ରିଲ୍ କଲେ ପଡ଼ିବ ସରକାରୀ ପାହାର। ମୋଟା ଅଙ୍କର କଟାଯିବ ଫାଇନ୍। ଅମାନିଆ ରିଲର୍ ହୋଇଯାଆନ୍ତୁ ସାବଧାନ ।
କେନ୍ଦୁଝର ଘଟଗାଁ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। ଯାହାକି ରାଜଧାନୀରୁ ନିଖୋଜ ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁ ବୋଲି ସନ୍ଦେହ କରାଯାଉଛି। ତେବେ ଏ ନେଇ ପୋଲିସ୍ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ପୋଲିସ, ସାଇଣ୍ଟିଫିକ୍ ଟିମ୍ ସହ ମୃତଦେହକୁ ଉଦ୍ଧାର କରି ଚିହ୍ନଟ...
ପୁରୀ ବ୍ରହ୍ମଗିରି ବାଲିହରଚଣ୍ଡିରେ ଗଣଦୁଷ୍କର୍ମ ମାମଲାରେ ପୋଲିସର ଖୋଳତାଡ଼। ମୁଖ୍ୟ ଅଭିଯୁକ୍ତ କାଳିଆ ଓରଫ ମନୋଜ ବେହେରାକୁ ଆଜି କୋର୍ଟ ଚାଲାଣ କରାଯିବ। ଘଟଣାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରାଯାଇଥିଲା ।
ସ୍କୁଲରେ ପଡ଼ିଲା ତାଲା, ରାସ୍ତାରେ ମଧ୍ୟାହ୍ନ ଭୋଜନ କଲେ ପିଲାଏ। ପ୍ରଧାନ ଶିକ୍ଷକଙ୍କ ବଦଳି ଦାବୀରେ ସ୍କୁଲ ଗେଟରେ ତାଲା ପକାଇଲେ ଅଭିଭାବକ। ଗେଟ ଆଗରେ ବହି ବସ୍ତାନୀ ଧରି ପାଠ ପଢ଼ିଲେ ଆଉ ରାସ୍ତା ଉପରେ ମଧ୍ୟାହ୍ନ ଭୋଜନ କଲେ ଛାତ୍ରଛାତ୍ରୀ।
ଅସ୍ତ୍ରବିରତି ଘୋଷଣା କଲେ ନକ୍ସଲ! ଜାତୀୟ ଗଣମାଧ୍ୟମରେ ଏମିତି କିଛି ବଡ଼ ଖବର ସାମ୍ନାକୁ ଆସିଛି। ସିପିଆଇ-ମାଓବାଦୀ ଘୋଷଣା କରିଛନ୍ତି ଅସ୍ତ୍ରବିରତି।
ସ୍କୁଲରେ ଭୂତ, ଗୁଣିଆ ହେଇ ଝାଡ଼ିଲେ ଶିକ୍ଷକ। ଶୁଣିବାକୁ ଟିକିଏ ଅଜବ ଲାଗୁଥିଲେ ବି ଏମିତି କିଛି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କନାଗୁଳି ଗାଁର ନୀଳକଣ୍ଠେଶ୍ବର ହାଇସ୍କୁଲରେ।
ଶୁଭମିତ୍ରାଙ୍କୁ ରାଜଧାନୀରେ ତଣ୍ଟି ଚିପି ହତ୍ୟା କରି ଦୀପକ ଘଟଗାଁରେ ଏକ ଜଙ୍ଗଲରେ ମୃତଦେହକୁ ପୋତି ଦେଇଥିବା ସୂଚନା ମିଳିଛି।
ସ୍ବଂୟ ସେବକରୁ ପ୍ରଧାନ ସେବକ, କୁଟନୀତିର କିଙ୍ଗ, ବିଦେଶ ନୀତିରେ ସେ ବେଷ୍ଟ। ଦେଶର ସବୁଠୁ ଲୋକପ୍ରୀୟ ନେତା...ନରେନ୍ଦ୍ର ଦାମୋଦର ଦାସ ମୋଦି, ଦେଶର ପ୍ରଧାନମନ୍ତ୍ରୀ ମୋଦି। ଆଜି ମୋଦିଙ୍କ ୭୫ତମ ଜନ୍ମଦିନ। ୭୫ ବର୍ଷରେ ପାଦ ରଖିଛନ୍ତି ପ୍ରଧାନମନ୍ତ୍ରୀ।
କତାର ଉପରେ ଇସ୍ରାଏଲର ଆକ୍ରମଣ ପରେ ଅନୁଷ୍ଠିତ ଆରବ ଦେଶଗୁଡ଼ିକର ଜରୁରୀକାଳୀନ ବୈଠକରେ ପାକିସ୍ତାନ, ତୁର୍କୀ, ସାଉଦି ଆରବ ସମେତ ୬୦ଟି ମୁସଲିମ ଦେଶ ଅଂଶଗ୍ରହଣ କରିଥିଲେ।
ଇସ୍ରାଏଲ ତା’ର ଆକ୍ରମଣକୁ ତୀବ୍ର କରୁଥିବାରୁ ଲକ୍ଷାଧିକ ପାଲେଷ୍ଟାଇନୀ ଗାଜା ସହରରୁ ପଳାୟନ କରୁଛନ୍ତି। ଇସ୍ରାଏଲୀ ଅଧିକାରୀମାନେ ୨୦୦୦-୩୦୦୦ ହମାସ ଆତଙ୍କବାଦୀଙ୍କୁ ଚିହ୍ନଟ କରିଥିବା ଦାବି କରିଛନ୍ତି।
ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଥିଲା। ଯଦିଓ ପରେ ଉଭୟ ଦେଶ ମଧ୍ୟରେ ଧୀରେ ଧୀରେ ସମ୍ପର୍କ ସୁଧାର ହେଉଛି। ମୋଦିଙ୍କ ଜନ୍ମଦିନ ଅବସରରେ ଟ୍ରମ୍ପ ମୋଦିଙ୍କୁ ଫୋନ କରିଥିଲେ।
ଝିଅକୁ ଝୁରିଝୁରି ମରିଯିବ ତା’ ବୋଉ। କେବଳ କାନ୍ଦୁଛି, ଖାଇବା ପିଇବା ଛାଡି ଦେଲଣି। ଆମ ପାଟିକୁ ବି ଖାଦ୍ୟ ଯାଉନି। ଆଖିରୁ ଲୁହ ଶୁଖୁନି। ମନର କୋହକୁ ସମ୍ଭାଳି ହେଉନି। କୁଆଡେ ଗଲା ଝିଅ କହି ଏବେ ଖୋଜି ବୁଲୁଛନ୍ତି ଲେଡି କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ପରିବାର।...
ଫେସ୍ବୁକ୍ରେ ୩୭ ବର୍ଷୀୟ ମୁକେଶ କୁମାରୀଙ୍କ ସହ ବନ୍ଧୁତା କରିଥିଲେ ମନରାମ। ମନୋରମ ଶିକ୍ଷକ ଥିବା ବେଳେ ମୁକେଶ ଜଣେ ଅଙ୍ଗନୱାଡିରେ ସୁପର୍ ଭାଇଭର ଭାବେ କାମ କରୁଥିଲେ।
କଣ୍ଟା ଦୋଳିରେ ଦର୍ଶନ ଦେଲେ ମା କନ୍ଧୁଣିଦେବୀ। ପରିବେଶ ପୂରା ଆନନ୍ଦମୟ, ଭକ୍ତ ଉତ୍ସବମୁଖର। ବାଜା ଆଉ ଝାଞ୍ଜରେ କମ୍ପି ଉଠୁଛି ଗଗନ ପବନ। ସୃଷ୍ଟି ହେଉଛି ଆଧ୍ୟାତ୍ମିକ ପରିବେଶ। ଟଭାକଣ୍ଟା ପିଢ଼ାରେ ହୋଇଛି ଦୋଳି। ଆଉ ମା’ ଏହି କଣ୍ଟା ଦୋଳିରେ ବସି ଝୁଲୁଛନ୍ତି।
UPI ୟୁଜର ମାନେ ଗୋଟିଏ ଦିନରେ ୧୦ ଲକ୍ଷ ଟଙ୍କାର ପେମେଣ୍ଟ କରିପାରିବେ। ଏକାଥରେ ହୋଇପାରିବ ୫ ଲକ୍ଷ। UPIର ଟ୍ରାଞ୍ଜାକ୍ସନ ନିୟମରେ ଏହି ପରିବର୍ତ୍ତନ କରାଯାଇଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବେଆଇନ ବେଟିଂ ଆପ୍ 1xBet ର ତଦନ୍ତ ପାଇଁ ପୂର୍ବତନ କ୍ରିକେଟର ଯୁବରାଜ ସିଂହ, ରବିନ ଉଥାପ୍ପା ଏବଂ ବଲିଉଡ ଅଭିନେତା ସୋନୁ ସୁଡଙ୍କୁ ସମନ କରିଛି।
ଟ୍ରଂପଙ୍କ ୫୦ ପ୍ରତିଶତ ଟାରିଫ୍ ପରଠୁ ଆମେରିକା ସହ ସଂପର୍କ ବିଗିଡ଼ିଥିବା ବେଳେ ଦିଲ୍ଲୀରେ ଆମେରିକାର ବାଣିଜ୍ୟ ପ୍ରତିନିଧି ବ୍ରେଣ୍ଡୋନ ଲିଞ୍ଚ ଭାରତରେ ପହଞ୍ଚିଛନ୍ତି।
ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସୋସିଆଲ୍ ମିଡିଆରେ ଭଣ୍ଡ ସନ୍ନ୍ୟାସୀ କହି ପରୋକ୍ଷରେ ଭି.କେ. ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଗତରାତିରୁ ପ୍ରବଳ ବର୍ଷା ଯୋଗୁଁ ଭାସୁଛି ଡେରାଡୁନ୍ ସହର। ବାଦଲ ଫଟା ବର୍ଷା ପ୍ରଭାବରେ ବହୁ ସ୍ଥାନରେ ସହର ଭିତରେ ପାଣି ପଶିଛି। ବହୁ ଘର, ମନ୍ଦିର, ଦୋକାନ, ହୋଟେଲ୍, ରେଷ୍ଟୁରାଣ୍ଟ ବୁଡ଼ାଇବା ସହ ଏକାଧିକ ଲୋକ ଭାସି ଯାଇଛନ୍ତି।
ରାଜ୍ୟରେ ଆଗାମୀ ୩ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ମୟୁରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।