ନୂଆଦିଲ୍ଲୀ: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ହୋଇଥିବା ୨ ଆତଙ୍କବାଦୀ ହିଜବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ବହୁ ପରିମାଣର ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଅନନ୍ତନାଗରେ ଆତଙ୍କବାଦୀ ଲୁଚିଥିବା ନେଇ ଖବର ମିଳିବା...
ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂ, ତାଙ୍କ ଭାଇ ରିତେଶ ଏବଂ ତାଙ୍କର ୭ଜଣ ସମର୍ଥକଙ୍କ ନାମରେ ସ୍ଥାନୀୟ ଭସ୍ମା ଥାନାରେ ଏକ ମାମଲା ରୁଜୁ ହୋଇଛି। ରାଇବଗା ଅଞ୍ଚଳରେ ରହୁଥିବା ବୀଣା ଗହୀର ନାମକ ଜଣେ ମହିଳା ଯୋଗେଶଙ୍କ ବିରୋଧରେ ଏକ ଆକ୍ରମଣ...
ଭୁବନେଶ୍ୱର( ହରିହର ଚାନ୍ଦ/ ଅର୍ଚ୍ଚନା ଶତପଥୀ): ବହୁ ପ୍ରଚାର, ଗଣ୍ଡଗୋଳ, ମାର୍ପିଟ୍ ଓ ବୋମାମାଡ଼ ଶେଷରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ହେଭିୱେଟ୍ ନେତାମାନଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଥିବା ବେଳେ କିଏ ଜିତିବ କେତୋଟି ଆସନ ଆଉ କାହାର ବଢ଼ିବ ୱେଟ୍ ଏହାକୁ ନେଇ...
ନୂଆଦିଲ୍ଲୀ: ଆଜି ହେଉଛି ଭାରତୀୟ କ୍ରିକେଟ୍ ଜଗତର ବାଦ୍ସାହା ସଚିନ ତେନ୍ଦୁଲକରଙ୍କର ୪୬ତମ ଜନ୍ମଦିନ। ଏହି ଅବସରରେ ସଚିନ୍ଙ୍କ ପ୍ରଶଂସକମାନେ ତାଙ୍କ ସହ ସେଲ୍ଫି ନେଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଆଜି ତାଙ୍କ ପ୍ରଶଂସକମାନେ ସଚିନ୍ଙ୍କୁ ଖୁବ୍ ନିକଟରୁ ପାଇ ଅତିମାତ୍ରାରେ ଉତ୍ସାହିତ ହୋଇଥିଲେ। ସେହିପରି ବିଭିନ୍ନ ସୋଶାଲ୍...
ବାଲେଶ୍ୱର/କେନ୍ଦ୍ରାପଡ଼ା/ଭୁବନେଶ୍ୱର: ଏଥର ବିଜେଡ଼ି ଯାଉଛି ଏବଂ ବିଜେପି ଆସୁଛି। ହାତଗଣତି କେତେଜଣ ଅଫିସର ନବୀନ ସରକାରକୁ ଓଡ଼ିଶାରେ ବଞ୍ଚାଇ ରଖିପାରିବେ ନାହିଁ। ନବୀନଙ୍କ ନାଁ ଧରି ଏଭଳି ସିଧା ସିଧା ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ମୋଦି ଦୁଇ ଦୁଇ ଥର ଓଡ଼ିଶା ଆସି...