• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

nomination filed
ଜୋର୍‌ସୋରରେ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା

ଭୁବନେଶ୍ୱର :  ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର୍‌ସୋରରେ ଚାଲିଛି ନାମାଙ୍କନ ଦାଖଲ। ଆସନ୍ତାକାଲି ହେଉଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ। ହାତରେ କେବଳ ଆଜି ଓ ଆସନ୍ତାକାଲି। ତେଣୁ ଅନେକ ପ୍ରାର୍ଥୀ ଆଜି ନିଜ ନିଜର ନାମାଙ୍କନ ଦାଖଲ...

lekhashri
ନବୀନ ନିବାସ ଆଗରେ ବିଜେପିର ଧାରଣା

ଭୁବନେଶ୍ୱର : ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁଙ୍କ ଇସ୍ତଫା ଗ୍ରହଣ ଦାବିକୁ ନେଇ ନବୀନ ନିବାସ ଆଗରେ ବିଜେପିର ଧାରଣା। ବରିଷ୍ଠ ନେତା ସମୀର ମହାନ୍ତି ଓ ଲେଖାଶ୍ରୀ ସାମନ୍ତସିଂହାର ଧାରଣା ଦେଇଛନ୍ତି। ନିଜେ ଭୂଦାନ ମଧ୍ୟ ଧାରଣାରେ ବସିଛନ୍ତି। ଆଜି ସକାଳେ ସେମାନେ ନବୀନ ନିବାସ ଯାଇଥିଲେ।...

majhi
ନବରଙ୍ଗପୁରରେ ଏଥର ତ୍ରିମୁଖୀ ଲଢେଇ

ନବରଙ୍ଗପୁର : ବିକାଶର ପାହାଚରେ ସବା ଶେଷରେ ଥିବା ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ଏଥର ହେବ ‘କାଣ୍ଟେ କା ଟକ୍କର’। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ୍ ଆସନ୍ତା ୧୧ ତାରିଖରେ ଲଢେଇ ହେବ ତିନି ମାଝୀଙ୍କ ମଧ୍ୟରେ। କଂଗ୍ରେସରୁ ପ୍ରଦୀପ ମାଝୀ, ବିଜେପିରୁ ବଳଭଦ୍ର ମାଝୀ ଓ ବିଜେଡିରୁ...

paku
ପୁଲିସ କବଜାରେ ପାକୁ ଗ୍ୟାଙ୍ଗ୍‌

ଭୁବନେଶ୍ୱର : ପୁଲିସ୍ କବଜାରେ ବେଆଇନ ପଥର ଖଣି ସହ ବ୍ରାଉନସୁଗାର କାରବାର ଗ୍ୟାଙ୍ଗ। ପଥର ଖଣିରୁ  ବେଆଇନ ଇନକମ୍, ଇନଭେଷ୍ଟମେଣ୍ଟ ବ୍ରାଉନସୁଗାରରେ। ଦାମୀ କାରରେ ହେଉଥିଲା ସପ୍ଲାଏ। ସୋମବାର ରାତିରେ ପାକୁ ଗ୍ୟାଙ୍ଗକୁ ଧରିବା ପରେ ସାମନାକୁ ଆସିଛି ଏଭଳି ତଥ୍ୟ। ଗିରଫଙ୍କ ମଧ୍ୟରେ ଅଛନ୍ତି ମାଷ୍ଟର...

school
ଲକ୍ଷ୍ୟଠୁ ବହୁ ଦୂରରେ ଶିଶୁଙ୍କ ଶିକ୍ଷା ଅଧିକାର

ନୂଆପଡ଼ା( ମାୟାଧର ସରାଫ) , ସୁବର୍ଣ୍ଣପୁର( ରବୀନ୍ଦ୍ର ହୋତା) : ଶିକ୍ଷା, ଶିଶୁର ମୌଳିକ ଅଧିକାର। କିନ୍ତୁ ରାଜ୍ୟରେ ଭୁଶୁଡ଼ି ପଡ଼ିଥିବା ଶିକ୍ଷା ବ୍ୟବସ୍ଥାର ବିକଳ ସ୍ଥିତି ହିଁ ଶିଶୁକୁ ମୌଳିକ ଅଧିକାରରୁ ବଞ୍ଚିତ କରୁଛି। ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ପଢ଼ନ୍ତୁ...

monor girl
ପୁତ୍ର ସନ୍ତାନ ଜନ୍ମ କଲେ ନାବାଳିକା

ବାରିପଦା/କରଞ୍ଜିଆ(ମାଣିକଲାଲ୍‌ ପାଣି/ସତ୍ୟବ୍ରତ ବେହେରା) : ସଂସାର କଣ ଜାଣି ନାହାନ୍ତି। ତାହା ପରେ ବି ମୁଣ୍ଡ ଉପରେ ସଂସାରର ବୋଝ। ଦୁଷ୍କର୍ମରେ ଶିକାର ହୋଇ ନାବାଳିକା ମାଆ ହେଲେ। ନାବାଳିକାଙ୍କ ଏପରି ଦୁଃଖ ସମୟରେ ହାତ ଟେକିଦେଲେ ପ୍ରଶାସନିକ ଅଧିକାରୀ। ଏପରିକି ଆଶା ଓ ଅଙ୍ଗନବାଡ଼ି କର୍ମୀ ନାବାଳିକାଙ୍କୁ...

raghu
ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଭୁବନେଶ୍ୱର : ବିଜେପିରେ ମିଶିଲେ ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରଘୁନାଥ ମହାନ୍ତି।...

mayabati
ବିଜେପି ଓ କଂଗ୍ରେସ ଉପରେ ବର୍ଷିଲେ ମାୟାବତୀ

ଭୁବନେଶ୍ୱର : ବିଜେପି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ବହୁଜନ ସମାଜ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀ। ଭୁବନେଶ୍ୱର ଠାରେ ଆୟୋଜିତ ସମାବେଶରେ କେନ୍ଦ୍ର ସରକାରଙ୍କୁ ସେ ସମାଲୋଚନା କରିଛନ୍ତି। ଅଚ୍ଛେ ଦିନର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ଏକ ଚତୁର୍ଥାଂଶ ପ୍ରତିଶ୍ରୁତି ପୂରଣ କରିବାରେ ସକ୍ଷମ...

rain 2
ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବର୍ଷା ସହ କୁଆପଥର ମାଡ଼

ଯାଜପୁର (ଅଭୟ ପତି) : ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ କୁଆପଥର ମାଡ଼ ହୋଇଛି। ଅନେକେ ସ୍ଥାନରେ ବଡ଼ ବଡ଼ କୁଆପଥର ପଡିଥିବାର ଦେଖିବାକୁ ମିଳିଛି। ଯାଜପୁର ରୋଡ଼, କୋରେଇ, କଳିଙ୍ଗ ନଗର, କୁଆଖିଆ ଆଦି ସ୍ଥାନରେ କୁଆପଥର ମାଡ଼ରେ ଅନେକ...

Soumya
୭ଟି ବିଧାନସଭା, ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର : ବିଜେଡି ଆଜି ୭ଟି ବିଧାନସଭା ଓ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଶେଷରେ ଚାପର ବଶବର୍ତ୍ତୀ ହୋଇ ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନରୁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡି ଟିକେଟ୍ ଦେଇଛି। ସେଠାରେ ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ୍...

bjd2
ବିଜେଡି ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ

ଭୁବନେଶ୍ୱର : ବିଜେଡି ଟିକେଟ ବଣ୍ଟନକୁ ନେଇ ଜାରି ରହିଛି ଅସନ୍ତୋଷ। ଟିକେଟ ପାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରି ଆଜି ନବୀନ ନିବାସ ଆଗରେ ହୋହଲ୍ଲା, ନାରାବାଜି କରାଯାଇଛି।  କଟକ ସଦର ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରାଙ୍କୁ ବିରୋଧ କରି ବିରୋଧୀ ଗୋଷ୍ଠୀ ନାରାବାଜି କରିଛନ୍ତି। ସେହିପରି କଟକ...