• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

monet seized
ବିଜେଡି ନେତାଙ୍କ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

ବରଗଡ଼ (ଦୀପକ ଶର୍ମା) : ବରଗଡ଼ ଜିଲ୍ଲାର ଜଣେ ବିଜେଡି ନେତାଙ୍କ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ। ପ୍ରେମ ପଟେଲ ନାମକ ଜଣେ ବିଜେଡି ନେତାଙ୍କ ଗାଡିରୁ ୧୨ ଲକ୍ଷ ନଗଦ ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ୱାର୍ଡ। ଭଟଲି ବଉଲସିଂହାରୁ ଜବତ କରିଛି ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ।...

NAVEEN NIWAS- JOINNING-keonjhar ra chandrani murmu nkn bjd re jogadana (2)
କେନ୍ଦୁଝର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଚନ୍ଦ୍ରାଣୀ

ଭୁବନେଶ୍ୱର :  କେନ୍ଦୁଝର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଚନ୍ଦ୍ରାଣୀ ସୋରେନ୍। ଆଜି ଏ ସମ୍ପର୍କରେ ସେ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନବୀନ ନିବାସ ଆସି ବିଜେଡିରେ ମିଶିବା ପରେ ଏଭଳି ସୂଚନା ଦେଇଛନ୍ତି ଯୁବ ମେକାନିକାଲ ଇଞ୍ଜିନିୟର ଚନ୍ଦ୍ରାଣୀ ସୋରେନ। ଚନ୍ଦ୍ରାଣୀ ହେଉଛନ୍ତି କେନ୍ଦୁଝରର...

doctor
ଫାର୍ମାସିଷ୍ଟ, ନର୍ସ ଓ ଆୟୁଷ ଚିକିତ୍ସକଙ୍କ ଭରସାରେ ଚାଲିଛି ରୋଗୀସେବା

ଉଦଳା/ସେମିଳିଗୁଡା : ରାଜ୍ୟରେ ଏମିତି ଚାଲିଛି ସ୍ୱାସ୍ଥ୍ୟସେବା। ଡାକ୍ତରଖାନା ହେବାର ଦଶନ୍ଧି ବିତିଗଲାଣି ହେଲେ ନାହାନ୍ତି ଡାକ୍ତର। କିଛି ସ୍ଥାନରେ ଡାକ୍ତର ନିୟୁକ୍ତ ହୋଇଛନ୍ତି ସତ, ହେଲେ ରୋଗୀ ସଂଖ୍ୟା ଏତେ ଅଧିକ ଯେ, ସେବା ଯୋଗାଇବା କାଠିକର ପାଠ ହୋଇଯାଉଛି। ଆଜି ଭୋଟରଙ୍କ ମୁଦ୍ଦାରେ ଦେଖନ୍ତୁ ମୟୂରଭଞ୍ଜ...

bjd--pravin
ବିଜେଡି ଛାଡ଼ିଲେ ମୋରଡ଼ା ବିଧାୟକ : ତେଣେ ନବୀନ ନିବାସ ଆଗରେ ଥମୁନି ଟିକେଟ୍ କଳି

ଭୁବନେଶ୍ୱର : ବିଜେଡିରେ ବିଦ୍ରୋହ ଲାଗି ରହିଛି। କାଲି ରଘୁ ମହାନ୍ତି ଓ ଆଜି ମୋରଡ଼ା ବିଧାୟକ ପ୍ରବୀଣ ଭଂଜଦେଓ ଦଳ ଛାଡ଼ିଛନ୍ତି। ପ୍ରବୀଣ ଦୁଇ ଦୁଇ ଥର ବିଧାୟକ ରହିବା ସହ ଜିଲ୍ଲା ସଭାପତି ଦାୟିତ୍ୱରେ ଥିଲେ। ତେବେ ବିଜେପି ନେତା ରାଜକିଶୋର ଦାସ ବିଜେଡିରେ ସାମିଲ...

kendrapara
୧୯ ବ୍ୟାଟେଲ୍ ଫୋକସ୍‌ରେ କେନ୍ଦ୍ରାପଡ଼ା : ବିଜୟଙ୍କୁ ଧରି କମାଲ ଲକ୍ଷ୍ୟରେ ବୈଜୟନ୍ତ

ଭୁବନେଶ୍ୱର : ଓଡ଼ିଶା ରାଜନୀତିର ଟପ୍ ଫୋକସ୍‌ରେ କେନ୍ଦ୍ରାପଡ଼ା ଲୋକସଭା ଆସନ। ଦମଦାର ଫାଇଟ୍ ପାଇଁ ଏଠି ମଇଦାନକୁ ଓହ୍ଲାଇ ସାରିଛନ୍ତି ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ଯୋଦ୍ଧା। ହେଲେ ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ବିଜେଡି ବିରୋଧରେ ଯୁଦ୍ଧଂ ଦେହି...

termeric
କନ୍ଧମାଳ ହଳଦୀକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା

ଭୁବନେଶ୍ୱର : କନ୍ଧମାଳ ହଳଦୀକୁ ମିଳିଲା ଜିଆଇ ଟ୍ୟାଗ୍ ଜିଓଗ୍ରାଫିକାଲ ଇଣ୍ଡିକେସନ ପଞ୍ଜୀକରଣ କାର୍ଯ୍ୟାଳୟ ପକ୍ଷରୁ ମାନ୍ୟତା ମିଳିଥିବା ନେଇ ସୂଚନା ଦିଆଯାଇଛି। ଜିଆଇ ମାନ୍ୟତା କନ୍ଧମାଳରେ ବସବାସ କରୁଥିବା  ଅନୁସୂଚିତ ଜନଜାତି ସମ୍ପ୍ରଦାୟଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି ଆବେଦନ କରିଥିବା ସଂଗଠନ ‘କସମ୍’।...

rukuna
ଆସନ୍ତା ୧୩ରେ ରୁକୁଣା ରଥଯାତ୍ରା

ଭୁବନେଶ୍ୱର : ଆସନ୍ତା ୧୩ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଜୋରସୋର ଚାଲିଛି। ରଥ ଖଳା ବେଶ୍ ଚଳଚଞ୍ଚଳ ରହିଛି। ପ୍ରାୟ ୭୦ଜଣ କାରିଗର ରଥ ନିର୍ମାଣ କାମରେ ଲାଗିଛନ୍ତି। ଚାରି ନାହାକା ଏବଂ ୨ଟି ଓରା ଚଳିତବର୍ଷ ସଂପୂର୍ଣ୍ଣ ନୂଆ ତିଆରି ହେଉଛି।...

bjd
ପ୍ରେସମିଟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଟାର୍ଗେଟ

ଭୁବନେଶ୍ୱର : ପ୍ରେସ୍‌ମିଟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଟାର୍ଗେଟ। ୧୧ଟି ଅଭିଯୋଗ ଉପରେ ସିଇଓ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଅଭିଯୋଗ କରିଛି। ସିଇଓ ନିରପେକ୍ଷ ରହୁନାହାନ୍ତି, ପକ୍ଷପାତିତା କରୁଛନ୍ତି। ବିଜେପି ଚାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ରହୁଛନ୍ତି ବୋଲି ବିଜେଡି...

bonai
ଖଣି ଚୋରା ଚାଲାଣ ବେଳେ ଧରାପଡିଲା ଅଭିଯୁକ୍ତ

ବଣାଇଗଡ଼ ( ରଣଜିତ୍‌ ଚୌଧୁରୀ) : ସୁନ୍ଦରଗଡ ଜିଲ୍ଲା ପାଟମୁଣ୍ଡା ରାଣୀଶାଳ ଜଙ୍ଗଲରୁ ଖଣି ଚୋରା ଚାଲାଣ ବେଳେ ଧରାପଡିଲା ଅଭିଯୁକ୍ତ। ଗତକାଲି ରାତିରେ ଜଙ୍ଗଲରୁ ମାଙ୍ଗାନିଜ ଚୋରା ଚାଲାଣ କରୁଥିବା ବେଳେ ରାଣୀଶାଳ ଗାଁର କିଛି ଲୋକ ଗାଡ଼ିକୁ ପିଛା କରିଥିଲେ। ସାନଇନ୍ଦିପୁର ଛକ ଠାରେ ବୋଲେରୋକୁ ...

area
ସମାଧାନ ହେଉନି ଓଡ଼ିଶା-ପଶ୍ଚିମବଙ୍ଗ ସୀମା ନିର୍ଦ୍ଧାରଣ ବିବାଦ

ଜଳେଶ୍ୱର(ଅଜିତ୍‌ ଦାସ) : ସମାଧାନ ହେବାର ନା ଧରୁନି ଓଡିଶା-ପଶ୍ଚିମବଙ୍ଗର ସୀମା ନିର୍ଦ୍ଧାରଣ ବିବାଦ। ବାଲେଶ୍ୱର ଭୋଗରାଇ ଉଦୟପୁର ବେଳାଭୂମିକୁ ପଶ୍ଚିମବଙ୍ଗ ନିଜ ଅକ୍ତିଆରକୁ ନେବା ପାଇଁ ବିଭିନ୍ନ ରଣନୀତି ଓ କୌଶଳ କରି ଚାଲିଛି। ଜଳେଶ୍ୱର ତହସିଲ ଅନ୍ତର୍ଗତ ମାଙ୍କିଡିଆ ଠାରୁ ଭୋଗରାଇ ଉଦୟପୁର ପର୍ଯ୍ୟନ୍ତ ପାଖାପାଖି...