ସାମାନ୍ୟ ଟିଭି ରିମୋଟ୍ ପାଇଁ ଝଗଡା ହେବା ପରେ ନିଶାରେ ମାଆକୁ ଜୀବନରୁ ହତ୍ୟା କରିଛି ପୁଅ। ମଦ୍ୟପ ଅବସ୍ଥାରେ ତାଙ୍କ ମାଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା।
ଭାରତୀୟଙ୍କ ପାଇଁ ଅଶାନ୍ତ ହେଉଛି ଆମେରିକା। ଗୋଟିଏ ପରେ ଗୋଟିଏ ଯାଉଛି ଜୀବନ। ପୂର୍ବରୁ ପରିସ୍ରା କରିବାକୁ ବାରଣ କରି ଜଣେ ଖାଇଥିଲେ ଗୁଳି। ଏବେ ୱାସିଂ ମେସିନ୍ ପାଇଁ ଆଉ ଜଣଙ୍କ ମୁଣ୍ଡ ଗଡିଛି।
ଗାୟିକା କରାଇବାକୁ ସ୍ବପ୍ନ ଦେଖାଇ ଗଣଦୁଷ୍କର୍ମ । ଏଭଳି କିଛି ଚାଞ୍ଚଲ୍ୟକର ଅଭିଯୋଗ ରାଜଧାନୀରୁ ଆସିଛି । ପୀଡ଼ିତାଙ୍କୁ ନେଇ ଆସିଥିଲେ ଅଭିଯୁକ୍ତ ଚନ୍ଦନ । ତାଙ୍କୁ ସଙ୍ଗିତ ନିର୍ଦ୍ଦେଶକଙ୍କ ସହ ଭେଟାଇବାକୁ କହି ନେଇ ଯାଇଥିଲେ । ଗତ ୧୦ ତାରିଖ ଦିନ ଅପରାହ୍ନ ସମୟରେ ଲଜକୁ...
ଭିଜୁଛି ସାରା ରାଜ୍ୟ । ରାଜ୍ୟ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରାୟ ଜିଲ୍ଲାରେ ବର୍ଷା ହେଉଛି । ଏଥିପାଇଁ ୟେଲୋ ଆଲର୍ଟ ବି ଜାରି କରିଛି ପାଣିପାଗ କେନ୍ଦ୍ର। ଆଜି...
ଏକ ପାର୍କରେ ସ୍ପଷ୍ଟ ଦିବାଲୋକରେ ଜଣେ ଶିଖ୍ ମହିଳାଙ୍କୁ ଦୁଇ ଜଣ ପୁରୁଷ ଗଣଦୁଷ୍କର୍ମ କରିବା ପରେ ନିଜ ଦେଶକୁ ପଳାଅ ବୋଲି କହିଛନ୍ତି।
ଆଜି ଦୁବାଇରେ ଭାରତ ବନାମ ପାକିସ୍ତାନ ମ୍ୟାଚକୁ ତୀବ୍ର ବିରୋଧ କରାଯାଇଛି। ପ୍ରଶଂସକମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ବୟକଟ ଡାକରା ଦେଇଛନ୍ତି। ବହୁ ପ୍ରଚାର ସତ୍ତ୍ୱେ ପ୍ରାୟ ଟିକେଟ୍ ବିକ୍ରି ହୋଇନାହିଁ, ଟିକେଟ୍ ବିକ୍ରି ମନ୍ଥର ରହିଛି।
ଲଣ୍ଡନରେ ପ୍ରବାସୀ ବିରୋଧୀ ରାଲିକୁ ସମ୍ବୋଧିତ କରି ଏଲୋନ ମସ୍କ ଚେତାବନୀ ଦେଇଛନ୍ତି ଯେ ଯଦି ବେଆଇନ୍ ପ୍ରବାସୀମାନଙ୍କ ଆଗମନ ଉପରେ ନିୟନ୍ତ୍ରଣ ନ ହୁଏ, ତେବେ ହିଂସା ଆସିବ। ମସ୍କ ୟୁକେରେ ଶାସନ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଛନ୍ତି।
ଟମି ରବିନସନଙ୍କ ନେତୃତ୍ବରେ "ୟୁନାଇଟ୍ ଦି କିଙ୍ଗଡମ୍" ବିକ୍ଷୋଭରେ ଲକ୍ଷାଧିକ ଲୋକ ସାମିଲ ହୋଇଛନ୍ତି।
ରାଜକୀୟ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ପୋଷଣ ଯୋଜନା ଅଧୀନରେ ମଧ୍ୟାହ୍ନଭୋଜନ ଖାଇବା ପରେ ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ପ୍ରିୟଙ୍କା କୁଁୱାର ହାଡଜନିତ ଏକ କ୍ୟାନସର୍ରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।
ବଲିଉଡ ଅଭିନେତ୍ରୀ କରିସ୍ମା ଶର୍ମା ମୁମ୍ବାଇ ଲୋକାଲ ଟ୍ରେନରୁ ଡେଇଁବା କାରଣରୁ ଗୁରୁତର ଭାବେ ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। କରିସ୍ମା ଶର୍ମା ‘ରାଗିନୀ ଏମଏମଏସ ରିଟର୍ନ୍ସ’ ଏବଂ ‘ପ୍ୟାର କା ପଞ୍ଚନାମା’ ଭଳି ଚଳଚ୍ଚିତ୍ରରେ କାମ...
ଆକାଶ ଅଗ୍ରୱାଲ ଓ ନିଲେଶ ଅଗ୍ରୱାଲ ବିଭିନ୍ନ ନଦୀ ପଠାରୁ, ବିନା କାଗଜପତ୍ର ଓ ଖଜଣାରେ ବାଲି ଚୋରୀ କରିବା ସହ ସରକାରୀ ଅଧିକାରୀଙ୍କ କାମରେ ବାଧା ଦେବା ଓ ଗାଳିଗୁଳଜ କରିବା ଭଳି ଅଭିଯୋଗ ରହିଛି।
ଏକ ଶାବକ ହାତୀକୁ ମଣିଷ ଛୁଇଁ ଦେବାରୁ ମାଆ ହାତୀ ଛୁଆକୁ ନେଉନି। ଏବେ ବିପଦରେ ଅଛି ଶାବକ ହାତୀର ଜୀବନ।
ସେବାଶ୍ରମ ହଷ୍ଟେଲରେ ଅଘଟଣ। ଆଖିରେ feviquick ଅଠା ଲାଗି ୮ ଜଣ ଛାତ୍ର ଅସୁସ୍ଥ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ସଲାଗୁଡ଼ା ସେବାଶ୍ରମ ବିଦ୍ୟାଳୟରେ। ସେବାଶ୍ରମ ହଷ୍ଟେଲରେ ରାତିରେ ଶୋଇଥିବା ବେଳେ କିଛି ଛାତ୍ର, ଅନ୍ୟ ୮ ଜଣ ଛାତ୍ରଙ୍କ...
ଉତ୍ତରପ୍ରଦେଶର ବରେଲିର ସିଭିଲ ଲାଇନ୍ସରେ ଥିବା ବଲିଉଡ୍ ଅଭିନେତ୍ରୀ ଦିଶା ପଟାନିଙ୍କ ଘର ଉପରକୁ କିଛି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି। ଏଥିପାଇଁ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ନିଜକୁ ଦାୟୀ କରିଛି।
ସଲାଗୁଡ଼ା ସେବାଶ୍ରମ ବିଦ୍ୟାଳୟର ହଷ୍ଟେଲରେ ରାତିରେ ଶୋଇଥିବା ବେଳେ ୮ ଜଣ ଛାତ୍ରଙ୍କ ଆଖିରେ ଫେଭିକ୍ବିକ୍ ଅଠା ପକାଇ ଦିଆଯାଇଛି।
ଆଜି ସାରା ରାଜ୍ୟରେ ବର୍ଷା ସମ୍ଭାବନା । ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସବୁ ଜିଲ୍ଲାରେ ବର୍ଷାହେବାନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି,...
ଓଡିଶାର ଏକ ଗାଁ ଅଛି। ଯେଉଁଠାରେ ପ୍ରତ୍ୟେକ ଘରେ କବାଟ ନାହିଁ, କି ସେଠାରେ ଚୋରି ବି ହୁଏ ନାହିଁ।
ଜାତିସଂଘରେ କତାରରେ ହମାସ ନେତାମାନଙ୍କୁ ଟାର୍ଗେଟ କରି ଇସ୍ରାଏଲ କରିଥିବା ଆକ୍ରମଣ ଉପରେ ଆଲୋଚନା କରୁଥିବା ବେଳେ ମାନବାଧିକାର ଓକିଲ ହିଲେଲ୍ ନ୍ୟୁଅର ପାକିସ୍ତାନକୁ ବଦନାମ କରିଛନ୍ତି।
ରୁଷର କାମଚଟକାର ପୂର୍ବ ଉପକୂଳରେ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଯାହା ଫଳରେ ସୁନାମି ସତର୍କତା ଜାରି କରାଯାଇଥିଲା।