ମାଲକାନଗିରି (ଜିତେନ୍ଦ୍ର ବେଉରା) : ମାଲକାନଗିରି ଝାଟିମାଟି କଲୋନୀରେ କନ୍ଷ୍ଟେବଲଙ୍କ ମୃତଦେହ ଉଦ୍ଧାର। ଘର ଭିତରୁ ପୁଲିସ କନଷ୍ଟେବଲ ସୁନୀଲ ମହାନନ୍ଦିଆଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଘରେ କେହି ନଥିବା ବେଳେ ସେ ସର୍ଭିସ ରିଭଲଭରରୁ ନିଜ ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା...
ପଟ୍ଟାମୁଣ୍ଡାଇ ( ପ୍ରବୀର କୁମାର ନାୟକ) : ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ପଟ୍ଟାମୁଣ୍ଡାଇରେ ନିର୍ବାଚନୀ ରାଲି କରୁଛନ୍ତି। ପଟ୍ଟାମୁଣ୍ଡାଇ ପୋହଳ ହାଇସ୍କୁଲ ପଡ଼ିଆରୁ ବାହାରିଥିବା ଏହି ରାଲି ପଟ୍ଟାମୁଣ୍ଡାଇ ମ୍ୟୁନସିପାଲିଟି ଦେଇ ଖଡିଅନ୍ତା, ଅରଡପଲ୍ଲୀ, କାଠିଆପଡ଼ା, ଚନ୍ଦନନଗର ଆଦି ସ୍ଥାନ ଦେଇ ଆସିବା...
ବ୍ରହ୍ମଗିରି ( ରବି ନାରାୟଣ ପୂଜାରୀ) : ବ୍ରହ୍ମଗିରିରେ ବିଜେଡି ବିଧାୟକ ପ୍ରାର୍ଥୀ ସଂଜୟ ଦାସବର୍ମାଙ୍କୁ ବିରୋଧ। ନିଜ ନିର୍ବାଚନମଣ୍ଡଳୀ ବେଣ୍ଟପୁର ପଞ୍ଚାୟତ ବିଜିପୁର ଗାଁରେ ବିରୋଧ କରି ସଂଜୟଙ୍କ ବାଟ ଓଗାଳିଲେ ମହିଳା। ପ୍ରଚାର ଶୋଭାଯାତ୍ରାରେ ଯାଉଥିବା ବେଳେ ମହିଳାମାନେ ଚିଟ୍ଫଣ୍ଡ ଟଙ୍କା କେବେ ମିଳିବ ବୋଲି...
କେନ୍ଦୁଝର : କେନ୍ଦୁଝରରେ ବିଜେପି ପ୍ରଭାରୀ ଅରୁଣ ସିଂହ। ସେଠାରେ ଦଳ ପାଇଁ ପ୍ରଚାର କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି,୧୯ ବର୍ଷ ଶାସନ ପରେ ମଧ୍ୟ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ। ବିଜେପିର ଲୋକପ୍ରିୟତା ଦେଖି ବିଜେଡି ଭୟଭୀତ। ଆଉ ମଧ୍ୟ କହିଛନ୍ତି, ଉଚ୍ଚପଦସ୍ଥ...
ନୂଆଦିଲ୍ଲୀ :୧୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ। ଇଭିଏମରେ ସିଲ୍ ହୋଇଛି ୧୨୩୯ ପ୍ରାର୍ଥୀଙ୍କ ଭାଗ୍ୟ। କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ତ୍ରିପୁରାରେ ସର୍ବାଧିକ ୮୧.୮% ମତଦାନ ହୋଇଛି। ସେହିଭଳି ପଶ୍ଚିମବଙ୍ଗରେ ୮୧...
ମାଲକାନଗିରି : EVM ଟ୍ୟାମ୍ପରିଂ ଅଭିଯୋଗରେ ପୋଲିଂ ପାର୍ଟିଙ୍କୁ ତାଲା ପକାଇଲେ ଗ୍ରାମବାସୀ। ଏହି ଘଟଣା ଘଟିଛି ମାଲକାନଗିରି MPV-୬୫ ଗାଁରେ। ଗାଁର ଏକ ବୁଥ୍ରେ ଆଜି ମତଦାନ ଶେଷ ହେବା ପରେ ପୋଲିଂ କର୍ମଚାରୀମାନେ EVM ଟ୍ୟାମ୍ପରିଂ କରିଥିବା ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ଉତ୍ତେଜନା...
ଭୁବନେଶ୍ୱର : ରାଜ୍ୟ ନିର୍ବାଚନ ଅଧକାରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ନାଁରେ ଫେରାଦ ହୋଇଛି ବିଜେପି। ଦଳ ଅଭିଯୋଗ କରିଛି ଯେ ଭୋଟ୍ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରି ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଛନ୍ତି। ଦଳର ଅଭିଯୋଗ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ଭୋଟ ଚାଲିଥିବା ବେଳେ...
ଭୁବନେଶ୍ୱର : ବିଭିନ୍ନ ଆଳରେ ‘ଓଟିଭି’ର କଣ୍ଠରୋଧ ଲାଗି ବିଜେଡ଼ିର ଲଗାତାର ପ୍ରୟାସ। ନିର୍ବାଚନ କମିଶନଙ୍କ ଗାଇଡ୍ଲାଇନ୍ ଉଲ୍ଲଂଘନ କରୁଥିବା ଦର୍ଶାଇ ଚାନେଲ ବିରୋଧରେ ଗତକାଲି ଠାରୁ ଲଗାତାର ଚାରୋଟି ଅଭିଯୋଗ ଆଣି ବିଜେଡି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି। ତେବେ ଗତକାଲି ବିଜେପି ପ୍ରେସ୍ମିଟ୍ ଲାଇଭ୍...
ଭୁବନେଶ୍ୱର : ରାସ୍ତା, ପାଣି, ବିଜୁଳି ଓ ସ୍ୱାସ୍ଥ୍ୟ ସେବା ନିର୍ବାଚନର ଏ ଚାରି ପ୍ରମୁଖ ପ୍ରସଙ୍ଗକୁ ନେଇ ଏବେ ମଇଦାନରେ ମୁହାଁମୁହିଁ ହେଉଛନ୍ତି ନେତା। ନିର୍ବାଚନ ପୂର୍ବରୁ ଭୋଟରଙ୍କ ପାଖରେ ପ୍ରତିଶ୍ରୁତିର ପାହାଡ଼ ଠିଆ କଲା ବେଳେ ସବୁ ଦଳର ଫୋକସରେ ରହୁଛି ଏ ଚାରି ପ୍ରସଙ୍ଗ।...
ରାଉରକେଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ। ରାଉରକେଲାରେ ଆଇଜିଏଚ୍ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରକଳ୍ପ କାର୍ଯ୍ୟ ଓ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ କାମ ତ୍ୱରାନ୍ୱିତ କରାଯାଉଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କେନ୍ଦ୍ର ସରକାର କେନ୍ଦ୍ର...
ଭୁବନେଶ୍ୱର : ୧୯ ମହାସମରର ପ୍ରଥମ ପର୍ଯ୍ୟାୟ ଭୋଟ୍ ବେଳେ ସାଧାରଣ ଜନତାଙ୍କ ଭଳି ମତଦାନକୁ ନେଇ ବେଶ୍ ଉତ୍ସାହିତ ଥିଲେ ବିଭିନ୍ନ ଦଳର ରାଜନେତା। ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେବାକୁ ଅପେକ୍ଷା କରିଥିଲେ ରାଜନେତା। କଳାହାଣ୍ଡି ଲୋକସଭା ଆସନ ଲାଗି ତ୍ରିମୁଖୀ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିବା...
ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାରେ ସରିଛି ମତଦାନ। ଇଭିଏମ୍ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ମେ’ ୨୩ରେ ଜଣା ପଡିବ ଫଳାଫଳ। ଗଣତନ୍ତ୍ରର ଗଣପର୍ବରେ ସାମିଲ ହୋଇ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ...