• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chinmayee Sahoo

Chinmayee Sahoo

Editor

ଭୁବନେଶ୍ୱରରେ ସ୍କୁଲ ଓ କଲେଜ ଶିକ୍ଷା ପରେ ଓଡ଼ିଆ ସାମ୍ବାଦିକତାରେ କ୍ୟାରିୟର କରିବାକୁ � ...more

ଭୁବନେଶ୍ୱରରେ ସ୍କୁଲ ଓ କଲେଜ ଶିକ୍ଷା ପରେ ଓଡ଼ିଆ ସାମ୍ବାଦିକତାରେ କ୍ୟାରିୟର କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣମାଧ୍ୟମ ଯୋଗାଯୋଗରେ ସ୍ନାତକୋତ୍ତର ହାସଲ। ୨୦୨୧ରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବାପରେ ଗତ ୩ ବର୍ଷ ଧରି ବିଭିନ୍ନ ୱେବ୍ ଗଣମାଧ୍ୟମ ସଂସ୍ଥାରେ କପି ଏଡିଟର ଭାବେ କାର୍ଯ୍ୟ କରିଛନ୍ତି। ଜାତୀୟ ଖବର ଲିଖନରେ ସେ ସିଦ୍ଧହସ୍ତ।

less

Posts by Chinmayee Sahoo

ASSEMBLY
All-Party Meeting: ଆଜି ସର୍ବଦଳୀୟ ବୈଠକ

ଆସନ୍ତା ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢ଼ୀ।

AWAS-DIWAS
Awas Diwas Housing Mela: ଆବାସ ଦିବସ ପ୍ରସ୍ତୁତି

ଆବାସ ଦିବସ ପାଳନ କରିବେ ରାଜ୍ୟ ସରକାର। ପ୍ରତି ଜିଲ୍ଲା, ପୌରସଂସ୍ଥାରେ ଆୟୋଜନ ହେବ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ମେଳା। ଏନେଇ ସବୁ ଜିଲ୍ଲପାଳଙ୍କୁ ଚିଠି ଲେଖିଛନ୍ତି ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ।

RAILWAY-RULE
IRCTC: ଅକ୍ଟୋବର ପହିଲାରୁ ନୂଆ ନିୟମ

ଅକ୍ଟୋବର ୧ରୁ ବଦଳିଯିବ ରେଳବାଇରେ ଟିକେଟ ବୁକିଂ ସିଷ୍ଟମ୍। ରିଜର୍ଭେସନ ଖୋଲିବାର ପ୍ରଥମ ୧୫ ମିନିଟରେ ଟିକେଟ୍ ବୁକିଂ ପାଇଁ ଆଧାର ଯାଞ୍ଚ ଥିବା ଯାତ୍ରୀମାନଙ୍କୁ ପ୍ରାଥମିକତା ଦିଆଯିବ। ଯେଉଁମାନଙ୍କର ଆଧାର ଯାଞ୍ଚ କରାଯାଇଛି ସେମାନେ ପ୍ରଥମ ୧୫ ମିନିଟରେ ଅନଲାଇନ୍ ଟିକେଟ୍ ବୁକ୍ କରିପାରିବେ। ଏହି ନିୟମ...

KUCHINDA-TAHASILDAR-NILAMBITA
Kuchinda Tahasildar: କୁଚିଣ୍ଡା ତହସିଲଦାର ସସପେଣ୍ଡ

କୁଚିଣ୍ଡା ତହସିଲଦାର ସସପେଣ୍ଡ। ଚାକିରିରୁ ନିଲମ୍ବିତ ହୋଇଛନ୍ତି କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇ। ତାଙ୍କୁ ନିଳମ୍ବନ କରିଛି ରାଜସ୍ବ ବିଭାଗ। ଏକ ଜମିଜମା ମାମଲାରେ ପକ୍ଷପାତିତା କରିଥିବା ନେଇ ଅଭିଯୋଗ ହୋଇଥିଲା। ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଓ ଉତ୍ତରାଞ୍ଚଳ ରାଜସ୍ବ କମିଶମର ନିକଟରେ ଅଭିଯୋଗ...

road-reel
Reels: ରିଲ୍ସ କଲେ ନାମ ନେବେ

ରିଲ୍ସ ନାଁରେ ସଡ଼କ ସୁରକ୍ଷା ନିୟମର ଉଲ୍ଲଂଘନ କଲେ ହେବ ଆକ୍ସନ। ଏହା ଉପରେ ବିଶେଷ ନଜର ରଖାଯିବ।

BALI-HARCHANDI-CASE
Baliharchandi: ବାଲିହରଚଣ୍ଡୀ ଗଣଦୁଷ୍କର୍ମ, ୩ ଅଟକ

ପୁରୀ ଜିଲ୍ଲା ବାଲିହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାରେ ୩ ଅଟକ। ଆଉ ଜଣେ ଦୁର୍ବୃତ୍ତ ଫେରାର ଅଛି। ତାକୁ ଧରିବାକୁ ତନାଘନା କରୁଛି ବ୍ରହ୍ମଗିରି ଥାନା ପୋଲିସ। ପୀଡ଼ିତା ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଛି। ବାଲିହରଚଣ୍ଡୀ ଜଙ୍ଗଲରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ପୀଡ଼ିତା। ଶନିବାର ବାଲିହରଚଣ୍ଡୀ ବୁଲିବାକୁ ଆସିଥିବା...

Gen Z
Nepal Gen Z: ଜେନ-ଜିଙ୍କ ମୃତ୍ୟୁ: ଶୋକ ଦିବସ ପାଳନ କରିବ ଦେଶ, ମିଳିବ ସହିଦ ମାନ୍ୟତା

ଦୁର୍ନୀତି ଏବଂ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ବିରୋଧରେ ଜେନ-ଜି ଦ୍ୱାରା ଦେଶବ୍ୟାପୀ ପ୍ରତିବାଦ ସମୟରେ ମୃତ୍ୟୁବରଣ କରିଥିବା ପ୍ରଦର୍ଶନକାରୀଙ୍କ ସ୍ମୃତିରେ ନେପାଳ ସରକାର ସେପ୍ଟେମ୍ବର ୧୭କୁ ଶୋକ ଦିବସ ଭାବରେ ଘୋଷଣା କରିଛନ୍ତି।

BJD
‍ବିଜେଡି ଭାଙ୍ଗିଲା ବ୍ୟାରିକେଡ୍

ପୋଲିସ-ବିଜେଡି କର୍ମୀ ଧସ୍ତାଧସ୍ତି । ରାଜ୍ୟରେ ସାର ସମସ୍ୟାକୁ ନେଇ ବିଜେଡିର ବିକ୍ଷୋଭ

Gemini AI
Gemini AI Nano Banana: ବଲିଉଡ୍ ଷ୍ଟାଇଲ୍ ଫଟୋ ତିଆରି କରୁଛନ୍ତି କି? ଆପଣଙ୍କୁ ଘେରି ରହିଛି ବିପଦ

ସୋସିଆଲ୍ ମିଡିଆରେ ପ୍ରତିଦିନ ନୂଆ ନୂଆ ଟ୍ରେଣ୍ଡ ଆସୁଛି। ବର୍ତ୍ତମାନ ଏହି ଟ୍ରେଣ୍ଡରେ ସାମିଲ ହୋଇଛି 'ନାନୋ ବାନାନା' ଟ୍ରେଣ୍ଡ।

rain
Heavy Rain Alert: ବର୍ଷାରେ ଧୋଇଯିବ କି ପାର୍ବଣ? ପୁଣି ଆଉ ଏକ ଘୂର୍ଣ୍ଣବଳୟ

ପୁଣି ଆଉ ଏକ ଘୂର୍ଣ୍ଣବଳୟ...ଏଥର ବର୍ଷା ଧୋଇଯିବ କି ପାର୍ବଣ ?

Couple-Kills-Children
ଦୁଇ ପିଲାଙ୍କ ତଣ୍ଟି ଚିପିଦେଲେ ବାପା-ମା

ଦୁଇ ପିଲାଙ୍କ ତଣ୍ଟି ଚିପିଦେଲେ ବାପା-ମା। ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା। ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ବଞ୍ଚିଯାଇଛନ୍ତି ପତ୍ନୀ। ମାନସିକ ଅବସାଦ ଏବଂ ଆର୍ଥିକ ସଙ୍କଟ ଜଣେ ବ୍ୟକ୍ତିକୁ କେଉଁ ଦିଗକୁ ନେଇଯାଏ ଏହା ହେଉଛି ତାହାର ପ୍ରମାଣ।

Pakistani Fans
Pakistani Fans Reaction: ପାକିସ୍ତାନର ଧଜିଆ ଉଡାଇଲେ ପାକିସ୍ତାନୀ ଫ୍ୟାନ୍ସ....ଭାରତକୁ ଏପରି ଛୁଆଙ୍କ ସହିତ ଖେଳିବା କଥା ନୁହେଁ

ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ପାକିସ୍ତାନ ଭାରତଠାରୁ ଅତି ଶୋଚନୀୟ ଭାବେ ହାରିଛି।

Asim Munir
Munir's Bunker Hideout: ସାରା ଦେଶ ଥିଲା ଆତଙ୍କରେ, ମୁନୀର୍ ଲୁଚିଥିଲେ ବଙ୍କରରେ: ପଦାରେ ପଡିଲା ପାକ୍ ସେନା ମୁଖ୍ୟଙ୍କ କାରନାମା

ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କେଜେଏସ ଢିଲୋନ୍ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ନେଇ ବଡ ତଥ୍ୟ ପ୍ରକାଶ କରିଛନ୍ତି। ଭାରତ ଅପରେସନ ସିନ୍ଦୂର କରିବା ବେଳେ ମୁନିର ବଙ୍କର ଭିତରେ ଲୁଚି ରହିଥିଲେ ବୋଲି କହିଛନ୍ତି।

TRUMP
Trump Toughens Immigrant Stance: ଟେକ୍ସାସରେ ଭାରତୀୟ ନାଗରିକଙ୍କ ମୁଣ୍ଡ କାଟ ଘଟଣାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା

ଟେକ୍ସାସରେ ଭାରତୀୟ ନାଗରିକଙ୍କ ମୁଣ୍ଡ କାଟ ଘଟଣାରେ ଟ୍ରମ୍ପ ପ୍ରତିକ୍ରିୟା ରଖି କହିଛନ୍ତି, ନାଗମଲ୍ଲୈୟା ଜଣେ ସମ୍ମାନିତ ସମାଜସେବୀ ଭାବେ ପରିଚିତ ଥିଲେ। ହତ୍ୟାକାରୀକୁ ଆମେରିକୀୟ ଆଇନର ସର୍ବୋଚ୍ଚ ଦଣ୍ଡ ମିଳିବ।

Charidham
Charidham Movie: ଆଜି ଲଞ୍ଚ ହେବ ଚାରିଧାମ ଟ୍ରେଲର; ଜାଣନ୍ତୁ କେଉଁଠି, ମାଗଣାରେ ଦେଖି ପାରିବେ ଦର୍ଶକ

ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରିଥିବା ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଉପସ୍ଥିତିରେ ଓଡ଼ିଆ ଚଳଚ୍ଚିତ୍ର 'ଚାରିଧାମ: ଏ ଜର୍ନି ଉଇଦିନ୍' ର ଅଡିଓ ଏବଂ ଟ୍ରେଲର ରିଲିଜ୍ ହେବ।

Disha Patani
Disha Patani: ବିପଦରେ ଦିଶାଙ୍କ ଜୀବନ! ଆଜି ପୁଣି ଗୁଳିମାଡ

ବରେଲି ସହରରେ ଥିବା ଦିଶା ପଟାନିଙ୍କ ଘର ଉପରକୁ ଗତ କାଲି ଗୁଳିମାଡ଼ ହୋଇଥିବା ବେଳେ ଆଜି ପୁଣି ଗୁଳିମାଡ କରାଯାଇଛି। ପ୍ରେମାନନ୍ଦ ଜୀ ମହାରାଜ ଏବଂ ଅନିରୁଦ୍ଧଚାର୍ଯ୍ୟ ମହାରାଜଙ୍କୁ ନେଇ ବିବାଦ ଦେଖାଯାଇଛି।

GST
GST Settlement: GST ହ୍ରାସ ପରେ ସାମଗ୍ରୀରେ ରହିବ ନୂଆ ଦର

GST ସଂଶୋଧନ ହେବା ପୂର୍ବରୁ ସାମଗ୍ରୀରେ ନୂଆ ଦର ଉଲ୍ଲେଖ ରହିବ। ହ୍ରାସ ପାଇଥିବା GST ଅନୁସାରେ ନୂଆ ଦର ଲାଗୁ ହେବ।

Nisa and ASI
ASI Photo With Nisha: ନିଶା ମହାରାଣାଙ୍କ ସହ ଫଟୋ ଉଠାଇ ଫସିଲେ ପୋଲିସ୍ ବାବୁ

କେନ୍ଦୁଝର ପାଟଣା ଥାନା ASI ସରୋଜ ସେଠୀଙ୍କ ନିଶା ମହାରଣାଙ୍କ ସହ କିଛି ଫଟୋ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି।

school
Student Found Inside Box: ବାକ୍ସରୁ ପିଲା ଉଦ୍ଧାର, କାର୍ଯ୍ୟାନୁଷ୍ଠାନ କେବେ?

ଜରଡା ସରକାରୀ ନୋଡାଲ ହାଇସ୍କୁଲ ହଷ୍ଟେଲରେ ବାକ୍ସରୁ ଛାତ୍ର ଉଦ୍ଧାର ଘଟଣାରେ ସ୍କୁଲରେ PAITD, WEO ଅନ୍ୟ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି ।

Woman Gang Raped
Woman Gang Raped: ରାଜଧାନୀରେ ଚାଞ୍ଚଲ୍ୟ, ନିଶା ଦେଇ ଯୁବତୀଙ୍କୁ ଲଜରେ ଗଣଦୁଷ୍କର୍ମ!

ରାଜଧାନୀରେ ଜଣେ ଯୁବତୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ସଙ୍ଗିତ ନିର୍ଦ୍ଦେଶକଙ୍କ ସହ ଭେଟାଇ ଦେବାକୁ କହି ଲଜକୁ ନେଇ ସହଯୋଗୀଙ୍କ ସହ ମିଶି ଏଭଳି କାଣ୍ଡ ଭିଆଇଛନ୍ତି।

ଭୁବନେଶ୍ୱରରେ ସ୍କୁଲ ଓ କଲେଜ ଶିକ୍ଷା ପରେ ଓଡ଼ିଆ ସାମ୍ବାଦିକତାରେ କ୍ୟାରିୟର କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣମାଧ୍ୟମ ଯୋଗାଯୋଗରେ ସ୍ନାତକୋତ୍ତର ହାସଲ। ୨୦୨୧ରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବାପରେ ଗତ ୩ ବର୍ଷ ଧରି ବିଭିନ୍ନ ୱେବ୍ ଗଣମାଧ୍ୟମ ସଂସ୍ଥାରେ କପି ଏଡିଟର ଭାବେ କାର୍ଯ୍ୟ କରିଛନ୍ତି। ଜାତୀୟ ଖବର ଲିଖନରେ ସେ ସିଦ୍ଧହସ୍ତ।