ବାଲୁଗାଁ : ଚିଲିକା ନିକଟ ରାଜହଂସରେ ଲାଗିଥିବା ମାଲେସୀୟ ଜାହାଜ ଜିନ୍ ହ୍ୱାର୍ କଣ୍ଟେନର ଓଲଟିଲା। ତେବେ ମ୍ୟାଲେସୀୟ ଜାହାଜ ଜିନ୍ ହ୍ୱାର୍ ଇଞ୍ଜିନ୍ ସୁରକ୍ଷିତ ଥିବା ସୂଚନା ମିଳିଛି ।ଏହାସହ ଜାହାଜର ଇଞ୍ଜିନ୍ ସୁରକ୍ଷିତ ଥିବାରୁ ତୈଳ ନିର୍ଗତ ହେଉ ନଥିବା ଜଣାପଡିଛି । ଗତକାଲି ମାଲେସୀୟ...
ଭୁବନେଶ୍ୱର : ‘ଓଟିଭି’ ଲୋଗୋ ବ୍ୟବହାର କରି ସୋଶାଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ମିଛ ଖବର ପ୍ରଚାର କରିବା ମାମଲାରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ୍ ପ୍ରତାପ ସାହୁ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଉଛି...
ରାଉରକେଲା : ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଲା଼ଞ୍ଚ ନେବା ବେଳେ କ୍ୟାମେରାରେ କଏଦ ହେଲେ ଆଟେଣ୍ଡାଣ୍ଟ୍। ରାଉରକେଲା ସରକାରୀ ହସ୍ପିଟାଲର ଏହି ଦୃଶ୍ୟ ଏବେ ଭାଇରାଲ ହୋଇଛି। ଜଣେ ପ୍ରସୂତି ମହିଳାଙ୍କ ସମ୍ପର୍କୀୟଙ୍କ ଠାରୁ ଜନ୍ମିତ ଛୁଆର ଯତ୍ନ ନେବା ଲାଗି ସେ ଏହି ଅର୍ଥ ନେଉଥିବା ଜଣାପଡ଼ିଛି।...
ଭୁବନେଶ୍ୱର : ଗାଁ ଗାଁରେ ପହଞ୍ଚିବ ଓ୍ୱାଇଫାଇ। ଯେଉଁ ଦୁର୍ଗମ ଅଞ୍ଚଳରେ ମୋବାଇଲ ଟାଓ୍ୱାର ଲଗାଯାଇପାରୁନି ସେସବୁ ଅଞ୍ଚଳରେ ଫୋନ ଓ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବା ଲାଗି କେନ୍ଦ୍ର ସରକାର ସି-ଡଟ୍ ସାଟେଲାଇଟ୍ ଓ୍ୱାଇଫାଇ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ଗ୍ରାମ୍ ନେଟ୍ ମାଧ୍ୟମରେ ୧୦ରୁ ୧୦୦...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଥିବା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏବେ ଅଡ଼ୁଆରେ ପଡ଼ିଛନ୍ତି। ଏନେଇ କେରଳ କଂଗ୍ରେସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବାର ଅଛି ବୋଲି ସୂଚନା ମିଳିଛି। ଶଶି ତାଙ୍କ ଦଳର ଅନ୍ୟତମ ବରିଷ୍ଠ ନେତା ଜୟରାମ...
ଭୁବନେଶ୍ୱର : ଲତା ମଙ୍ଗେଶକରଙ୍କର ଏକ ଗୀତ ଗାଇ ରାତାରାତି ଷ୍ଟାର୍ ପାଲଟିଥିବା ରାନୁ ମଣ୍ଡଳଙ୍କୁ ନକଲ କରି ସମାଲୋଚିତ ହୋଇଥିବା ଓଲିଉଡ୍ ହାସ୍ୟ ଅଭିନେତା ପପୁ ପମ୍ପମ୍ ଓରଫ ତତ୍ତ୍ୱପ୍ରକାଶ ଶତପଥୀଙ୍କ ନାଁରେ ନିଶ୍ଚିତକୋଇଲି ଥାନାରେ ଲିଖିତ ଅଭିଯୋଗ ହୋଇଛି। ରାନୁଙ୍କୁ ଅପମାନିତ କରିଥିବାରୁ ପପୁଙ୍କୁ ଗିରଫ...
ଭୁବନେଶ୍ୱର : ଅସୁରକ୍ଷିତ ରାଜଧାନୀ। ଖାସ୍ କରି ମହିଳା ଓ ନାବାଳିକାଙ୍କ ପାଇଁ ସୁରକ୍ଷିତ ନୁହେଁ ରାଜଧାନୀର ରାସ୍ତାଘାଟ। ଛୋଟ ଛୋଟ ଝିଅଙ୍କୁ ଏକୁଟିଆ ସ୍କୁଲ କିମ୍ବା ଟିଉସନ ଛାଡୁଥିଲେ ସାବଧାନ। କାରଣ ରାଜଧାନୀ ରାଜରାସ୍ତାରେ ବୁଲୁଛନ୍ତି ଯୌନ ପିପାସୁ। ଗତ ୨୧ ତାରିଖରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ...
କଟକ : ଅନ୍ୟ ଜଣେ ରୋଗୀଙ୍କ ପରୀକ୍ଷା ରିପୋର୍ଟ ଆଧାରରେ ଚିକିତ୍ସା ପରେ ଆଉ ଜଣେ ରୋଗୀ ଗୁରୁତର ହୋଇ ପଡ଼ିଛନ୍ତି। ରୋଗୀ ଜଣକ କେନ୍ଦୁଝର ଅଞ୍ଚଳର ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗତ ୨୦ ତାରିଖରେ କେନ୍ଦୁଝର ଜିଲ୍ଲାର...
ଜୟପୁର : ଭିଜିଲାନ୍ସ ଜାଲରେ ଆର୍ଆଇ। ଜମି ମପାଚୁପା ପାଇଁ ୨ ହଜାର ୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜୟପୁର ନନ୍ଦପୁର ତହସିଲ ବାଲଡା ରାଜସ୍ୱ ନିରିକ୍ଷକ କୈଳାଶଚନ୍ଦ୍ର ବିଶ୍ୱାଳ। ସେ ଦିବ୍ୟାଙ୍ଗ ଡମ୍ବରୁଧର ହନ୍ତାଳଙ୍କ ଜମି ମାପି ରିପୋର୍ଟ ଦେବା...
ରାଇରଙ୍ଗପୁର (ରାଜେଶ ଶର୍ମା) : ସ୍କୁଲରୁ ଦୁଇ ସାଥୀଙ୍କ ସହ ପଡ଼ୋଶୀଙ୍କ ବାଇକ୍ରେ ଘରକୁ ଫେରୁଥିଲେ ଆରତୀ। ହେଲେ ରାସ୍ତାରେ ଧକ୍କା ଦେଲା ଏକ ଡମ୍ଫର। ଘରକୁ ଫେରିବା ପୂର୍ବରୁ ଚାଲିଗଲା ଆରତୀଙ୍କ ଜୀବନ। ତାଙ୍କ ସାଥୀ ଓ ପଡ଼ୋଶୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର। ଆଜି ଏପରି ମର୍ମନ୍ତୁଦ...
ପୁରୀ : ଶ୍ରୀମନ୍ଦିର ଚାରିପଟର ୭୫ ମିଟର୍ ଯାଏ ଉଚ୍ଛେଦକୁ ବିରୋଧ ହୋଇ ଦାଏର ହୋଇଥିବା ମାମଲା ସୁପ୍ରିମକୋର୍ଟରେ ଖାରଜ। ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଏସ୍ପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବିରୋଧରେ ମାମଲାକୁ ଆଜି ଖାରଜ କରିଛନ୍ତି ସବୋର୍ଚ୍ଚ ଅଦାଲତ। ବିପି ଦାସ କମିଶନଙ୍କ ସୁପାରିଶ ଅନୁସାରେ ମନ୍ଦିର ଚାରିପଟରେ...
ଭୁବନେଶ୍ୱର : ରୋଗୀଙ୍କୁ ଲୁଣ ଚିକିତ୍ସା ସଂପର୍କୀତ ଅଭିଯୋଗରେ ଭିମ୍ସାର ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ନୋଟିସ କରାଯାଇଛି। ଓଡ଼ିଶା କାଉସେଲିଂ ଅଫ୍ ମେଡିକାଲ ରେଜିଷ୍ଟ୍ରେସନ (ଓସିଏମ୍ଆର) ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି। ଲୁଣ ଚିକିତ୍ସା ନେଇ ପୂଜାହାରୀଙ୍କ ନାଁରେ ହୋଇଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ଲାଗି...
ଭୁବନେଶ୍ୱର : କୁଏତରୁ ଘରକୁ ଫେରିଛନ୍ତି ୧୨ ଓଡ଼ିଆ ଶ୍ରମିକ। କୁଏତରେ ଅବସ୍ଥାପିତ ଭାରତୀୟ ଦୂତାବାସ ସହଯୋଗରେ ସେମାନେ ଘରକୁ ଫେରିଛନ୍ତି। ଏଥିପାଇଁ ଟ୍ୱିଟ୍ ଜରିଆରେ ଭାରତର ରାଷ୍ଟ୍ରଦୂତ ଶ୍ରୀ ବିପୁଲଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। Relieved to hear of the...
ଭୁବନେଶ୍ୱର : ଓଟିଭି ଲୋଗୋ ବ୍ୟବହାର କରି ସୋଶାଲ୍ ମିଡିଆରେ ମିଥ୍ୟା ଖବର ପ୍ରଚାର କରିବା ମାମଲାରେ ପୁଲିସ ଜଣଙ୍କୁ ଅଟକ ରଖିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ। ସଂପୃକ୍ତ ବ୍ୟକ୍ତିଙ୍କୁ ଏବେ ଅଧିକ ପଚରାଉଚରା କରାଯାଉଛି ବୋଲି ଡିସିପି କହିଛନ୍ତି। ଓଟିଭି ପକ୍ଷରୁ...
ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ରାଜ୍ୟରେ ଦଳର ଦୁର୍ବଳ ପ୍ରଦର୍ଶନ ପରେ କଂଗ୍ରେସର ସମସ୍ତ ସାଂଗଠନିକ କମିଟିକୁ ନିରସ୍ତ୍ର କରି ଦିଆଯାଇଛି। ଆଜି ଏନେଇ ଏଆଇସିସି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟିକୁ ଆନୁଷ୍ଠାନିକ ଭାବେ ଅବଗତ କରାଯାଇଛି। ତେବେ ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ...
କଲ୍ୟାଣସିଂହପୁର (ମାଉଡି ବାରିକ) : ୪ ମାସ ତଳେ ବିବାହ ହୋଇଥିଲା। ସ୍ୱାମୀ ରାଜ୍ୟ ବାହାରେ ଚାକିରି କରୁଥିବାରୁ ଶିକ୍ଷକ ବାପାଙ୍କ ପାଖରେ ଥିଲେ ଶିକ୍ଷୟିତ୍ରୀ ଝିଅ ସ୍ୱାଗତିକା ସାହୁ। ଗତକାଲି ସନ୍ଧ୍ୟାବେଳେ ସେ ଓଢ଼ଣୀ ଲଗାଇ ଝୁଲି ପଡ଼ିଥିଲେ। ଏପରି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ...