• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

title
ବଢୁଛି ବାତ୍ୟା ଭୟ

ଭୁବନେଶ୍ୱର : ଓଡ଼ିଶାବାସୀଙ୍କୁ ଘାରିଛି ବାତ୍ୟା ଭୟ। ସାଇକ୍ଳୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ତିତ୍‌ଲି ଅାଜି ସିଭିୟର ସାଇକ୍ଳୋନିକ୍ ଷ୍ଟର୍ମର ରୂପ ନେବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ IMDର ସୂଚନା ଅନୁଯାୟୀ, ତିତ୍‌ଲି ଗୋପାଳପୁର ଠାରୁ ଏବେ ୪୧୦ କିଲୋମିଟର ଦୂରରେ ରହିଛି। ଅାସନ୍ତାକାଲି ସକାଳେ...

nana
ମୁହଁ ଖୋଲିଲେ ନାନା ପାଟେକର

ମୁମ୍ବାଇ : ୧୦ ବର୍ଷ ତଳର ଅସଦାଚରଣ ନେଇ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ଅଭିଯୋଗ ପରେ ଅାଜି ମୁହଁ ଖୋଲିଛନ୍ତି ଭେଟେରାନ ଅଭିନେତା ନାନା ପାଟେକର। ଗଣମାଧ୍ୟମକୁ ସେ କେବଳ ଗୋଟିଏ ଧାଡିରେ ଉତ୍ତର ଦେଇଛନ୍ତି । ସେ କହିଛନ୍ତି ୧୦ ବର୍ଷ ତଳେ ଯାହା ସତ୍ୟ...

nishanta
ଗିରଫ ହେଲେ ଡିଅାରଡିଓ ବୈଜ୍ଞାନିକ ନିଶାନ୍ତ ଅଗ୍ରୱାଲ

ନୂଆଦିଲ୍ଲୀ  : ବ୍ରହ୍ମୋସ୍ ମିସାଇଲ୍‌ର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ଅଭିଯୋଗରେ ଡିଅାରଡିଓ ବୈଜ୍ଞାନିକ ଗିରଫ। ନାଗପୁର ସ୍ଥିତ ବ୍ରହ୍ମୋସ ଏରୋସ୍ପେସ୍ ୟୁନିଟ୍‌ରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ନିଶାନ୍ତ ଅଗ୍ରଓ୍ୱାଲଙ୍କୁ ଗିରଫ କରାଯାଇଛି। ସୋସିଅାଲ ମିଡିଅାରେ ପାକିସ୍ତାନର ସନ୍ଦିଗ୍ଧ ଅାଇଡି ସହ ଗୁପ୍ତ ତଥ୍ୟ ଅାଦାନପ୍ରଦାନ ହୋଇଥିବା ନେଇ ତାଙ୍କ...

debendra
ଯୌନ କେଳେଙ୍କାରୀ : ଗିରଫ ହେଲେ ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର

ଭୁବନେଶ୍ୱର : ଯୌନ କେଳେଙ୍କାରୀରେ ଫସି ଫେରାର ଥିବା ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର ଗିରଫ। କିଛି ଦିନ ତଳେ ଫୁଲବାଣୀର ଜଣେ ଯୁବତୀ, ଦେବେନ୍ଦ୍ର କହଁରଙ୍କ ନାଁରେ ଅସଦାଚରଣ ଅଭିଯୋଗ ଅାଣିଥିଲେ। କହଁର ବିବାହିତ ହୋଇ ମଧ୍ୟ ଏକାଧିକ ଯୁବତୀଙ୍କ ସହ ସଂପର୍କ ରଖି...

4
ନିର୍ବାଚନ ପୂର୍ବରୁ ୩ ଦଳର ଅାୟୁଧ ପଦଯାତ୍ରା

ଭୁବନେଶ୍ୱର : ବିଜେଡିର ପଦଯାତ୍ରା ଓ କଂଗ୍ରେସର ଜାଗରଣ ଯାତ୍ରକୁ ଟକ୍କର ଦେବ ବିଜେପିର ଜନଜାଗରଣ ଯାତ୍ରା ଓ ପରିବର୍ତ୍ତନ ଯାତ୍ରା। ରାଜ୍ୟ କାର୍ଯ୍ୟକାରିଣୀରେ ହୋଇଥିବା ଏ ନିଷ୍ପତ୍ତି ସଂପର୍କରେ ଅାଜି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ଏ ଯାତ୍ରା ପୂର୍ବରୁ ଅକ୍ଟୋବର ୨୭ରୁ...

2
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଅାଉ ଏକ ବାତ୍ୟା

ଭୁବନେଶ୍ୱର : ପୁଣି ସେହି ଅକ୍ଟୋବର । ପୁଣି ବାତ୍ୟା ଅାଶଙ୍କା। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଅାଉ ଏକ ବାତ୍ୟା । ମାଡ଼ ହୋଇପାରେ ଓଡ଼ିଶା ଉପକୂଳରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ଡିପ୍ରେସନ୍ ବା ଅବପାତର ରୂପ ନେଇସାରିଛି। ଅାସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା...

interpoll
ଇଣ୍ଟରପୋଲ ମୁଖ୍ୟଙ୍କ ଇସ୍ତଫା

ଚୀନ : ନିଖୋଜ ଥିବା ଇଣ୍ଟରପୋଲ ମୁଖ୍ୟ ମେଙ୍ଗ ହୋଙ୍ଗେୱ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ଇଣ୍ଟରପୋଲ ପକ୍ଷରୁ ସୂଚନା ଦିଅାଯାଇଛି। ତାଙ୍କ ସ୍ଥାନରେ ବରିଷ୍ଠ ଉପସଭାପତି ଥିବା କିମ୍ ଯୋଙ୍ଗ ୟାଙ୍ଗ୍ କାର୍ଯ୍ୟକାରୀ ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଗତ ସେପ୍ଟେମ୍ବର ୨୫ରୁ ଇଣ୍ଟରପୋଲର ମୁଖ୍ୟ...

gajapati
ପୁରୀ ବନ୍ଦ ଓ ହିଂସାକାଣ୍ଡ ଘଟଣାକୁ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଲେ ଗଜପତି

ପୁରୀ : ଧାଡ଼ି ଦର୍ଶନ ଯୋଗୁଁ ପୁରୀ ବନ୍ଦ ଓ ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । OTVକୁ ଦେଇଥିବା ପ୍ରତିକ୍ରିୟାରେ ଗଜପତି ମହାରାଜା, ସେ ଦିନର ଘଟଣାକୁ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସରକାର ଉପଯୁକ୍ତ ତଦନ୍ତ କରି...

baijayanta-up 8
ଦୁବାଇରେ ପ୍ରାଣ ହରାଇଥିବା ଦେବାଶିଷ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ଦୁବାଇରେ ପ୍ରାଣ ହରାଇଥିବା କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳର ଯୁବକ ଦେବାଶିଷ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଅାଜି ଦୁବାଇରୁ ଦେବାଶିଷଙ୍କ ମୃତଦେହ ଅାସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା। ଦେବାଶିଷଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତାଙ୍କ ମାତାପିତା ପୂର୍ବରୁ ବୈଜୟନ୍ତଙ୍କୁ...

srimandir
ଫଟୋ ଭାଇରାଲ ପାଇଁ ସସ୍‌ପେଣ୍ଡ ହେଲେ ସବ୍ ଇନ୍ସପେକ୍ଟର

ପୁରୀ : ପୁରୀ ଶ୍ରୀମନ୍ଦିର ପରିସର ଫଟୋ ଭାଇରାଲ ଘଟଣାରେ ପୁଲିସ ଅଫିସର ସସ୍‌ପେଣ୍ଡ। ସଂପୃକ୍ତ ପୁଲିସ ସବ୍ ଇନ୍ସପେକ୍ଟର ଦିଲୀପ ପଣ୍ଡାଙ୍କୁ ସସ୍‌ପେଣ୍ଡ କଲେ ପୁରୀ ଏସ୍‌ପି । ଅାଜି ସକାଳେ ପୁରୀ ସମୁଦ୍ରକୂଳ ଥାନାର ସବ୍ଇନ୍ସପେକ୍ଟର ଦିଲୀପ ପଣ୍ଡା ତାଙ୍କ ଫେସ୍‌ବୁକ୍ ଅାକାଉଣ୍ଟରେ ଏହି ଫଟୋ...

paradip-up 78
ସରପଞ୍ଚଙ୍କ ସ୍ୱାମୀଙ୍କ ଦାଦାଗିରି

ପାରାଦୀପ  : ପାରାଦୀପ କୁଜଙ୍ଗ ବ୍ଲକ୍ ଖୋସାଲପୁରରେ ସରପଞ୍ଚଙ୍କ ସ୍ୱାମୀଙ୍କ ଦାଦାଗିରି । ଗତ ସେପ୍ଟେମ୍ବର ୩୦ ତାରିଖରେ କୁଜଙ୍ଗରେ ଅାୟୋଜିତ ହୋଇଥିବା ବିଜେଡି ମହିଳା ସମାବେଶରେ ଯାଇନଥିବା ଖୋସାଲପୁର ବାରିକ ସାହିର ଲୋକଙ୍କୁ ହଂସୁରା ପଂଚାୟତର ସରପଞ୍ଚ ସ୍ମୃତିରେଖା ସ୍ୱାଇଁଙ୍କ ସ୍ୱାମୀ ଓ ସମର୍ଥକ ମାଡ ମାରିଥିବା...

puri up
ମହେଶ୍ୱରଙ୍କୁ କେ.ଭି ଓ ଦାମଙ୍କ ଟାର୍ଗେଟ

ପୁରୀ : ପୁରୀ ହିଂସା ପଛରେ ରହିଛି ରାଜସ୍ୱ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତିଙ୍କ ହାତ । ଏଭଳି ଅଭିଯୋଗ ଅାଣିଛନ୍ତି ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଦେଓ। କେ.ଭି କହିଛନ୍ତି, ରାଜସ୍ୱମନ୍ତ୍ରୀ ପୁରୀବାସୀଙ୍କ ଅନୁକମ୍ପା ହାସଲ କରିବାକୁ ନିଜ ଲୋକଙ୍କ ଦ୍ୱାରା ଏଭଳି...

monkey
'ବସ୍‌ର ଷ୍ଟିୟରିଂକୁ ମାଙ୍କଡ ଧରିବା ଘଟଣା ପରି ଓଡ଼ିଶାର ଏକ ରାଜନୈତିକ ଦଳର ଅବସ୍ଥା'

ଭୁବନେଶ୍ୱର : କର୍ଣ୍ଣାଟକରେ ଯାତ୍ରୀ ବସିଥିବା ବସ୍‌ର ଷ୍ଟିୟରିଂକୁ ମାଙ୍କଡ ଧରିବା ଭିଡିଓ ଭାଇରାଲ ହେବା ପରେ ଓଡ଼ିଶାରେ ତାର ସାଇଡ୍ ଇଫେକ୍ଟ । ଓଡ଼ିଶାର ଏକ ରାଜନୈତିକ ଦଳର ଅବସ୍ଥା ଠିକ୍ ସେଇ ବସ୍ ଭଳି ବୋଲି ଟୁଇଟ୍ କରିଥିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ।...

college-up
କଲେଜ୍ ଭୋଟ୍‌କୁ ଅାଉ ତିନି ଦିନ

ଭୁବନେଶ୍ୱର: ଛୁଟିରେ ବି ପ୍ରାର୍ଥୀଙ୍କ ପ୍ରଚାର। ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ଅାଶାୟୀ ପ୍ରାର୍ଥୀ । ପୁସିଂ କାର୍ଡ ସାଙ୍ଗକୁ ଚକ୍‌ଲେଟ୍ ଗିଫ୍ଟ ଦେଇ ପ୍ରଚାର କରୁଛନ୍ତି । ମହାଳୟା ଲାଗି ଅାସନ୍ତା କାଲି ବି ଛୁଟି।  ସେଥିପାଇଁ ଛାତ୍ରଛାତ୍ରୀଙ୍କୁ ଏକାଠି କରି କଲେଜ ବାହାର...

arrest-up
ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣା ; ଅାଉ ୧୫ ଜଣ ଗିରଫ

ପୁରୀ : ପୁରୀ ବନ୍ଦ ବେଳେ ଘଟିଥିବା ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣାରେ ଅାଉ ୧୫ ଜଣ ଗିରଫ । ରବିବାର ୧୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣାରେ ଗିରଫ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ପ୍ରଥମେ...

bjd-up
ବରିଷ୍ଠ ନେତା ଦଳରୁ ଯିବା ପରେ ୧୯ରେ ଘାଟା ଖାଇବ କି ବିଜେଡ଼ି?

ଭୁବନେଶ୍ୱର : ବିଜେଡି ଛାଡିଲେ ଅାଉ ଜଣେ ପୁରୁଖା ନେତା। ମୟୁରଭଂଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଦଳୀୟ ପରିଚାଳନାରେ ଅସନ୍ତୋଷ ପ୍ରକାଶ କରି ବିଜେଡି ଛାଡିଛନ୍ତି । ବିଜେଡି ଛାଡ଼ିବା ପରେ ଲକ୍ଷ୍ମଣ ଟୁଡୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଯୋଗ ଦେଇଛନ୍ତି । ଝାଡ଼ଖଣ୍ଡର ରାଞ୍ଚିଠାରେ ଅାଜି...

rain-up
୨୪ ଘଣ୍ଟାରେ ଲଘୁଚାପ ଡିପ୍ରେସନର ରୂପ ନେବା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ ପୁର୍ବ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ। ୨୪ ଘଣ୍ଟାରେ ଲଘୁଚାପ ଡିପ୍ରେସନର ରୂପ ନେବାର ସମ୍ଭାବନା ରହିଛି । ତେଣୁ ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି । ମୌସୁମୀ ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଦକ୍ଷିଣ-ପୂର୍ବ...

airforceday
ଆସନ୍ତାକାଲି ବାୟୁସେନାର ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ : ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା। ଲଢୁଅା ଫାଇଟର ଜେଟ୍ ସହ ବିଭିନ୍ନ ଅତ୍ୟାଧୁନିକ ବିମାନ ଦ୍ୱାରା ସମରାଭ୍ୟାସ କରିବ ଭାରତୀୟ ବାୟୁସେନା। ବିଶେଷ କରି ମିଗ୍ ୨୯ ଫାଇଟର ଜେଟ୍ ଦ୍ୱାରା କୌଶଳ ପ୍ରଦର୍ଶିତ ହେବ। ରୁଷ୍‌ ଠାରୁ କିଣାଯାଇଥିବା ଏହି ଯୁଦ୍ଧ ବିମାନର...

satyapala
ହିଂସା ପାଇଁ ଦାୟୀ କିଏ?

ଶ୍ରୀନଗର : କାଶ୍ମୀରରେ ଦେଖାଦେଇଥିବା ପରିସ୍ଥିତି ପାଇଁ ବିଜେପି ଓ ପିଡିପି ବ୍ୟତୀତ ଅନ୍ୟ ରାଜନୈତିକ ଦଳ ଦାୟୀ ବୋଲି ରାଜ୍ୟପାଳ ସତ୍ୟପାଳ ମଲ୍ଲିକ କହିଛନ୍ତି। କଂଗ୍ରେସ, ନେସନାଲ କନଫରେନସ, ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଓ ପାକିସ୍ତାନ ପକ୍ଷରୁ ହିଂସାକୁ ପ୍ରଶୟ ଦିଅାଯାଉଛି। ରାଜନେତା ମାନେ ଦିଲ୍ଲୀରେ ଗୋଟିଏ କଥା...