• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

baijayanta panda---1
ଦରିଆ ରାମଚଣ୍ଡୀଙ୍କ ପୀଠରେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଦରିଆ ରାମଚଣ୍ଡୀ ପୀଠର ଝାମୁଯାତ୍ରାରେ ଯୋଗ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ଶତାଧିକ କର୍ମୀଙ୍କ ସହିତ ଯାଇ ମାଆଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି। ଏହା ସହିତ ସେ ରାମନଗର ଅଞ୍ଚଳ...

leader 13
ପ୍ରଥମ ପର୍ଯ୍ୟାୟ ଭୋଟ୍ ପରେ ନେତାଙ୍କୁ ରିଲାକ୍ସ ପରିବର୍ତ୍ତେ ଟାସ୍କ

ଭୁବନେଶ୍ୱର : ଘମାଘୋଟ ପ୍ରଚାର ପରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। କିନ୍ତୁ ଏହି ପର୍ଯ୍ୟାୟରେ ପ୍ରାର୍ଥୀ ଥିବା ବିଭିନ୍ନ ଦଳର ନେତାଙ୍କ ନିର୍ବାଚନ ପରିଚାଳନା କାମ ଏଯାଏ ସରିନି। ନିଜ ଅଞ୍ଚଳରେ ଭୋଟ୍ ସରିବାପରେ ଦଳ ସେମାନଙ୍କୁ ଦେଇଛି ଅନ୍ୟ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ। ଖାସ୍...

rape -
‘ଜଟଣୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ରେଡ୍‌ ଫ୍ଲାଗ୍‌ ଅନ୍ତର୍ଭୁକ୍ତ’

ଭୁବନେଶ୍ୱର : ଦୁଇ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏପରି ଜଘନ୍ୟ ମାମଲାକୁ ରେଡ୍‌ ଫ୍ଲାଗ୍‌ ମାମଲାରେ ଅନ୍ତର୍ଭୁକ୍ତ କରାଯାଇଛି। ଅଭିଯୁକ୍ତକୁ କ୍ୟାପିଟାଲ୍‌ ପନିଶମେଣ୍ଟ...

sunil
ଓଡ଼ିଶାରେ ନିର୍ବାଚନ ପ୍ରଚାରରେ ସାମିଲ ହେଲା ବଲିଉଡ୍

ଝାରସୁଗୁଡ଼ା (ଭାଗୀରଥି ସାହୁ) : ଓଡ଼ିଶାରେ ନିର୍ବାଚନ ପ୍ରଚାରରେ ସାମିଲ ହେଲା ବଲିଉଡ୍। ଅଭିନେତା ସୁନିଲ ସେଠୀ ଓ ଅଭିନେତ୍ରୀ ମହିମା ଚୌଧୁରୀ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଇକେରାରେ ବିଜେଡିର ନିର୍ବାଚନ ପ୍ରଚାର କରିଛନ୍ତି। ବିଧାୟକ ପ୍ରାର୍ଥୀ ନବ ଦାଶ ଓ ବରଗଡ଼ ଲୋକସଭା ପ୍ରାର୍ଥୀ...

ram
ରାଜ୍ୟବ୍ୟାପୀ ରାମନବମୀର ଧୂମ୍, ସବୁଠି ଭକ୍ତିମୟ ପରିବେଶ

ଭୁବନେଶ୍ୱର :  ପବିତ୍ର ରାମନବମୀରେ ରାଜଧାନୀର ରାମ ମନ୍ଦିରରେ ଭକ୍ତିମୟ ପରିବେଶ। ମର୍ଯ୍ୟାଦା ପୁରୁଷଙ୍କ ଜନ୍ମତିଥିରେ ତାଙ୍କ ପୂଜା ଆରାଧନା ଲାଗି ସକାଳୁ ସକାଳୁ ଲାଗିଥିଲା ଭକ୍ତଙ୍କ ଗହଳିଚହଳି। ବିଧି ବିଧାନରେ ପୂଜାର୍ଚ୍ଚନା ସହ ଶ୍ରଦ୍ଧାଳୁଙ୍କ ନାମ ସଙ୍କୀର୍ତ୍ତନରେ ଉଚ୍ଛୁଳି ଉଠିଥିଲା ପରିବେଶ। ଏପଟେ ରାମନବମୀ ଅବସରରେ ବେଶ୍...

jj
କନ୍ଧମାଳରେ ସରକାରଙ୍କ ଫମ୍ଫା ପ୍ରତିଶ୍ରୁତି ; ୧୫ ବର୍ଷ ହେଲା ଫଳକରେ ସୀମିତ ସ୍ୱଜଳ ଧାରା ପ୍ରକଳ୍ପ

ଫୁଲବାଣୀ( ତ୍ରିନାଥ ସାହୁ) /ଝାରସୁଗୁଡ଼ା (ଭାଗୀରଥୀ ସାହୁ) : ନିର୍ବାଚନ ଆସିଲେ ଭୋଟରଙ୍କୁ ମିଳେ ପୁଳା ପୁଳା ପ୍ରତିଶ୍ରୁତି। ଭୋଟ୍ ସରିଗଲେ ପ୍ରତିଶ୍ରୁତି ପାଳନ ତ ଦୂରର କଥା, ଆଉ ଦର୍ଶନ ବି ମିଳେନି। ଅନ୍ୟ ସୁବିଧା କଥା ଛାଡ଼ନ୍ତୁ ଟୋପାଏ ବିଶୁଦ୍ଧ ପାଣି ପାଇଁ ବର୍ଷ ବର୍ଷ...

heat
ଆଜି ରାଜ୍ୟର ୯ଟି ସହର ତାପମାତ୍ରା ୪୦ ଡ଼ିଗ୍ରୀ ଟପିଲା

ଭୁବନେଶ୍ୱର : ରାଜ୍ୟରେ ବଢ଼ିଗଲାଣି ତାତି। ଆଜି ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ସବୁଠୁ ଅଧିକ ତାତି ଅନୁଭୂତ ହୋଇଥିଲା ତାଳଚେର ଓ ଟିଟିଲାଗଡ଼ରେ। ଏହି ଦୁଇ ସହରର ତାପମାତ୍ରା ୪୩ ଡିଗ୍ରୀ ରହିଥିଲା। ସେହିପରି ଅନୁଗୋଳରେ ତାପମାତ୍ରା ୪୩.୧ ଡିଗ୍ରୀ ରେକର୍ଡ କରାଯାଇଥିବା...

ratha--rkuna
ବଢେଇବାଙ୍କ ପୂର୍ବରୁ ଅଟକିଲା ରୁକୁଣା ରଥ

ଭୁବନେଶ୍ୱର  : ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଛି। ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ସହ ମଙ୍ଗଳ ଆଳତୀ ଓ ଅବକାଶ ପରେ ସକାଳ ଧୂପ ହୋଇଥିଲା। ତେବେ ନୀତି ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ହେବାରୁ ଦିନ ସାଢେ ୨ଟାରେ ମହାପ୍ରଭୁଙ୍କ ପହଣ୍ଡି...

dharmendra chodwar
ବିଜେପି କ୍ଷମତାକୁ ଆସିଲେ ୧ ଟଙ୍କାରେ ମିଳିବ ଖାଦ୍ୟ ସାମଗ୍ରୀ : ଧର୍ମେନ୍ଦ୍ର ପ୍ରଧାନ

ଚୌଦ୍ୱାର ( ପ୍ରକାଶ) : ନିର୍ବାଚନର ଘମାଘୋଟ୍ ମଧ୍ୟରେ ଭୋଟରଙ୍କୁ ଆକର୍ଷିତ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ପ୍ରତିଶ୍ରୁତି। ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ଗରିବ ଲୋକଙ୍କୁ ମାତ୍ର ୧ ଟଙ୍କାରେ ୫ କେଜି ଚାଉଳ, ଅଧା କିଲୋ ଡାଲି ଓ ଅଧା କିଲୋ ଲୁଣ ଯୋଗାଇ...

naveen nayagarh
ନବୀନ ପଚାରିଲେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ

ନୟାଗଡ଼ : ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଆଜି ନୟାଗଡ଼ ଦଶପଲ୍ଲାରେ ନିର୍ବାଚନୀ ପ୍ରଚାର ବେଳେ ବିଜେପିକୁ ଏ ପ୍ରଶ୍ନବାଣ ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପିର ଡବଲ ଇଞ୍ଜିନ୍ ଥିଓରୀକୁ ସମାଲୋଚନା କରିବା ସହ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଏବଂ ସେ କେଉଁଠୁ ଲଢୁଛନ୍ତି...

girl
ନଦୀ କୂଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା ( ମନୋଜ ପାତ୍ର) : ରାୟଗଡ଼ା ମଝିଘରିଆଣୀ ମନ୍ଦିର ନିକଟ ଝଞ୍ଜାବତି ନଦୀ କୂଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର। ମୃତ ଯୁବତୀ ବାକିଠି ସାହିର କେ. ସରୋଜୀନି ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ,ଗତ ୧୧ ତାରିଖରୁ ଯୁବତୀ ଜଣଙ୍କ ନିଖୋଜ ଥିବା ନେଇ ପରିବାର...