ଭଦ୍ରକ : ନାରୀ ଅବଳା, ଦୁର୍ବଳା ନୁହେଁ। ଏକଥା ନିଜେ ହୃଦୟଙ୍ଗମ କରି ସାରିଲାଣି ଆଜିର ନାରୀ। ଯେକୌଣସି ଅସ୍ୱସ୍ତିକର ପରିସ୍ଥିତିର ମୁକାବିଲା କରିବା ଲାଗି ନିଜକୁ ମାନସିକ ଓ ଶାରୀରିକ ଭାବେ ମଧ୍ୟ ପ୍ରସ୍ତୁତ ରଖୁଛି । ନିଜର ଇଜ୍ଜତ, ମାନସମ୍ମାନ ବଞ୍ଚାଇବା ଲାଗି ଅନ୍ୟ ଉପରେ...
ନୀଳଗିରି (ବିଶ୍ୱମ୍ଭର ଦାସ): କୁନି ପୁଅକୁ ଅନାଥ କରିଦେଲା ବାପା-ମାଆଙ୍କ ଅବୈଧ ପ୍ରେମ। ମାଆ ବୟଫ୍ରେଣ୍ଡ୍ ଓ ବାପା ଗାର୍ଲଫ୍ରେଣ୍ଡ୍ଙ୍କ ସହ ପଳାଇଗଲା ପରେ ୧୧ ବର୍ଷର ପିଲାଟି ସମାଜରେ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ନିଜର ପେଟ ଚାଖଣ୍ଡକ ପାଇଁ ଭିକ୍ଷାବୃତ୍ତି କରୁଛି। ଦୁନିଆକୁ ଭଲ ଭାବେ...
ବେଙ୍ଗାଲୁରୁ : ରେଷ୍ଟୁରାଣ୍ଟରେ ଖାଦ୍ୟ ପରଷୁଛନ୍ତି ରୋବୋଟ। ଭାରତର ବଡ଼ ବଡ଼ ସହରରେ ଏବେ ରୋବୋଟ ଦ୍ୱାରା ହୋଟେଲ ପରିଚାଳନା କରାଯାଉଛି। ବେଙ୍ଗାଲୁରୁ, ଚେନ୍ନାଇ ଏବଂ କେରଳରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ରୋବୋଟ୍ ରେଷ୍ଟୁରାଣ୍ଟ। ଶିଳ୍ପକ୍ଷେତ୍ର ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ସବୁଠି କାମରେ ଆସେ ରୋବୋଟ। ...
ପୁରୀ (ମଧୁସୂଦନ ମିଶ୍ର) : ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ଲାଗି ରାଜ୍ୟ ସରକାରଙ୍କ ଘୋଷଣା ପରେ ତତ୍ପର ହୋଇ ଉଠିଛି ପ୍ରଶାସନ। ଏଥିଯୋଗୁ ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀ ଓ ସିଂହଦ୍ୱାର ସଂଲଗ୍ନ ଅନେକ ଛୋଟବଡ଼ ନିର୍ମାଣକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି।...
ପୁରୀ : ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଶ୍ରୀକ୍ଷେତ୍ରର ଭିତ୍ତିଭୂମିଠୁ ଆରମ୍ଭ କରି ସୌନ୍ଦର୍ଯ୍ୟକରଣ, ପୁରାତନ କୀର୍ତ୍ତିରାଜିର ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟରେ ଏହି ସବୁ ଅର୍ଥ ଖର୍ଚ୍ଚ ହେବ। ଏପରିକି...
କେନ୍ଦୁଝର(ପ୍ରଣୟ ପାଣି): ଶବଦାହ କରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଚାଲିଗଲା ଦୁଇ ଜୀବନ। ୧୫ ଜଣ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲ୍ରେ ଭର୍ତ୍ତି ହୋଇଛି। ଆଜି ସନ୍ଧ୍ୟାବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ବଲାଣି ଥାନା ବେସ୍ କ୍ୟାମ୍ପ ନିକଟରେ ଘଟିଛି। କିରିବୁରୁ...
ମୁମ୍ୱାଇ : ଭାଗ୍ୟ ବଦଳିବାକୁ ଦରକାର ବାସ୍ ଗୋଟିଏ ସୁଯୋଗ। ଆଉ ସେ ସୁଯୋଗ ଜୀବନକୁ ଏକ ଭିନ୍ନ ମୋଡ଼ ଦେଇଦିଏ। ପଶ୍ଚିମବଙ୍ଗର ରାନୁ ମଣ୍ଡଳଙ୍କ ସହ ଏପରି କିଛି ଘଟିଛି । ଦିନେ ରେଳ ଷ୍ଟେସନ୍ର ପ୍ଲାଟ୍ଫର୍ମରେ ରାନୁଙ୍କର ରାତି କଟୁଥିଲା। ଆଜି ସେ ଲୋକପ୍ରୀୟ ସଙ୍ଗୀତ...
ନୂଆଦିଲ୍ଲୀ : ଦେଶରେ ଆର୍ଥିକ ସଂକଟ ଆଶଙ୍କା ଭିତରେ ସରକାରଙ୍କ ରୋଡ୍ମ୍ୟାପ୍ ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତ ଏବେବି ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥନୀତି ବୋଲି ସେ କହିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଜିଡିପି ମାତ୍ର ୩ ଦଶମିକ ୨ ପ୍ରତିଶତ ଥିବା ବେଳେ...
ସମ୍ୱଲପୁର(ସଞ୍ଜୟ ଜେନା): ରାଗିଂର ପାଠଶାଳା ପାଲଟିଛି କି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT)? ଏପରି କହିବାର କାରଣ ହେଉଛି, ୟୁଜିସିର ତଥ୍ୟ ଅନୁସାରେ ରାଗିଂ ପ୍ରବଣ ଓଡ଼ିଶାରେ ସବୁଠୁ ଆଗରେ ରହିଛି ଏହି ଶିକ୍ଷାନୁଷ୍ଠାନ। VSSUT ହଷ୍ଟେଲରେ ୱେଲ୍କମ୍ ସେରେମନି ନାଁରେ ସାଙ୍ଘାତିକ ରାଗିଂ...
ଭୁବନେଶ୍ୱର: ମୃତ୍ୟୁର ଦୂତସାଜି ଆସୁଛି ବଜ୍ରପାତ। ଆଗୁଆ ସତର୍କ ସୂଚନା ସତ୍ତ୍ୱେ ରୋକି ହେଉନି ମୃତ୍ୟୁ। ଖାସ୍ କରି ବଜ୍ରାଘାତର ଶିକାର ହେଉଛନ୍ତି ବିଲରେ କାମ କରିବାକୁ ଯାଉଥିବା ଚାଷୀ। ଗତ ବୁଧବାର ଚାଷ ଜମିରେ ଯାଇଛି କେନ୍ଦ୍ରାପଡ଼ା ଜିଲାର ପାଞ୍ଚ ଜଣଙ୍କ ଜୀବନ। କେବଳ କେନ୍ଦ୍ରାପଡ଼ା ଘଟଣା...
ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ବାତିଲ ପରେ ସାରା ରାଜ୍ୟରେ ଛାତ୍ର ଅଶାନ୍ତି। ବାଲେଶ୍ୱର, ସମ୍ବଲପୁର, କଟକ, ଭୁବନେଶ୍ୱର , ସବୁଠି ସରକାର ବିରୋଧୀ ନାରା, ବିକ୍ଷୋଭ ଆଉ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ। ଭୁବନେଶ୍ୱରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସରକାରୀ ବାସଭବନ ଆଗରେ ଏବିଭିପିର...
ଭୁବନେଶ୍ୱର : କଳା କହ୍ନେଇଙ୍କ ସ୍ୱାଗତ ପାଇଁ ମଠ ଠାରୁ ମନ୍ଦିର ଉତ୍ସବମୁଖର। ଧୂପ, ଦୀପ ନୈବେଦ୍ୟରେ ସାରା ପରିବେଶ ଆରାଧନାମୟ। ବାଲେଶ୍ୱର ଜିଲ୍ଲା ରେମୁଣାରେ ଥିବା କ୍ଷୀରଚୋରା ଗୋପିନାଥ ମନ୍ଦିରରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଭିଡ଼। ମନ୍ଦିର ପରିସରରେ ଠାକୁରଙ୍କ ବାଲ୍ୟ ଭୋଗ, ଜନ୍ମଲୀଳା ପଠନ, ହୋମଯଜ୍ଞ...
ଭୁବନେଶ୍ୱର : ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ‘କାଳିଆ’ ହିତାଧିକାରୀ ଚିହ୍ନଟ ହୋଇ ସାରିଲେଣି। ‘କାଳିଆ’ ସମୀକ୍ଷା ବୈଠକ ପରେ ଗତକାଲି କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଥିଲେ। ଏହାକୁ ନେଇ ଆଜି ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି। କାଳିଆ...
ବ୍ରହ୍ମପୁର (ଜଗନ୍ନାଥ ସାହୁ) : ଗଞ୍ଜାମ ଜିଲ୍ଲାର ଦୁର୍ଦ୍ଦାନ୍ତ ଅପରାଧୀ ଶିବା ସେଠୀ ଓ ତାଙ୍କ ଗ୍ୟାଙ୍ଗ ଲୁଟ୍ ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ ପୁଲିସ ଜାଣିପାରି ଚଢ଼ଉ କରିଥିଲା। ଆଉ ଶିବା ଓ ତାଙ୍କ ଗ୍ୟାଙ୍ଗ ପୁଲିସକୁ ଦେଖି ବୋମା ମାଡ଼ କରିଥିଲେ। ପରେ ପୁଲିସ...
ଭୁବନେଶ୍ୱର : କୁଏତରେ ଅଟକ ଅଧର ବେହେରାଙ୍କୁ ଆଣିବା ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରଚେଷ୍ଟା । କୁଏତରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ କେ ଜେବା ସାଗରଙ୍କୁ ଚିଠି ଲେଖିଛନ୍ତି ବୈଜୟନ୍ତ। ତାଙ୍କୁ ସୁରକ୍ଷିତ ଭାବେ କୁଏତରୁ ଓଡ଼ିଶାକୁ ଫେରାଇବା ପାଇଁ ସେ ନିବେଦନ କରିଛନ୍ତି।...