• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

std
ଦେଶରେ ଖୋଲିବ ଆଉ ୭୫ଟି ମେଡିକାଲ କଲେଜ

ନୂଆଦିଲ୍ଲୀ: ଦେଶରେ ଆଗାମୀ ୩ ବର୍ଷରେ ୭୫ଟି ନୂଆ ମେଡିକାଲ କଲେଜ୍‌ ଖୋଲିବ। ଯେଉଁ ସବୁ ସ୍ଥାନରେ ସ୍ୱାସ୍ଥ୍ୟସେବାର ଅଧିକ ଆବଶ୍ୟକତା ରହିଛି ସରକାର ସେସବୁ ସ୍ଥାନରେ ୨୪,୩୭୫ କୋଟି ଟଙ୍କାର ନିବେଶ କରାଯିବା ନେଇ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ...

rahul
ରାହୁଲଙ୍କୁ ଖୁସିରେ ଚୁମ୍ବନ କଲେ ! ଭିଡିଓ ଭାଇରାଲ୍

କେରଳ  : ରାହୁଲଙ୍କୁ ଖୁସିରେ ଚୁମ୍ବନ କଲେ କଂଗ୍ରେସ କର୍ମୀ। କେରଳ ବନ୍ୟା କ୍ଷତିଗସ୍ତ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ ରାହୁଲ। ଏହି ଅବସରରେ ଭିଡ଼ ଭିତରରୁ ଜଣେ କର୍ମୀ ରାହୁଲଙ୍କୁ ଜାବୁଡ଼ି ଧରି ଚୁମ୍ବନ କରିଥିଲେ। #WATCH A man kisses Congress MP Rahul Gandhi during...

rice-2
ଟୁଇଟର ଦେଲା ଚାଉଳ !

ଭଦ୍ରକ(ପାର୍ଥ ସାରଥୀ): ସୋଶାଲ୍ ମିଡିଆ ଯେ, କେବଳ ରାନୁ ମଣ୍ଡଳଙ୍କ ଭଳି କାହାରିକୁ ଷ୍ଟେସନ୍‌ରୁ ରାତାରାତି ମ୍ୟୁଜିକ୍ ଷ୍ଟୁଡିଓରେ ପହଞ୍ଚାଇପାରେ ତା ନୁହେଁ,  ଏହା ଗରିବଙ୍କ ଡାକକୁ ବି ସିଧାସଳଖ ପକାଇପାରେ ସରକାରଙ୍କ କାନରେ।  ଏହାର ପ୍ରତ୍ୟକ୍ଷ ପ୍ରମାଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା  ଧାମନଗର ବ୍ଲକରେ। ଜଣେ...

agri
ଚାଷୀଙ୍କ ଆୟକୁ ବହୁଗୁଣ କରିବାକୁ ସରକାରଙ୍କ ନୂଆ ଯୋଜନା

ଭୁବନେଶ୍ୱର : ଚାଷୀଙ୍କ ଆୟକୁ ବହୁଗୁଣ କରିବାକୁ ସରକାରଙ୍କ ନୂଆ ଯୋଜନା। ଉନ୍ନତ ଜ୍ଞାନକୌଶଳରେ ଚାଷ କରିବାକୁ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର ସହଯୋଗରେ ନବରଙ୍ଗପୁରର ଆରମ୍ଭ ହୋଇଛି ପାଇଲଟ୍‌ ପ୍ରୋଜେକ୍ଟ। ସେପଟେ କିନ୍ତୁ ଧାନ ଉପରେ ନିର୍ଭର କରୁଥିବା ଚାଷୀ ସରକାରଙ୍କ ଧାନକିଣା ନୀତି ଓ ବ୍ୟବସ୍ଥାକୁ ନେଇ...

health
ସାମ୍‌ନାକୁ ଆସିଲା ରାଜ୍ୟ ସ୍ୱାସ୍ଥ୍ୟସେବାର ବିକଟ ଚିତ୍ର

ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ନୂଆ ସ୍ୱାସ୍ଥ୍ୟନୀତି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ପ୍ରାଥମିକ ସ୍ୱାସ୍ଥ୍ୟ ଚିଠା ନୀତି ଉପରେ ବିଚାରବିମର୍ଶ ଚାଲିଥିବା ବେଳେ ,ବିଶେଷଜ୍ଞଙ୍କ ପରାମର୍ଶ ମାଗିଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର କେ.ଶ୍ରୀନାଥ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଗଠିତ...

result
ଏଣିକି ପରୀକ୍ଷା ସରିବାର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ

ଭୁବନେଶ୍ୱର : ପରୀକ୍ଷା ସଂସ୍କାର ନେଇ ଉଚ୍ଚ ଶିକ୍ଷା ବିଭାଗର ତତ୍ପରତା। ପରୀକ୍ଷା ସରିବାର ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ। ବଢାଯିବ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା। ବିଶେଷ କରି ଯୁକ୍ତ ୩ ପାଇଁ ଗୁରୁତ୍ୱ ଦେଇଛି ଉଚ୍ଚ ଶିକ୍ଷା ବିଭାଗ। ଏନେଇ ସବୁ ବିଶ୍ୱବିଦ୍ୟାଳୟର କୁଳସଚିବ...

house broken
ଜୁଆର ମାଡ଼ରେ ଭାଙ୍ଗିଗଲା ବାସଗୃହ ; ଗାଁରେ ଭୟର ବାତାବରଣ

ଗଂଜାମ  : କାନ୍ଥ ଛୁଇଁଲା ସମୁଦ୍ର। ଜୁଆର ମାଡ଼ରେ ଲୀନ ହେବାରେ ଲାଗିଛି ଏକାଧିକ ଘର। ଏଭଳି ଘଟଣା ସାମନାକୁ ଆସିଛି ଗଂଜାମ ଜିଲ୍ଲା ଚିକିଟି ବ୍ଳକ୍‌ କୁତୁରୁ ପଂଚାୟତର ରାମୟାପାଟଣା ଗାଁରୁ। ଜୁଆର ମାଡ଼ରେ ଘର ଭାଙ୍ଗି ଯାଉଥିବାବେଳେ ଏକାଧିକ ଘର ବିପଦ ସଂକୁଳ ଅବସ୍ଥାରେ ରହିଛି।...

highcourt
ଜନ୍ମ ତାରିଖକୁ ନେଇ ବିଧାୟକଙ୍କ ବିରୋଧରେ ମାମଲା

କୋରାପୁଟ ( ସୂର୍ଯ୍ୟ ପଣ୍ଡା) : କୋରାପୁଟ ବିଧାୟକଙ୍କ ବିରୋଧରେ ହାଇକୋର୍ଟରେ ମାମଲା। ବିଧାୟକ ରଘୁରାମ ପୋଡାଲଙ୍କ ଜନ୍ମ ତାରିଖକୁ ନେଇ ମାମଲା ଦାୟର କରିଛନ୍ତି ଆଇନଜୀବୀ କୃଷ୍ଣଚନ୍ଦ୍ର ସଁ। ବିଧାନସଭା ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଥିବା ଜନ୍ମଦିନ ତାରିଖକୁ ନେଇ ଦାଏର ହୋଇଛି...

r
ସରକାରୀ ସ୍କୁଲରେ ବିଧାୟକଙ୍କ ଜନ୍ମଦିନ ପାଳନ

ଜଳେଶ୍ୱର( ଅଜିତ୍‌ ଦାସ) : ସରକାରୀ ସ୍କୁଲରେ ବିଧାୟକଙ୍କ ଜନ୍ମଦିନ ପାଳନ। ତାହା ପୁଣି ସ୍କୁଲ ଚାଲିଥିବା ସମୟରେ। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା କମର୍ଦାରୁ। ସୂଚନା ମୁତାବକ, ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଆଜି ୭୯ତମ ଜନ୍ମ ଜୟନ୍ତୀ। ଏଥିପାଇଁ ବିଧାୟକଙ୍କ ଜନ୍ମ ଦିନ ପାଳନ...

elephant
ବୃଦ୍ଧାଙ୍କୁ ଦଳିଦେଲା ହାତୀ

ଅନୁଗୁଳ  : ବୃଦ୍ଧାଙ୍କୁ ଦଳିଦେଲା ହାତୀ। ଅନୁଗୁଳ ଆଠମଲ୍ଲିକ ଥାନା ଅନ୍ତର୍ଗତ ନଅଗାଁ ପଞ୍ଚାୟତ ନୂଆଗଡ଼ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣକ ହେଲେ ସୁବାସିନୀ ନାୟକ। ସକାଳ ସମୟରେ ଶୌଚ ହେବାପାଇଁ ପୋଖରୀକୁ ଯାଉଥିବାବେଳେ ହାତୀ ପଛରୁ ଆସି ଆକ୍ରମଣ...

hanging
ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ

ବାରିପଦା(ମାଣିକଲାଲ୍‌ ପାଣି): ବର୍ଷେ ପରେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିଛି। ୨୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ବିଚାର କରି ବାରିପଦା ଏଡିଜେ କୋର୍ଟ ଅଭିଯୁକ୍ତ ଜାମିନୀକାନ୍ତ ମହାନ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୮ ମସିହାରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ...

mla
ଯବାନଙ୍କ ମରଶରୀରକୁ କାନ୍ଧ ଦେଲେ ବିଧାୟକ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଏସ୍‌ଓଜି ଯବାନଙ୍କ ମୃତଦେହକୁ କାନ୍ଧ ଦେଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଛେଳିଡ଼ଙ୍ଗରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଣ୍ଡରିପଖନା ଗ୍ରାମରେ ଜଣେ ଯବାନଙ୍କ କୋକେଇ ବୋହି ଚର୍ଚ୍ଚାକୁ ଆସିଛନ୍ତି ବିଧାୟକ। ଉକ୍ତ ଗ୍ରାମର ଏସଓଜି ଯବାନ ଶତୃଘ୍ନ ଗଣ୍ଡଙ୍କ ମରଶରୀର...

eviction
ଆଜି ବହୁ ପୁରାତନ ଏମ୍ଆର ମଠ ଭଙ୍ଗା ପ୍ରକ୍ରିୟା ଆରମ୍ଭ

ପୁରୀ : ଜାରି ରହିଛି ଶ୍ରୀମନ୍ଦିର ଚାରିପାଖ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା। ଗତକାଲି ଲଙ୍ଗୁଳି ମଠ ଧରାଶାୟୀ କରାଯିବା ପରେ ଆଜି ବହୁ ପୁରାତନ ଏମ୍ଆର ମଠ ଭଙ୍ଗା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ମଠ ଭିତରେ ରହିଥିବା ଆସବାବପତ୍ର ସମେତ ରଘୁନନ୍ଦନ ଲାଇବ୍ରେରୀର ସମସ୍ତ ସାମଗ୍ରୀକୁ...

hsc
ହାଇସ୍କୁଲ ପରୀକ୍ଷାରେ ଖରାପ ରେଜଲ୍ଟ : ଶିକ୍ଷକଙ୍କ ବିରୁଦ୍ଧରେ ପୁଣି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର : ଚଳିତବର୍ଷ ହାଇସ୍କୁଲ ପରୀକ୍ଷାରେ ଖରାପ ରେଜଲ୍ଟ କରିଥିବା ସ୍କୁଲଗୁଡ଼ିକର ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନଙ୍କ ପ୍ରତି ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଯେଉଁ ୮୨ଟି ହାଇସ୍କୁଲରେ ପରୀକ୍ଷା ଫଳ ଶୂନ ହୋଇଥିଲା ଓ ଯେଉଁ ସ୍କୁଲର ପରୀକ୍ଷା ଫଳ ୫୦%ରୁ କମ୍ ଥିଲା...

girl pregnant
ନବମ ଶ୍ରେଣୀର ଛାତ୍ରୀ ୫ ମାସର ଗର୍ଭବତୀ

କୋରାପୁଟ(ସୂର୍ଯ୍ୟକାନ୍ତ ପଣ୍ଡା): ପୁଣି ଆବାସିକ ବିଦ୍ୟାଳୟରେ ଲଜ୍ଜା। ରୋଷେୟା ଦ୍ୱାରା ବାରମ୍ବାର ଦୁଷ୍କର୍ମର ଶିକାର ହୋଇ ୫ ମାସର ଗର୍ଭବତୀ ହେଲେ ଜଣେ ନବମ ଶ୍ରେଣୀ ଛାତ୍ରୀ। ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଏକ ଆବାସିକ ସ୍କୁଲ ହଷ୍ଟେଲରୁ। ପୂରା ଘଟଣା ଏମିତି। ଦଶମନ୍ତପୁର...