• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

daily horoscope
Daily Horoscope 7th June 2022: ଆଜି ଏହିସବୁ ରାଶିର ବ୍ୟକ୍ତି ସାବଧାନ ରୁହନ୍ତୁ...

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୭ ତାରିଖ ମଙ୍ଗଳବାର, ତିଥି – ୭ମୀ ପ୍ରାତଃ ୦୭/୫୫/୧୯ ୮ମୀ, ଚନ୍ଦ୍ର - ସିଂହ ଅହୋରାତ୍ର, ଘାତ ଚନ୍ଦ୍ର- କର୍କଟ,ମକର ରାଶିର ଅହୋରାତ୍ର, ଘାତ ବାର - ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର...

Encounter breaks out in J-K's Kupwara
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ

ଜାମ୍ମୁ କାଶ୍ମୀରର କୁପୱାରାରେ ସୁରକ୍ଷାକର୍ମୀ- ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା…

The Great Odisha Political Circus।Man buys ‘Swacch bharat’ glasses
ତାଲିମ ଚଷମା ଥିଲା ଯେ....କିନ୍ତୁ ତାକୁ ମୁଁ ପାଣ୍ଡିଆନକୁ ଦେଇଦେଇଛି.....

ମୋ ଚଷମା ଦୋକାନ ଏଇଠି ଥିଲା କିନ୍ତୁ ବିଏମ୍‌ସି ଉଠେଇ ଦେଲା। ଏତେ ଚଷମା ରଖିଛି ଯେ, ପାଣ୍ଡିଆନ୍‌ ବାବୁ ବି ମୋ ପାଖରୁ କିଣୁଛନ୍ତି ଚଷମା...ମୁଁ କରିବି କ’ଣ?

Who is the \'Big Elephant\' in Congress - Watch Sharat Patnaik on OTV Khola Katha
ଲଗାତାର ଦୁଇ ଥର ହାରିଥିଲେ ନେତାଙ୍କୁ ଟିକେଟ୍‌ ଦେବି କଂଗ୍ରେସ?

ଲଗାତାର ଦୁଇଥର ହାରିଥିଲେ ୨୦୨୪ରେ ନେତାଙ୍କୁ ଟିକେଟ୍‌ ଦେବନି କଂଗ୍ରେସ? ଚିନ୍ତନ ବୈଠକରେ ନେତା କି କି ନିଷ୍ପତ୍ତି ନେଲେ? କଂଗ୍ରେସରେ BigElephant କିଏ?

Watch Making News only on OTV
ହଇରେ ମୋ ଉପରେ ଗରମ ହେଉଛୁ, ଝିଅ ଦେଖି ନରମ ହେଉଛୁ....ହୋଉ ହୋଉ

ହଇରେ ପିଲା....ତୁ ତ ମୋ ଉପରେ ଏତେ ଗରମ ହେଉଛୁ, ସେପଟେ ଝିଅ ଦେଖୁ ଦେଖୁ ନରମ କଥା କହୁଛି....ତୋ ଖୁରାକୁ ଜୁହାର.....

Russia\'s Putin running on deadline
ଆଉ ଜୀବିତ ନାହାନ୍ତି ଋଷିଆ ରାଷ୍ଟ୍ରପତି ? କଣ ରହିଛି ସତ....

ସତରେ କଣ ଆଉ ଜୀବିତ ନାହାନ୍ତି ଋଷିଆ ରାଷ୍ଟ୍ରପତି ପୁଟିନ୍‌? ତାଙ୍କର ପରଲୋକ ହୋଇସାରିଥିବା ନେଇ ବଢିଲା ଚର୍ଚ୍ଚା...ଜାଣନ୍ତୁ କଣ ରହିଛି ପୂରା ଘଟଣା

Beware, \'Chorani\' is coming to pick your pocket
ରୋଜଗାର କରିବା ପାଇଁ କାମ ନୁହେଁ ବରଂ ଚୋରି କରୁଛନ୍ତି ଏଇ ଅଭିନେତ୍ରୀ....

ରୋଜଗାର କରିବା ପାଇଁ ଇଚ୍ଛା କିନ୍ତୁ ବିନା ପରିଶ୍ରମରେ....ବୁଲି ବୁଲି ଟଙ୍କା ଚୋରି କରୁଛନ୍ତି ଏଇ ଅଭିନେତ୍ରୀ। ଆପଣ ବି ସାବଧାନ ଥାଆନ୍ତୁ...ନହେଲେ ଆପଣଙ୍କ ପକେଟ୍‌...

Special Story | 8 years in termite mound - OTV Special Story from Patnagarh
୮ ବର୍ଷ ହେଲାଣି ଉଇ ହୁଙ୍କା ଘରେ ବିତୁଛି ଜୀବନ...

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ। ୮ ବର୍ଷ ହେଲାଣି ଉଇ ହୁଙ୍କା ପରି ଘରେ ବିତୁଛି ଜୀବନ। ବଡ଼ବାବୁଙ୍କୁ ଗୁହାରି କରି କରି କେହି ଶୁଣିଲେନି କି ବୁଝିଲେନି। ଭିକ୍ଷାବୃତ୍ତି କରି କୋଉଦିନ ଦୁଇ ମୁଠା ଖାଉଛନ୍ତି ତ ଆଉ କୋଉଦିନ ଉପାସ ରହୁଛନ୍ତି....ଭୋଟ୍‌ ନେବାକୁ...

Special Story | Indian Railways to call passengers before their arrival station - OTV report
ଟ୍ରେନ ଯାତ୍ରୀଙ୍କ ପାଇଁ ବଡ଼ ସୂଚନା...ଏଣିକି ଷ୍ଟେସନ ଆସିବାର ୨୦ ମିନିଟ୍‌ ପୂର୍ବରୁ ମୋବାଇଲକୁ ଆସିବ ଫୋନ୍‌....

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ଖବର। ଏଣିକି ଆପଣ ଓହ୍ଲାଇବାକୁ ଥିବା ଷ୍ଟେସନ୍‌ର ୨୦ ମିନିଟ୍‌ ପୂର୍ବରୁ ଆପଣଙ୍କୁ ଆସିବ ଫୋନ୍‌ କଲ। ଆଉ ମିସ୍‌ ହେବନି ଷ୍ଟେସନ, ନଷ୍ଟ ହେବନି ସମୟ। ଜାଣନ୍ତୁ କେମିତି ଓ କେବେଠୁ ଉପଲବ୍ଧ ହେବ ଏଇ ସୁବିଧା....

Odisha Congress & OPCC chief - OTV News Fuse
ଆଲୋ ଆଲୋ...ହାଉଲେ ଆସ....ଜଗା ଦାଣ୍ଡରେ ଏମିତି ଦୌଡ଼ୁଛ କିଆଁ?

ଭାଇନା ଟିକିଏ ହାଉଲୋ ଚାଲ....ଝୁଣ୍ଟି ପଡ଼ିବ ପା....ଇରେ ନାରଣ ତୁ କଣ ଜାଣିପାରୁନୁ? ଇଏ ପା ପିସିସି ସଭାପତି। ୨୨ ବର୍ଷ ହେଲାଣି ଦଳ ଏମିତି ଚାଲୁଛି ଯେ....ସରକାର କଣ ବିରୋଧୀ ଆସନରେ ବି ବସିପାରିଲାନି। ଆଉ ଇଏ ଯଦି ହାଉଲେ ଚାଲିବେ ୨୦୨୪ରେ ହେବ କ’ଣ?

Bullet Train
୨୦୨୬ ସୁଦ୍ଧା ଗୁଜୁରାଟରୁ ଚାଲିବ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ 

ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଧାର୍ଯ୍ୟ ସମୟ ଭିତରେ ସୁରତ-ବିଲିମରା ମଧ୍ୟରେ ଚାଲିବ ବୁଲେଟ୍ ଟ୍ରେନ୍। ମୁମ୍ବାଇ-ଅହମ୍ମଦାବାଦ ରୁଟ୍‌ରେ ୩୨୦ କିଲୋମିଟର ବେଗରେ ଚାଲିବ ।

India Vs SA T20 at Barabati: Offline ticket sales from Today; check rates, process
ଆଜିଠୁ ଅଫଲାଇନ୍‌ ଟିକେଟ୍‌ ବିକ୍ରି, ପ୍ରଥମ ଟିକେଟ୍‌ କିଣିଲେ ମୁଖ୍ୟମନ୍ତ୍ରୀ

ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-ଟ୍ବେଣ୍ଟି ପାଇଁ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Agni-IV Missile Successfully Tested, Can Strike Targets 4,000 km Away
ଅଗ୍ନି-୪ର ସଫଳ ରାତ୍ରକାଳୀନ ପରୀକ୍ଷଣ

ଅଗ୍ନି-୪ର ସଫଳ ପରୀକ୍ଷଣ ହୋଇଛି । ସବୁଠୁ ବଡ଼ କଥା ହେଉଛି ଏହି କ୍ଷେପଣାସ୍ତ୍ରର ରେଞ୍ଜରେ ପାକିସ୍ତାନ ଓ ଚୀନ ଆସୁଛନ୍ତି ।

Srimandir Parichalana Committee Meeting Will Be Held Today
ଘୋଷଯାତ୍ରାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ଗଜପତି କରିବେ ଅଧ୍ୟକ୍ଷତା

ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ସ୍ନାନଯାତ୍ରା ଉପରେ ଆଲୋଚନା ପରେ କିଛି ପ୍ରସ୍ତାବ ଗୃହୀତ ହେବା ସମ୍ଭାବନା ରହିଛି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 07 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

News Fuse 06 June 2022
News Fuse 06 June 2022

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Rahul\'s reunion with his missing wife - OTV Special Report
ବାହାବେଦୀରୁ ପ୍ରେମିକା ପତ୍ନୀଙ୍କୁ ଉଠାଇ ଆଣିଲେ ଭଦ୍ରକ ଧୁଷୁରି ଅଞ୍ଚଳର ଯୁବକ ରାହୁଲ

ତିନି ଦିନ କାଳ ନଜରବନ୍ଦୀ ରଖିବା ପରେ ଆଜି ଝିଅକୁ ଅନ୍ୟ ଜଣେ ଯୁବକଙ୍କ ସହ ଜୋରଜବରଦସ୍ତ ବିବାହ କରିବାକୁ ଯୋଜନା କରିଥିଲେ ହେଲେ ରାହୁଲ ଏହି ଖବର ପାଇଯାଇଥିଲେ । ଫିଲ୍ମ ଷ୍ଟାଇଲରେ କିଛି ସାଙ୍ଗଙ୍କ ସହ ଘଟଣାସ୍ଥଳରୁ ବାଇକ୍‌ରେ ସ୍ତ୍ରୀକୁ ଉଠାଇ ଆଣିଥିଲେ ।

New challenges before new ministers - OTV Special Story
ବିଭାଗ ବଣ୍ଟନ ପରେ ଦାୟିତ୍ୱ ନେଉଛନ୍ତି ନୂଆ ମନ୍ତ୍ରୀ

ନୂଆ ମନ୍ତ୍ରୀ, ନୂଆ ଚ୍ୟାଲେଞ୍ଜ୍। ରବିବାର ଶପଥ ଗ୍ରହଣ ପରେ କିଛି ମନ୍ତ୍ରୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୪ ନିର୍ବାଚନ ପାଇଁ ହାତରେ ଦୁଇ ବର୍ଷରୁ ବି କମ୍ ସମୟ ଥିବାରୁ ମନ୍ତ୍ରୀମାନେ କିଭଳି ନିଜ ନିଜ ବିଭାଗରେ ପାରଦର୍ଶିତା ଆଣିବେ ତା’ ଉପରେ ରହିବ ଫୋକସ୍।...

CM Naveen to go abroad after many years - OTV Special Report
ଦୀର୍ଘ ୧୦ ବର୍ଷ ପରେ ପୁଣି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ

ପୁଣି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିଦେଶ ଗସ୍ତ । ଦୀର୍ଘ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ଚର୍ଚ୍ଚା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା କହୁଛି, ଜୁନ୍ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପ୍ରଥମେ ଦୁବାଇ ଯିବେ ଏବଂ ଏହିଦିନ ଇପିକଲ୍, ଫିକି ଓ...

CM Naveen\'s move to pacify dropped ministers - OTV Special Report
ମନ୍ତ୍ରିମଣ୍ଡଳରୁ ବିଦା ନେତାଙ୍କ ମାନଭଞ୍ଜନ ପ୍ରୟାସ

ମନ୍ତ୍ରୀମଣ୍ଡଳରୁ ବିଦା ନେତାଙ୍କ ମାନଭଞ୍ଜନ । ଦିନ ୧୦ଟା ବେଳେ ନବୀନ ନିବାସରେ ପହଞ୍ଚିଥିଲେ ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିବା ଜଣେ ପରେ ଜଣେ ନେତା ।