ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଭିନ୍ନ ଭିନ୍ନ ତଥ୍ୟା ସାମ୍ନାକୁ ଆସୁଛି। ଏମସ୍ ଡାକ୍ତରୀ ପ୍ୟାନେଲର ରିପୋର୍ଟ ଆସିବା ପରେ ଅସନ୍ତୋଷ ବଢିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ତାଙ୍କର ହତ୍ୟା ହୋଇନାହିଁ। ହେଲେ ଏମସ୍ ରିପୋର୍ଟକୁ ଲୋକମାନେ ସାଧାରଣ...
ପୁରୀ: ପୁରୀ ବାସେଳି ସାହି ଥାନା ପୋଲିସ ନିଶା କାରବାର କରୁଥିବା ଏକ ବଡ଼ ଧରଣର ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି। ମଙ୍ଗଳାଘାଟ ଛକ ନିକଟରେ ଗାଡି ମୋଟର ଯାଞ୍ଚ କରିବା ବେଳେ ଏକ କଳା ରଙ୍ଗର ପଲ୍ସର ଓ ଏକ ଟାଟା ସଫାରି ପୁରୀ ଅଭିମୁଖେ ଆସୁଥିଲା।...
ଭୁବନେଶ୍ୱର: ଗୋଟିଏ ବ୍ୟକ୍ତି, ଦୁଇ ଦୁଇଟି ବ୍ୟାଙ୍କ୍ ଲୁଟ୍। ଗୋଟିଏ ମାସରେ ରାଜଧାନୀର ଦୁଇଟି ବ୍ୟାଙ୍କ୍ ଲୁଟ୍ରେ ରହିଛି ଗୋଟିଏ ବ୍ୟକ୍ତିର ସଂପୃକ୍ତି। କମିଶନରେଟ୍ ପୋଲିସ୍ର ସ୍ପେଶାଲ୍ ସ୍କାର୍ଡର ତଦନ୍ତରେ ପର୍ଦ୍ଦାଫାଶ ହୋଇଛି ବରିମୁଣ୍ଡ ବ୍ୟାଙ୍କ ଲୁଟ୍ ମାମଲା। ୭ ସେପ୍ଟେମ୍ବର କଳାରାହାଙ୍ଗ IOC ବ୍ୟାଙ୍କ ଓ ସେହି...
ମୁମ୍ବାଇ: ବଲିଉଡର ଷ୍ଟାଇଲିସ୍ ଅଭିନେତ୍ରୀ ମଲାଇକା ଆରୋରା ଖାନ୍ ତାଙ୍କ ନିଆରା ଅନ୍ଦାଜ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏଥିସହ ସେ ସବୁବେଳେ ନିଜକୁ ଫିଟ୍ ରଖିବା ସହ ତାଙ୍କ ପ୍ରଶଂସକଙ୍କୁ ଫିଟ୍ ରହିବାର ପରାମର୍ଶ ଦିଅନ୍ତି। ନିକଟରେ ମଲାଇକା କରୋନା ଆକ୍ରାନ୍ତ ଥିବା ବେଳେ ଏବେ ସେ...
ମୁମ୍ବାଇ: ଭେଟେରାନ୍ ବଲିଉଡ୍ ଅଭିନେତା ବିଶାଲ ଆନନ୍ଦଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ରବିବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ବିଶାଲ ଆନନ୍ଦଙ୍କର ପ୍ରକୃତ ନାମ ଭିଶମ୍ କୋହଲି। ସେ ବଲିଉଡରେ...
ଭୁବନେଶ୍ୱର: ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନିଜର ଷ୍ଟାଇଲିଶ୍ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଅର୍ଚ୍ଚିତାଙ୍କୁ ନୂଆ ନୂଆ କାମ ଶିଖିବାକୁ ଭଲ ଲାଗେ। ନିକଟରେ ସେ ଶାଢୀ ବୁଣା କାମ ଶିଖିବାକୁ ଚେଷ୍ଟା...
ବଲାଙ୍ଗିର: ବଲାଙ୍ଗିରରେ ଏକ ବ୍ୟାଙ୍କ ଲୁଟ୍ ହୋଇଛି। ବ୍ୟାଙ୍କରୁ ଜଣେ ବ୍ୟକ୍ତି ୫ଲକ୍ଷ ଟଙ୍କା ଉଠାଇ ଫେରିବା ବେଳେ ତାଙ୍କ ହାତରୁ ଟଙ୍କା ଝାମ୍ପି ନେଇଛନ୍ତି ଲୁଟେରା। ଟିକ୍ରାପଡ଼ାର ବ୍ୟବସାୟୀ ସଞ୍ଜୟ ଶତପଥୀ ବଲାଙ୍ଗିର ସହର କଲେଜ ଛକ ଏଡିବି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲେ। ବ୍ୟାଙ୍କରୁ ବାହାରିବା...
ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ଚାନ୍ଦିପୁର ଆଇଟିଆର୍ ୪ ନମ୍ବର ଲଞ୍ଚପ୍ୟାଡରୁ ମିଜାଇଲ କେ-୧୫ର ସ୍ମାର୍ଟ-୧ ଭର୍ସନ ମିଜାଇଲ୍ ପରୀକ୍ଷଣ ହୋଇଛି। ଦିନ ୧୧ଟା ୪୦ରେ ଏହାର ପରୀକ୍ଷଣ କରାଯାଇଛି। ଏହି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ୭୫୦ କିଲୋମିଟର ବା ୪୬୬ ମାଇଲ ଯାଏ ଲକ୍ଷ୍ୟ ଭେଦ କରିପାରିବ। ହଜାରେ...
ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଭାରତ ଏବଂ ଚୀନ ସୀମାରେ ବିବାଦ ଲାଗି ରହିଛି। ଚୀନ ସେନାକୁ ମୁହଁତୋଡ଼ ଜବାବ ଦେବା ପାଇଁ ଭାରତର ପ୍ରତିରକ୍ଷା ବାହିନୀ ସର୍ବଦା ପ୍ରସ୍ତୁତ ରହିଛି। ଜଳ, ସ୍ଥଳ ଏବଂ ଆକାଶ ପଥରେ ଚୀନ ସେନାର ମୁକାବିଲା କରିବା ପାଇଁ ଆବଶ୍ୟକ...
କଟକ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁ ଉପରେ ରୋକ୍ ଲାଗାଇ ପାରୁନାହାନ୍ତି ସରକାର। ଦିନକୁ ଦିନ ବଢ଼ି ଚାଲିଛି ମୃତକଙ୍କ ସଂଖ୍ୟା। ଏପଟେ କଟକର ସ୍ଥିତି ମଧ୍ୟ ଖରାପ ହୋଉଯାଉଛି। ଖୋଦ୍ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ହୋଉଛି। କଟକ ମହାନଗର ନିଗମ ବା...
ଦୁବାଇ: ଆଇପିଏଲର ୧୯ତମ ମ୍ୟାଚ୍ରେ ଆଜି ମୁହାଁମୁହିଁ ହେବେ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହି ମ୍ୟାଚ୍ରେ ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ...
ଦୁବାଇ: ଆଇପିଏଲର ୧୯ତମ ମ୍ୟାଚ୍ରେ ଆଜି ମୁହାଁମୁହିଁ ହୋଇଛନ୍ତି ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦିଲ୍ଲୀ ପ୍ରଥମେ ବ୍ୟାଟିଙ୍ଗ କରି ବାଙ୍ଗାଲୋରକୁ ୧୯୬ ରନ୍ର...
ଭୁବନେଶ୍ୱର: ଓଲିଉଡ୍ ଅଭିନେତା ସବ୍ୟସଚୀ ମିଶ୍ରଙ୍କର ଆଜି ଜନ୍ମଦିନ। ୧୯୮୫ ମସିହା ଅକ୍ଟୋବର ୬ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ଓଡିଆ, ବେଙ୍ଗଲୀ ଏବଂ ତେଲୁଗୁ ଫିଲ୍ମରେ ସବ୍ୟସଚୀ ଅଭିନୟ କରିଛନ୍ତି। ୨୦୦୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ପାଗଳ ପ୍ରେମୀ’ ମାଧ୍ୟମରେ ସେ ଓଲିଉଡ୍ରେ ଡେବ୍ୟୁ କରିଥିଲେ। ତା ପୂର୍ବରୁ...
ବାଲିଗୁଡ଼ା (ଅଜିତ୍ ନାୟକ): ପୂରଣ ହେଲା ଦିବ୍ୟାଙ୍ଗ ଝିଅ ସୁନେଲିର ଆଶା। ନିକଟରେ କନ୍ଧମାଳର ଦିବ୍ୟାଙ୍ଗ ଝିଅ ସୁନେଲିଙ୍କର ନାଚ ଭିଡ଼ିଓ ଓଟିଭିରେ ପ୍ରସାରଣ ହୋଇଥିଲା। ଏହି ଭିଡ଼ିଓରୁ ଅର୍ଥ ଅଭାବ ପାଇଁ ସୁନେଲି ସ୍କୁଲ୍ ଯାଇପାରୁନଥିବା ଜଣା ପଡିଥିଲା। ଭିଡିଓ ଦେଖିବା ପରେ ପ୍ରଶାସନ ସହାୟତାର ହାତ...
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ କଳାକାର ସଞ୍ଜୟ ମିଶ୍ର ଦମ୍ଦାର ଅଭିନୟ କରନ୍ତି। ସେ କମେଡି ହେଉ କିମ୍ବା ସିରିଅସ୍, ସଞ୍ଜୟ ସମସ୍ତ ଚରିତ୍ରକୁ ବେଶ୍ ସୁନ୍ଦର ଭାବେ ସ୍କ୍ରିନ୍ରେ ଆଣିପାରନ୍ତି। ପରଦାରେ ଦମ୍ଦାର୍ ଅଭିନୟ କରି ଲୋକମାନଙ୍କ ମନରେ ଏକ ନିଆରା ଛାପ ଛାଡିଥିବା ଏହି କଳାକାର କିନ୍ତୁ...