• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

heat--1
ରାଜ୍ୟସାରା ଅସହ୍ୟ ତାତି ; ୧୧ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଟପିଲା

ଭୁବନେଶ୍ୱର : ରାଜ୍ୟବ୍ୟାପି ଅସହ୍ୟ ତାତି। ଦିନକୁ ଦିନ ରେକର୍ଡ କରିବାରେ ଲାଗିଛି ପାରଦ। ଆଜି ୧୧ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଟପିଛି। ୪୩.୫ ଡ଼ିଗ୍ରୀ ସହ ଆଜି ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ହୋଇଛି। ସେହିପରି ଅନୁଗୁଳରେ ୪୨.୭, ବଲାଙ୍ଗିରରେ ୪୨.୫, ତାଳଚେରରେ ୪୨.୩, ଝାରସୁଗୁଡ଼ାରେ...

2
ବରଗଡ଼ ଲୋକସଭା ଆସନରେ ଏଥର ହାଇଭୋଲଟେଜ୍ ଟକ୍କର

ବରଗଡ଼( ଦୀପକ ଶର୍ମା) : ପଶ୍ଚିମ ଓଡ଼ିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଆସନ ବରଗଡ଼ରେ ମତଦାନକୁ ମଝିରେ ଆଉ ମାତ୍ର ୩ ଦିନ। ସେଦୃଷ୍ଟିରୁ ଏବେ ସଂପୂର୍ଣ୍ଣ ସରଗରମ ରହିଛି ଏଠାକାର ରାଜନୈତିକ ପାଣିପାଗ। ସିଟିଂ ଏମ୍‌ପି ପ୍ରଭାସ ସିଂହଙ୍କ ସ୍ଥାନରେ ଏଠାରେ ଭେଟେରାନ ପ୍ରସନ୍ନ ଆଚାର୍ଯ୍ୟକୁ ପୁଣି ପ୍ରାର୍ଥୀ...

farmer
ଚାଷୀଙ୍କୁ ନାହିଁ ପ୍ରୋତ୍ସାହନ କି କାମଧନ୍ଦାର ସୁବିଧା

ହିଞ୍ଜିଳି (ସ୍ୱାଧୀନ ରାଉତ) : ଗଂଜାମ ଜିଲ୍ଲାର ହିଂଜିଳି ନିର୍ବାଚନ ମଣ୍ଡଳୀ। ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରୁ ନିର୍ବାଚିତ ହୋଇ ଆସୁଛନ୍ତି। ଏଠାକାର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି। ଲୋକେ ପାନ, ଆଖୁ ସହ ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାନ୍ତି।...

thana
ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ

ସମ୍ବଲପୁର( ସଂଜୟ ଜେନା) : ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁକୁ ନେଇ ସମ୍ବଲପୁରରେ ଲଙ୍କାକାଣ୍ଡ। ସମ୍ବଲପୁର କତରବଗା ଥାନା ପରିସରରେ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଥାନା ପରିସରରେ ଆସବାସପତ୍ର ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଉଲ୍ଲେଖନୀୟ ଯେ, ଗତକାଲି ରାତିରେ କତରବଗା ଗାଁରେ ପ୍ରଶାନ୍ତ ଧୁରୁଆ...

vvpat
ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଇଭିଏମ୍ ଓ ଭିଭିପାଟ୍‌ର କମିଶନିଂ

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଭୁବନେଶ୍ୱର, କଟକ ସହ ୬ଟି ସଂସଦୀୟ ଲୋକସଭା କ୍ଷେତ୍ରରେ ଏହି ନିର୍ବାଚନ ହେବ। ଏହା ପୂର୍ବରୁ ରାଜଧାନୀ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ମତଦାନ ଲାଗି ଇଭିଏମ୍ ଓ ଭିଭିପାଟ୍‌ର କମିଶନିଂ ହୋଇଛି।  ଏଥିରେ  ପୋଲିଂ...

missing
୪ ଦିନ ହେଲା ଭାଇଭଉଣୀ ନିଖୋଜ

କୋଣାର୍କ (ସଂଜୟ ପତି) : ୪ ଦିନ ହେଲା ଭାଇଭଉଣୀ ନିଖୋଜ। ପୁରୀ ଜିଲ୍ଲା କାକଟପୁର ବ୍ଲକ ଓଳଙ୍ଗର ଗାଁର ଲଛମନ ବାରିକଙ୍କ ପୁଅ ଓ ଝିଅ ୪ଦିନ ହେଲା ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏତଲା ପାଇବାପରେ ପୁଲିସ ଘଟଣାର ତଦନ୍ତ କରୁଛି। ଗତ...

rakhal--
ପରଲୋକରେ ବର୍ଷୀୟାନ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ମହାନ୍ତି

କଟକ : ଓଡ଼ିଶାର ବର୍ଷୀୟାନ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ଚନ୍ଦ୍ର ମହାନ୍ତିଙ୍କ ପରଲୋକ ଘଟିଛି। କଟକ ବାଦାମବାଡ଼ି ସ୍ଥିତ ବାସ ଭବନରେ ୮୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି।  ଆକାଶବାଣୀ, ଦୂରଦର୍ଶନ, ଆଲବମ ଏବଂ ଓଡ଼ିଆ କଥାଚିତ୍ର କ୍ଷେତ୍ରରେ ସେ ଜଣେ ପରିଚିତ ବ୍ୟକ୍ତିତ୍ୱ ଥିଲେ। ଓଡ଼ିଶାର...

baijayanta
ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ନେଇ ମନ୍ତବ୍ୟ ଅଭିଯୋଗ ମିଥ୍ୟା : ବୈଜୟନ୍ତ

କେନ୍ଦ୍ରପଡ଼ା : ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଆଜି କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ଦରିଆ ରାମଚଣ୍ଡୀ ଦର୍ଶନ ଅବସରରେ ସେ କହିଛନ୍ତି ଯେ ବିଜୁ ବାବୁଙ୍କ ସହ ମୋ ବାପାଙ୍କର ୫୦ ବର୍ଷ ସମ୍ପର୍କ। ସମସ୍ତେ...

protest
ପାଣି ସମସ୍ୟା ନେଇ ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ

ବିନିକା ( ଦିଲ୍ଲୀପ ସାହୁ) : ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରାଙ୍କୁ ପ୍ରଶ୍ନବାଣରେ ଘେରିଲେ ଗ୍ରାମବାସୀ। ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା ପଂଚାୟତ ଫୁଳମୁଠି ଗାଁକୁ ପ୍ରଚାର କରିବାକୁ ଯାଇଥିଲେ ପଦ୍ମନାଭ। ସେଠାରେ ପାଣି ସମସ୍ୟାକୁ ନେଇ ତାଙ୍କୁ ଗ୍ରାମବାସୀଙ୍କ...

computer teacher strike
କମ୍ପ୍ୟୁଟର ଶିକ୍ଷକଙ୍କ ଭୋଟ ବର୍ଜନ ଚେତାବନୀ

ବାଲେଶ୍ୱର (ରଞ୍ଜିତ୍‌ ପାକଳ) : ବାଲେଶ୍ୱର ଜିଲ୍ଲାର ବିଭିନ୍ନ ହାଇସ୍କୁଲରେ କମ୍ପ୍ୟୁଟର ତାଲିମ ଦେଉଥିବା ଶିକ୍ଷକ ମାନେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଶିକ୍ଷକ ମାନଙ୍କୁ ପୁନଃ ନିଯୁକ୍ତି ଦିଆ ନଗଲେ ସେମାନେ ସପରିବାର ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ହାଇସ୍କୁଲରେ...

manoranjan
ଚିକିଟିରେ ବଢ଼ୁଛି ନିର୍ବାଚନୀ ହିଂସା ; ବିଜେଡି ପ୍ରାର୍ଥୀଙ୍କ ଆତଙ୍କରାଜ ଅଭିଯୋଗ

ବ୍ରହ୍ମପୁର(ଜଗନ୍ନାଥ ସାହୁ) : ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଘଟିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବିଜେପି ବିଧାନସଭା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଏହି ଅଭିଯୋଗ ଆଣିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ବିଜେଡି ପ୍ରାର୍ଥୀଙ୍କ ସମେତ ସେମାନଙ୍କ ସମ୍ପର୍କୀୟ ଓ ଅନ୍ୟ କର୍ମୀମାନେ...

photo
ବିଜେଡି ବିଧାୟକ ଟୁକୁନି ସାହୁଙ୍କ ପ୍ରତି ଭୋଟରଙ୍କ ଅସନ୍ତୋଷ

ଟିଟିଲାଗଡ଼ (ମାନସ ମହାନ୍ତି): ଭୋଟ୍ ଦିନ ଯେତିକି ପାଖେଇ ଆସୁଛି ଟିଟିଲାଗଡ଼ର ବିଜେଡି ବିଧାୟକ ଟୁକୁନି ସାହୁଙ୍କ ପ୍ରତି ଭୋଟରଙ୍କ ଅସନ୍ତୋଷ ସେତିକି ବଢୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ତାଙ୍କୁ ଭୋଟର ବିରୋଧ କରୁଥିବା ଦେଖାଯାଉଛି। ଟିଟିଲାଗଡ଼ର ଶିଭ୍ରଟାପଡ଼ା ପରେ ୧୪ ନମ୍ବର ୱାର୍ଡରେ ତାଙ୍କୁ ଭୋଟରଙ୍କ...

bharthuhari
ବିକଳ ହୋଇ ପ୍ରତିଶ୍ରୁତି ଦେବାରେ ଯଥାର୍ଥତା ନାହିଁ : ଭର୍ତ୍ତୃହରି ମହତାବ

କଟକ (ବିବର୍ତ୍ତନ ପଣ୍ଡା) : ଏକ ଟଙ୍କାରେ ଖାଦ୍ୟସାଗ୍ରୀ ଦେବା ନେଇ ଧର୍ମେନ୍ଦ୍ରଙ୍କ ପ୍ରତିଶ୍ରୁତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ବିକଳ ହୋଇ ପ୍ରତିଶ୍ରୁତି ଦେବାରେ ଯଥାର୍ଥତା ନାହିଁ ବୋଲି ଭର୍ତ୍ତୃହରି କହିଛନ୍ତି। ବିଜେପିର ଏହି ଘୋଷଣା ଆକାଶ କଇଆଁ, ଚିଲିକା ମାଛ ସଦୃଶ...