• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

election-staff
ରହିବା ପାଇଁ ମିଳିଲାନି ଘର: ଖୋଲା ଆକାଶ ତଳେ ରାତି କାଟିଲେ ନିର୍ବାଚନ କର୍ମଚାରୀ

ବାଲେଶ୍ୱର(ରଞ୍ଜିତ୍ ପାକଳ): ରହିବା ପାଇଁ ଘର ନମିଳିବାରୁ ନିର୍ବାଚନ କର୍ମଚାରୀ ହଟହଟା। ଶେଷରେ ବସ୍‌ରେ ଏବଂ ଖୋଲା ଆକାଶ ତଳେ ରାତି କାଟିଲେ। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱରରୁ। ସୂଚନା ଅନୁସାରେ, ନିର୍ବାଚନୀ ଡ୍ୟୁଟି ପାଇଁ ଖୋର୍ଦ୍ଧାରୁ ପ୍ରାୟ ୫୦ ଜଣ କର୍ମଚାରୀ ଏକ ବସ୍‌ରେ ଗତକାଲି ରାତିରେ...

raj-babbar
କେନ୍ଦ୍ରାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ରାଜ୍ ବବ୍ବର୍

କେନ୍ଦ୍ରାପଡ଼ା(ବିବର୍ତ୍ତନ ପଣ୍ଡା): କେନ୍ଦ୍ରାପଡ଼ାରେ କଂଗ୍ରେସ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବଲିଉଡ୍‌ ଅଭିନେତା ତଥା କଂଗ୍ରେସ ନେତା ରାଜ୍ ବବ୍ବର୍। ଏହି ଅବସରରେ ତିନିମୁହାଣୀ ଛକଠାରୁ ଏକ ରୋଡ ଶୋ’ ଆରମ୍ଭ ହୋଇ ବଳଦେବଜୀଉଙ୍କ ମନ୍ଦିରରେ ଶେଷ ହୋଇଥିଲା। ରାଲିରେ ରାଜ୍ ବବ୍ବର୍‌ଏ ସହ...

modi
ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରପ୍ରଦେଶ ବାରଣାସୀ ଲୋକସଭା ଆସନରୁ ଆଜି ମୋଦି ପ୍ରାର୍ଥିପତ୍ର ଦାଖଲ କରିବେ। ମୋଦିଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଏନ୍‌ଡିଏରେ ଥିବା ପ୍ରାୟ ସବୁ ଦଳର ମୁଖ୍ୟ ଯୋଗ ଦେବେ। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ, ଜେଡିୟୁ...

13
୪% ହ୍ରାସ ପାଇଛି ଭାରତର ଅଶୋଧିତ ତୈଳ ଉତ୍ପାଦନ

ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତରେ ଅଶୋଧିତ ତୈଳ ଉତ୍ପାଦନ ପରିମାଣ ୪% ହ୍ରାସ ପାଇଛି। ରାଷ୍ଟ୍ରାୟତ୍ତ ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍‌ଜିସି) ଏବଂ ଅଏଲ୍‌ ଇଣ୍ଡିଆ ଲିମିଟେଡ୍(ଓଆଇଏଲ୍) ନିଜର ଉତ୍ପାଦନ ଲକ୍ଷ୍ୟ ହାସଲ କରି ନ ପାରିବାରୁ ଏଭଳି ଘଟିଛି। ଗୁରୁବାର ତୈଳ ଓ ପ୍ରାକୃତିକ...

8
ପାଖେଇ ଆସୁଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଲାଗିଛି ଘମାଘୋଟ ଲଢ଼େଇ

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ତିନି ପ୍ରମୁଖ ରାଜନୈତିକ ଦଳ ଜୋରଦାର ପ୍ରଚାର ଚଳାଇଛନ୍ତି। ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଆସି ୩ଟି ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କୁ ସିଧା ଟାର୍ଗେଟ୍ କରିଥିବା ବେଳେ କେନ୍ଦ୍ର ମନ୍ତ୍ରୀ...

7
ଓଡ଼ିଶାରେ ବାବୁମାନେ ଶାସନ ଚଳାଉଛନ୍ତି: ଶାହ

ଭୁବନେଶ୍ୱର: ଓଡ଼ିଶାରେ ନବୀନ ପଟ୍ଟନାୟକ ଶାସନ ଚଳାଉ ନାହାନ୍ତି। ଏଠାରେ ତଥାକଥିତ ବାବୁ ମାନେ ହିଁ ଶାସନ ଚଳାଉଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଠିକ୍ ତଥ୍ୟ ପହଞ୍ଚୁନାହିଁ। ଏଭଳି ସ୍ଥିତିରେ ରାଜ୍ୟରେ ଦୁର୍ନୀତିର ସ୍ତର ଚରମ ସୀମାରେ ପହଞ୍ଚି ସାରିଲାଣି। ଏଭଳି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ...

5
ଏପ୍ରିଲ ୩୦ରେ ସ୍ଥଳଭାଗ ଛୁଇଁ ପାରେ ‘ଫନି’

ନୂଆଦିଲ୍ଲୀ: ଚଳିତ ମାସର ଶେଷ ଭାଗ ଆଡ଼କୁ ଆସୁଥିବା ବାତ୍ୟା ପାଇଁ ତାମିଲନାଡ଼ୁରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏପ୍ରିଲ ୩୦ ବା ମେ ୧ ତାରିଖରେ ଏହା ସ୍ଥଳଭାଗ ଛୁଇଁବାର ଆଶଙ୍କା କରାଯାଉଛି। ତାମିଲନାଡ଼ୁର ଉତ୍ତର ଉପକୂଳରେ ଲଗାତାର ୨ ଦିନ ଧରି ଏହାର ପ୍ରଭାବ ରହିବ...

4
ପ୍ରଧାନ ବିଚାରପତିଙ୍କ ବିରୋଧରେ ଷଡଯନ୍ତ୍ର ଅଭିଯୋଗର ହେବ ତଦନ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ବିରୋଧରେ ଷଡଯନ୍ତ୍ର ଅଭିଯୋଗର ତଦନ୍ତ ହେବ। ଏନେଇ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ଏହି କମିଟିକୁ ସିବିଆଇ ମୁଖ୍ୟ, ଦିଲ୍ଲୀ ପୋଲିସ ମୁଖ୍ୟ ଓ ଗୁଇନ୍ଦା ମୁଖ୍ୟ...

3
ସୁକିନ୍ଦାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନା ଘେରିଲେ ଗ୍ରାମବାସୀ

ସୁକିନ୍ଦା: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗକୁ ନେଇ ସ୍ଥାନୀୟ ଲୋକେ ଥାନା ଘେରାଉ କରିଛନ୍ତି। ତୁରନ୍ତ ଦୋଷୀକୁ ଧରିବା ପାଇଁ ପୁଲିସ୍‌ କାର୍ଯ୍ୟାରନୁଷ୍ଠାନ ଗ୍ରହଣ କରୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ବରିଷ୍ଠ...