• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

BUS
ଜଳିଗଲା ଚଳନ୍ତା ବସ୍‌ !

ଲକ୍ଷ୍ନୌ: ଉତ୍ତରପ୍ରଦେଶର କନ୍ନୌଜଠାରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିଯିବାରୁ ପ୍ରାୟ ୨୦ ଜଣଙ୍କା ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ବସ୍‌ରେ ୫୦ ଜଣ ଯାତ୍ରୀ ଥିଲେ, ତେଣୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏହି ଡବଲ୍‌ ଡେକ୍‌ ବସ୍‌ଟି ହାଇୱେରେ ଏକ...

cat
ବିଲେଇ ପାଇଁ ନିଜ ନାତିକୁ ୫ ମହଲା କୋଠାରୁ ତଳକୁ ଲଟକାଇଲେ ବୃଦ୍ଧା !

ସୋଶାଲ ମିଡ଼ିଆରେ ଚୀନ୍‌ର ଏକ  ଆଶ୍ଚର୍ଯ୍ୟକର ଭିଡ଼ିଓ ଭାଇରାଲ୍‌ ହୋଇଛି । ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏହି ଘଟଣାଟି ଏହି ସପ୍ତାହର ପ୍ରାରମ୍ଭରେ ସିଚୁଆନ ପ୍ରାନ୍ତର ପଗଟନର କାଉଁଟିରେ ଘଟିଥିଲା । ଜଣେ ବୃଦ୍ଧା ନିଜର ୭ ବର୍ଷର ନାତିକୁ ଏକ ରଶିରେ ବାନ୍ଧି...

kohli
ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ପୁଣେ : ଘରୋଇ ମାଟିରେ ଆଉ ସିରିଜ୍ ଜିତି ବିରାଟବାହିନୀ ନୂଆ ବର୍ଷରେ ଜବରଦସ୍ତ ଆରମ୍ଭ କରିଛି। ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୭୮ ରନରେ ଶ୍ରୀଲଙ୍କାକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଛି। ଗୌହାଟୀରେ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ...

sishu
ମାଆ କଣ ନିଷ୍ଠୁର ହୋଇପାରେ ? ରାସ୍ତା କଡ଼ରେ ନିଷ୍ପାପ ଶିଶୁର କୁଆଁ କୁଆଁ କାନ୍ଦ

ଯାଜପୁର/ ଭୁବନେଶ୍ୱର/ କଟକ : ମାଆ କଣ ନିଷ୍ଠୁର ହୋଇପାରେ ? ଜନ୍ମଦାତ୍ରୀ କେବେ ବାତ୍ସଲ୍ୟକୁ ପର କରି ପାରେ ? ହେଲେ ତାହା ସତ ହୋଇଛି ଯାଜପୁର ତିଳପଦା ଗାଁରେ । ଏ ନିଷ୍ପାପ ଶିଶୁର କୁଆଁ କୁଆଁ କାନ୍ଦ, ବିହ୍ୱୋଳିତ କରୁଛି ମନକୁ ଓ ହୃଦୟକୁ...

india
ଶ୍ରୀଲଙ୍କାକୁ ୨୦୨ ରନର ଟାର୍ଗେଟ୍ ଦେଲା ଭାରତ

ପୁଣେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୧ ରନ୍ କରିଛି। ଫଳରେ ସିରିଜ୍ ବରାବର କରିବା ପାଇଁ ଶ୍ରୀଲଙ୍କାକୁ ନିର୍ଦ୍ଧାରିତ ଓଭରରେ ୨୦୨ ରନ୍ କରିବାକୁ...

garden
ଆସନ୍ତାକାଲିଠୁ ସମସ୍ତେ ଲୋକସେବା ଭବନ ଉଦ୍ୟାନ ବୁଲି ପାରିବେ

ଭୁବନେଶ୍ୱର : ଆସନ୍ତାକାଲିଠୁ ୫ଦିନ ପାଇଁ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।  ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସରେ ୫ଦିନ ପାଇଁ ଲୋକସେବା ଭବନର ଉଦ୍ୟାନରେ ଯେକେହି ଶୀତଦିନିଆ ଫୁଲର ଆନନ୍ଦ ଉଠାଇପାରିବେ। ଉଦ୍ୟାନର ଶୋଭାକୁ ଯେଭଳି ସାଧାରଣ ଲୋକ...

bbsr
ପୁଣି ୨ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ୪ ବହିଷ୍କୃତ

ଭୁବନେଶ୍ୱର  : ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ଆଜି ଆଉ ୨ଜଣ ସରକାରୀ ଅଧିକାରୀ ଓ ୪ଜଣ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ‘ଫାଇଭ୍-ଟି’ ଅନ୍ତର୍ଗତ ରାଜ୍ୟ ସରକାର ୨ଜଣ ଇଞ୍ଜିନିୟର ଯଥା- ବରଗଡ଼ରେ ଅବସ୍ଥାପିତ ଆରଡବ୍ଲ୍ୟୁଏସ୍‌ଏସ୍‌ର ଏକଜ୍ୟୁକିଟିଭ ଇଞ୍ଜିନିୟର ନାରାୟଣ ତିହାଡ଼ି...

father 3
ଦୀର୍ଘ ୮ ବର୍ଷ ପରେ ମିଳିଲା ହଜିଲା ଝିଅ

ରାଉରକେଲା : ଆଖିରେ ଖୁସିର ଲୋତକ । ମନରେ ଉଙ୍କି ମାରିଛି ପୁଣି ଭାଙ୍ଗି ଯାଇଥିବା ସ୍ୱପ୍ନ । କାରଣ ପାଖରେ ପାଇଛି ସେ ତାର ବାପାଙ୍କୁ । ଝିଅଟିଏ ପାଇଁ ଆଉ ବଡ଼ କଥା କଣ ହୋଇପାରେ । କୁଆଁରୀ ଜୀବନରେ ବାପା ହିଁ ତ ଝିଅର...

market building
ମାର୍କେଟ ବିଲ୍‌ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ : ଦୋକାନୀଙ୍କୁ ଗୋଡ଼େଇ ପିଟିଲେ

ଭୁବନେଶ୍ୱର : ରାଜଧାନୀ ଛାତି ଉପରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଉଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ମୁଖା ପିନ୍ଧା ଯୁବକ । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଜନଗହଳିପୂର୍ଣ୍ଣ ମାର୍କେଟ ବିଲଡିଂ ଅଞ୍ଚଳରେ ଏଭଳି ଗୁଣ୍ଡାରାଜ ଦେଖିବାକୁ ମିଳିଛି । ହାତରେ ହକିଷ୍ଟିକ, ଠେଙ୍ଗା ଓ ଭୂଜାଲି ଧରି...

death -
ବାପା ନୁହେଁ ସେ ପିଶାଚ ! ନିଜ ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମିଳିଲା ଫାଶୀ ଦଣ୍ଡ

ସୁରତ : କୁହାଯାଏ ମାଆ ଘର ହେଲେ ବାପା ଛାତ। ପିଲାଟିକୁ ମାଆ ଯେତିକି ଷଣ୍ଠଣା ଶିଖାଏ ବାପା ବି ସେହିପରି ସବୁ ଆବଶ୍ୟକତା ପୂରଣ କରି ସଭ୍ୟ ଶିକ୍ଷିତ କରାଇ ଦୁନିଆ ଦାଣ୍ଡରେ କୋଟିଏରେ ଗୋଟିଏ କରି ଗଢ଼ି ତୋଳିଥାନ୍ତି। ସେଥିପାଇଁ  ବାପା ମହାନ । ପିଲାଟିଏ...

bjp
ବ୍ରହ୍ମପୁରରେ ବିଜେପିର ବିଶାଳ ଜନଜାଗରଣ ଶୋଭାଯାତ୍ରା

ବ୍ରହ୍ମପୁର : ବ୍ରହ୍ମପୁରରେ ବିଜେପିର ବିରାଟ ଶୋଭାଯାତ୍ରା। ନାଗରିକତା ସଂଶୋଧନ ଆଇନ CAA ସମ୍ପର୍କରେ ଆଜି ବ୍ରହ୍ମପୁରରେ ବିଶାଳ ସଚେତନତା ଶୋଭାଯାତ୍ରାର ଆୟୋଜନ ହୋଇଛି । କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ...

black mailing-2
ଲଭ୍-ସେକ୍ସ-ବ୍ଲାକମେଲ୍ ! କିଏ କହୁଛି ସତ ?

ଭୁବନେଶ୍ୱର : ‘ଟିଣ୍ଡର’ ଡେଟିଂ ଆପ୍‌ରେ ଡାର୍ଟି ଗେମ୍। ପ୍ରଥମେ ସମ୍ପର୍କ, ପରେ ସେକ୍ସ ଆଉ ତା’ପରେ ଧୋକ୍କାବାଜିର ଜଘନ୍ୟ ଖେଳ। ଏପରି ଖେଳରେ ଫସିଛନ୍ତି ଏକ ଘରୋଇ ବ୍ୟାଙ୍କର ଅଧିକାରୀ। ସେ ରହୁଛନ୍ତି ରାଜଧାନୀରେ। ହେଲେ ଡେଟିଂ ଆପ୍ ‘ଟିଣ୍ଡର’ର ମାୟାରେ ବାୟା ହୋଇ ଫସିଯାଇଛନ୍ତି ଜାଲରେ।...

girl
୧୭ ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ !

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳରେ ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଭାପୁର ଗାଁର ଅଲେଖ ଦିଗାଲ ଓ ହାତୀଗଡ଼ ଗାଁର...

pratap
ଏହି ଇଲେକ୍ଟ୍ରିକ ଚକ କୁମ୍ଭକାରଙ୍କର ଆର୍ଥିକ ବିକାଶ କରିବ : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର : ବାଡ଼ିରେ ଚକ ବୁଲାଇ ବୁଲାଇ ଆଗରୁ କୁମ୍ଭକାରମାନେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ଆକୃତିର କୁଡ଼ୁଆ ସହ ଟେରାକୋଟା ଆଦି ତିଆରି କରୁଥିଲେ। ଏଥିପାଇଁ କୁମ୍ଭକାରମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଏବେ ଏଥିରୁ ମିଳିବ ମୁକ୍ତି। ଆଜି କୁମ୍ଭକାରମାନଙ୍କୁ ଖଦୀ ଗ୍ରାମୋଦ୍ୟୋଗ ଆୟୋଗ ପକ୍ଷରୁ ମାଗଣାରେ...