହେଁ ବରଂ ନଈ ଅାରପାରିରେ ଥିବା ୫ଶହ ଏକ ଜମିରେ ଚାଷ କରିବା ଲାଗି ନେଉଛନ୍ତି ଟ୍ୟୁବ୍‌ର...

baitarani
ବିପଦ ସଙ୍କେତ ଉପରେ ବୈତରଣୀ ନଦୀ

ଭଦ୍ରକ  : ଲଗାଣ ବର୍ଷା ନେଇ ଭଦ୍ରକ ଜିଲ୍ଲା ଅାଖୁଅାପଦାଠାରେ ବିପଦସଙ୍କେତ ଉପରେ ରହିଛି ବୈତରଣୀ ନଦୀ। ଏଠାରେ ବିପଦ ସଙ୍କେତ ୧୭ ଦଶମିକ ୮୩ ମିଟର ଅତିକ୍ରମ କରିଛି ବନ୍ୟାଜଳ। ତେବେ ୩ ଘଣ୍ଟା ଧରି ଜଳପତ୍ତନ ସ୍ଥିର ଥିବାରୁ ବୈତରଣୀରେ ବନ୍ୟାଜଳ ହ୍ରାସ ପାଇବା ସମ୍ଭାବନା...

cow death
ପାହାଡ ଧସି ୨୦ଟି ଗୋରୁଗାଈ ପୋତି ହୋଇ ମୃତ

କନ୍ଧମାଳ : ତିତଲି ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଅନେକ କ୍ଷୟକ୍ଷତି ଘଟିଛି। ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଦାରିଙ୍ଗବାଡି ବ୍ଲକର ଦନେକବାଡି ପଞ୍ଚାୟତର ସାତାରି ନିକଟରେ ପାହାଡ ଧସି ୨୦ଟି ଗୋରୁଗାଈ ପୋତି ମୃତ୍ୟୁ ଘଟିଛି। ବ୍ଲକ୍‌ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ବି ଲଗାଣ...

sn patra
ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ଘଟଣା : ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ତାତ୍ସଲ୍ୟକୁ ନେଇ ଚର୍ଚ୍ଚା

ଗଜପତି  : ଗଜପତି ଜିଲ୍ଲା ରାୟଗଡ଼ରେ ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ଘଟଣା ଉପରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ତାତ୍ସଲ୍ୟକୁ ନେଇ ଚର୍ଚ୍ଚା ଖବରକୁ ବାଏଁ ବାଏଁ ଉଡ଼ାଇ ଦେଲେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର । ମୁଁ ଜାଣିନି, OTV ପାଖରେ ଖବର ଥିବ ବୋଲି...

6
ତର୍ଜମାର ଅାଇନାରେ ନବୀନଙ୍କ ବ୍ୟକ୍ତିତ୍ୱ

ଭୁବନେଶ୍ୱର : ବଦଳି ଗଲେଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟ ଅତୀତରେ ଘଟିଥିବା କିଛି ଘଟଣାର ଉଦାହରଣ ରଖି ଏହା କହିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ନିଜେ ନିଷ୍ପତ୍ତି ନନେଇ ଗୁରୁତ୍ୱପୂର୍ଣ୍ଣ ବିଷୟର ଦାୟିତ୍ୱ ଅନ୍ୟ ନେତା ଓ ଅଫିସରଙ୍କ ଉପରେ ଛାଡିବା, ଦୁର୍ନୀତି ଓ...

cyclone-pkg-up
ତାଣ୍ଡବ ରଚିଲା ‘ତିତ୍‌ଲି’ : ଗଜପତି ଓ ଗଞ୍ଜାମରେ ବ୍ୟାପକ କ୍ଷୟକ୍ଷତି

ଭୁବନେଶ୍ୱର : ବାତ୍ୟା ‘ତିତ୍‌ଲି’ ସବୁଠୁ ଅଧିକ କ୍ଷତି କରିଛି ଗଜପତି ଜିଲ୍ଲାରେ। ଅାନ୍ଧ୍ରର ପଲାସା ନିକଟରେ ଲ୍ୟାଣ୍ଡଫଲ୍ କରିବା ପରେ ତା ପ୍ରଭାବରେ ଭୋର୍‌ରୁ ଏଠି ଅାରମ୍ଭ ହୋଇଥିଲା ଅଣଚାଷ ପବନ ସାଙ୍ଗକୁ ପ୍ରବଳ ବର୍ଷା। ରାସ୍ତା ଉପରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ ଓ...

amitabh-2-up
୭୬ ବର୍ଷରେ ବିଗ୍ ବି

୫ ଦଶନ୍ଧି ଧରି ବଲିଉଡକୁ ସେ ଦେଇଚାଲିଛନ୍ତି ଗୋଟିଏ ପରେ ଗୋଟିଏ ସଫଳ ଫିଲ୍ମ। ଯାହା ତାଙ୍କୁ ପହଞ୍ଚାଇଛି ସଫଳତାର ଶୀର୍ଷରେ। ଯେଉଁ ସିନେମାରେ ସେ ଥାଆନ୍ତି, ତାଙ୍କର ଥାଏ ଦମ୍‌ଦାର ଭୂମିକା । ସେ ହେଉଛନ୍ତି ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ। ୭୬ ବର୍ଷରେ ପାଦ...

rafel-up
ଫ୍ରାନ୍‌ସରେ ରାଫେଲ ଝଡ଼

ନୂଆଦିଲ୍ଲୀ : ଥମିବାର ନାଁ ନେଉନି ରାଫେଲ ଝଡ଼। ଫ୍ରାନ୍‌ସ ଗଣମାଧ୍ୟମରେ ଏକ ଅନୁସଂଧାନମୂଳକ ରିପୋର୍ଟ ପ୍ରକାଶ ପାଇବା ପରେ ପୁଣି ଜୋର ଧରିଛି ବିବାଦ। ରିଲାନ୍ସ ଡିଫେନ୍ସକୁ ପାର୍ଟନର କରିବା ଲାଗି ଜେଟ୍ ନିର୍ମାତା ଦାସୋକୁ ବାଧ୍ୟ କରାଯାଇଥିଲା ବୋଲି ଦାବି କରିଛି ଅନୁସନ୍ଧାନ ମୂଳକ ପତ୍ରିକା...

jammu-up
ଅାତଙ୍କବାଦୀ ସଂଗଠନ ହିଜବୁଲର ୨ ସଦସ୍ୟ ନିହତ

ଜମ୍ମୁ କାଶ୍ମୀର  : କାଶ୍ମୀର ଉପତ୍ୟକାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ହାନ୍ଦଓ୍ୱାରାରେ ୨ ଅାତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ସେନାବାହିନୀ। ମୃତକଙ୍କ ମଧ୍ୟରେ ଅାତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ମନ୍ନାନ ୱାନୀ ରହିଛି।  ମନ୍ନାନ ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର। ଚଳିତ ବର୍ଷ ସେ କ୍ୟାମ୍ପସରୁ ନିଖୋଜ ହୋଇଯାଇଥିଲା।...

titili
‘ତିତ୍‌ଲି’ ବହିବା ଦିନ ଶିଶୁ କନ୍ୟାର ଜନ୍ମ

ନୟାଗଡ଼ା  : ବାତ୍ୟା ‘ତିତ୍‌ଲି’ର କରାଳ ରୂପ ଦେଖିଛନ୍ତି ଲୋକେ। କେଉଁଠି ଲୋକଙ୍କ ଘର ଦ୍ୱାର ଭାଙ୍ଗି ଯାଇଥିବା ବେଳେ ପବନ ଉଡ଼ାଇ ନେଇଛି ସବୁକିଛି । ହେଲେ ନୟାଗଡ଼ା ସହରର ଦେବୀ ପ୍ରସାଦଙ୍କ ଘରେ ଖେଳି ଯାଇଛି ଖୁସିର ଲହରି । ଅାଜି ସକାଳୁ ଦେବୀ ପ୍ରସାଦଙ୍କ...

chilika
‘ତିତ୍‌ଲି’ ପ୍ରଭାବରେ ଚିଲିକାରେ ଖୋଲିଲା ମୁହାଣ

ଚିଲିକା : ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ଚିଲିକାରେ ନୂଅା ମୁହାଣ ସୃଷ୍ଟି ହୋଇଛି। ଅରଖକୁଦ ନିକଟରେ ପ୍ରାକୃତିକ ମୁହାଣ ହୋଇଛି। ଏଥିଯୋଗୁଁ ୧୫ରୁ ଅଧିକ ଗାଁ ପ୍ରତି ବିପଦ ଅାଶଙ୍କା ଦେଖାଦେଇଛି। କିଛି ଗାଁକୁ ଚିଲିକା ପାଣି ପଶିଯାଇଥିବା ଦେଖିବାକୁ ମିଳିଛି।