• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

bike
ଟ୍ରଲର-ବାଇକ୍ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ବାଲେଶ୍ୱର(ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲାରେ ବଡ଼ ଧରଣର ଦୁର୍ଘଟଣା। ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ସେରଗଡ଼ ଫାଣ୍ଡି ସମ୍ମୁଖରେ ଟ୍ରଲର-ବାଇକ୍ ଧକ୍କା। ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଭଦ୍ରକ ଜିଲ୍ଲା ଚରମ୍ପା ଅଂଚଳର ସୌମରଞ୍ଜନ। ସୂଚନା ଅନୁସାରେ ସୌମ୍ୟରଞ୍ଜନ ଆଜି ସକାଳୁ ବାଲେଶ୍ୱରରୁ...

bjp
କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ୍

ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଏନେଇ ରାଜକନିକାର ନେଉଳଗଡ଼ିଆରେ ବିଜେପିର ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବହୁ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଆଳିର ବିଜେପି ପ୍ରାର୍ଥୀ...

strike
ପୋଲିଂ ପାର୍ଟିକୁ ବିରୋଧ କଲା ନବ ନିର୍ମାଣ କୃଷକ ସଂଗଠନ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝରରେ ପୋଲିଂ ପାର୍ଟିକୁ ବିରୋଧ କଲା ନବ ନିର୍ମାଣ କୃଷକ ସଂଗଠନ। ବୁଥକୁ ଯିବା ପୂର୍ବରୁ ଚାଷୀ ସଂଗଠନ ପୋଲିଂ ପାର୍ଟିକୁ ବିରୋଧ କରି ଇଭିଏମ୍ ବିତରଣ କେନ୍ଦ୍ର ‌ଆଗରେ ଧାରଣା ଦେଇଥିଲା। କୃଷକ ସଂଗଠନର ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ଆସି ଇଭିଏମ୍ ବିତରଣ...

deadbody
ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର ମୃତ୍ୟୁ

ନବରଙ୍ଗପୁର: ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ କେରଣ୍ଡି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ତୁଳାରାମ ମାଝି। ଅଭିଯୁକ୍ତଙ୍କ ନାଁ କନେଇ ମାଝି। ତାଙ୍କୁ ଡାବୁଗାଁ ପୁଲିସ୍ ଗିରଫ କରିଛି। ପାରିବାରିକ କଳହକୁ...