ଆନନ୍ଦପୁର (ମୁନା ସିଂହ): ମାତ୍ର ୫୦୦ ଟଙ୍କା ପାଇଁ ଅତି ନିର୍ମମ ଭାବେ ଖୁଡ଼ୀକୁ କୁରାଢ଼ୀରେ ହାଣି ହତ୍ୟା ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଡୁମୁରିଆଁ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାଁ ରୁବେଇ ଦାସ।ରୁବେଇଙ୍କୁ ହତ୍ୟା କରିଥିବା ତାଙ୍କ...
କୁଚିଣ୍ଡା/ସୁବର୍ଣ୍ଣପୁର(ଦେବେନ୍ଦ୍ର ବେହେରା/ ରବୀନ୍ଦ୍ର ହୋତା): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କିନ୍ତୁ ପୂରା ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ସମ୍ବଲପୁରରୁ ବଲାଙ୍ଗିର, ଟିଟିଲାଗଡ଼ରୁ ସୁବର୍ଣ୍ଣପୁର ସବୁଠି ପାରଦ ୪୦ ପାର ହୋଇଗଲାଣି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଡହ ଡହ ଖରା ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ...
କଟକ: କଟକରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ଦଳର କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ, ଯୁବକଙ୍କୁ ଆକ୍ରମଣ କରିଥିବା ଦୃର୍ବୃତ୍ତଙ୍କୁ ଗିରଫ ଦାବିରେ ମର୍କତନଗର...
ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ଇଭିଏମ୍, ଭିଭିପ୍ୟାଟ୍ ଓ ଅନ୍ୟାନ୍ୟ ଭୋଟିଂ ସରଞ୍ଜାମ ସହ...
ଘରେ ହେଉ ବା ମନ୍ଦିରରେ ଆମେ କର୍ପୂର ଜଳାଇ ଆଳତି କରିଥାଉ। ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହା ଛଡ଼ା କର୍ପୂରର ଆଉ ଏକ ଉପକାରିତା ମଧ୍ୟ ରହିଛି। ବାସ୍ତୁଶାସ୍ତ୍ର ଅନୁସାରେ, କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।...
ଆବଶ୍ୟକ ସାମଗ୍ରୀ: ମଇଦା, ଖାଇବା ସୋଡ଼ା, ଚିନି, ଦହି, ରିଫାଇନ୍ ତେଲ, ଅଲିଭ୍ ଅଏଲ୍, ପିଜ୍ଜା ସସ୍, କଟା ପିଆଜ, କଟା କ୍ୟାପ୍ସିକମ୍, କଟା ଜଲ୍ପେନୋ(ଏକ ପ୍ରକାରର ଲଙ୍କା), କପ୍ କଟା ବ୍ଲାକ୍ ଅଲିଭ୍, ମୋଜାରେଲା ଚିଜ୍, ଇଟାଲିୟାନ ମସଲା ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ମଇଦା, ଖାଇବା ସୋଡ଼ା,...
ଆଜିକାଲି ସବୁ ବର୍ଗର ଲୋକ ସୁସ୍ଥ ଏବଂ ଫିଟ୍ ରହିବାକୁ ଚେଷ୍ଟା କରୁଛନ୍ତି। ଏଥିଲାଗି ପ୍ରତିଦିନ ଯୋଗ, ବ୍ୟାୟାମ, ଏକ୍ସରସାଇଜ, ମର୍ଣ୍ଣି ୱାକ୍ ଆଦି କରିଥାନ୍ତି। ତେବେ ବହୁ ଲୋକ ବ୍ୟସ୍ତ ଜୀବନଶୈଳୀରୁ ଟାଇମ୍ ବାହାର କରି ଜିମ୍ ଯିବାକୁ ସମୟ ପାଇ ନ ଥାନ୍ତି। ଆଜି ଆମେ...
ମୁମ୍ବାଇ: ଅରବାଜ ଖାନଙ୍କ ସହ ଛାଡପତ୍ର ହେବା ପରଠାରୁ ଅଭିନେତ୍ରୀ ମଲାଇକା ଅରୋରା ଖାନ୍ ନିଜ ପର୍ସନାଲ୍ ଲାଇଫ୍କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଗତ ବର୍ଷରୁ ଏମିତି ଖବର ଆସୁଛି ଯେ, ମଲାଇକା ଅର୍ଜୁନ୍ କପୁରଙ୍କୁ ଡେଟ୍ କରୁଛନ୍ତି। ଦୁହେଁ ଏ ପର୍ଯ୍ୟନ୍ତ ନିଜ ସମ୍ପର୍କକୁ ଖୋଲାଖୋଲି...
ବାରିପଦା: ମୟୂରଭଂଜ ମୋରଡ଼ାରେ ତୀବ୍ର ଭାବେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ଆସି ନବୀନଙ୍କ ଉପରେ ବର୍ଷିଛନ୍ତି ଶାହା। ସେ କହିଛନ୍ତି, ‘ସାରା ଭାରତରେ ମୋଦି ନାରା ଶୁଭୁଛି। ଦେଶ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିର୍ଣ୍ଣୟ ନେଇସାରିଛି। ମୋଦି...