• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

train
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍

ରାଉରାକେଲା(ସତ୍ୟା଼ନନ୍ଦ ମହାନ୍ତି): ଅଳ୍ପକେ ବର୍ତ୍ତିଲା ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍। ରାଉରକେଲା ନିକଟ ବନ୍ଧମୁଣ୍ଡା ଡିଜେଲ୍ କଲୋନୀ ନିକଟରେ ରେଳ ଲାଇନ୍‌ରେ ଫାଟ୍ ହୋଇଥିବା ଜାଣିବା ପରେ ଲାଇନ୍ ମ୍ୟାନ୍ ରାମ ଆଶ୍ରୟ ଦାସ ରେଡ୍ ସିଗ୍ନାଲ ଦେଇଥିଲେ। ଫଳରେ ଟ୍ରେନ୍ ଡ୍ରାଇଭର ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍‌କୁ ଅଟାଇଥିଲେ। ଏହି ରୁଟ୍‌ରେ ଟ୍ରେନ୍...

car
କାର୍‌କୁ ଷ୍ଟାର୍ଟରେ ରଖି ମୋବାଇଲରେ ଫଟୋ ଉଠାଇବା ହେଲା କାଳ

ନୀଳଗିରି(ବିଶ୍ୱମ୍ୱର ଦାସ): ଏମିତି ବି ଆସେ ମୃତ୍ୟୁ। ନିଜ କାର୍‌କୁ ଷ୍ଟାର୍ଟରେ ରଖି ସାମ୍ନାରେ ମୋବାଇଲରେ ଫଟୋ ଉଠାଉଥିଲେ। କାର୍‌ ଭିତରେ ବସିଥିଲେ ତାଙ୍କ ସ୍ତ୍ରୀ। ହେଲେ କାର୍‌ଟି ହଠାତ୍ ଗଡ଼ି ଚାପି ଦେଲା। ବାଲେଶ୍ୱର ଜିଲ୍ଲା ନୀଳଗିରି ସ୍ଥିତ କୁଲଢ଼ିଆ ଅଭୟାରଣ୍ୟରେ ଏମିତି ଏକ ଅଘଟଣ ଘଟିଛି।...

pinky
ପିଙ୍କି ପ୍ରଧାନଙ୍କ ପ୍ରାର୍ଥିତ୍ୱକୁ ବିରୋଧ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ସବୁ ଦଳରେ ବିଦ୍ରୋହ ଦେଖିବାକୁ ମିଳିଛି। ରାତି ଅଧିଆ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ଭାବେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନଙ୍କୁ ଟିକେଟ୍‌ ଦେବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଅନ୍ୟତମ ଆଶାୟୀ ଇଞ୍ଜିନିୟର ଉତ୍ତମ ପାଣିଗ୍ରାହୀ...

congress
ବଦଳିଲେ ଦିଗପହଣ୍ଡିର କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ବଦଳିଛନ୍ତି। ପୂର୍ବରୁ ପ୍ରାର୍ଥୀ ହୋଇଥିବା ବିସ୍ମୟ ମହାପାତ୍ରଙ୍କ ସ୍ଥାନରେ ଦିଗପହଣ୍ଡିର ପୂର୍ବତନ ନଗରପାଳ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ ପଣ୍ଡାଙ୍କୁ ଟିକେଟ୍‌ ଦିଆଯାଇଛି। ଏହାକୁ ନେଇ କଂଗ୍ରେସ କର୍ମୀଙ୍କ ମହଲରେ ଖୁସିର ଲହରି ଖେଳି...

bjp
ବିଜେପିରୁ ଇସ୍ତଫା ଦେଲେ ରାଜକିଶୋର  

ବାରିପଦା(ମାଣିକଲାଲ୍ ପାଣି): ବିଜେପି ରାଜ୍ୟ ଉପସଭାପତି ରାଜକିଶୋର ଦାସ ଦଳ ଛାଡ଼ିଛନ୍ତି। ଏନେଇ ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି। ଏଥିସହ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବିଜେପିର ସେ ମୋରଡ଼ା ନିର୍ବାଚନ ମଣ୍ଡଳୀର...

bjp
୩ ବିଜେପି ନେତାଙ୍କୁ ମିଳିଲା ନୂଆ ସାଙ୍ଗଠନିକ ଦାୟିତ୍ୱ

ଭୁବନେଶ୍ୱର: ବିଜେପିର ୩ ନେତାଙ୍କୁ ନୂଆ ସାଙ୍ଗଠନିକ ଦାୟିତ୍ୱ ମିଳିଛି। ଦଳରେ ଯୋଗ ଦେଇଥିବା ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ସୁବାଷ ଚୌହ୍ୱାନ ଓ ପୀତାମ୍ବର ଆଚାର୍ଯ୍ୟଙ୍କୁ ମିଳିଲା ରାଜ୍ୟ ଉପସଭାପତି ଦାୟିତ୍ୱ। ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବାକୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା...

BJD-OFFICE
ଆଜି ଘୋଷଣା ହୋଇପାରେ ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଆଜି ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ଦଳ ପ୍ରଥମ ଦୁଇ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସମସ୍ତ ୯ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କେବଳ ୫୪ଟି ବିଧାନସଭା ଆସନ ଲାଗି ଟିକେଟ୍ ଘୋଷଣା କରିଛି। ପ୍ରଥମ ଦୁଇ...

nilagiri
ନୀଳଗିରିରେ ମନୋଜା ମଞ୍ଜରୀ ଦେବୀଙ୍କୁ ବିରୋଧ

ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ କଂଗ୍ରେସ ପ୍ରାର୍ଥୀ ମନୋଜା ମଞ୍ଜରୀ ଦେବୀଙ୍କୁ ବିରୋଧ କରାଯାଇଛି। ଆଶାୟୀ ପ୍ରାର୍ଥୀ ତଥା ପିସିସି ସଦସ୍ୟ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ସମର୍ଥକମାନେ ମନୋଜାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିବା ସହ ରାଜ୍ୟ ନେତୃତ୍ୱଙ୍କ ପାଖରେ ଫେରାଦ ହେବେ ବୋଲି କହିଛନ୍ତି। ଗତକାଲି କଂଗ୍ରେସ ପକ୍ଷରୁ...

attack
ଗୁରୁଗ୍ରାମରେ କ୍ରିକେଟ୍‌ ଖେଳରୁ ମହାଭାରତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ନିକଟ ଗୁରୁଗ୍ରାମର ଭୋନଦେଶୀ କଲୋନୀରେ କ୍ରିକେଟ୍‌ ଖେଳକୁ ନେଇ ସୃଷ୍ଟି ହୋଇଛି ବିବାଦ। ଯାହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଛି। ଘଟଣା ଘଟିଛି ଗତ ୨୧ତାରିଖରେ। ହରିୟାଣାର ଗୁରୁଗ୍ରାମରେ ହୋଲି ଅବସରରେ କିଛି ପିଲା କ୍ରିକେଟ୍ ଖେଳୁଥିଲେ।  କୌଣସି କାରଣ ବଶତଃ କ୍ରିକେଟ୍...

oath
ପ୍ରଥମ ଲୋକପାଳ ଭାବେ ଶପଥ ନେଲେ ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷ

ନୂଆଦିଲ୍ଲୀ: ଦେଶର ପ୍ରଥମ ଲୋକପାଳ ଭାବେ ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷ ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଜଷ୍ଟିସ୍‌ ଘୋଷଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଉପରାଷ୍ଟ୍ରପତି ଭେଙ୍କୟା...