• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chinmayee Sahoo

Chinmayee Sahoo

Editor

ଭୁବନେଶ୍ୱରରେ ସ୍କୁଲ ଓ କଲେଜ ଶିକ୍ଷା ପରେ ଓଡ଼ିଆ ସାମ୍ବାଦିକତାରେ କ୍ୟାରିୟର କରିବାକୁ � ...more

ଭୁବନେଶ୍ୱରରେ ସ୍କୁଲ ଓ କଲେଜ ଶିକ୍ଷା ପରେ ଓଡ଼ିଆ ସାମ୍ବାଦିକତାରେ କ୍ୟାରିୟର କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣମାଧ୍ୟମ ଯୋଗାଯୋଗରେ ସ୍ନାତକୋତ୍ତର ହାସଲ। ୨୦୨୧ରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବାପରେ ଗତ ୩ ବର୍ଷ ଧରି ବିଭିନ୍ନ ୱେବ୍ ଗଣମାଧ୍ୟମ ସଂସ୍ଥାରେ କପି ଏଡିଟର ଭାବେ କାର୍ଯ୍ୟ କରିଛନ୍ତି। ଜାତୀୟ ଖବର ଲିଖନରେ ସେ ସିଦ୍ଧହସ୍ତ।

less

Posts by Chinmayee Sahoo

Sushila Karki
Sushila Karki: ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସୁଶୀଳା କାର୍କି

ସୁଶୀଳା କାର୍କି ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୀରେ ପ୍ରଥମ କ୍ୟାବିନେଟ୍ ବୈଠକ କରିଥିଲେ। ୫ ମାର୍ଚ୍ଚ, ୨୦୨୬ ରେ ନୂଆ ସାଧାରଣ ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଛି।

Extra-Maretial-allegitaion
Teacher's Illicit Affair: ଘରେ ଅଛନ୍ତି ସ୍ତ୍ରୀ-ପିଲା, ସ୍ବାମୀ ଖୋଜୁଛନ୍ତି ଟିକେ ଏକ୍ସଟ୍ରା

ପଦ୍ମପୋଖରୀ ସ୍କୁଲରେ ପ୍ରଧାନଶିକ୍ଷକଙ୍କ ପରକୀୟା ପ୍ରୀତି ଧରାପଡିବା ପରେ ରାସ୍ତାରେ ଉଲଗ୍ନ କରି ଚଲାଇଛନ୍ତି ଶିକ୍ଷୟିତ୍ରୀଙ୍କ ସ୍ବାମୀ।

reels
ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ପୁଣି ଯୁବକଙ୍କ ଆତ୍ମାହୁତି ଉଦ୍ୟମ । ପୁରୁଣା ବ୍ରହ୍ମପୁର ମେଣ୍ଟୁ ଛକରେ ଆତ୍ମଦାହ ଉଦ୍ୟମ କରିଛନ୍ତି ଜଣେ ଯୁବକ । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Gold
Gold And Silver: ବଢୁଛି ସୁନା ଦର, ଏବେ କିଣିବେ କି ନାହିଁ; ଜାଣନ୍ତୁ ଏକ୍ସପର୍ଟଙ୍କଠାରୁ

ଦିନକୁ ଦିନ ସୁନା ଦର ବୃଦ୍ଧି ପାଉଥିବା ବେଳେ ସୁନା କିଣିବା ପାଇଁ ସଠିକ୍ ସମୟ ବିଷୟରେ ଏକ୍ସପର୍ଟ କଣ କହୁଛନ୍ତି ଜାଣନ୍ତୁ।

BJD-will-see-the-new-BJD
ବିଜେଡି ଦେଖିବ ନୂଆ ବିଜେଡି !

ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କ ପରେ ବଡଚଣାର ପୂର୍ବତନ ବିଧାୟକ ଅମର ଶତପଥୀ ବିଶ୍ବାସର ସହ କହୁଛନ୍ତି ବିଜେଡି ଫାଳ ଫାଳ ହୋଇଯିବ। ନୂଆ ବିଜେଡିର ମୂଳଦୁଆ ପଡି ସାରିଲାଣି। ବିଜେଡି କର୍ମୀ ହିଁ ନୂଆ ବିଜେଡି ତିଆରି କରିବେ। ବର୍ତ୍ତମାନ ସ୍ଥିତି ଯାହା ବିଜେଡି ଉପରୁ ଆସ୍ଥା...

NAGA-IN-JAMUNA
ଯମୁନା ନଦୀରେ ଖେଳୁଛି ନାଗ !

ଦିଲ୍ଲୀର ଯମୁନା ନଦୀରେ ଖେଳୁଛି ନାଗ !... ? ସୁଅ କାଟି ପହଁରୁଛି ସାପ । ନଦୀର ଜଳସ୍ତର ଧିରେଧିରେ କମୁଛି ମାତ୍ର ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା। ଦିଲ୍ଲୀରୁ ଆସିଲା ଚିତ୍ର...

Nepal
Unrest Nepal: ନେପାଳ ହିଂସା: ସେନା ଗୁଳିରେ ୨କଏଦୀ ମୃତ, ଭାରତ ସୀମାରେ ଅନେକ ଅଟକ

ଦେଶର ଅଶାନ୍ତି ପରିସ୍ଥିତି ଓ କୌଣସି ନେତୃତ୍ବ କ୍ଷମତାରେ ନଥିବାର ସୁଯୋଗ ନେଇ କାଠମାଣ୍ଡୁ, ପୋଖରା ଏବଂ ଲଳିତପୁର ଜେଲରୁ ଶହ ଶହ କଏଦୀ ପଳାଇ ଯାଇଛନ୍ତି।

Tanisha
Tanishaa Mukerji: ପ୍ରଥମ ଫିଲ୍ମରେ ମୃତ୍ୟୁକୁ ଖୁବ୍ ନିକଟରୁ ଦେଖିଥିଲେ, ହରାଇଥିଲେ.....

ଏହି ଅଭିନେତ୍ରୀ ତାଙ୍କ ଡେବ୍ୟୁ ଫିଲ୍ମର ସୁଟିଂ ସମୟରେ ଏକ ଭୟଙ୍କର ଦୁର୍ଘଟଣାର ସାମନା କରିଥିଲେ। ସେଥିରେ ତାଙ୍କ ସ୍ମୃତିଶକ୍ତି ହ୍ରାସ ପାଇଥିଲା।

Charlie
Trump ally Charlie Kirk: କାହିଁକି ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗୁଳି କରି ହତ୍ୟା? କ’ଣ ରହିଛି ଶତ୍ରୁତା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କ ୟୁଟା ଭ୍ୟାଲି ୟୁନିଭର୍ସିଟି ପରିସରରେ ଭାଷଣ ଦେବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।

garland
Navya Nair: ୨୦ ଟଙ୍କାର ଗଜରା ପାଇଁ ଗଣିଲେ ଲକ୍ଷାଧିକ ଟଙ୍କାର ଫାଇନ, ହଟହଟା ହେଲେ ଅଭିନେତ୍ରୀ

ଗଭାରେ ଗଜରେ ଲଗାଇବା ଯୋଗୁଁ ଜଣେ ଅଭିନେତ୍ରୀଙ୍କୁ ଲକ୍ଷାଧିକ ଟଙ୍କାର ଫାଇନ୍ ଗଣିବାକୁ ପଡିଛି।

Mark Zuckerberg
Mark Zuckerberg: କାହିଁକି ମେଟା ବିରୁଦ୍ଧରେ ମାମଲା ରୁଜୁ କଲେ ମାର୍କ ଜୁକରବର୍ଗ!

ମାର୍କ ଜୁକରବର୍ଗ ମେଟା ବିରୋଧରେ ମାମଲା ଦାୟର କରିଛନ୍ତି। ଯାହା ପରେ କମ୍ପାନୀକୁ ମାର୍କ ଜୁକରବର୍ଗଙ୍କୁ କ୍ଷମା ମାଗିବାକୁ ପଡିଲା। ଆସନ୍ତୁ ଜାଣିବା ଏହି ମାମଲା କଣ।

SriMandir
ଜଗା ଦୁଆରେ ହାଇଡ୍ରାମା

ଶ୍ରୀମନ୍ଦିର ଭିତରକୁ ଧସେଇ ପଶିବା ବେଳେ ଯୁବକ ଅଟକ । ଶ୍ରୀମନ୍ଦିର ସିଂହଦ୍ବାର ଖୋଲିବା ପୂର୍ବରୁ ଜଣେ ଯୁବକ ହଠାତ ସିଂହଦ୍ବାର ସମ୍ମୁଖରେ ପହଞ୍ଚି ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଉଦ୍ୟମ କରୁଥିଲେ ।

Nepal
ନେପାଳରୁ ଓଡିଆଙ୍କ ଛାତିଥରା ଅନୁଭୂତି

ନେପାଳରେ ଶାନ୍ତି ବଜାୟ ରଖିବାକୁ ନିଜ ନିୟନ୍ତ୍ରଣକୁ ନେଇଛି ସେନା । ଜାରି ହୋଇଛି କର୍ଫ୍ୟୁ । ସାରା ଦେଶରେ ଆଜି ଓ ଆସନ୍ତାକାଲି ପାଇଁ କର୍ଫ୍ୟୁ ଜାରି କରିଛି ନେପାଳୀ ସେନା।

PATTAMUNDAI-MISSING-MOTHER-SON
Missing In Forest: ଲୋଭରେ ଗଲେ ଜଙ୍ଗଲକୁ, ଗଛ ଉପରେ ବିତିଲା ୫ ରାତି.... ଘେରି ରହିଥିଲେ ଜୀବଜନ୍ତୁ

କିଟ୍ କିଟ୍‌ ଅନ୍ଧାରରେ ଗାଁକୁ ରାସ୍ତା ଖୋଜୁଥିଲେ । ହେଲେ ଦିଶୁନଥିଲା ବାଟଘାଟ । ତୃଷା ମେଣ୍ଟାଇବା ପାଇଁ ପିଉଥିଲେ ଲୁଣି ପାଣି, ବନ୍ୟପ୍ରାଣୀଙ୍କ ଭୟରେ ରହୁଥିଲେ ଗଛରେ ।

Donald Trump
ଭାରତ ମାଡରେ ଟ୍ରମ୍ପ ଚେପା!

ପୁଣି ଭାରତ ଆଗରେ ନଇଁଲେ ଟ୍ରମ୍ପ୍ ! ଟାରିଫ୍ ବିବାଦର ସମାଧାନ ପାଇଁ ଟ୍ରମ୍ପଙ୍କ ଭରପୁର ଉଦ୍ୟମ। ସୋସିଆଲ ମିଡିଆରେ ଟ୍ରମ୍ପ କହିଛନ୍ତି, ଭାରତ ସହିତ ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବାକୁ ଆଲୋଚନା ଜାରି ରଖିଛୁ।

Mark-‌Zuckerberg
Mark ‌Zuckerberg: ହିନ୍ଦୀ ଜାଣିଥିଲେ ଘଣ୍ଟାକୁ ୫ ହଜାର ଟଙ୍କା ଦେଉଛନ୍ତି ମାର୍କ ଜୁକରବର୍ଗ

ହିନ୍ଦୀ ଚାଟ୍‌ବଟ୍ ଲଞ୍ଚ କରିବା ମେଟା। ଭାରତ ଭଳି ଦେଶ ପାଇଁ ସ୍ଥାନୀୟ ସଂସ୍କୃତି ଏବଂ ଭାଷା ସହିତ ଜଡିତ ଚାଟ୍‌ବଟ୍ ତିଆରି କରିବା ପାଇଁ ପ୍ରତି ଘଣ୍ଟାକୁ ୫୫ ଡଲାର ଦେଉଛି।

Give-Birth-4-Children
Baby Bonuses: ୪ ସନ୍ତାନ ଥିଲେ ଉପହାର; ସରକାର କରିଛନ୍ତି ୧୪୦କୋଟି ଟଙ୍କାର ଯୋଜନା

ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ଗ୍ରୀସ୍ ସରକାର ଚିନ୍ତାରେ ପଡିଯାଇଛନ୍ତି। ଫଳରେ ସରକାର ଲୋକମାନଙ୍କୁ ସନ୍ତାନ ଜନ୍ମ କରିବାକୁ ଲୋଭନୀୟ ଅଫର ଦେଉଛନ୍ତି।

Doha
Air Strikes On Doha: ଦୋହାରେ ପ୍ରଚଣ୍ଡ ଆକ୍ରମଣ; କଡା ନିନ୍ଦା କଲା ଜାତିସଂଘ

ଇସ୍ରାଏଲ କତାରର ରାଜଧାନୀ ଦୋହାରେ ହମାସର ବୈଠକ ଚାଲିଥିବା ବେଳେ ଏୟାର ଷ୍ଟ୍ରାଇକ କରିଛି। ଯୁଦ୍ଧବିରତି ଉପରେ ହମାସ ନେତାମାନେ ଆଲୋଚନା କରୁଥିଲେ।

Sea
ମାଡି ଆସୁଛି ସମୁଦ୍ର

ପୁଣି ଜଗତସିଂହପୁର ଏରସମାରେ ଉଗ୍ରହେଲା ସମୁଦ୍ର । ରାମତରା ନିକଟରେ ଜନବସତି ଆଡ଼କୁ ୭୦୦ ମିଟର ମାଡ଼ିଆସିଲା ଜୁଆର । ଫଳରେ ବ୍ୟାପକ ଅଞ୍ଚଳରେ ମାଡ଼ିଯାଇଛି ଲୁଣିପାଣି । ଚାଷ ଜମିରେ ମଧ୍ୟ ସମୁଦ୍ର ପାଣି ପଶିଛି ।

NEPAL
ପୂର୍ବତନ ପତ୍ନୀଙ୍କ ପତ୍ନୀଙ୍କୁ ଜାଳିଦେଲେ

ଯୁଆଡ଼େ ଦେଖିବେ ଜଳାପୋଡ଼ା ଆଉ ଭଙ୍ଗାରୁଜା । ସୋସିଆଲ୍ ମିଡିଆ ନିଆଁରେ ଜଳୁଛି ନେପାଳ । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଇସ୍ତଫା ପରେ ବି ଆୟତ୍ତକୁ ଆସୁନି ସ୍ଥିତି । ଚରମ ସୀମା ପାର୍ କରିଛି ଗୃହଯୁଦ୍ଧ।

ଭୁବନେଶ୍ୱରରେ ସ୍କୁଲ ଓ କଲେଜ ଶିକ୍ଷା ପରେ ଓଡ଼ିଆ ସାମ୍ବାଦିକତାରେ କ୍ୟାରିୟର କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣମାଧ୍ୟମ ଯୋଗାଯୋଗରେ ସ୍ନାତକୋତ୍ତର ହାସଲ। ୨୦୨୧ରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବାପରେ ଗତ ୩ ବର୍ଷ ଧରି ବିଭିନ୍ନ ୱେବ୍ ଗଣମାଧ୍ୟମ ସଂସ୍ଥାରେ କପି ଏଡିଟର ଭାବେ କାର୍ଯ୍ୟ କରିଛନ୍ତି। ଜାତୀୟ ଖବର ଲିଖନରେ ସେ ସିଦ୍ଧହସ୍ତ।