• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

aska
ଘର ଉପରେ ଥିବା ଗୋଟିଏ ପରିବାରର ୬ ନିଖୋଜ

ଗଞ୍ଜାମ  : ବାତ୍ୟା ‘ତିତ୍‌ଲି’ ପରେ ଅଘଟଣ । ଘର ସହ ନଈରେ ଭାସିଗଲେ ୬ ଜଣ । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ ଗାଜଲବାଡ଼ି ପଞ୍ଚାୟତର ଭୂତପଙ୍କାଳ ଗାଁରେ ଘଟିଛି ଅଘଟଣ । ଗାଜଲବାଡ଼ି ପଞ୍ଚାୟତ ଭୂତପଙ୍କାଳ ଗାଁର ଗୋଟିଏ ପରିବାରର ୬ ଜଣ ବନ୍ୟା ଜଳରେ...

athagarh-up
ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ଅାଠଗଡ ବ୍ଲକରେ କ୍ଷୟକ୍ଷତି

କଟକ : ବାତ୍ୟା ‘ତିତ୍‌ଲି’ ପ୍ରଭାବରେ କଟକ ଜିଲ୍ଲା ଅାଠଗଡ ବ୍ଲକରେ କ୍ଷୟକ୍ଷତି ହୋଇଛି। ଯୋରନ୍ଦା, ଗୋପୀନାଥପୁର, ଇଶ୍ୱରା, ହରିପୁର, ପାଇକରାପୁର ଅାଦି ଗାଁରେ ଚାଳଘର ଭାଙ୍ଗିଯାଇଛି।   ଗୋପୀନାଥପୁର- ଯୋରନ୍ଦା ରାସ୍ତାରେ ଗଛ ପଡିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। କିଛି ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଥିବାରୁ ବିଦ୍ୟୁତ୍‌ ଯୋଗାଣ...

train-up
ବାତ୍ୟା ‘ତିତ୍‌ଲି’ ପ୍ରଭାବ : ପୂର୍ବତଟ ରେଳପଥ ପକ୍ଷରୁ ୬ଟି ଟ୍ରେନ୍‌ ବାତିଲ

ଭୁବନେଶ୍ୱର : ବାତ୍ୟା ‘ତିତ୍‌ଲି’ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୬ଟି ଟ୍ରେନ୍‌ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନ୍‌ର ଗତିପଥ ବଦଳାଯାଇଛି। ୨୨୮୧୯/୨୨୮୨୦ ଭୁବନେଶ୍ୱର-ବିଶାଖାପଟନମ୍-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଉଭୟ ଦିଗରୁ ବାତିଲ କରାଯାଇଛି । ୨୨୮୭୪ ବିଶାଖାପଟନମ୍-ଦୀଘା ଏକ୍ସପ୍ରେସ୍ ବାତିଲ କରାଯାଇଛି। ୧୨୮୬୪ ଯଶବନ୍ତପୁର- ହାୱଡା ଏକ୍ସପ୍ରେସ୍,...

batya
ବାତ୍ୟା ପୂର୍ବରୁ କ’ଣ କରିବେ ,ପଢନ୍ତୁ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ପୂର୍ବରୁ କ’ଣ କରିବେ ଏବଂ ବାତ୍ୟା ପରେ କ’ଣ କରିବେ, ଏଥିନେଇ NDMA ପକ୍ଷରୁ ଜାରି କରାଯାଇଛି ସୂଚନା। ଅାସନ୍ତୁ ଜାଣିବା- ବାତ୍ୟା ପୂର୍ବରୁ କ’ଣ କରିବେ : – ସ୍ଥିତିକୁ ନେଇ ଶାନ୍ତ ରୁହନ୍ତୁ, ଭୟଭୀତ ହୁଅନ୍ତୁ ନାହିଁ। -ମିଥ୍ୟା ଗୁଜବକୁ...

titli-update
ଭୟଙ୍କର ବାତ୍ୟାର ରୂପ ନେଲା ‘ତିତ୍‌ଲି’

ଭୁବନେଶ୍ୱର :  ଭୟଙ୍କର ହେଉଛି ‘ତିତ୍‌ଲି’। ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା ତିତ୍‌ଲି। ଘଣ୍ଟା ପ୍ରତି ବେଗ ରହିଛି ୧୪ କିଲୋମିଟର। ଅାସନ୍ତାକାଲି ସକାଳେ ସ୍ଥଳଭାଗ ଛୁଇଁବ । ୧୩୦ରୁ ୧୪୫ କିଲୋମିଟର ବେଗରେ ପବନ ବହିବ ଏବଂ ବେଳେବେଳେ ୧୬୫କି.ମି. ଛୁଇଁବାର ଅାଶଙ୍କା ରହିଛି।...

school
୨ଦିନ ସବୁ ଶିକ୍ଷାନୁଷ୍ଠାନ ବନ୍ଦ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦେଖି ୨ଦିନ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ୧୧ ଓ ୧୨ ତାରିଖ ଦୁଇ ଦିନ ରାଜ୍ୟର ସବୁ ଜିଲ୍ଲାରେ ସ୍କୁଲ, କଲେଜ, ଅଙ୍ଗନବାଡ଼ି ବନ୍ଦ ରହିବା ନେଇ ମୁଖ୍ୟ ଶାସନ ସଚିବ ଅାଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ପ୍ରବଳ ବର୍ଷା ଓ...

chief-minister
‘ତିତ୍‌ଲି’ ମୁକାବିଲା ପାଇଁ ତତ୍ପରତା ; ମୁଖ୍ୟମନ୍ତ୍ରୀ ଡାକିଲେ ବୈଠକ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦେଖି ରାଜ୍ୟ ସରକାର ତତ୍ପର। କିପରି ଏହାର ମୁକାବିଲା କରାଯିବ, କଣ କଣ ପଦକ୍ଷେପ ନିଅାଯିବ, ତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକ ଡାକିଛନ୍ତି। କିଛି ସମୟ ପରେ ଏହି ବୈଠକ ହେବାର ଅଛି। ସେପଟେ ଅାଜିଠାରୁ ୫ଟି ଜିଲ୍ଲା ଗଂଜାମ,...

yellow-red
‘ତିତ୍‌ଲି’ ପ୍ରଭାବରେ ୧୧ଟି ଜିଲ୍ଲାରେ ବର୍ଷା ଜାରି

ଭୁବନେଶ୍ୱର : ‘ତିତ୍‌ଲି’ ପ୍ରଭାବରେ ୧୧ଟି ଜିଲ୍ଲାରେ ବର୍ଷା ଜାରି ରହିଛି। ଏହା ପ୍ରଭାବରେ ଅଧିକ ବର୍ଷା ହେବା ସହ ପବନର ବେଗ ବଢିବାର ଅାଶଙ୍କା ରହିଛି।  ୭ଟି ଜିଲ୍ଲାରେ ରେଡ୍ ୱାର୍ଣିଂ ଜାରି କରାଯାଇଛି। ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର,  କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ...

titli-3
ଭୟଙ୍କର ରୂପ ନେଲା ବାତ୍ୟା ‘ତିତ୍‌ଲି’

ଭୁବନେଶ୍ୱର : ଭୟଙ୍କର ରୂପ ନେଲା ବାତ୍ୟା ‘ତିତ୍‌ଲି’ । ଡିପ୍ ଡିପ୍ରେସନରୁ ଏହା ଭୟଙ୍କର ବାତ୍ୟାର ରୂପ ନେଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର୍‌ (ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଅାସନ୍ତା ୧୮ ଘଣ୍ଟାରେ ଅତି ଭୟଙ୍କର ବାତ୍ୟାର ରୂପ ନେବାକୁ ଯାଉଛି ।...

gajapati
ସମ୍ଭାବ୍ୟ ବାତ୍ୟା ପାଇଁ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ଗଜପତି  : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଗଜପତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ  ହୋଇଯାଇଛି। ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ନିଜ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ବାତ୍ୟାକୁ ଦୃଷ୍ଟିରେ ରଖି ଉପଯୁକ୍ତ ପରିମାଣର ଖାଦ୍ୟ ପଦାର୍ଥ ମହଜୁଦ ରଖିବା...

train-accident-up
ଉତ୍ତର ପ୍ରଦେଶରେ ବଡ ଧରଣର ଟ୍ରେନ୍‌ ଦୁର୍ଘଟଣା

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶରେ ବଡ ଧରଣର ଟ୍ରେନ୍‌ ଦୁର୍ଘଟଣା। ଲକ୍ଷ୍ନୌ ନିକଟବର୍ତ୍ତୀ ହରିଚନ୍ଦନପୁର ଷ୍ଟେସନ ନିକଟରେ ଫରକ୍କା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଫରକ୍କା ଏକ୍ସପ୍ରେସ୍‌ର ୮ ଟି ବଗି ଲାଇନଚ୍ୟୁତ ହୋଇ ୭ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୩୦ରୁ ଅଧିକ ଯାତ୍ରୀ ଅାହତ ହୋଇଛନ୍ତି।...

gas
ରନ୍ଧନ ଗ୍ୟାସ ସିଲିଣ୍ଡରରୁ ଚୋରି

ଝାରସୁଗୁଡ଼ା : ରନ୍ଧନ ଗ୍ୟାସ ସିଲିଣ୍ଡରରୁ ଚୋରି । ପ୍ରତି ସିଲିଣ୍ଡରରୁ ୨ରୁ ୩ କିଲୋ ଗ୍ୟାସ କାଢି ନିଅାଯାଉଥିବା ଜଣାପଡ଼ିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ସହରର ବୃନ୍ଦାବନ ନଗର ଅଞ୍ଚଳରେ। ଗ୍ୟାସ ଏଜେନ୍ସିରୁ ଭର୍ତ୍ତି ସିଲିଣ୍ଡର ନେଇ ଅାସୁଥିବା ଗାଡ଼ି ଏଠାରେ ପହଞ୍ଚିବା ପରେ...

tree
ବ୍ରହ୍ମପୁରରେ ‘ମୁଁ ବି ବଞ୍ଚିବାକୁ ଚାହେଁ’ ଅଭିଯାନ

ବ୍ରହ୍ମପୁର : ମିଶନ ବୃକ୍ଷ ସୁରକ୍ଷା । ଲୁହା କଣ୍ଟା କବଳରୁ ଗଛକୁ ମୁକ୍ତି । ବିଭିନ୍ନ ନାମିଦାମି କଂପାନୀର ପ୍ରଚାର ଓ ପ୍ରସାର ପାଇଁ ଗଛରେ କଣ୍ଟା ବାଡାଯାଇ ନଷ୍ଟ କରାଯାଉଥିବାବେଳେ, ଗଛକୁ ସୁରକ୍ଷା ଦେବା ପାଇଁ ‘ମୁଁ ବି ବଞ୍ଚିବାକୁ ଚାହେଁ’  ନାମକ ଅଭିଯାନ ଅାରମ୍ଭ...

gopabandhu
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୧ତମ ଜୟନ୍ତୀ

କଟକ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୧ତମ ଜୟନ୍ତୀ ଅବସରରେ କଟକରେ ଗୋପବନ୍ଧୁ ଜ୍ୟୋତି ଯାତ୍ରାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। କଟକ ବକ୍ସିବଜାର ସ୍ଥିତ ସମାଜ ଅଫିସ ମୁଖ୍ୟ କାର୍ଯ୍ୟାଳୟରେ ଉଦିଘାଟିତ ଏହି ଯାତ୍ରା ସମଗ୍ର...

puri
ସମ୍ଭାବ୍ୟ ବାତ୍ୟା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ପୁରୀ : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବାତ୍ୟା ମୁକାବିଲା ନେଇ ଅାଲୋଚନା ହୋଇଛି। ବାତ୍ୟାର ପ୍ରକୋପ କମିବା ଯାଏଁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ...

congress
କୁନ୍ଦୁଲି ଘଟଣାକୁ ବର୍ଷେ ପୂର୍ତ୍ତି

କୋରାପୁଟ : କୋରାପୁଟ କୁନ୍ଦୁଲି ଘଟଣାକୁ ବର୍ଷେ ପୂର୍ତ୍ତି ଅବସରରେ ଅାଜିର ଦିନକୁ କଳା ଦିବସ ଭାବେ ପାଳନ କରିବ କଂଗ୍ରେସ। କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଅା ଏହି ସୂଚନା ଦେଇଛନ୍ତି। ପୀଡିତା ନାବାଳିକାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିବେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅାଗରେ...