• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

coach
ସିଏଏକୁ ରବି ଶାସ୍ତ୍ରୀଙ୍କ ସମର୍ଥନ

ପୁଣେ: ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ନାଗରିକତା ସଂଶୋଧନ ବିଧେୟକ (ସିଏଏ)କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଭାରତୀୟ ନାଗରିକଙ୍କୁ ଧୈର୍ଯ୍ୟର ସହ ଏ (ସିଏଏ) ସମ୍ବନ୍ଧରେ ବିଚାର କରିବାର ଆବଶ୍ୟକତା ରହିଛି। ମୁଁ ୧୮ ବର୍ଷର ଥିଲା ବେଳେ ଭାରତ ପକ୍ଷରୁ ଖେଳିଆସୁଛି।...

BANK
କାହିଁକି ଘରୋଇ ବ୍ୟାଙ୍କ ପାଖକୁ ଗଲା ମହାପ୍ରଭୁଙ୍କ ପାଣ୍ଠି ? ସେବାୟତ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

ପୁରୀ : କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ତାଙ୍କ କର୍ପସ୍‌ ପଣ୍ଡ ଓ ହୁଣ୍ଡି ଟଙ୍କା ଜମା ହୋଇଛି ଏକ ଘରୋଇ ବ୍ୟାଙ୍କରେ। କୋଟିଏ କି ଦୁଇ କୋଟି ନୁହେଁ, ମହାପ୍ରଭୁଙ୍କ ୬୦୦ କୋଟି ଟଙ୍କାକୁ ଜାତୀୟକରଣ ବ୍ୟାଙ୍କରୁ ଉଠାଇଯାଇ YES ବ୍ୟାଙ୍କରେ ଜମା...

tapaswi
ସଫଳତା ପାଇଁ ଦୃଢ଼ ଚେଷ୍ଟା ଦରକାର : ପ୍ରଥମ ଦୃଷ୍ଟିହୀନ ଦିବ୍ୟାଙ୍ଗ OASରେ ପାଇଲେ ସଫଳତା

ଭୁବନେଶ୍ୱର : ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ସବୁ ବାଧାବିଘ୍ନ। ଏହା ପ୍ରମାଣ କରି ଦେଖାଇଛନ୍ତି ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା ଦୃଷ୍ଟିହୀନ ତପସ୍ୱିନୀ ଦାସ । ସେ ଏହି ପରୀକ୍ଷାରେ୧୬୧ ରାଙ୍କ ହାସଲ କରିଛନ୍ତି । ଭୁବନେଶ୍ୱରରେ ଜନ୍ମ ହୋଇଥିବା ତପସ୍ୱିନୀ , ଡିଏଭି...

gas
ଗ୍ୟାସ୍ ଲିକ୍ ଯୋଗୁ ଲାଗିଲା ନିଆଁ , ୬ ଗୁରୁତର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଏକ ବସ୍ତିରେ ରୋଷେଇ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯିବାରୁ ୬ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗୁରତର ବ୍ୟକ୍ତିଙ୍କ ମଧ୍ୟରେ ଜଣେ ୭ବର୍ଷୀୟ ବାଳକ ମଧ୍ୟ ରହିଛି। ମିଳିଥିବା ସୂଚନା ଅନୁସାରେ, ସିଆରପି ଛକ ନିକଟସ୍ଥ ମୁଣ୍ଡାସାହି ବସ୍ତିରେ ରୋଷେଇ ଗ୍ୟାସ୍...

sikkim
ଆଉ ଜଣେ ବୁଦ୍ଧ ; ରାଜଗାଦି ଛାଡ଼ି ବନିଲେ ସନ୍ୟାସୀ

ସିକିମ୍‌ : ଇତିହାସରୁ ଆମେ ଗୌତମ ବୁଦ୍ଧଙ୍କ କାହାଣୀ ବିଷୟରେ ଜାଣିଛେ। ପିତା ସୁଦ୍ଧୋଦନଙ୍କ ରାଜକୀୟ ସାମ୍ରାଜ୍ୟକୁ ଛାଡ଼ି ଗୌତମ ଆପଣେଇ ଥିଲେ ସନ୍ୟାସର ବାଟ। ପତ୍ନୀ, ପୁତ୍ର ଓ ରାଜ ପରିବାର ଧନ ସମ୍ପତ୍ତିର ମୋହ ତାଙ୍କୁ ଅଟକାଇ ପାରିନଥିଲା। ସେ ସିଦ୍ଧାର୍ଥ ଗୌତମରୁ ପାଲଟିଗଲେ ଗୌତମ...

OAS3
ବିଜୁଳି ନଥିବା ଘରେ ପାଠ ପଢ଼ି ଓଏଏସ୍‌ ପାଇଲେ ଜନ୍

ପାରାଦୀପ/ଢ଼େଙ୍କାନାଳ : ଘରେ ବିଜୁଳି ନଥିଲା, ହେଲେ କଠିନ ପରିଶ୍ରମ କରି ସଫଳତାର ଶିଖରରେ ପହଞ୍ଚିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବାଲିଆ ବଡ଼ବନ୍ଧ ଗାଁର ଜନ୍ ମେଜର୍ ଦଳାଇ । ସେ ଓଡ଼ିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ ୧୩୯ ତମ ରାଙ୍କ ହାସଲ କରିଛନ୍ତି। ନୂଆଣିଆ...

teacher arrest-2
ଲଜ୍ଜା ! ଟ୍ୟୁସନ ଶିକ୍ଷୟିତ୍ରୀ ଛାତ୍ରଙ୍କ ଅଶ୍ଳୀଳ ଭିଡ଼ିଓ କରି ବୟଫ୍ରେଣ୍ଡକୁ ଦେଉଥିଲେ

ଇନ୍ଦୋର : ମଧ୍ୟ ପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏକ ଘଟଣା ଘଟିଛି, ଯାହାକି ଆପଣଙ୍କୁ ଚିନ୍ତାରେ ପକାଇଦେବ। ଏଠାରେ ଜଣେ ଟ୍ୟୁସନ ଶିକ୍ଷୟିତ୍ରୀ ନିଜ ଷ୍ଟୁଣ୍ଡେଣ୍ଟଙ୍କ ସହ ଅଶ୍ଳୀଳ ବ୍ୟବହାର କରିବା ସହ ଏହାର ଭିଡ଼ିଓ କରି ନିଜ ବୟଫ୍ରେଣ୍ଡକୁ ପଠାଇଛନ୍ତି । ନବଭାରତ ଟାଇମ୍‌ସରେ ପ୍ରକାଶିତ ସୂଚନା...

beauty contestant
ଚୀନରେ ସୁନ୍ଦରୀ ମୁକୁଟ ପିନ୍ଧିଲେ ଓଡ଼ିଆ ମହିଳା

ଭୁବନେଶ୍ୱର: ଚୀନରେ ହୋଇଥିବା ସୁନ୍ଦରୀ ପ୍ରତିଯୋଗିତାରେ ମିସେସ୍‌ ୟୁନିଭର୍ସ ହୋଇଛନ୍ତି ଅମିତା ପଣ୍ଡା। ବିଜୟୀ ମୁକୁଟ ପିନ୍ଧିବା ପରେ ସେ ଆଜି ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଅମିତା ପଣ୍ଡା ପେଶାରେ ଜଣେ ସଫ୍ଟଓୟାର ଇଞ୍ଜିନିୟର। ତାଙ୍କର ଏକ ଝିଅ ଅଛି।...

PrimarySchool
ଏଣିକି ଖରାଛୁଟିରେ ସ୍କୁଲରେ ହେବ ଏକ୍ସଟ୍ରା କ୍ଲାସ

ଭୁବନେଶ୍ୱର  : ଏଣିକି ଖରାଛୁଟିରେ ପ୍ରାଥମିକ ସ୍କୁଲରେ ହେବ ଏକ୍ସଟ୍ରା କ୍ଲାସ। ପାଠପଢ଼ାରେ ଦୁର୍ବଳ ଥିବା ପିଲାଙ୍କ କ୍ଲାସ ନେବେ ଶିକ୍ଷକ। ଏ ନେଇ ସୂଚନା ଦେଇଛନ୍ତି  ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।  ସେ କହିଛନ୍ତି, ଛୁଟି ସମୟରେ ବି ଶିକ୍ଷକମାନଙ୍କ ରୋଟେସନ ଡ୍ୟୁଟି ଥାଏ।  ସେହି...

reliance-jio-4g-lte-network
ରିଲାଏନ୍ସ ଜିଓ ପକ୍ଷରୁ ଭିଡିଓ ଓ ଭଏସ ୱାଇ-ଫାଇ କଲିଂ ସେବା ଶୁଭାରମ୍ଭ

ଭୁବନେଶ୍ୱର : ଗ୍ରାହକଙ୍କୁ ଶ୍ରେଷ୍ଠ ଉତ୍ପାଦ ଓ ଅନୁଭୂତି ପ୍ରଦାନ କରିଆସୁଥିବା ରିଲାଏନ୍ସ ଜିଓ ପକ୍ଷରୁ ଆଜି ଦେଶବ୍ୟାପୀ ସ୍ତରରେ ଭିଡିଓ ଓ ଭଏସ‌୍‍ ୱାଇ-ଫାଇ କଲିଂ ସେବା ଆରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି। ଶୁଭାରମ୍ଭ ସହିତ ପ୍ରତ୍ୟେକ ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବା ଲାଗି...

tru
ସଂଯମତା ଦେଖାଇଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍‌ :  ବର୍ତ୍ତମାନ ପାଇଁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଟଳି ଯାଇଛି।  ଆମେରିକା-ଇରାନ ଯୁଦ୍ଧ ହେବାର ଆଶଙ୍କା କମ୍ । କାରଣ ସଂଯମତା ଦେଖାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ଆମେରିକା ଉତ୍ତେଜନାକୁ ବୃଦ୍ଧି କରିବାକୁ ଚାହୁଁନାହିଁ କିମ୍ବା ଆଉ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ...

kour
ହାର୍‌ ମାନିଛି ବୟସ : ୯୪ ବର୍ଷରେ ଆରମ୍ଭ କଲେ ବ୍ୟବସାୟ

 ନୂଆଦିଲ୍ଲୀ : ଯଦି ଦୃଢ଼ ମନୋବଳ ଓ ପ୍ରବଳ ଇଚ୍ଛା ଶକ୍ତି ଥାଏ ତ ଅସମ୍ଭବ ବି ସମ୍ଭବ ହୋଇଥାଏ । କୌଣସି କାମ କରିବାକୁ ବୟସ ନୁହେଁ ,ସ୍ୱତନ୍ତ୍ର ଆବେଗ ହିଁ ଲୋଡା ପଡିଥାଏ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଚଣ୍ଡିଗଡ଼ର ୯୪...

chhatra
'ପଶୁବଳି ପଡ଼ିଲେ ଜିଲ୍ଲାପାଳ, ଏସ୍‌ପି ବ୍ୟକ୍ତିଗତ ଭାବେ ଦାୟୀ'

କଟକ : ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଶୁ ବଳିକୁ ନେଇ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ପଶୁ ବଳି ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଯଦି ପଶୁ ବଳି ପଡ଼େ, ତେବେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବ୍ୟକ୍ତିଗତ ଭାବେ ଦାୟୀ...

mobile3
ଗୋଟିଏ ଫୋନ , କଥା ହେଉଛନ୍ତି ପୁରା ଗାଁ

ଅନୁଗୁଳ (ବିରଜା ପ୍ରସାଦ ଦାଶ) : ୨୦୨୦ ମସିହାରେ ବି ଫୋନ ସେବା ଅପହଞ୍ଚ । ଶୁଣିଲେ ଟିକେ ଅଡୁଆ ଲାଗିବ, ହେଲେ ସତ । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଞ୍ଚଳରେ ଥିବା ଅନେକ ଗାଁ ଏବେ ମୋବାଇଲ ଫୋନ୍ ସେବା ପାଇବାରୁ ବଞ୍ଚିତ। ଯାହାଫଳରେ ନାହିଁ ନଥିବା...

saree
ରାଣୀ ପଦ୍ମାବତୀଙ୍କ ପାଇଁ ଶାଢ଼ି କିଣିଲେ ମଥୁରା ନରେଶ

ବରଗଡ଼(ଦୀପକ ଶର୍ମା): ମହାରାଣୀ ପଦ୍ମାବତୀଙ୍କ ପାଇଁ ପାଟଶାଢ଼ି କିଣିଲେ ମଥୁରା ନରେଶ ମହାରାଜ କଂସ।  ଆଜି ସେ ପାତ୍ର ଓ ମନ୍ତ୍ରୀଙ୍କ ସହିତ ନଗର ଭ୍ରମଣ  କରିବା ସମୟରେ ଜାତୀୟ ହସ୍ତତନ୍ତ ମେଳା ପରିଦର୍ଶନ କରିଥିଲେ।  ବିଭିନ୍ନ ପ୍ରକାର ପାଟ ଶାଢ଼ି ଦେଖି ମହାରାଣୀ ପଦ୍ମାବତୀଙ୍କ କଥା ତାଙ୍କର...