• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

burn
ଜଳିଗଲା ୮ ବଖରା ଘର

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ଚାନ୍ଦପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗାଁର ରବୀନ୍ଦ୍ର ପ୍ରଧାନ ଓ ସୁରେନ୍ଦ୍ର ପ୍ରଧାନଙ୍କ ୮ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ରଘୁନାଥପୁର ଅଗ୍ନିଶମ ବିଭାଗର କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ୍‌...

rain
ଏ ବର୍ଷ କମିବ ମୌସୁମୀ ବର୍ଷା !

ଭୁବନେଶ୍ୱର: ଏ ବର୍ଷ କମିପାରେ ମୌସୁମୀ ବର୍ଷା। ପାଣିପାଗ ପୂର୍ବାନୁମାନ କରୁଥିବା ସଂସ୍ଥା ସ୍କାଇମେଟ୍ ଏହି ଆଶଙ୍କା ପ୍ରକାଶ କରିଛି। ପ୍ରଶାନ୍ତ ମହାସାଗରରେ ପାଗ ଅନୁକୂଳ ନଥିବାରୁ ଏଥର ଅପେକ୍ଷାକୃତ ବର୍ଷା କମ୍ ହେବ ବୋଲି ଏହି ସଂସ୍ଥା ଆକଳନ କରିଛି। ଗତ ୫-୬ ବର୍ଷ ହେଲା ପର୍ଯ୍ୟାପ୍ତ...

soro
ଦୁଇ ପରିବାର ଭିତରେ ସଂଘର୍ଷ, ୮ ଆହତ

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ଖଣ୍ଡାସାହି ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୮ ଜଣ ଆହତ ହୋଇଛି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ଠେଙ୍ଗାମାଡ଼ରେ ଉଭୟ ପକ୍ଷରୁ ଆକ୍ରମଣ ହୋଇଥିଲା। ଦୁଇ ପକ୍ଷ...

balangir
ରୋଚକ ସ୍ଥିତିରେ ବଲାଙ୍ଗିର ରାଜନୀତି

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ରୋଚକ ସ୍ଥିତିରେ ବଲାଙ୍ଗିର ରାଜନୀତି। ବର୍ତ୍ତମାନ ସୁଦ୍ଧା ବିଜେଡି ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀର ଟିକେଟ୍ ଘୋଷଣା କରି ନଥିବାବେଳେ, କିଏ ଏଠାରୁ ଟିକେଟ୍‌ ପାଇବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନଙ୍କ ଟିକେଟ୍ କଟିବା ପରେ ସେ ଅସନ୍ତୋଷ ପ୍ରକାଶ...

malkangiri
କଂଗ୍ରେସ ପ୍ରାର୍ଥୀ ମାଲା ମାଢ଼ୀଙ୍କୁ ନୋଟିସ୍

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲାକାନଗିରିର କଂଗ୍ରେସ ବିଧାୟକ ପ୍ରାର୍ଥୀ ମାଲା ମାଢ଼ୀଙ୍କ ବିରୋଧରେ ଅଭିଯୋଗ ଆସିଛି। ସେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ତାଙ୍କୁ ରିଟର୍ଣ୍ଣି ଅଫିସର ନୋଟିସ୍‌ ଜାରି କରିଛନ୍ତି। ବିନା ଅନୁମତିରେ ଶୋଭାଯାତ୍ରା କରିଥିବାରୁ ଉପଜିଲ୍ଲାପାଳ ତାଙ୍କୁ କାରଣ ଦର୍ଶାଅ...

nirav
ଜେଲ୍‌ ଗଲେ ନିରବ ମୋଦି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଜେଲ ଗଲେ। ଆସନ୍ତା ୨୯ ଯାଏ ସେ ଜେଲରେ ରହିବେ। ସେହି ଦିନ ଭାରତର ପ୍ରତ୍ୟାର୍ପଣ ଆବେଦନ ଉପରେ ବି କୋର୍ଟ ଶୁଣାଣି କରିବେ। ନିରବଙ୍କୁ ଗତ ମଙ୍ଗଳବାର ଲଣ୍ଡନ ପୁଲିସ୍ ଗିରଫ କରିଥିବା...

gun-attack
ସାମାନ୍ୟ ବଚସାରୁ ଗୁଳିକାଣ୍ଡ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କଣିଆ ଠାରେ ସାମାନ୍ୟ ବଚସାରୁ ଗୁଳିକାଣ୍ଡ ହୋଇଛି। ଏଥିରେ କାହାର କିଛି କ୍ଷତି ହୋଇନାହିଁ। ସୂଚନାଅନୁସାରେ, ଅଲାଭର ଗାଁର ସାଗର ମଲ୍ଲିକ ଓ ରାକେଶ ଦାସ ତାଙ୍କର ଅନ୍ୟ ୨ ସାଙ୍ଗଙ୍କ ସହିତ କଣିଆରେ ଥିଲେ। ତେବେ କୌଣସି କାରଣରୁ...