• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

ta
ବେନିୟମ ଗାଡ଼ି ଚାଳକ ହୁସିଆର୍ ; ଆସନ୍ତାକାଲିଠୁ କଡ଼ାକଡ଼ି ଟ୍ରାଫିକ୍ ନିୟମ

ଭୁବନେଶ୍ୱର : ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ ସହ ଉଲ୍ଲଘଂନକାରୀଙ୍କ ପାଇଁ ଜୋରିମାନା ପରିମାଣ ବୃଦ୍ଧି କରିଛନ୍ତି। ଅଯଥାରେ ହର୍ଣ୍ଣ ବଜାଇଲେ ହଜାରେ ଟଙ୍କା ଓ ମୋବାଇଲ ଫୋନରେ ଗପିଲେ ସର୍ବନିମ୍ନ ୫ ହଜାର...

cm
ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ; ୬ ଅଧିକାରୀ ନିଲମ୍ୱିତ

ଭୁବନେଶ୍ୱର :  ୬ ସରକାରୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିଏମ୍ଓ। ଜିରୋ ଟଲେରାନ୍ସ ନୀତି ଅନୁସାରେ ୬ଜଣଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପତ୍ରରେ ଦର୍ଶାଯାଇଛି ଯେ, କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ସମସ୍ତ ଅଧିକାରୀ ଦୁର୍ନୀତିରେ ସଂପୃକ୍ତି ଥିଲେ। ବରଖାସ୍ତ...

rainfall-750x430
ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ; ଜିଲ୍ଲାପାଳଙ୍କୁ ଆଲର୍ଟ

ଭୁବନେଶ୍ୱର  : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଜି...

udala
ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ

ଉଦଳା( ମାନସ ପାଣି) : ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭେଜିଡିହା ଗ୍ରାମରେ। ଗୁଣିଆ ସନ୍ଦେହରେ ଗୋଟିଏ ପରିବାରର ୫ଜଣଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଗାଁ ଲୋକେ। ସୂଚନା ମୁତାବକ , ନିଜ ସମୁଦି ଘରକୁ ବୁଲିବାକୁ...

raging
+୩ ତୃତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ; ଭିଡିଓ ଭାଇରାଲ୍‌

ବାଲେଶ୍ୱର  ( ରଶ୍ମି ରଂଜନ ଦାସ) : ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ରସାଳପୁରସ୍ଥିତ ଯଦୁନାଥ କଲେଜର ଜଣେ ଯୁକ୍ତ ୩ର ୩ୟ ବର୍ଷର ଛାତ୍ରଙ୍କୁ ରାଗିଂ ଅଭିଯୋଗ। ଏହି କଲେଜର କିଛି ଛାତ୍ର କଲେଜ ପରିସରରେ ସମ୍ପୃକ୍ତ ୩ୟ ବର୍ଷର ଛାତ୍ରଙ୍କୁ ଏକ ପୋଖରୀରେ ବୁଡ଼ାଇବା ପାଇଁ...

adhara card-1
ଆଧାର ସହ ରାସନକାର୍ଡ ଲିଙ୍କ ଅବଧି ବଢ଼ାଇଲେ ସରକାର

ଭୁବନେଶ୍ୱର  : ବଢ଼ିଲା ଆଧାର ଲିଙ୍କର ସମୟ ସୀମା। ରାସନ୍ କାର୍ଡ ସହ ଆଧାର ଲିଙ୍କ୍ ଅବଧିକୁ ସେପ୍ଟେମ୍ୱର ୧୫ ତାରିଖ ଯାଏଁ ବଢାଇ ଦିଆଯାଇଛି। ଲିଙ୍କ କରିବା ପାଇଁ ଆଜି ଶେଷ ତାରିଖ ଥିବା ବେଳେ ସମୟ ସୀମାକୁ ରାଜ୍ୟ ସରକାର ବଢାଇ ଦେଇଛନ୍ତି। ଏନେଇ ସୂଚନା...

ff
ରାସ୍ତା କଡ଼ରେ ଠିଆ ହୋଇଥିଲେ ; ଚଢ଼ିଗଲା ଟ୍ରକ୍‌

ଜଳେଶ୍ୱର(ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ଏକ ମାଲବାହୀ ଟ୍ରକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିମଳ ଜେନା। ତାଙ୍କ ଘର ଜିଲ୍ଲାର ନଛିମପୁର ପଞ୍ଚାୟତର ଦେଉଳା ଗାଁରେ।...

death----
ଗୁଣି ସନ୍ଦେହରେ ଜଣକୁ ଠେଙ୍ଗାରେ ପିଟି ପିଟି ହତ୍ୟା

ମାଲକାନଗିରି (ଜିତେନ୍ଦ୍ର ବେଉରା) : ଗୁଣିଆ ସନ୍ଦେହରେ ଜଣକୁ ଠେଙ୍ଗାରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା। ଏହି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡି ଅନ୍ତର୍ଗତ ଓରେଲଗୁଡ଼ା ଗାଁରୁ। ମୃତକ ଜଣକ ହେଲେ ଜଗା କାବାସି। ମିଳିଥିବା ସୂଚନା ମୁତାବକ, କିଛି ଦିନର ଅସୁସ୍ଥତା...

mahanta
ଏମାର ମଠ ଉଚ୍ଛେଦକୁ ନେଇ ମହନ୍ତଙ୍କ ଅସନ୍ତୋଷ

ପୁରୀ  : ପୁରୀ ଏମାର ମଠ ଉଚ୍ଛେଦ କାର୍ଯ୍ୟକୁ ନେଇ ମଠ ମହନ୍ତଙ୍କ ଅସନ୍ତୋଷ । ତାଙ୍କ ବିନା ଅନୁମତିରେ ମଠ  ଭିତରେ ଥିବା ରଘୁନନ୍ଦନ ଲାଇବ୍ରେରୀ ଭଙ୍ଗା ଯିବାକୁ ନେଇ ସେ ଆପତ୍ତି ଉଠାଇଛନ୍ତି। କିଛି ଦିନ ତଳେ ସେ ଲାଇବ୍ରେରୀର ନବୀକରଣ କରିଥିଲେ। ସେହିପରି ଏହା...

rain
ଆଜି ତିନି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର  : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଆଭ୍ୟନ୍ତରୀଣ ଓଡ଼ିଶାରେ ରହିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ଆଜି ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କିନ୍ତୁ ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାର ଗୋଟିଏ ବା ଦୁଇଟି ଜାଗାରେ ଆଜି ପ୍ରବଳ ବର୍ଷା ହେବ। ଏ...

mo sarakar
‘ଥାନାର ରିପୋର୍ଟ କାର୍ଡ ଦେବେ ଅଭିଯୋଗକାରୀ’

ଭୁବନେଶ୍ୱର : ଅଭିଯୋଗକାରୀଙ୍କ ଫିଡ୍‌ବ୍ୟାକ୍‌ ଆଧାରରେ ପ୍ରସ୍ତୁତ ହେବ ପୁଲିସ ଥାନାର ରିପୋର୍ଟ କାର୍ଡ। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ମତକୁ ବିଚାରକୁ ନିଆଯିବ। ଥାନାରୁ କିଭଳି ସେବା ପାଇଲେ ତାର ମାର୍କ ଦେବେ ଅଭିଯୋଗକାରୀ। ଅଭିଯୋଗକାରୀଙ୍କ ମାର୍କ ଅନୁସାରେ ନିର୍ଣ୍ଣୟ ହେବ ଥାନାର ରିପୋର୍ଟ କାର୍ଡ। ରାଜ୍ୟ ସରକାରଙ୍କ...

road blocked by women
ନବବଧୂ ହତ୍ୟାକାରୀକୁ ଧରିବା ଦାବିରେ ମହିଳାଙ୍କ ରାସ୍ତାରୋକ୍

କରଞ୍ଜିଆ : ବୋହୂକୁ ହତ୍ୟା କରିଥିବା ଅଭିଯୁକ୍ତକୁ ଗିରଫ ଦାବିରେ ତାତିଲେ ମହିଳା। ଅଭିଯୁକ୍ତକୁ ଧରିବାରେ ପୁଲିସର ନିଷ୍କ୍ରିୟତା ଅଭିଯୋଗ କରି ରାସ୍ତାରୋକ କରିଛନ୍ତି ଶତାଧିକ ମହିଳା। ଗତ ୧୭ ତାରିଖରେ ମୟୂରଭଞ୍ଜ ମହୁଲଡ଼ିହା ଥାନା କଇଲିପାଳରେ ନବବଧୂଙ୍କୁ ଜାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ...

emar matha 8
ଏମାର ମଠର ଉଚ୍ଛେଦ କାର୍ଯ୍ୟ ଜାରି

ପୁରୀ : ଗତକାଲି ଅଧାରେ ଅଟକିଥିବା ଏମାର ମଠର ଉଚ୍ଛେଦ କାର୍ଯ୍ୟ ଆଜି ମଧ୍ୟ ଜାରି ରହିଛି। ସିଂହଦ୍ୱାର ସମ୍ମୁଖରେ ଥିବା ରଘୁନନ୍ଦନ ପାଠାଗାରର କିଛି କୋଠରୀକୁ ଆଜି ଭଙ୍ଗାଯାଉଛି। ଏଥି ସହିତ ଖାଦ୍ୟଶସ୍ୟ ମହଜୁଦ ରଖିବା ପାଇଁ ହୋଇଥିବା କୋଠରୀକୁ ମଧ୍ୟ ଭଙ୍ଗାଯାଉଛି। ମଠ ଭିତରେ ଥିବ...

death 0
ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ୨ ଯୁବକ ମୃତ

ବାଲିଗୁଡ଼ା ( ଅଜିତ୍‌ ନାୟକ) : ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ୨ ଯୁବକ ମୃତ। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କାଲିଙ୍ଗବାଡ଼ି ଗାଁରେ ଘଟିଛି ଏହି ଅଘଟଣ। ମିଳିଥିବା ସୂଚନା ଅନୁସାରେ ,ମୃତକ ୨ଜଣଙ୍କ ନାଁ ରଂଜନ ପ୍ରଧାନ ଓ...

strike
୪୯ ନମ୍ୱର ଜାତୀୟ ରାଜପଥ ମରାମତି ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକ

ଦେବଗଡ଼(ସିଦ୍ଧାର୍ଥ ଗୁରୁ ) : ଦେବଗଡ଼ ସହର ଦେଇ ଯାଇଥିବା ମୁମ୍ୱାଇ-କୋଲକାତା ସଂଯୋଗକାରୀ ୪୯ ନମ୍ୱର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ପ୍ରତିଦିନ ଏହି ରାଜପଥରେ ଛୋଟବଡ ଦୁର୍ଘଟଣା ଘଟିବା ସହ ବହୁ ଧନଜୀବନ ହାନୀ ଘଟୁଛି। ଏହାର ପ୍ରତିବାଦ କରି ଦେବଗଡ ଜିଲା ବିଜେପି ପକ୍ଷରୁ ବିଧାୟକ...

mock
ଆତଙ୍କବାଦୀଙ୍କ ହମ୍‌ଲାର ମୁକାବିଲା ନେଇ ରାଜଧାନୀର ସପିଂ ମଲରେ ମକଡ୍ରିଲ୍

ଭୁବନେଶ୍ୱର : କିଭଳି କରିବେ ଆତଙ୍କବାଦୀ ଆକ୍ରମଣର ମୁକାବିଲା। ଆତଙ୍କବାଦୀଙ୍କ ହମ୍‌ଲା ହେଲେ କେମିତି ଏହାକୁ ପ୍ରତିହତ କରିବେ ସୁରକ୍ଷା କର୍ମୀ। ଏନେଇ ରାଜଧାନୀର ସପିଂ ମଲରେ ହୋଇଛି ମକଡ୍ରିଲ୍। ଟାସ୍କଫୋର୍ସ, ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ, ଏନ୍‌ଡିଆରଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗର ବହୁ ଅଧିକାରୀ ଏହି ମକ୍‌...

death
ଆଶ୍ରମ ସ୍କୁଲ ପରିସର କ୍ୱାଟରରୁ ମୃତଦେହ ଉଦ୍ଧାର

ମୋହନା( ମିହିର ଯତି) : ଗଜପତି ଜିଲ୍ଲ ମୋହନାରେ ଲୁଡ୍ରୁ ଆଶ୍ରମ ସ୍କୁଲ ପରିସରରେ ଥିବା ଏକ କ୍ୱାର୍ଟରରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସେହି ସ୍କୁଲର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ମୃତକଙ୍କ ନାଁ ଜଗନ୍ନାଥ କାର୍ଜି। ମିଳିଥିବା ସୂଚନା ମୁତାବକ ,ଗତ କାଲି...