• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

7
ଭୋଟିଂ ବେଳେ ଗଣ୍ଡଗୋଳ, ୫ଜଣ ଗୁରୁତର

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ମତଦାନ ବେଳେ ବୁଥ୍ ବାହାରେ ଗଣ୍ଡଗୋଳ ହୋଇଛି। ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱରରେ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରେ ସୁରକ୍ଷା ଦୃଷ୍ଟିରେ ବୁଥ୍‌ର ଚାରି ପାର୍ଶ୍ୱରେ ପୁଲିସ୍‌ ଫୋର୍ସ ମୁତୟନ...

5
ତୃତୀୟ ପର୍ଯ୍ୟାୟରେ ୬୧% ମତଦାନ

ଭୁବନେଶ୍ୱର: ରାଜ୍ୟରେ ଆଜି ଥିଲା ତୃତୀୟ ପର୍ଯ୍ୟାୟ ମତଦାନ। ଏଥିରେ ୬ଟି ଲୋକସଭା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଚାଲିଥିଲା କସରତ। ହେଲେ ଦିନ ଗୋଟେ ସୁଦ୍ଧା ଆଖିଦୃଷ୍ଟିଆ ଭୋଟ୍ ଦାନ ହୋଇ ନ ଥିବା ବେଳେ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ମତଦାନ ସର୍ବନିମ୍ନ ୨୦%ରେ ସୀମିତ...

3
ଇଭିଏମ୍‌ ଭାଙ୍ଗିଦେଲେ ଗାଁ ଲୋକେ

ପୁରୀ(ମଧୂସୁଦନ ମିଶ୍ର): ଗୋଟିଏ ଦଳକୁ ଭୋଟ୍ ଦେଲେ ଆଉ ଗୋଟିଏ ଦଳକୁ ଭୋଟ୍‌ ଯାଉଛି। ଏଭଳି ସନ୍ଦେହ ସକାଶେ ଆଜି ଏକ ପୋଲିଂ ବୁଥ୍‌ରେ ଭୋଟରମାନେ ଇଭିଏମ୍‌ ଭଙ୍ଗାରୁଜା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କମାଶାସନ ଅଞ୍ଚଳର ୨୨୨ ନମ୍ବର ବୁଥ୍‌ରେ...

1
ଭଦ୍ରକରେ ଭୋଟ ମାଗିଲେ ନବୀନ

ଭଦ୍ରକ(କିର୍ତ୍ତୀ ଦାସ): ଭଦ୍ରକ ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ନିର୍ବାଚନୀ ପ୍ରଚାର କରିଛନ୍ତି। ସ୍ଥାନୀୟ ନେହରୁ ଷ୍ଟାଡ଼ିୟମରେ ଦଳର ବିଧାୟକ ପ୍ରାର୍ଥୀ ସଂଜୀବ ମଲ୍ଲିକ ଓ ଲୋକସଭା ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳଙ୍କ ପାଇଁ ନବୀନ ପ୍ରଚାର କରିଥିଲେ। ଏହି ଅବସରରେ ନବୀନ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ...

deadbody
ଭୋଟ୍‌ ଗ୍ରହଣ ବେଳେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଆଜି ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ବେଳେ ଜଣେ ପୋଲିଂ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। କର୍ମଚାରୀଜଣଙ୍କ ନାମ ନବ କିଶୋର ନାୟକ(୪୨) ଏବଂ ତାଙ୍କ ଘର ହିନ୍ଦୋଳ ଅଞ୍ଚଳରେ ବୋଲି ଜଣା ପଡ଼ିଛି। ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀର ୪୧ ନମ୍ବର...

suny
ବିଜେପିରେ ମିଶିଲେ ବଲିଉଡ୍ ଅଭିନେତା ସନ୍ନି ଦେଓଲ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ଆଜି ଯୋଗ ଦେଲେ ଲୋକପ୍ରିୟ ବଲିଉଡ ଅଭିନେତା ସନ୍ନି ଦେଓଲ। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ, ପୀୟୁଷ ଗୋଏଲଙ୍କ ଉପସ୍ଥିତିରେ ସେ ଆଜି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଏଥିସହ  ସେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ...

bharat
ରିଲିଜ୍‌ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭାରତ’ର ଟ୍ରେଲର

ରିଲିଜ୍‌ ହେଲା ବହୁ ପ୍ରତିକ୍ଷୀତ ଓ ଚର୍ଚ୍ଚିତ ଫିଲ୍ମ ‘ଭାରତ’ର ଟ୍ରେଲର।  ରିଲିଜ୍ ହେବାର ମାତ୍ର କେଇ ଘଣ୍ଟାରେ ଟ୍ରେଲର୍‌ଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ‘ଭାରତ୍‌’ର ଏହି ୩ମିନିଟ୍‌ର ଟ୍ରେଲର୍‌କୁ ଫ୍ୟାନ୍‌ଙ୍କର ଜବରଦସ୍ତ ରେସ୍‌ପନ୍ସ ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ଟ୍ରେଲର୍‌କୁ ପାଖାପାଖି ୨କୋଟିରୁ ଅଧିକ ଭ୍ୟୁ...

niranjan
କଂଗ୍ରେସ ଏଜେଣ୍ଟଙ୍କୁ ମାଡ଼ ମାରି ବାହାର କରିଦେଉଥିବା ଅଭିଯୋଗ ଆଣିଲେ ନିରଞ୍ଜନ

ଭୁବନେଶ୍ୱର: ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ବୁଥ୍‌ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହେଲେ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍‌ରେ ବ୍ୟାପକ...